Latest Odisha News

BREAKING NEWS

ଆବାସିକ ବିଦ୍ୟାଳୟରେ ବ୍ୟାପିଲା କରୋନା, ୪୧ ଛାତ୍ରୀ ସଂକ୍ରମିତ

ରାୟଗଡ଼ା: ହଇଜା ପରେ କରୋନା ଭୟ । କାଶୀପୁରରେ ହଇଜା ଆତଙ୍କ ପରେ ଚନ୍ଦ୍ରପୁର ବ୍ଲକରେ କାୟା ମେଲାଇଛି କରୋନା । ଚନ୍ଦ୍ରପୁର ବ୍ଲକର ସରକାରୀ ଉଚ୍ଚ ବାଳିକା ବିଦ୍ୟାଳୟର ୪୧ ଜଣ ଛାତ୍ରୀ କରୋନାରେ ସଂକ୍ରମିତ ହୋଇଥିବା ଜଣାପଡ଼ିଛି । ବିଦ୍ୟାଳୟ ହଷ୍ଟେଲରେ ରହୁଥିବା କିଛି ଛାତ୍ରୀଙ୍କୁ ଜର ଓ ଦେହ…

ମହିମା ମିଶ୍ରଙ୍କ ଘରେ ରେଡ୍ ପରେ ୪ ଜଣଙ୍କୁ ବାନ୍ଧିଲା CBI

ଭୁବନେଶ୍ୱର: ଶିଳ୍ପପତି ମହିମା ମିଶ୍ରଙ୍କ ଘରେ ସିବିଆଇ ରେଡ୍ ପରେ ୪ ଜଣଙ୍କୁ ଗିରଫ କରିଛି । ପାରାଦୀପ ପୋର୍ଟ ଚିଫ୍ ମେକାନିକାଲ ଇଂଜିନିୟର ସରୋଜ ଦାସ, ଠିକାଦାର ସୁମନ୍ତ ରାଉତ, OSL ଅପରେସନ୍ ଡିଜିଏମ୍ ସୂର୍ଯ୍ୟ ନାରାୟଣ ସାହୁଙ୍କ ସହ କେସିଟି ଗ୍ରୁପ୍ ପୋର୍ଟ ଅପରେସନ୍ ମ୍ୟାନେଜର ଶଂଖଶୁଭ୍ର…

ପୁନର୍ବାର ଟାର୍ଗେଟ କିଲିଂ ଆରମ୍ଭ କଲେ ଆତଙ୍କବାଦୀ

ପୁଲୱାମା: ପୁଲୱାମାର ଗଦୁରାରେ ପୁନର୍ବାର ଆତଙ୍କବାଦୀମାନେ ଟାର୍ଗେଠ କିଲିଂ ଆରମ୍ଭ କରିଛନ୍ତି । ବିହାର ଅଂଚଳର ୨ ଶ୍ରମିକଙ୍କ ଉପରେ ଆତଙ୍କବାଦୀମାନେ ଗ୍ରେନଡ ପକାଇଥିଲେ । ଏଥିରେ ବିହାରର ମହମ୍ମଦ ମମତାଜଙ୍କ ମୃତ୍ୟୁ ଘଟିଥିବା ବେଳେ ୨ଜଣ ଆହତ ହୋଇଛନ୍ତି । ୨ ଆହତ ବ୍ୟକ୍ତି ମଧ୍ୟ ବିହାରର ଏହି…

ରାଜ୍ୟଗୋଷ୍ଠୀ କ୍ରୀଡା: ପାରା ପାୱାର ଲିଫ୍ଟିଂରେ ଇତିହାସ ରଚିଲେ ସୁଧୀର

ବର୍ମିଂହାମ: ଚଳିତ ରାଜ୍ୟଗୋଷ୍ଠୀ କ୍ରୀଡାରେ ଭାରତୀୟ ଆଥଲେଟଙ୍କ ପ୍ରଦର୍ଶନ ପ୍ରଶଂସନୀୟ ରହିଛି । ଶୁକ୍ରବାର ଭାରତର ସୁଧୀର ପାରା ପାୱାର ଲିଫ୍ଟିଂରେ ସ୍ୱର୍ଣ୍ଣପଦକ ଜିତିଛନ୍ତି । ସେ ପ୍ରଥମ ଉଦ୍ୟମରେ ୨୦୮ କେଜି ଓ ଦ୍ୱିତୀୟ ଉଦ୍ୟମରେ ୨୧୨ କେଜି ଭାର ଉଠାଇ ୧୩୪.୫ ପଂଏଟ ହାସଲ କରି ନୂତନ…

କ୍ରୀଡ଼ା ଶିକ୍ଷକଙ୍କ ଅମାପ ସମ୍ପତ୍ତି, ଏକକାଳୀନ ୧୩ଟି ସ୍ଥାନରେ ରେଡ୍

ବ୍ରହ୍ମପୁର: ଭିଜିଲାନ୍ସ ଫାସରେ କ୍ରୀଡ଼ା ଶିକ୍ଷକ । ଗଞ୍ଜାମ ଜିଲ୍ଲା ପାତ୍ରପୁର ବ୍ଲକ ତଥା ଜରଡ଼ା ଥାନା ଦିବ୍ୟସିଂହ ବିଦ୍ୟାପୀଠର କ୍ରୀଡ଼ା ଶିକ୍ଷକ ଦନାର୍ଦ୍ଦନ ସାହୁଙ୍କ ଘରେ ଭିଜିଲାନ୍ସ ରେଡ୍ କରିଛି । ଶୁକ୍ରବାର ସକାଳେ ବ୍ରହ୍ମପୁର ଭିଜିଲାନ୍ସ ପକ୍ଷରୁ ହୋଇଥିବା ଚଢ଼ାଉରେ ୪ଜଣ ଡିଏସ୍‌ପି,…

କାଲି ରେଡ୍ ପରେ ଆଜି CBI ଅଫିସରେ ହାଜର ହେଲେ ମହିମା ମିଶ୍ର

ଭୁବନେଶ୍ୱର: ସିବିଆଇ କାର୍ଯ୍ୟାଳୟରେ ଶିଳ୍ପପତି ମହିମା ମିଶ୍ର । ଗତକାଲି ମହିମା ମିଶ୍ରଙ୍କ କଟକ ସ୍ଥିତ ଘର ସହ OSL ଅଫିସ୍ ଓ ପାରାଦୀପର ଏକାଧିକ ସ୍ଥାନରେ ସିବିଆଇ ରେଡ୍ କରିଥିଲା । ରେଡ୍ ପରେ ସିବିଆଇ ପାରାଦୀପରୁ ୨ ଜଣଙ୍କୁ ଉଠାଇ ଆଣିଥିଲା । ଏଥିସହ କଟକ ଓଡ଼ିଆ ବଜାର ସ୍ଥିତ ମହିମା…

ବାହାରର ଝିଅ

ଫକୀର ମୋହନ ନାହାକଙ୍କ ନିୟମିତ ସ୍ତମ୍ଭ ‘ଗାଁ କଥା’ ନନ୍ଦନକାନନ ଯାଇଥିଲେ ସେମାନେ ସେଦିନ। ନବବିବାହିତ ଦମ୍ପତି। ବାହାଘର ପରେ ପ୍ରଥମ ଥର ପାଇଁ ଗାଁରୁ ଆସିଛନ୍ତି ସେମାନେ ଏକାଠି ରହିବା ପାଇଁ ଭୁବନେଶ୍ୱରରେ। ଆଉ ସପ୍ତାହାନ୍ତ ଥିବାରୁ ବୁଲି ଆସିଛନ୍ତି ନନ୍ଦନକାନନ। ନବଦମ୍ପତିଙ୍କ ପାଇଁ ହୁଏତ…

ଶ୍ରୀଜଗନ୍ନାଥ ତତ୍ତ୍ୱ ଓ ତଥ୍ୟ

ଦୟାନିଧି ତ୍ରିପାଠୀଙ୍କ ବିଶେଷ ଉପସ୍ଥାପନା ଭାଗ : ୨୫୫  ଜୟ ଜଗନ୍ନାଥ, ଓଁ ନମୋ ଭଗବତେ ବାସୁଦେବାୟ। ପରଂବ୍ରହ୍ମ ଶ୍ରୀଜଗନ୍ନାଥ ଙ୍କ ପ୍ରସନ୍ନତା ପାଇଁ ପ୍ରତ୍ୟେକ ବ୍ୟକ୍ତି ସଂସାରର ଆସକ୍ତି ବା ମୋହ, ରାଗ,ତଥା ଆକର୍ଷଣ (ସାଂସାରିକ ବନ୍ଧନ )ରହିତ ହୋଇ ନିଜର ଶରୀର, ଇନ୍ଦ୍ରିୟ, ମନ ଓ…

ଭାଷା ଭାଗବତ : ଆତ୍ମଜ୍ଞାନ

ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ : ୧୯୮  ଆତ୍ମଜ୍ଞାନର ଆଦି ଅଂତ ଅଜଣା ଅଛି ଏ ପର୍ଯଂତ ପ୍ରତି ମୁହୂର୍ତେ ନୂଆ କିଛି ମୋହର ମନକୁ ମିଳୁଛି ପରିବର୍ତନ ଘନଘନ ସହିତ ଆତ୍ମସଂଶୋଧନ କାମରେ ନିଯୁକ୍ତ ମୋ ମନ ପାଏ, କରେ ଆନଂଦ ଦାନ ଏପରି ଜୀବନ ଯାପନ ପଦ୍ଧତି କରୁଛିଁ…

ବିଜେବି କଲେଜରେ +୨ ଛାତ୍ରଙ୍କୁ ଆକ୍ରମଣ; ମିମ୍ ପେଜ୍ ପାଇଁ ସହପାଠୀଙ୍କୁ ମାରିଲେ ତିନି ଛାତ୍ର

ଭୁବନେଶ୍ୱର: ରାଜ୍ୟର ନାଁ କରା ବିଜେବି କଲେଜ ଏବେ ଗଣ୍ଡଗୋଳର କ୍ୟାମ୍ପସ ବନିଗଲାଣି । ରୁଚିକା ମହାନ୍ତି ଆତ୍ମହତ୍ୟା ଘଟଣା ପର ଠାରୁ ନିଇତି କିଛି ନା କିଛି ଘଟଣା ରିପୋର୍ଟ ହେଉଛି । ଗୁରୁବାର ବିଜେବି କଲେଜରେ ପୁଣି ଏକ ଗଣ୍ଡଗୋଳ ଦେଖିବାକୁ ମିଳିଛି । ଇନଷ୍ଟାଗ୍ରାମ୍ ମିମ୍ ପେଜକୁ ନେଇ…