Latest Odisha News

BREAKING NEWS

ରେସରୁ ଦ୍ରୌପଦୀ ଆଉଟ୍ ! ଏହି ଦୁଇ ଜଣଙ୍କୁ ରାଷ୍ଟ୍ରପତି ପ୍ରାର୍ଥୀ କରିବା ନେଇ ବିଚାର କରୁଛି କେନ୍ଦ୍ର?

ନୂଆଦିଲ୍ଲୀ: ରାଷ୍ଟ୍ରପତି ପ୍ରାର୍ଥୀ କାହାକୁ କରିବେ ସେ ନେଇ ଏନଡିଏ ଏବଂ ବିରୋଧୀ ଦଳ ମଧ୍ୟରେ ଛକାପଞ୍ଝା ଚାଲିଛି। ଏନଡିଏ ଚାହୁଁଛି ସହମତି ଭିତିରେ ପ୍ରାର୍ଥୀ ଦେବାକୁ । ତେଣୁ ବିଜେପି ନିଯୁକ୍ତ କରିଥିବା ଦୁଇ ପ୍ରମୁଖ ନେତା ପ୍ରତିରକ୍ଷାମନ୍ତ୍ରୀ ରାଜନାଥ ସିଂହ ଏବଂ ନିଜେ ଖୋଦ ଦଳର ସଭାପତି…

ରାଜ୍ୟର ଏହି ଶିଳ୍ପ ସମୃଦ୍ଧ ଜିଲ୍ଲାରେ ବଢୁଛି ବାଲ୍ୟ ବିବାହ, କେନ୍ଦ୍ର ଦେଲା ରିପୋର୍ଟ

ଅନୁଗୋଳ: ରାଜ୍ୟର ଅନ୍ୟତମ ପ୍ରମୁଖ ଶିଳ୍ପ ସମୃଦ୍ଧ ଜିଲ୍ଲା ଅନୁଗୋଳରେ ବଢୁଛି ବାଲ୍ୟ ବିବାହ । ଅର୍ଥାତ ୧୮ ବର୍ଷ ହେବା ପୂର୍ବରୁ ଅଧିକାଂଶ ଝିଅଙ୍କର ଏହି ଜିଲ୍ଲାରେ ହେଉଛି ବାହାଘର। କେନ୍ଦ୍ର ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ମନ୍ତ୍ରଣାଳୟ ନିକଟରେ କରିଥିବା ସର୍ଭେରୁ ଏଭଳି ଏକ ରିପୋର୍ଟ…

କରୋନା ବିରୋଧୀ ଲଢ଼େଇରେ ନିୟମିତ ପ୍ରାଣାୟମର ରହିଛି ବଡ଼ ଅବଦାନ ?

ନୂଆଦିଲ୍ଲୀ: ଯୋଗ ଏବେ ପ୍ରାୟତଃ ସମସ୍ତଙ୍କ ଜୀବନଶୈଳୀରେ ଏହି ଯୋଡି ହୋଇଗଲାଣି । କିନ୍ତୁ ଯେଉଁମାନଙ୍କ ଜୀବନଶୈଳୀରେ ଏହା ଯୋଡି ହୋଇନାହିଁ ସେମାନଙ୍କ ପାଇଁ ଏହି ରିପୋର୍ଟ ଲାଭ ଦାୟକ ହେବ। କୌଣସି ପାର୍ଶ୍ୱ ପ୍ରତିକ୍ରିୟା ଏବଂ ବିନା ଖର୍ଚ୍ଚରେ ଶରୀରରେ ଅନେକ ଉପକାର କରୁଥିବା ଏହି ଅଭ୍ୟାସ…

୧୩ ତାରିଖରୁ ଥିଲେ ନିଖୋଜ, ଏବେ ମିଳିଲା ମୃତଦେହ

ଭୁବନେଶ୍ୱର: ଚନ୍ଦ୍ରଶେଖରପୁର‌ ଥାନା‌ ଚନ୍ଦକା ଜଙ୍ଗଲ କଡ ଡ୍ରେନରୁ ମିଳିଛି ୧୦ମ ଶ୍ରେଣୀ ଛାତ୍ର ଦୈତରାଜ ନାୟକକଙ୍କ ମୃତଦେହ। ଯେକି ନିକଟରେ ଥିବା ପଣ୍ଡା ପାର୍କ ବସ୍ତିର ଯୁଦ୍ଧିଷ୍ଟିର ନାୟକଙ୍କ ପୁଅ ବୋଲି ଜଣାପଡିଛି। ତେବେ ଗଳିତ ଅବସ୍ଥାରେ ମିଳିଛି ମୃତ ଦେହ । ତେଣୁ ତାଙ୍କ ବାପା ହତ୍ୟା…

ଶସ୍ତା ହେଲା ଖାଇବା ତେଲ, ଲିଟର ପିଛା କମିଲା ୧୦ରୁ ୧୫ ଟଙ୍କା

ଭୁବନେଶ୍ୱର: ମହଙ୍ଗାମାଡ଼ରେ ସନ୍ତୁଳି ହେଉଥିବା ସାଧାରଣ ଲୋକଙ୍କ ପାଇଁ ଖୁସି ଖବର । କମିଲା ଖାଇବା ତେଲର ଦାମ । ପାମ୍ ଓଏଲ, ସୂର୍ଯ୍ୟମୁଖୀ ଏବଂ ସୋୟାବିନ୍ ତେଲ ଦର ଲିଟର ପିଛା ୧୫ ଟଙ୍କା ପର୍ୟ୍ୟନ୍ତ ହ୍ରାସ ପାଇଛି। ଅନ୍ତର୍ଜାତୀୟ ବଜାରରେ ତେଲ ଦର କମିବା ପରେ ଏହି ସବୁ ତେଲର ଦର ହ୍ରାସ…

ଶ୍ରୀଜଗନ୍ନାଥ ତତ୍ତ୍ୱ ଓ ତଥ୍ୟ

ଦୟାନିଧି ତ୍ରିପାଠୀଙ୍କ ବିଶେଷ ଉପସ୍ଥାପନା ଭାଗ : ୨୦୬  ଜୟ ଜଗନ୍ନାଥ, ଓଁ ନମୋ ଭଗବତେ ବାସୁଦେବାୟ । ପରଂବ୍ରହ୍ମ ଶ୍ରୀଜଗନ୍ନାଥଙ୍କ ଅଣସର ସେବା ଚାଲିଛି। ଏହି ଅଣସର ବା ଅନବସର ସେବା ଏକ ଗୁପ୍ତ ସେବା। ଏଥିରେ ଶ୍ରୀଜୀଉମାନଙ୍କର ଅଙ୍ଗସେବାର ଅଧିକାର କେବଳ ଦଇତା ଓ ପତି ସେବକମାନଙ୍କର…

ଭାଷା ଭାଗବତ : ଦେବାଶ୍ରୟୀ ଭାଷା

ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ : ୧୪୯ ଦେବତା ଫିଟାଇ ନୟନ ଦେଖଂତି ଆମ କାର୍ଯମାନ ଶୁଣଂତି ଭଜନ, କୀର୍ତନ ପାଟିରୁ ଫିଟେନି ବଚନ ପ୍ରଭୁ କଲେ ହେଁ ସବୁ ଦାନ ମାନେନି ଲୋଭୀ ଭକ୍ତ ମନ ଆହୁରି ବେଶି ବେଶି ମାଗି ତାଂକ ସହ ଥାଆଂତି ଲାଗି ଈଶ୍ବର ପରା ଭାବଗ୍ରାହୀ…

ଧାରାବାହିକ ଉପନ୍ୟାସ : ସୁଲୋଚନା (୧୩)

ସୁମିତା ବେହେରାଙ୍କ ଧାରାବାହିକ ଉପନ୍ୟାସ ‘ସୁଲୋଚନା’ ଭାଗ : ୧୩  କାକା ବିଭୀଷଣଙ୍କ ଗୃହରେ ସୁଲୋଚନାଙ୍କୁ ଭଲ ଲାଗେ, ମନକୁ ଶାନ୍ତି ମିଳେ। ଏକ ଦିବ୍ୟ ପବିତ୍ର ଭାବନା ସଂଚରିଯାଏ ମନରେ। ନାଗମାନେ ଚିରକାଳ ଶ୍ରୀବିଷ୍ଣୁଙ୍କର ଉପାସକ। ତାଙ୍କର ଆରାଧ୍ୟ , ପ୍ରଭୁ ଶ୍ରୀରାମଚନ୍ଦ୍ରଙ୍କର ପରମ ଭକ୍ତ…

କବିତା : ଅଣସରର ଅନ୍ଧାର

ବଳରାମ ପୂଜାରୀ ଦେହରୁ ଓହ୍ଲାଇଯାଉଥିଲେ ସବୁତକ ଛାଇ କାଳେ କିଏ ଦେଖିନେବ ? ଛାଇଗୁଡା ସବୁ ନିଜର ନ ଥିଲେ , କିଛି କିଛି ଅର୍ଜିତ ,କିଛି ଏଇମିତି କୋଉକାଳୁ ବସାବାନ୍ଧିଥିବା ସୁଖବାସୀ ,ଭୂମୀହୀନ ଛାଇ ? କିଛି ତ କୋରି କୋରି ସଫା କରୁଥିଲେ ସବୁତକ ମୋ ସହ ସମ୍ପର୍କର ଚିହ୍ନବର୍ଣ୍ଣ ?…

ରାଜ୍ୟଗୋଷ୍ଠୀ କ୍ରୀଡା ୨୦୨୨: ଭାରତୀୟ ଦଳରେ ଦୂତି, ଶ୍ରାବଣୀ

ନୂଆଦିଲ୍ଲୀ: ଭାରତୀୟ ଆଥଲେଟିକ୍ସ ମହାସଂଘ ରାଜ୍ୟଗୋଷ୍ଠୀ କ୍ରୀଡା ପାଇଁ ୧୮ ମହିଳା ଆଥଲେଟଙ୍କ ସମେତ ୩୭ ଜଣିଆ ଦଳ ଘୋଷଣା କରିଛି । ଅଲିମ୍ପିକ୍ସ ସ୍ୱର୍ଣ୍ଣ ପଦକ ବିଜେତା ଜାଭେଲିନ ଥ୍ରୋୟର ନୀରଜ ଚୋପ୍ରାଙ୍କ ନେତୃତ୍ୱରେ ଘୋଷିତ ଏହି ଦଳରେ ଓଡିଶାର ଷ୍ଟାର ଖେଳାଳି ଦୂତି ଚାନ୍ଦ ଏବଂ ଶ୍ରାବଣୀ…