Latest Odisha News

BREAKING NEWS

ଭୁବନେଶ୍ୱର କେଶରୀ ମଲ୍‌ରେ ଅଗ୍ନିକାଣ୍ଡ: ସର୍ଟ ସର୍କିଟରୁ ନିଆଁ ଲାଗିଥିବା ସନ୍ଦେହ

ଭୁବନେଶ୍ୱର: ଭୁବନେଶ୍ୱର ମାର୍କେଟ ବିଲ୍ଡିଂ ନିକଟରେ ଥିବା କେଶରୀ ମଲ୍‌ରେ ଅଗ୍ନିକାଣ୍ଡ । ମଲ୍‌ର ୬ରୁ ୭ଟି  ଶୋ ରୁମ୍‌ରେ ନିଆଁ ଲାଗିଥିବା ସୂଚନା ମିଳିଛି । ବିଳମ୍ବିତ ରାତିରେ ଏହି ନିଆଁ ଲାଗିଥିବା ଜଣାପଡ଼ିଛି । ମଲ୍‌ର ବାହାରକୁ ନିଆଁ ହୁତ ହୁତ ହୋଇ ଜଳିବା ପରେ ସ୍ଥାନୀୟ ଲୋକେ ନିଆଁ…

ଆଜି ଆକାଶରେ ଚମକିବ ‘ଗୋଲାପି ଜହ୍ନ’

ଭୁବନେଶ୍ବର: ଆଜି ଆକାଶରେ ଚମକିବ ‘ଗୋଲାପି ଚନ୍ଦ୍ର’ । ସାଧାରଣତଃ ପ୍ରାରମ୍ଭିକ ବସନ୍ତରେ ଫୁଟୁଥିବା ଏକ ପ୍ରକାର ଗୋଲାପି ଫୁଲର ନାମ ଅନୁସାରେ ଏପ୍ରିଲର ପୂର୍ଣ୍ଣ ଚନ୍ଦ୍ରକୁ ଗୋଲାପି ଜହ୍ନ ନାମରେ ନାମିତ କରାଯାଇଛି । ନାସା ଅନୁସାରେ ଏହି ଗୋଲାପି ଚନ୍ଦ୍ର ପୂର୍ବାଞ୍ଚଳ ଦିବାଲୋକ ସମୟ ୨ଟା ୫୫ରେ…

ମାନସ ସ୍ବାଇଁ ହତ୍ୟା ମାମଲା, ଜେଲ୍‌ରେ ଅଭିଯୁକ୍ତଙ୍କୁ ହେବ ଜେରା

ଭଦ୍ରକ : କ୍ୟାମେରାମ୍ୟାନ ମାନସ ସ୍ବାଇଁ ହତ୍ୟା ମାମଲା । ଆଜି କ୍ରାଇମବ୍ରାଞ୍ଚ ଟିମ୍ ଭଦ୍ରକ ଉପକାରାଗାରରେ ଭାଗ୍ୟଧର ଓ ବିବେକକୁ ପଚରାଉଚରା କର । ଏଥିପାଇଁ ଚାନ୍ଦବାଲି କୋର୍ଟ ଅନୁମତି ପ୍ରଦାନ କରିଛନ୍ତି । ସେହିପରି କ୍ରାଇମବ୍ରାଞ୍ଚର ତଦନ୍ତକାରୀ ଅଧିକାରୀ କଳ୍ପନା ସାହୁଙ୍କ…

ଶ୍ରୀଜଗନ୍ନାଥ ତତ୍ତ୍ୱ ଓ ତଥ୍ୟ

ଦୟାନିଧି ତ୍ରିପାଠୀଙ୍କ ବିଶେଷ ଉପସ୍ଥାପନା ଭାଗ : ୧୪୪  ଜୟ ଜଗନ୍ନାଥ, ଓଁ ନମୋ ଭଗବତେ ବାସୁଦେବାୟ। ପରଂବ୍ରହ୍ମ ଶ୍ରୀଜଗନ୍ନାଥଙ୍କ ପ୍ରକଟ ହେବାର ଠିକ ପୂର୍ଵରୁ ନୀଳାଚଳରେ ନୀଳମାଧବ ପୂଜିତ ହେଉଥିଲେ କିନ୍ତୁ ଅତ୍ୟନ୍ତ ଗୋପନୀୟ ଭାବରେ କେବଳ ଦେବତା ଓ ଶବର ରାଜା ବିଶ୍ୱାବସୁ ହିଁ…

୧୦ମ ଏବଂ ଦ୍ୱାଦଶ ପରୀକ୍ଷା ଶୈଳୀରେ ପରିବର୍ତନ ନେଇ ନିଷ୍ପତ୍ତି ହୋଇନି: ସିବିଏସଇ

ନୂଆଦିଲ୍ଲୀ: କରୋନା ସଂକ୍ରମଣ କମିଛି । ତେଣୁ ସଂକ୍ରମଣକୁ ଦୃଷ୍ଟିରେ ରଖି ଯେଉଁଭଳି ସିବିଏସଇ ୧୦ମ ଏବଂ ଦ୍ୱାଦଶ ଶ୍ରେଣୀ ପରୀକ୍ଷା ଦୁଇଟି ଅଲଗା ଅଲଗା ହେଉଥିଲା ତାହା ଆଉ ହୋଇନପାରେ । ଆଗକୁ ନୂଆଶିକ୍ଷା ବର୍ଷ ଆରମ୍ଭ ହେବ । ଏହାପୂର୍ବରୁ ଏଭଳି କିଛି ଚର୍ଚ୍ଚା ଚାଲିଛି । କିନ୍ତୁ ଚର୍ଚ୍ଚା…

ଭାଷା ଭାଗବତ : ଜ୍ଞାନର ନିବାସ

ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ : ୮୭ ଉଡ଼ା ଗୁଜବ, ଗଢ଼ା ବାର୍ତା ପୂରିତ ହୁଏ ଯାହା ମଥା ତତ୍ତ୍ବ ଓ ଜ୍ଞାନଯୁକ୍ତ କଥା ଠାରୁ ସେ ରଖଇ ଦୂରତା ନ କଲେ ଜ୍ଞାନର ସଂଧାନ ଦିଶେନି, ଶୁଣେନାହିଁ କାନ ଅନାୟାସରେ ପ୍ରାପ୍ତ ତଥ୍ୟ ମନ ସକାଶେ ନୁହେ ତଥ୍ୟ ଅଜ୍ଞାନ…

ଠିକାଦାରଙ୍କ ଆତ୍ମହତ୍ୟା, ଇସ୍ତଫା ଦେଲେ ମନ୍ତ୍ରୀ

ବେଙ୍ଗାଲୁରୁ: କର୍ଣ୍ଣାଟକ ଗ୍ରାମ୍ୟ ଉନ୍ନୟନ ଓ ପଞ୍ଚାୟତ ରାଜ ମନ୍ତ୍ରୀ କେ. ଏସ୍. ଈଶ୍ୱରପ୍ପା ମନ୍ତ୍ରୀ ପଦରୁ ଇସ୍ତଫା ଦେଇଛନ୍ତି । ଶୁକ୍ରବାର କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ବାସବରାଜ ବୋମ୍ମାଇଙ୍କୁ ସେ ତାଙ୍କ ଇସ୍ତଫାପତ୍ର ପ୍ରଦାନ କରିଛନ୍ତି। ଠିକାଦାର ସନ୍ତୋଷ ପାଟିଲଙ୍କ ଆତ୍ମହତ୍ୟା ମାମଲାରେ…

ଧାରାବାହିକ ଉପନ୍ୟାସ : ଚୋରାବାଲି (୭୦)

ସ୍ୱର୍ଣ୍ଣଲତା ମହାପାତ୍ରଙ୍କ ଧାରାବାହିକ ଉପନ୍ୟାସ ‘ଚୋରାବାଲି’ ଭାଗ : ୭୦ ଅଫିସ ଆସୁଆସୁ କୁମାର ହାତରେ ଏନ୍‌ଭଲବଟା ଧରେଇ ଦେଇ ଚାଲିଗଲା ପିଓନ୍ । ଏ ତ’ ବୈଭବ ସାର୍‌ଙ୍କ ହାତଲେଖା ଚିଠି । କୁମାର, ଏ ସବୁ ଏବେ ମୋ କଣ୍ଟ୍ରୋଲ ବାହାରେ । ମୁଁ ଏଠୁ ଚାଲିଯିବାକୁ ବାଧ୍ୟ ହେଉଛି ।…

ବଡ଼ ଖବର: ଦୁଇ ଟ୍ରେନ ମଧ୍ୟରେ ଦୁର୍ଘଟଣା, ଏକ୍ସପ୍ରେସ ଟ୍ରେନର ତିନୋଟି ବଗି ଲାଇନଚ୍ୟୁତ

ମୁମ୍ବାଇ: ଶୁକ୍ରବାର ବିଳମ୍ବିତ ରାତିରେ ମୁମ୍ବାଇର ମାଟୁଙ୍ଗାରେ ଏକ ବଡ଼ ଟ୍ରେନ୍ ଦୁର୍ଘଟଣା ଘଟିଛି। ମାଟୁଙ୍ଗା ଓ ଦାଦର ଷ୍ଟେସନ ମଧ୍ୟରେ ଏହି ଦୁର୍ଘଟଣା ଘଟିଛି । ପୁଡୁଚେରୀ ଏକ୍ସପ୍ରେସର ୩ଟି ବଗି ଲାଇନଚ୍ୟୁତ ହୋଇଛି। ଏହି ଘଟଣାରେ ବର୍ତ୍ତମାନ ସୁଦ୍ଧା କୌଣସି କ୍ଷୟକ୍ଷତିର ସୂଚନା ମିଳିନାହିଁ।…

ବଡ଼ ବଡ଼ ହୋଟେଲରେ ଚାଲିଛି କି କୋକେନ କାରବାର ?

ଭୁବନେଶ୍ୱର: ବିଦେଶରେ ବଡ ବଡିଆ ଯେଉଁ ନିଶା (କୋକେନ) ବ୍ୟବହାର କରନ୍ତି ତାହା ଏବେ ଭୁୂବନେଶ୍ୱର ବଜାରରେ । ବିଦେଶୀ ପର୍ଯ୍ୟଟକ ଏବଂ ଆଗନ୍ତୁକଙ୍କ ଯିବା ଆସିବା ରାଜଧାନୀକୁ ରହୁଛି । ଏହି ସମୟରେ କୋକେନ ଭୁବନେଶ୍ୱରରୁ ୨୦୨ ଗ୍ରାମ ଜବତ ହେବା ଅନେକ ପ୍ରଶ୍ନ ଛିଡ଼ା କରିଛି । ମୁଖ୍ୟତଃ ଏହି…