ଦୁର୍ଘଟଣା ନୁହେଁ ଗାଡି ଚଢ଼ାଇ ମା ଝିଅଙ୍କୁ ହତ୍ୟା କରିଥିଲା ଡ୍ରାଇଭର
ଯାଜପୁର: ଅନେକ ସଡକ ଦୁର୍ଘଟଣାରେ ମୃତ ବ୍ୟକ୍ତିଙ୍କୁ ଜାଣିଶୁଣି ହତ୍ୟା କରାଯାଇଥିବା ଅଭିଯୋଗ ହୁଏ । ତେବେ ପ୍ରମାଣ ଅଭାବରୁ ଅପରାଧିମାନେ ଖସିଯାଆନ୍ତି । ଆଜିକାଲି ଦୁର୍ଘଟଣା ଘଟାଇ ହତ୍ୟା କରିବା ନୂଆ ଷଡ଼ଯନ୍ତ୍ର ପାଲଟି ଗଲାଣି । ସାମାନ୍ୟ ଘଟଣାକୁ ନେଇ ଏପରି ହତ୍ୟା କରୁଛନ୍ତି ଅପରାଧି ।…