ବାହାଘରର ୩ ମାସ ପରେ ହନୀମୁନ ପାଇଁ ଯିବେ ରଣବୀର-ଆଲିୟା
ମୁମ୍ବାଇ: ବଲିଉଡ ଅଭିନେତା ରଣବୀର କାପୁର ୪ ବର୍ଷ ପରେ ଶମଶେରା ଫିଲ୍ମ ମାଧ୍ୟମରେ ପୁନର୍ବାର ବଡ ପରଦାକୁ ପ୍ରତ୍ୟାବର୍ତନ କରୁଛନ୍ତି । ଏହି ଫିଲ୍ମର ରିଲିଜ ପରେ ସେ କିଛି ଦିନ ବ୍ରେକ ନେବେ । ରଣବୀର ଓ ଆଲିୟା ଭଟ୍ଟ ବାହାଘର ଚଳିତ ବର୍ଷ ୧୪ ଏପ୍ରିଲରେ ହୋଇଥିଲା । ଏହାର ୩ ମାସ ପରେ ଏବେ ଉଭୟ…