Latest Odisha News

BREAKING NEWS

୪ଟି ରାଜ୍ୟରେ ‘ବିଜେପି’ର ବିଜୟ ପରେ ଅହମ୍ମଦାବାଦରେ ମୋଦିଙ୍କ ରୋଡ୍‌ ସୋ’

ଅହମ୍ମଦାବାଦ: ୪ଟି ରାଜ୍ୟରେ ‘ବିଜେପି’ର ବିଜୟ ପରେ ଅହମ୍ମଦାବାଦରେ ମୋଦିଙ୍କ ରୋଡ୍‌ ସୋ’ । ଉତ୍ତର ପ୍ରଦେଶ, ଉତ୍ତରାଖଣ୍ଡ, ଗୋଆ ଏବଂ ମଣିପୁରରେ ‘ବିଜେପି’ ବିଜୟ ହାସଲ କରିବା ପରେ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନିର୍ବାଚନ ହେବାକୁ ଥିବା ଗୁଜରାଟ ରାଜ୍ୟରେ ବିଶାଳ ରୋଡ୍‌ ସୋ’…

ଭିଜିଲାନ୍ସ ଜାଲରେ ସମବାୟ ସମିତି ସମ୍ପାଦକ

ସୁବର୍ଣ୍ଣପୁର: ଭିଜିଲାନ୍ସ ହାତରେ ସମବାୟ ସମିତି ଡାଟା ଏଣ୍ଟ୍ରି ଅପରେଟର ଦେବାନନ୍ଦ ନାୟକ ଓ ଭାରପ୍ରାପ୍ତ ସମ୍ପାଦକ କୁନା ନାୟକ । ଋଣ ନାଁରେ ଚାଷୀଙ୍କ ଠାରୁ ଲାଞ୍ଚ ନେଉଥିବା ବେଳେ ମାଡ଼ି ବସିଲା ଭିଜିଲାନ୍ସ ଟିମ୍ । ଧାନ ବିକ୍ରି ସଂପର୍କରେ ଜଣେ ଅଭିଯୋଗକାରୀଙ୍କ ଠାରୁ ଆଠ ହଜାର ଟଙ୍କା ଗ୍ରହଣ…

ବାଙ୍ଗାଲୋର ଦିବାରାତ୍ର ଟେଷ୍ଟ: ଷ୍ଟାଡିୟମରେ ଶତ ପ୍ରତିଶତ କ୍ଷମତା ସହ ଦର୍ଶକ ଉପଭୋଗ କରିବେ ମ୍ୟାଚ

ବାଙ୍ଗାଲୋର: ଚିନ୍ନାସ୍ୱାମୀ ଷ୍ଟାଡିୟମରେ ଭାରତ-ଶ୍ରୀଲଙ୍କା କ୍ରିକେଟ ସିରିଜର ଦ୍ୱିତୀୟ ତଥା ଅନ୍ତିମ ଟେଷ୍ଟ ମ୍ୟାଚକୁ ଦର୍ଶକମାନେ ଷ୍ଟାଡିୟମରେ ଉପଭୋଗ କରିପାରିବେ । ଏହି ଦିବାରାତ୍ର ଟେଷ୍ଟ ପାଇଁ ସମସ୍ତ କଟକଣା ଉଠାଇ ଦିଆଯାଇଛି । ଶତ ପ୍ରତିଶତ କ୍ଷମତା ସହକାରେ ଦର୍ଶକ ମ୍ୟାଚ ଦେଖିପାରିବେ ।…

ଜମୁଛି ପ୍ରଚାର ,ହାଟ ବଜାର ବୁଲି ଭୋଟ ଭିକ୍ଷା କରୁଛନ୍ତି ମେୟର ପ୍ରାର୍ଥୀନୀ ସୁଲୋଚନା ଦାସ

ଭୁବନେଶ୍ୱର : ପୌର ନିର୍ବାଚନ ପାଇଁ ପ୍ରଚାର ଜୋରଦାର । ଭୁବନେଶ୍ୱର ମହାନଗର ନିଗମ ପାଇଁ ବିଜେଡି ପ୍ରାର୍ଥୀ କରିଥିବା ମେୟର ପ୍ରାର୍ଥୀନୀ ସୁଲୋଚନା ଦାସ ଜୋରଦାର ପ୍ରଚାର ଜାରି ରଖିଛନ୍ତି ।ଭୋଟରଙ୍କୁ ପ୍ରଭାବିତ କରିବା ପାଇଁ ଚାଲିଛି ଅଭିନବ ପ୍ରୟାସ । ଭୁବନେଶ୍ୱର ମହାନଗର ନିଗମର ପାର୍କ ଚା…

ଭାରତୀୟ ସେନା ହେଲିକେପ୍ଟର ‘ଚିତା’ ଦୁର୍ଘଟଣାଗ୍ରସ୍ତ, ପାଇଲଟ୍ ସୁରକ୍ଷିତ

ଭୁବନେଶ୍ୱର: ଭାରତୀୟ ସେନା ହେଲିକେପ୍ଟର ‘ଚିତା’ ଆଜି ଦୁର୍ଘଟଣାଗ୍ରସ୍ତ ହୋଇଛି । ଏହି ଘଟଣା କାଶ୍ମୀର ଗୁରେଜର ବାରାମ ଅଞ୍ଚଳରେ ଘଟିଛି । ହେଲିକେପ୍ଟରଟି ଉଡାଣ ଭରିବା ପରେ ତୁଷାରପାତର ସମ୍ମୁଖୀନ୍ନ ହୋଇଥିଲା । ହେଲିକେପ୍ଟରରେ ଥିବା ସଦସ୍ୟଙ୍କ ଉଦ୍ଧାର ପାଇଁ ବରଫାବୃତ୍ତ ଅଞ୍ଚଳରେ ଉଦ୍ଧାରକାରୀ…

”ଦ କାଶ୍ମୀର ଫାଇଲ୍ସ” ଫିଲ୍ମର କିଛି ସିନ୍ ହଟାଇବାକୁ କୋର୍ଟର ନିର୍ଦ୍ଦେଶ

ଦିଲ୍ଲୀ :ଫିଲ୍ମ ''ଦ କାଶ୍ମୀର ଫାଇଲ୍ସ'’କୁ କୋର୍ଟର ଝଟକା । ନିର୍ଦ୍ଦେଶକ ବିବେକ ଅଗ୍ନିହୋତ୍ରୀଙ୍କ ଫିଲ୍ମ ''ଦ କାଶ୍ମୀର ଫାଇଲ୍ସ'' ର କିଛି ସିନ୍ କାଟିବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ଏହି ଫିଲ୍ଲରେ ସ୍ୱର୍ଗତ ଆଇଏଫଏଫ୍ ସ୍କା୍ୱାଡ୍ରୋନ୍ ଲିଡର ରବି ଖାନ୍ନାଙ୍କ ଚିତ୍ର ଦର୍ଶାଇବାକୁ ବାରଣ…

ବିଜାପୁରରେ ଏନକାଉଣ୍ଟର ,ହାର୍ଡକୋର ମାଓବାଦୀ ନିହତ

ମାଲକାନଗିରି : ମାଲକାନଗିରି ଛତିଶଗଡ ସୀମାନ୍ତ ବିଜାପୁରରେ ଗୁଳିବିନିମୟ । ପୋଲିସ ଗୁଳିରେ ଜଣେ ହାର୍ଡକୋର ମାଓବାଦୀ ନିହତ ହୋଇଥିବା ସୂଚନା । ମୃତ ମାଓବାଦୀ ଜଣକ ହେଉଛନ୍ତି ବିଜାପୁର ନକ୍ସଲ ସଙ୍ଗଠନର ଡେପୁଟି କମାଣ୍ଡର ରିତେଶ ପୁନେମ । ଘଟଣା ସ୍ଥଳରୁ ବହୁ ପରିମାଣର ବିସ୍ପୋରୋକ ସହ ମାଓ…

ଏପ୍ରିଲ ୨୯ରୁ ରାଜ୍ୟରେ ମାଟ୍ରିକ ପରୀକ୍ଷା, ଅଫଲାଇନରେ ଏକଜାମ୍

ଭୁବନେଶ୍ୱର: ଚଳିତ ବର୍ଷ ଅଫଲାଇନରେ ହେବ ମାଟ୍ରିକ ପରୀକ୍ଷା । ବଡ଼ ଘୋଷଣା କରିଛନ୍ତି ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର । ଏପ୍ରିଲ ୨୯ରୁ ପରୀକ୍ଷା ଆରମ୍ଭ ହୋଇ ମେ’ ୬ ପର୍ଯ୍ୟନ୍ତ ଚାଲିବ ମାଟ୍ରିକ ପରୀକ୍ଷା । ନିଜ ସ୍କୁଲରେ ପରୀକ୍ଷା ହୋଇ ନ ପାରିଲେ ନିକଟତମ ସ୍କୁଲରେ ହେବ ପରୀକ୍ଷା ।…

ମାଟ୍ରିକ ପରୀକ୍ଷା ନେଇ ଗୁରୁତ୍ୱପୂର୍ଣ୍ଣ ସୂଚନା ଦେଲେ ମୁଖ୍ୟ ଶାସନ ସଚିବ

ଭୁବନେଶ୍ୱର: ମାଟ୍ରିକ ପରୀକ୍ଷା ନେଇ ଗୁରୁତ୍ୱପୂର୍ଣ୍ଣ ସୂଚନା ଦେଇଛନ୍ତି ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର । ସମେଟିଭ୍ ଆସେସମେଣ୍ଟ ପରୀକ୍ଷା-୨ କରାଯିବ । ସମେଟିଭ୍ ଆସେସମେଣ୍ଟ ପରୀକ୍ଷା-୨ ସବୁ ପିଲାଙ୍କ ପାଇଁ ବାଧ୍ୟତାମୂଳକ । ଯଥାସମ୍ଭବ ପରୀକ୍ଷାଗୁଡ଼ିକ ନିଜ ସ୍କୁଲରେ କରାଯିବ ।…

”ତୁମେ ପଞ୍ଜାବ ବାସୀଙ୍କ ହୃଦୟ ଜିତିଛ” କହି ଭଗବନ୍ତ ମାନଙ୍କୁ ଶୁଭେଚ୍ଛା ଜଣାଇଲେ କପିଲ୍ ଶର୍ମା

ମୁମ୍ୱାଇ : ଭଗବନ୍ତ ମାନଙ୍କ ବିଜୟକୁ ନେଇ ଶୁଭେଚ୍ଛା ଜଣାଇଲେ କପିଲ୍ ଶର୍ମା । କମେଡିଆନ ଭାବେ କ୍ୟାରିଅର ଆରମ୍ଭ କରିଥିଲେ ଭଗବନ୍ତ। ହେଲେ ଏବେ ପଞ୍ଜାବରେ ଆମ ଆଦମୀ ପାର୍ଟି ବାଜିମାତ କରିବା ପରେ ସିଏମ୍ ଫେସ୍ ହେଉଛନ୍ତି ଭଗବନ୍ତ ମାନ । ଆପ୍ ରୁ ନିର୍ବାଚନ ଲଢୁଥିବା ପଞ୍ଜାବ ବିଧାନସଭା ଆସନରେ…