Latest Odisha News

BREAKING NEWS

ବକ୍ସ ଅଫିସରେ ରେକର୍ଡ ଭାଙ୍ଗିଲା ‘’କେଜିଏଫ୍‌ ୨”, ଦୁଇ ଦିନରେ ୧୦୦ କୋଟି କଲେକ୍ସନ

ମୁମ୍ବାଇ : ବକ୍ସ ଅଫିସରେ ଏବେ ଧମାଲ କରୁଛି 'କେଜିଏଫ୍ -୨' ଫିଲ୍ମ । ରିଲିଜି ହେବା ଦିନଠାରୁ ବଲିଉଡ ଓ ସାଉଥର ବଡ ବଡ ମୁଭିକୁ ପଛରେ ପକାଇ ସାରଲାଣି 'କେଜିଏଫ୍ ୨' । ୟଶରାଜଙ୍କ ଫିଲ୍ମ 'କେଜିଏଫ୨' ପ୍ରଥମ ଦିନରେ ୫୪ କୋଟି ଟଙ୍କା ବ୍ୟବସାୟ କରିଥିବା ବେଳ ଦ୍ୱିତୀୟ ଦିନରେ ବି କମାଲ କରୁଛି…

ଜାଲ୍ ସାର୍ଟିଫିକେଟ୍ ବିବାଦ : ମନ୍ତ୍ରୀ ଅରୁଣ ସାହୁଙ୍କ ବାସଭବନ ଉପରକୁ ଟମାଟୋ ମାଡ଼

 ଭୁବନେଶ୍ୱର : ମନ୍ତ୍ରୀ ଅରୁଣ ସାହୁଙ୍କ ଘର ଉପରକୁ ଟମାଟୋ ମାଡ଼, ଇସ୍ତଫା ଦାବି କଲା ଛାତ୍ର କଂଗ୍ରେସ । ଉଚ୍ଚଶିକ୍ଷା ମନ୍ତ୍ରୀ ଅରୁଣ ସାହୁଙ୍କ ଭୁବନେଶ୍ୱର ବାସଭବନ ଉପରକୁ ଟମାଟୋ ମାଡ଼ । ମନ୍ତ୍ରୀଙ୍କ ବାସଭବନ ଘେରାଉ ବେଳେ ଟମାଟୋ ମାଡ଼ କରିଛି ଛାତ୍ର କଂଗ୍ରେସ। ମନ୍ତ୍ରୀଙ୍କ ବିରୋଧରେ…

ଜୁନ୍‌ ୬ରୁ ୧୬ ଯାଏ ସ୍କୁଲରେ ଖରା ଛୁଟି, ଏଥର ମାତ୍ର ୧୦ ଦିନ

ଭୁବନେଶ୍ୱର: ଏଥର ସ୍କୁଲ ପିଲାଙ୍କୁ ମିଳିବ ମାତ୍ର ୧୦ ଦିନର ଖରା ଛୁଟି । ଜୁନ୍ ୬ ତାରିଖରୁ ଜୁନ୍ ୧୬ ତାରିଖ ପର୍ଯ୍ୟନ୍ତ ଗ୍ରୀଷ୍ମକାଳୀନ ଛୁଟି ପ୍ରଦାନ କରାଯିବ ।  ମହାମାରୀ ଯୋଗୁ ଦୁଇ ବର୍ଷ ପାଠପଢାରେ ହୋଇଥିବା ବ୍ୟାଘାତକୁ ଦୂର କରିବା ପାଇଁ ଏପରି ନିଷ୍ପତ୍ତି ନେଇଛି ଗଣଶିକ୍ଷା ବିଭାଗ ।…

ଆଜି ଆକାଶରେ ଚମକିବ ଗୋଲାପି ଜହ୍ନ

ଭୁବନେଶ୍ୱର : ଆଜି ପୂର୍ଣ୍ଣିମାରେ ଆକାଶରେ ଦେଖାଦେବ ଗୋଲାପି ଜହ୍ନ । ଗୋଲାପି ଜହ୍ନ ରାତିରେ ଆକାଶରେ ଚମକି ଉଠିବ ।ଏହି ଗୋଲାପି ଜହ୍ନ ଖବର ଏବେ ସୋସିଆଲ ମିଡିଆରେ ପ୍ରବଳ ପ୍ରଚାରିତ ହେଉଛି । ସେପଟେ ଚର୍ଚ୍ଚା ହେଉଛି ପୂର୍ଣ୍ଣିମାରେ ଗୋଲାପି ଜହ୍ନ ଦେଖାଦେବା କଥାଟି କେତେ ସତ । ଆଜି ରାତିରେ…

[ଦେଖନ୍ତୁ ଭିଡିଓ] ଶ୍ରୀକ୍ଷେତ୍ର ସାହିଯାତ: ଚୈତ୍ର ଶୁକ୍ଳ ଚତୁର୍ଦଶୀରେ ମାୟାମୃଗ ଓ ସୀତାଚୋରି ନୀତି

 ପୁରୀ: ଶ୍ରୀରାମ ନବମୀଠାରୁ ଆରମ୍ଭ ହୋଇଛି ସାହିଯାତ । ଶ୍ରୀକ୍ଷେତ୍ର ସାହିଯାତରେ ସୀତା ଚୋରି। ଚୈତ୍ର ଶୁକ୍ଳ ଚତୁର୍ଦଶୀ ତିଥିରେ କୁଣ୍ଢେଇବେଣ୍ଟ ସାହି ଆଖେଡା ପକ୍ଷରୁ ମାୟାମୃଗ ଓ ସୀତାଚୋରି ନୀତି କରାଯାଇଥିଲା । କୁଣ୍ଢେଇବେଣ୍ଟ ସାହି ପକ୍ଷରୁ ମାୟା ରାବଣ,ନବଶିରା, ସପ୍ତଶିରା, ପଞ୍ଚଶିରା,…

କୁତ୍ରିମ ଉପାୟରେ ସୁରକ୍ଷା ଦିଆଯାଇଥିବା ଅଣ୍ଡାରୁ ବାହାରିଲା ୧୬ଟି ବେଙ୍ଗଲ ମନିଟର ଗୋଧି ଛୁଆ

ଭୁବନେଶ୍ୱର : କୁତ୍ରିମ ଉପାୟରେ ଯତ୍ନ ପରେ ଫୁଟିଲା ଅଣ୍ଡା ବାହାରିଲା ଗୋଧିଛୁଆ । ୧୬ଟି ଅଜଣା ଅଣ୍ଡାରୁ ବାହାରିଲେ ବେଙ୍ଗଲ ମନିଟର ଗୋଧି ଛୁଆ । ଏହି ଅଣ୍ଡା ଗୁଡିକ ଫୁଟାଇବା ପାଇଁ ସ୍ନେକ ହେଲପ ଲାଇନ ୨୨୩ ଦିନ ଯାଏଁ ଯତ୍ନ ନେଇଥିଲେ ।  ଦୀର୍ଘ ସାତ ମାସ  ପରିଶ୍ରମ ପରେ ସେହି ଅଣ୍ଡାରୁ ୧୬ ଟି…

ସମୁଦ୍ରରେ ଗାଧୋଇବା ବେଳେ ଭାସିଗଲେ ଯୁବକ , ଉଦ୍ଧାର କାର୍ଯ୍ୟ ଜାରି

ପୁରୀ  : ପୁରୀ ସମୁଦ୍ରରେ ଅଘଟଣ । ଗାଧୋଇବା ବେଳେ ନିଖୋଜ ହୋଇଗଲେ ଯୁବକ । ନିଖୋଜ ହୋଇଯାଇଥିବା ଯୁବକ ଜଣକ ହେଉଛନ୍ତି ବାଲେଶ୍ୱର ଜିଲ୍ଲା ସିଙ୍ଗଳା ଥାନା ଅଞ୍ଚଳର ବଂଶୀଧର ବେହେରା ।  ଏବଂ ଅନ୍ୟ ଦୁଇ ଜଣ ଉଦ୍ଧାର ହୋଇଛନ୍ତି । ଲାଇଫଗାର୍ଡ ଘଟଣା ସ୍ଥଳରେ ପହଁଞ୍ଚି ଦୁଇ ଜଣଙ୍କୁ ଉଦ୍ଧାର କରିଥିଲେ…

ଉତ୍କଳମଣି ଗୋପବନ୍ଧୁ ଦାସଙ୍କ ଜନ୍ମପୀଠ ସୁଆଣ୍ଡୋ ବୁଲି ଦେଖିଲେ ଭି.କେ ପାଣ୍ଡିଆନ୍ , ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟର…

ପୁରୀ : ଉତ୍କଳମଣି ଗୋପବନ୍ଧୁ ଦାସଙ୍କ ଜନ୍ମସ୍ଥାନ ପୁରୀ ଜିଲ୍ଲାର ସୁଆଣ୍ଡୋ ଗ୍ରାମ ଗସ୍ତ କରିଛନ୍ତି 5T ସଚିବ ଭି.କେ ପାଣ୍ଡିଆନ  ।ସୁଆଣ୍ଡୋରେ ଚାଲିଥିବା ବିଭିନ୍ନ ଉନ୍ନୟନ ମୂଳକ ପ୍ରକଳ୍ପର ସମୀକ୍ଷା କରିଛନ୍ତି ଭିକେ ପାଣ୍ଡିଆନ୍ । ଉତ୍କଳମଣି ଜନ୍ମସ୍ଥାନକୁ ଐତିହରେ ପରିଣତ ପରିଣତ କରିବା ପାଇଁ…

ଛେଣ୍ଡିପଦାରେ ବିଜେପି କାର୍ଯ୍ୟକର୍ତ୍ତାଙ୍କୁ ହତ୍ୟା ଘଟଣାରେ ଚିନ୍ତା ପ୍ରକଟ କଲେ ଧର୍ମେନ୍ଦ୍ର ପ୍ରଧାନ, ଅଭିଯୁକ୍ତ…

ଭୁବନେଶ୍ୱର : ଅନୁଗୁଳ ଛେଣ୍ଡିପଦା ବିଜେପି କାର୍ଯ୍ୟକର୍ତ୍ତାଙ୍କୁ ହତ୍ୟା ଘଟଣାରେ ଚିନ୍ତା ପ୍ରକଟ କରିଛନ୍ତି କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଛେଣ୍ଡିପଦା ଅଞ୍ଚଳରେ ବିଜେପି କାର୍ଯ୍ୟକର୍ତ୍ତା ସାଗର ପ୍ରଧାନଙ୍କୁ ନିର୍ମମ ଭାବେ ହତ୍ୟା କରିବା ଘଟଣାରେ ମୁଁ ଦୁଃଖିତ ଓ ମର୍ମାହତ…

ଦଶମ ଓ ଦ୍ୱାଦଶ ପରୀକ୍ଷା ନେଇ ସିବିଏସଇର ବଡ଼ ନିଷ୍ପତ୍ତି: ପୁରୁଣା ଢ଼ାଞ୍ଚାରେ ହେବ ପରୀକ୍ଷା

ଭୁବନେଶ୍ୱର  : ଦଶମ ଓ ଦ୍ୱାଦଶ ପରୀକ୍ଷା ନେଇ ସିବିଏସଇର ବଡ଼ ନିଷ୍ପତ୍ତି । ୨୦୨୨-୨୩ ଶିକ୍ଷାବର୍ଷରେ ପୁରୁଣା ଢ଼ାଞ୍ଚାରେ ହେବ ପରୀକ୍ଷା । ଦଶମ ଓ ଦ୍ୱାଦଶ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ଲାଗି ଏକକ ବୋର୍ଡ ପରୀକ୍ଷା କରାଯିବ । ଟର୍ମ-୧ ଓ ଟର୍ମ -୨ ବଦଳରେ ଗୋଟିଏ ବୋର୍ଡ ପରୀକ୍ଷା ହେବ ।…