ଅର୍ପିତାଙ୍କ ମାଲିକାନାରେ କେତୋଟି ଫ୍ଲାଟ ଥିଲା ଏବଂ କ’ଣ ସବୁ ଜବତ ହୋଇଛି ପଢନ୍ତୁ ଏହି ରିପୋର୍ଟ
କୋଲକାତା: ପଶ୍ଚିମବଙ୍ଗ ଶିକ୍ଷକ ନିଯୁକ୍ତି ଦୁର୍ନୀତିରେ ଅର୍ଥ ହେରଫେର ଅଭିଯୋଗର ତଦନ୍ତ କରୁଥିବା ଇଡି ଗୁରୁବାର ପାର୍ଥ ଚାଟାର୍ଜୀ ଏବଂ ତାଙ୍କର ଘନିଷ୍ଠ ସହଯୋଗୀ ଅର୍ପିତା ମୁଖାର୍ଜୀଙ୍କୁ ପଚରାଉଚରା କରିଛି। ଏଥି ସହିତ ପାର୍ଥ ଚାଟାର୍ଜି ଏବଂ ଅର୍ପିତା ମୁଖାର୍ଜୀଙ୍କ ନିକଟରୁ ଜବତ ହୋଇଥିବା…