Latest Odisha News

BREAKING NEWS

EXCLUSIVE: ଓଟିଭିର ସଫଳତା ପଛର କାହାଣୀ: ଜଗି ମଙ୍ଗତଙ୍କ ଜୁବାନୀ

ଭୁବନେଶ୍ୱର: ଟେଲିଭିଜନ ରେଟିଂ ପଏଣ୍ଟ ମାପୁଥିବା ସଂସ୍ଥା ବାର୍କ ଦ୍ୱାରା ଓଡ଼ିଶା ଟିଭି ବା ଓଟିଭି ରାଜ୍ୟର ଏକ ନମ୍ବର ନ୍ୟୁଜ ଚ୍ୟାନେଲ । ନିକଟରେ ଏହି ଚ୍ୟାନେଲ ୨୫ ବର୍ଷରେ ପାଦ ଥାପିଛି। ଦୀର୍ଘ ବର୍ଷ ଧରି ଓଟିଭି ରାଜ୍ୟରେ ଏକ ନମ୍ବର ଚ୍ୟାନେଲ ହୋଇ ରହିଛି । ନମ୍ବର ଏକ ଏବଂ ନମ୍ବର ଦୁଇ…

[ଦେଖନ୍ତୁ ଭିଡିଓ] ଶ୍ରୀମନ୍ଦିରରେ ଅଘଟଣ, ସିଂହଦ୍ୱାର ଗୁମୁଟରୁ ଡେଇଁ କିନ୍ନର ମୃତ

ପୁରୀ: ଶ୍ରୀମନ୍ଦିର ସିଂହଦ୍ୱାର ସମ୍ମୁଖରେ ଅଭାବନୀୟ ଘଟଣା । ସିଂହଦ୍ୱାର ଗୁମୁଟ ଉପରୁ ଡେଇଁ କିନ୍ନରଙ୍କ ଆତ୍ମହତ୍ୟା। ଆତ୍ମହତ୍ୟା କରିଥିବା କିନ୍ନର ଜଣକ ହେଉଛନ୍ତି ନିମାପଡା ଗଡଇଟା ପୋଖରୀ ଗ୍ରାମର ବଳରାମ ରାଉତ । ଆଜି ମଧ୍ୟାହ୍ନ ସମୟରେ ଏହି ଘଟଣା ଘଟିଥିବା ବେଳେ ପୋଲିସ ଉକ୍ତ…

‘ବିଜେଡି ବିଧାୟକ ଏବଂ ମନ୍ତ୍ରୀଙ୍କୁ ତଦନ୍ତ ପରିସର ଭୁକ୍ତ କରିବାରେ ଅସୁବିଧା କେଉଁଠି’

ଭୁବନେଶ୍ୱର: ବିଜେପି ବିଧାୟକ ସୁବାସ ପାଣିଗ୍ରାହୀଙ୍କ ଗିରଫଦାରୀକୁ ନେଇ ବର୍ଷିଛି ବିଜେପି । ଦଳର ସାଧାରଣ ସମ୍ପାଦକ ଗୋଲକ ମହାପାତ୍ର ସାମ୍ବାଦିକ ସମ୍ମିଳନୀ କରି କହିଛନ୍ତି, ରାଜ୍ୟରେ ଅଫିସର ରାଜ ଚାଲିଛି । ସୁବାସ ପାଣିଗ୍ରାହୀ ଶାନ୍ତ ସରଳ ଓ ଅମାୟୀକ ବ୍ୟକ୍ତି ଭାବେ ନିଜ ଅଞ୍ଚଳରେ ବେଶ…

ବିଜେପି ବିଧାୟକ ଗିରଫ, ଟ୍ୱିଟ୍ କରି ବର୍ଷିଲେ ଧର୍ମେନ୍ଦ୍ର ପ୍ରଧାନ

ଭୁବନେଶ୍ୱର:  ଦେବଗଡ଼ ବିଧାୟକ ସୁବାସ ପାଣିଗ୍ରାହୀଙ୍କ ଗିରଫଦାରୀକୁ ନେଇ ଟ୍ୱିଟ୍ କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ପୋଲିସର ଗିରଫଦାରୀକୁ ନେଇ ସେ ପ୍ରଶ୍ନ କରିଛନ୍ତି। କିଛି ଅଧିକାରୀ ନିଜର କାର୍ଯ୍ୟଶୈଳିକୁ ନ ସୁଧାରି ବିରୋଧୀ ଦଳର ନେତା ମାନଙ୍କ ସ୍ୱରକୁ ଚାପିବା ପାଇଁ…

[ଦେଖନ୍ତୁ ଭିଡିଓ] ଦୁର୍ଦ୍ଦାନ୍ତ ମାଓବାଦୀ ଲାଳସୁ ଲାପକାର ଆତ୍ମସମର୍ପଣ

କଳାହାଣ୍ଡି  : ଦୁର୍ଦ୍ଦାନ୍ତ ମାଓବାଦୀ ଲାଳସୁ ଲାପକାର ଆତ୍ମସମର୍ପଣ । କଳାହାଣ୍ଡି ଏସ୍‌ପି ଏମ୍‌ ଶ୍ରବଣା ବିବେକ ଏବଂ ଡିଆଇଜିଙ୍କ ଉପସ୍ଥିତିରେ କଲେ ଆତ୍ମସମର୍ପଣ । ଲାଳସୁ ବହୁ ହିଂସାକାଣ୍ଡରେ ସାମିଲ ଥିବା ସୂଚନା । ଖବର ଅନୁଯାୟୀ, ମାଓବାଦୀ ଲାଳସୁର ବୟସ ୩୦ ବର୍ଷ ହୋଇଥିବା ବେଳେ ୨୦୦୯…

ଗୁଜୁରାଟ ପାଇଁ କେଜ୍ରିୱାଲଙ୍କ ଦ୍ୱିତୀୟ ଆହ୍ୱାନ; ଶିକ୍ଷାରେ ଆଣିବେ ସଂସ୍କାର

ଭରୁଚ: ଗୁଜୁରାଟରେ କେଜ୍ରିୱାଲ ଶିକ୍ଷା ବ୍ଯବସ୍ଥା ସଂସ୍କାର କରିଦେବେ। ଘରେଇ ସ୍କୁଲ୍ ରୁ ପିଲା ଆସି ସରକାରୀ ସ୍କୁଲ ରେ ନାମ ଲେଖେଇବେ। ଦିଲ୍ଲୀ ରେଯେମିତି ସରକାରୀ ସ୍କୁଲ୍ ଗୁଡିକର ଉନ୍ନତିକରଣ କରାଯାଇଛି। ସେଭଳି ଶିକ୍ଷା ବିକାଶ ଗୁଜୁରାଟରେ ହେବ। ଶ୍ରମିକ ଦିବସରେ ରବିବାର ଅରବିନ୍ଦ…

ଆସାମରୁ ମିଳିଲା ରହସ୍ୟମୟ ପଥର ଜାର

ଗୌହାଟୀ: ଆସାମରେ ଏକ ପ୍ରକାର ରହସ୍ୟମୟ ପଥରର ଜାର ମିଳିଛି । କେତେକ ମାଟି ମଧ୍ୟରେ ଧସି ହୋଇ ରହିଥିବା ବେଳେ ଆଉ କେତେକ ଏହା ବାହାରେ ଅଛି । ସବୁ ଜାରର ଆକୃତି ଭିନ୍ନ ଭିନ୍ନ । ଗବେଷକମାନେ ଏହାକୁ ଅନୁଧ୍ୟାନ କରିବା ପରେ ପ୍ରାଚୀନ କାଳରେ ଅନ୍ତ୍ୟେଷ୍ଟି କ୍ରିୟାରେ ଏହାକୁ ବ୍ୟବହାର କରାଯାଇଥିବ…

[ଦେଖନ୍ତୁ ଭିଡିଓ] ଆଚାର୍ଯ୍ୟ ହରିହର କ୍ୟାନ୍ସର ଚିକିତ୍ସାଳୟରେ ସମସ୍ୟା: ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ପ୍ରତିକ୍ରିୟା

ଭୁବନେଶ୍ୱର : ଚଳିତ ବର୍ଷ ସମଗ୍ର ରାଜ୍ୟରେ ଗ୍ରୀଷ୍ମପ୍ରବାହର ପ୍ରକୋପ ଜାରି ରହିଛି । ଯାହା ଫଳରେ ଲୋକେ ଅସୁବିଧାର ସମ୍ମୁଖିନ ହେଉଛନ୍ତି । କଟକର ଆଚାର୍ଯ୍ୟ ହରିହର କ୍ୟାନ୍ସର ଚିକିତ୍ସାଳୟରେ ମଧ୍ୟ ଅନେକ ଅବ୍ୟବସ୍ଥା ରହିଛି । ରୋଗୀ ମାନଙ୍କ ପାଇଁ ବ୍ୟବସ୍ଥା ତ ଦୁର କଥା ସେମାନଙ୍କ ପାଇଁ…

କ୍ରିକେଟ ଷ୍ଟାଡିୟମ ନିର୍ମାଣ କରିବେ ଶାହାରୁଖ

ଲସ ଆଞ୍ଜେଲ୍ସ: ବଲିଉଡ ସୁପରଷ୍ଟାର ଶାହାରୁଖ ଖାଁ ରବିବାର ନୂତନ ଘୋଷଣା କରିଛନ୍ତି । ଆମେରିକାର ଲସ ଆଞ୍ଜେଲ୍ସରେ ସେ ଏକ ବିଶ୍ୱସ୍ତରୀୟ କ୍ରିକେଟ ଷ୍ଟାଡିୟମ ନିର୍ମାଣ କରିବା ପାଇଁ ଅଂଟା ଭିଡିଛନ୍ତି । ୧୫ ଏକର ଜମିରେ ୧୦ ହଜାର ଦର୍ଶକ କ୍ଷମତା ବିଶିଷ୍ଟ ଏହି ଷ୍ଟାଡିୟମରେ ଅତ୍ୟାଧୁନିକ…

ଶ୍ରୀମନ୍ଦିରରେ ଘଟିଛି ବଡ଼ ଅଘଟଣ: ଗୁମୁଟରୁ ପଡ଼ି ମହିଳା ଶ୍ରଦ୍ଧାଳୁଙ୍କ ମୃତ୍ୟୁ

ପୁରୀ : ଶ୍ରୀମନ୍ଦିରରେ ଘଟିଛି ବଡ଼ ଅଘଟଣ। ଗୁମୁଟରୁ ପଡ଼ି ଜଣେ ମହିଳାଙ୍କର ମୃତ୍ୟୁ ହୋଇଯାଇଛି। ମହିଳା ଶ୍ରଦ୍ଧାଳୁ ଜଣକ ପୁରୀ ଦର୍ଶନ କରିବାକୁ ଆସିଥିବା ବେଳେ ଦର୍ଶନ ସମୟରେ ଏହି ଅଘଟଣ ଘଟିଛି। ଗୁମୁଟରୁ ପଡ଼ିଯାଇଥିବା ବେଳେ ମହିଳା ଶ୍ରଦ୍ଧାଳୁଙ୍କ ମୁଣ୍ଡରେ ଆଘାତ ଲାଗିଛି। ମୁଣ୍ଡରୁ ଅତ୍ୟଧିକ…