Latest Odisha News

BREAKING NEWS

ଆମେରିକା ଗଲେ ଅଲୋଡ଼ା ଅଲିଅଳି, ରାସ୍ତାରେ ଛାଡ଼ି ଦେଇଥିଲେ ବାପାମାଆ

ଯାଜପୁର: ଭିନ୍ନକ୍ଷମ ଦୁଇ ଭଉଣୀ । ନା କିଛି କହି ପାରନ୍ତି ନା ବୁଝି ପାରନ୍ତି । ଦୁନିଆକୁ ଆସିବା ପରେ ବାପାମାଆ ନିର୍ଦ୍ଦୟ ହୋଇ ଭିନ୍ନକ୍ଷମ ଦୁଇ ଭଉଣୀଙ୍କୁ ଅଲୋଡ଼ା ଭାବେ ରାସ୍ତାରେ ଛାଡ଼ି ଦେଇଥିଲେ । ବାପାମାଆଙ୍କ ପାଇଁ ଅଲୋଡ଼ା ଦୁଇ ଭଉଣୀ ଏବେ ଆମେରିକା ଯାଉଛନ୍ତି । ଆମେରିକାର ଦମ୍ପତି…

ୟଙ୍ଗ ଇଣ୍ଡିଆନ୍ ଅଫିସ୍ ସିଲ୍ ପରେ ରାହୁଲ ଗାନ୍ଧୀଙ୍କ ବୟାନ ‘ମୋଦିଙ୍କୁ ଡରୁନି’

ନୂଆଦିଲ୍ଲୀ: ୟଙ୍ଗ ଇଣ୍ଡିଆନ୍ ଅଫିସକୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ED) ସିଲ୍ କରିବା ପରେ ମୁହଁ ଖୋଲିଛନ୍ତି ରାହୁଲ ଗାନ୍ଧୀ । ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ ରାହୁଲ ଗାନ୍ଧୀ କହିଛନ୍ତି, ସେ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଭୟ କରୁ ନାହାନ୍ତି । ଦେଶର ହିତ ପାଇଁ ସେ କାମ କରି ଚାଲିବେ ବୋଲି…

ବସନ୍ତ କୁମାର ପଣ୍ଡାଙ୍କ “ତୁଳନାତ୍ମକ ସାହିତ୍ଯ : ଦେଶ ଓ ବିଶ୍ବ” ରାଜ୍ଯପାଳଙ୍କ ଦ୍ୱାରା ଉନ୍ମୋଚିତ

ଭୁବନେଶ୍ୱର : ଅଗ୍ରଣୀ ପ୍ରକାଶନୀ ସଂସ୍ଥା ବିଦ୍ଯାପୁରୀ ଦ୍ୱାରା ପ୍ରକାଶିତ ବସନ୍ତ କୁମାର ପଣ୍ଡାଙ୍କ “ତୁଳନାତ୍ମକ ସାହିତ୍ଯ: ଦେଶ ଓ ବିଶ୍ବ” ରାଜ ଭବନ ପରିସରରେ ମହାମହିମ ରାଜ୍ଯପାଳ ଗଣେଶୀ ଲାଲଙ୍କ କର କମଳରେ ଉନ୍ମୋଚିତ ହୋଇଯାଇଛି । ଏହି ଅବସରରେ ଲେଖିକା ପ୍ରତିଭା ରାୟ , ମୃଦୁଳା ମିଶ୍ର,…

ଜଷ୍ଟିସ୍ ୟୁୟୁ ଲଳିତ ହୋଇପାରନ୍ତି ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି

ନୂଆଦିଲ୍ଲୀ: କିଏ ହେବେ ସୁପ୍ରିମକୋର୍ଟର ପରବର୍ତ୍ତୀ ପ୍ରଧାନ ବିଚାରପତି ? ଏବେ ପ୍ରଧାନ ବିଚାରପତି ଥିବା ଜଷ୍ଟିସ୍ ଏନଭି ରମଣାଙ୍କ କାର୍ଯ୍ୟକାଳ ଚଳିତ ମାସରେ ସରୁଛି । ପରବର୍ତ୍ତୀ ପ୍ରଧାନ ବିଚାରପତି ନେଇ ଜଷ୍ଟିସ୍ ୟୁୟୁ ଲଳିତଙ୍କ ନାଁ ସୁପାରିସ୍ କରିଛନ୍ତି ପ୍ରଧାନ ବିଚାରପତି ଜଷ୍ଟିସ୍ ଏନଭି…

କାଲିଠୁ ବର୍ଷାରେ ଭିଜିବ ଓଡ଼ିଶା, ୭ରେ ଲଘୁଚାପ ସମ୍ଭାବନା

ଭୁବନେଶ୍ୱର: ପୁଣି ବର୍ଷାରେ ଭିଜିବ ଓଡ଼ିଶା । ଫେରୁଛି ମୌସୁମୀ । ଦକ୍ଷିଣ ମୁହାଁ ମୌସୁମୀ ନିମ୍ନ ଚାପ ରେଖା ସ୍ୱାଭାବିକ ଅବସ୍ଥାନକୁ ଫେରୁଛି । ପ୍ରଭାବରେ ଆସନ୍ତାକାଲି ଠାରୁ ରାଜ୍ୟରେ ବର୍ଷା ବଢ଼ିବ । ୧୦ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା ରହିଛି । ମାଲକାନଗିରି, କୋରାପୁଟ, ରାୟଗଡ଼ା,…

ଗୁରବେ ନମଃ

ସୁଷମା ପରିଜାଙ୍କ ସ୍ୱତନ୍ତ୍ର ଆଲେଖ୍ୟ… ସେଦିନ ଅଫିସରେ କିଛି ଜରୁରୀ କାମ ସାରି ଘରକୁ ଫେରିବା ବେଳକୁ ରାତି ଆଠଟା ବାଜିଲାଣି। ଏଇ ସମୟଟା ବେଙ୍ଗାଲୁରୁରେ ଟ୍ରାଫିକ୍‌ ଜାମର ସମୟ। ପ୍ରତି ଟ୍ରାଫିକରେ ଅତି କମରେ ପନ୍ଦର ମିନିଟ୍ ଅଟକିବା ପାଇଁ ପଡିବ। ପଚିଶ କିଲୋମିଟର ଦୂରରେ ତା’ର ଘରମାନେ…

ବିଶିଷ୍ଟ ଶିଳ୍ପପତି ମହିମା ମିଶ୍ରଙ୍କ ଘରେ ସିବିଆଇ ଚଢ଼ାଉ

ପାରାଦୀପ: ସିବିଆଇ ସ୍କାନରରେ ବିଶିଷ୍ଟ ଶିଳ୍ପପତି ମହିମା ମିଶ୍ର । ଶିଳ୍ପପତି ମହିମା ମିଶ୍ରଙ୍କ ଘର ଓ ଅଫିସରେ ସିବିଆଇ ଚଢ଼ାଉ କରିଛି । କଟକ ଓ ପାରାଦୀପର ବିଭିନ୍ନ ସ୍ଥାନରେ ଏକକାଳୀନ ଛାନିଭିନ୍ କରୁଛି ସିବିଆଇ ଟିମ୍‌ । କଟକ ଓଡ଼ିଆ ବଜାର ସ୍ଥିତ ମହିମା ମିଶ୍ରଙ୍କ ଘର ସହ କଟକ ଲିଙ୍କ୍ ରୋଡ୍…

[ଦେଖନ୍ତୁ ଭିଡିଓ] ଗୁଣି ଗାରେଡ଼ି ସନ୍ଦେହରେ ବାପାକୁ ହତ୍ୟା, ଅଳ୍ପକେ ବର୍ତ୍ତିଲେ ୨ ପୁଅ

ରାୟଗଡ଼ା: ଅନ୍ଧ ବିଶ୍ୱାସ ପାଇଁ ଗଲା ଜୀବନ । ଗୁଣି ଗାରେଡ଼ି କରୁଥିବା ସନ୍ଦେହରେ ମାରିଦେଲେ ଗ୍ରାମବାସୀ । ରାୟଗଡ଼ା ଜିଲ୍ଲା କାଶୀପୁର ବ୍ଲକ ଦୁଡୁକାବାହାଲ ପଞ୍ଚାୟତ ଟିଟିଗୁଡ଼ା ଗାଁରେ ଗୁଣି ସନ୍ଦେହରେ ଗ୍ରାମବାସୀ ଜଣଙ୍କୁ ହତ୍ୟା କରିଛନ୍ତି । ସୂଚନା ଅନୁସାରେ ଗାଁର ଦଇ ମାଝୀ ନିଜ ପରିବାର…

ଅନୁବାଦ କବିତା : ଆକାଶ

ମୂଳ ରଚନା : ଉଆନ୍ ରମୋନ ହିମେନେଜ  ହେ ଆକାଶ ମୁଁ ପ୍ରାୟ ତୁମକୁ ଭୁଲିଯାଇଥିଲି ଏବଂ ତୁମେ ଥିଲ ଆଲୋକରୁ ସୃଷ୍ଟ କେବଳ ଏକ ଅନିର୍ଦ୍ଧିଷ୍ଟ ସ୍ଥିତି । ମୁଁ ଚିନ୍ତାଶୂନ୍ୟ ଭାବେ ତୁମକୁ କେବଳ ଦେଖିଥିଲି କ୍ଳାନ୍ତ ଓ ନିରର୍ଥକ ନୟନରେ । ତା'ପରେ ତୁମେ ପୁଣି ରୂପ ନେଲ କେଉଁ ଏକ…

ଭାଷା ଭାଗବତ : ଗୁରୁଂକ ପଦାବଳି

ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ : ୧୯୭ ମୋ ଗୁରୁ ଦେଇଛଂତି କହି " ସଦା ପଢ଼ିବ ମୂଳ ବହି ସେହି ବିଷୟେ ଅନ୍ୟ କେହି ଲେଖିଥିଲେ ପଢ଼ିବନାହିଁ ବହିକୁ ପଢ଼ି ବହୁ ଥର ବୁଝିବ ଗୁଣାଗୁଣ ତା'ର ତାହା ହିଁ ହେବ ତୁମ ମତ ପଠନ-ଆଧାରିତ ସତ ଅନ୍ୟ କାହାର ମତ ଜାଣି ନେବନି ସତ…