Latest Odisha News

BREAKING NEWS

ଧାରାବାହିକ ଉପନ୍ୟାସ : ଚୋରାବାଲି (୪୪)

ସ୍ଵର୍ଣ୍ଣଲତା ମହାପାତ୍ରଙ୍କ ଧାରାବାହିକ ଉପନ୍ୟାସ ‘ଚୋରାବାଲି’ ଭାଗ ୪୪ କାଉସିଲିଂରୁ ଯାହା ଜାଣିଲେ ଡ଼କ୍ଟର କର , ଗୋଟିଗୋଟି କରି କୁମାରକୁ ଜଣେଇ ଦେଲେ ଅଲଗାରେ । ଯାହା ବୈଭବ ଜାଣିବା କଥା ଓ ବୁଝିବା କଥା, ତା’ ବି ଜାଣିଲା । କିଛି କଥାକୁ ଲୁଚାଇ ଦିଆଗଲ ଆରାଧ୍ୟାକୁ । ପ୍ରଥମେ…

ଭାଷା ଭାଗବତ : ଶୂନ୍‌ର ସ୍ବରୂପ

ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ : ୬୧ O o ° ଏପରି ବୃତ୍ତ ହିଁ ଆଧାର ସ୍ବଭାଷା ଲିପିର ଅକ୍ଷର ଲକ୍ଷ୍ୟ କରଂତୁ ବଂଧୁଗଣ ନାହିଁ ଏହାର ନିବାରଣ ୦ ... ଚ ଟ ଗ ର ଛ ଝ ଖ ଶ ଥ ଋ ବ କ ଏହି ବାରଟି ବର୍ଣ ଶିକ୍ଷା ଦିଏ ଶବ୍ଦ ଗଠନ ଦୀକ୍ଷା ... ଚକ ରଥ ଓ ଝର ଶର ବକ ବଟ…

ଶ୍ରୀଜଗନ୍ନାଥ ତତ୍ତ୍ୱ ଓ ତଥ୍ୟ

ଦୟାନିଧି ତ୍ରିପାଠୀଙ୍କ ବିଶେଷ ଉପସ୍ଥାପନା ଭାଗ : ୧୧୮  ଜୟ ଜଗନ୍ନାଥ, ଓଁ ନମୋ ଭଗବତେ ବାସୁଦେବାୟ । ପରଂବ୍ରହ୍ମ ଶ୍ରୀଜଗନ୍ନାଥଙ୍କୁ ଅଦ୍ଵିତୀୟ, ଦୁଃଖରହିତ, ସୁଖାନୁଭବସ୍ୱରୂପ, ଅନାଦି, ଅନନ୍ତ, ଅସୀମ, ନିରବଦ୍ୟ, ନିର୍ବିକାର, ସଚ୍ଚିଦାନନ୍ଦ, ପୂର୍ଣ୍ଣ, ନିତ୍ୟ ଓ ସର୍ବବ୍ୟାପକ, ବୋଲି…

କବିତା : ମହମବତୀ

ଗଦାଧର ସାହୁ ଜଳୁଛି ସେ କେଉଁ କାଳୁ ଜଳୁଥିବ ଆହୁରି, ଅନ୍ଧକାର ସରେ ନାହିଁ କେତେ ଅଛି ଜାଣେନି । କାହାର କେତେ ଆୟୁଷ କିଏ ଅବା କଳିବ, ଜଳି ଜଳି ଲିଭିଯିବ ଏ ଜୀବନ ପ୍ରଦୀପ ବ୍ରହ୍ମଗିରି,  ପୁରୀ

ପୁରୀ କୃଷ୍ଣଚନ୍ଦ୍ର ପ୍ରତିହାରୀ ହତ୍ୟା ମାମଲା, ୪ ଅଟକ

ପୁରୀ: ସୁଆର ଓ ମହାସୁଆର ନିଯୋଗ ସମ୍ପାଦକ  କୃଷ୍ଣଚନ୍ଦ୍ର ପ୍ରତିହାରୀ ହତ୍ୟା ମାମଲାରେ ୪ ଜଣ ଅଟକ । ଏହି ଚାରି ଜଣଙ୍କ ମଧ୍ୟରେ ୨ ଜଣ ମୁଖ୍ୟ ଷଡଯନ୍ତ୍ରକାରୀ ରହିଛନ୍ତି ବୋଲି ସୂଚନା ରହିଛି । ଅଟକଙ୍କ ମଧ୍ୟରେ ରହିଛନ୍ତି କାଳିଆ ସିଂହାରୀ ଓ ଦୋଳଗୋବିନ୍ଦ । ଗୁନସିଂହାରୀ ମୃତ୍ୟୁ ଘଟଣାରେ…

ଋଷ-ୟୁକ୍ରେନ ଯୁଦ୍ଧ ବେଳେ ନେହରୁଙ୍କ କୂଟନୀତିକୁ ବ୍ୟବହାର କରୁଛନ୍ତି ମୋଦୀ !

ନୂଆଦିଲ୍ଲୀ: ରାତି ପାହିଲେ ଅଷ୍ଟ୍ରେଲିଆ ସହ ଭାରତର ଡିଜିଟାଲ ଶିଖର ସମ୍ମିଳନୀ ରହିଛି । ଏହା ପୂର୍ବରୁ ଭାରତକୁ ପ୍ରଶଂସା କରିଛି ଅଷ୍ଟ୍ରେଲିଆ। ରବିବାର ଭାରତରେ ଅବସ୍ଥାପିତ ଅଷ୍ଟ୍ରେଲିଆ ଉଚ୍ଚାୟୁକ୍ତ ବେରି ଓ ଫାରେଲ ରୁଷ-ୟୁକ୍ରେନ ପ୍ରସଙ୍ଗରେ ଭାରତର ଆଭିମୁଖ୍ୟକୁ ପ୍ରଶଂସା କରିଛନ୍ତି ।…

ଭାରତର ନୀତିକୁ ପ୍ରଶଂସା କଲେ ପାକିସ୍ତାନ ପ୍ରଧାନମନ୍ତ୍ରୀ, ହେଲେ କାହିଁକି ?

ଇସଲାମାବାଦ: ନିଜ ଦେଶରେ ଅନାସ୍ଥା ପ୍ରସ୍ତାବ ଭୋଟର ପରୀକ୍ଷା ଦେବାକୁ ଯାଉଥିବା ପାକିସ୍ତାନର ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ୍ ଭାରତକୁ ପ୍ରଶଂସା କରିଛନ୍ତି। ମୁଖ୍ୟତଃ ଭାରତର ବୈଦେଶିକ ନୀତିକୁ ଇମ୍ରାନ୍ ପ୍ରଶଂସା କରିବା ପାକିସ୍ତାନ ରାଜନୀତିରେ ହଟଚମଟ ସୃଷ୍ଟି କରିଛି।  ସେ କହିଛନ୍ତି ଯେ…

ଭୁବନେଶ୍ୱରରେ ଆରମ୍ଭ ହେଲା ଜାତୀୟ ଭାରୋତୋଳନ ଚାମ୍ପିୟନଶିପ

ଭୁବନେଶ୍ୱର: ଜାତୀୟ ଭାରୋତୋଳନ ଚାମ୍ପିୟନଶିପ ଭୁବନେଶ୍ୱରରେ ଆରମ୍ଭ ହୋଇଯାଇଛି । ୩୦ ରାଜ୍ୟର ୮୦୦ ପ୍ରତିଯୋଗୀ ଯୁବ, ଜୁନିୟର ଓ ସିନିୟର ବିଭାଗରେ ପ୍ରତିଦ୍ୱନ୍ଦ୍ୱିତା କରିବେ । ଭାରତୀୟ ୱେଟଲିଫ୍ଟିଂ ଫେଡେରେଶନ, ଓଡିଶା ୱେଟଲିଫ୍ଟିଂ ଆସୋସିଏଶନ ଏବଂ ଓଡିଶା ସରକାର କ୍ରୀଡା ଓ ଯୁବ ବ୍ୟାପାର…

ରାଜଧାନୀରେ ଗୁଳିମାଡ଼: ଜଣେ ଆହତ, ୫ ଅଟକ

ଭୁବନେଶ୍ୱର: ରାଜଧାୀରେ ପୁଣି ଗୁଳିମାଡ଼ । ଗୁଳିମାଡ଼ରେ ଜଣେ ଆହତ ହୋଇଥିବା ଜଣାପଡ଼ିଛି । ପୋଲିସ ଏଥିରେ ସମ୍ପୃକ୍ତ ଥିବା ୫ ଜଣଙ୍କୁ ଅଟକ ରଖି ପଚରାଉଚରା ଜାରି ରଖିଛି । ଅଟକ ଥିବା ଅଭିଯୁକ୍ତଙ୍କ ମଧ୍ୟରେ ନୟାଗଡ଼ ଅଞ୍ଚଳର ମାନସ କୁମାର ସାହୁ, ସୁଶାନ୍ତ ପ୍ରଧାନ ଓ ସର୍ବେଶ୍ୱର ସେଠ । ରାଜେଶ କୁମାର…

ଆରଜେଡିରେ ବିଲୟ ହେଲା ଏଲଜେଡି

ପାଟନା: ବିହାରରେ ଦୀର୍ଘ ଦିନ ପରେ ଦୁଇ ପୁରୁଣା ରାଜନୈତିକ ବନ୍ଧୁ ଏକତ୍ର ହୋଇଛନ୍ତି କହିଲେ ଭୁଲ ହେବନି । ରବିବାର ଶରଦ ଯାଦବଙ୍କ ଲୋକତାନ୍ତ୍ରିକ ଜନତା ଦଳ ଲାଲୁ ଯାଦବଙ୍କ ରାଷ୍ଟ୍ରୀୟ ଜନତା ଦଳରେ ବିଲୟ ହୋଇଛି । ଦିଲ୍ଲୀରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଏହା ଘୋଷଣା କରାଯାଇଛି । ଆରଜେଡି ମୂଖ୍ୟ…