Latest Odisha News

BREAKING NEWS

[ଦେଖନ୍ତୁ ଭିଡିଓ] ରାହୁଲକୁ ମାରିଦେଲା କି ସାବତ ମାଆ ?

ପାରାଦୀପ: ୧୫ ବର୍ଷର ରାହୁଲ ଆତ୍ମହତ୍ୟା କରିଛି ନା ତାକୁ ହତ୍ୟା କରାଯାଇଛି । ପ୍ରାଥମିକ ତଦନ୍ତରୁ ପୋଲିସ କିଛି ସ୍ପଷ୍ଟ କରିନଥିବା ବେଳେ ସନ୍ଦେହ ଘନେଇବାରେ ଲାଗିଛି । ସାବତ ମାଆ କୁନିଙ୍କ ଅନୁସାରେ, ମଙ୍ଗଳବାର ସନ୍ଧ୍ୟାରେ ଝଗଡ଼ା ହୋଇଥିଲା । ଝଗଡ଼ା ପରେ ପୁଅ ଘର ଛାଡ଼ି ପଳାଇଥିଲା ।…

ଭାରତକୁ ଧମକ ଦେଲା ଆଇଏସକେ

ନୂଆଦିଲ୍ଲୀ: ନୁପୂର ଶର୍ମାଙ୍କ ବିବାଦୀୟ ବୟାନ ପରେ ଦେଶର କେତେକ ସ୍ଥାନରେ ଅଶାନ୍ତି ଉପୁଜିଥିଲା । ଏବେ ଏହି ଘଟଣାରେ ଆଫଗାନିସ୍ତାନର ଆତଙ୍କବାଦୀ ସଂଗଠନ ଆଇଏସକେ ଭାରତରେ ବୋମା ବିସ୍ଫୋରଣ କରିବ ବୋଲି ଧମକ ଦେଇଛି । ଭିଡିଓ ନ୍ୟୁଜ ବୁଲେଟିନ ମାଧ୍ୟମରେ ସେମାନେ ଏହି ଧମକ ଦେଇଛନ୍ତି । ପୂର୍ବରୁ…

ପ୍ରତିବର୍ଷ କିଏ ଲଗାଉଛି ନିଆଁ ? ଜଳିଗଲା ୭ ଏକରରୁ ଅଧିକ ଜଙ୍ଗଲ

ପୁରୀ: ବାଲୁଖଣ୍ଡ -କୋଣାର୍କ ଅଭୟାରଣ୍ୟର କୋଣାର୍କ ବନ୍ୟପ୍ରାଣୀ ବନାଞ୍ଚଳର କୁରୁଜଙ୍ଗ ସେକ୍ସନ୍ ଓ ରାମଚଣ୍ଡୀ ସେକ୍ସନ ଅଞ୍ଚଳରେ ଲାଗିଛି ନିଆଁ । ରାମଚଣ୍ଡୀ ଥାନା ପଛ ପଟେ ୩ ଏକର ଜଙ୍ଗଲ ପୋଡ଼ି ପାଉଁଶ ହୋଇଯାଇଛି । ଚମ୍ପାହର ଅଗ୍ନିଶମ କେନ୍ଦ୍ରର ଅଗ୍ନିଶମ କର୍ମଚାରୀ ଓ ବନ ବିଭାଗର ୨ ଜଣ…

ଉତ୍କଳ ସମ୍ମିଳନୀ ପକ୍ଷରୁ ଫକୀର ମୋହନଙ୍କ ଶ୍ରାଦ୍ଧ ବାର୍ଷିକୀ ପାଳିତ

କଟକ : ଉତ୍କଳ ସମ୍ମିଳନୀ, କଟକ ପକ୍ଷରୁ ବ୍ୟାସକବି ଫକୀର ମୋହନ ସେନାପତିଙ୍କର ୧୦୪ତମ ଶ୍ରାଦ୍ଧ ବାର୍ଷିକୀ ତେଲେଙ୍ଗା ବଜାର ରଘୁନାଥଜୀଉ ମନ୍ଦିରଠାରେ ପାଳିତ ହୋଇଯାଇଛି। ଶରତ ଚନ୍ଦ୍ର ଦାସଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ରବି ରଞ୍ଜନ ସାହୁ ମୁଖ୍ୟ ଅତିଥି ଭାବରେ, ବିଚିତ୍ରା…

ବଡ଼ାପାଓ ପଲିଥିନରେ ୫ ଲକ୍ଷ ଟଙ୍କାର ସୁନା, ଡ୍ରେନରେ ରଖିଥିଲେ ମୂଷା

ମୁମ୍ବାଇ: ଡ୍ରେନରୁ ମିଳିଲା ୫ଲକ୍ଷ ଟଙ୍କାର ଅଳଙ୍କାର । ତାହା ପୁଣି ମୂଷାମାନଙ୍କ ନିକଟରୁ । ଆଶ୍ଚର୍ଯ୍ୟ ଲାଗୁଥିଲେ ବି ସତ । ଏଭଳି ଘଟଣା ଘଚିଛି ମୁମ୍ବାଇରେ । ପୋଲିସ ମୁମ୍ବାଇର ଏକ ଡ୍ରେନରେ ଥିବା ମୂଷାଙ୍କ ଠାରୁ ଏକ ସୁନା ଅଳଙ୍କାର ବ୍ୟାଗ ଉଦ୍ଧାର କରିଛି । ଯେଉଁ ବ୍ୟାଗରେ ରହିଛି ୫ ଲକ୍ଷ…

ଅଗଷ୍ଟ ୧୧ରେ ଅକ୍ଷୟ, ଅମୀର ମଧ୍ୟରେ ମୁକାବିଲା

ମୁମ୍ବାଇ: ଅକ୍ଷୟ କୁମାରଙ୍କ ଆଗାମୀ ଫିଲ୍ମ ରକ୍ଷାବନ୍ଧନ ଅଗଷ୍ଟ ୧୧ରେ ରିଲିଜ ହେବ । ମେକର୍ସ ଏବଂ ଅକ୍ଷୟଙ୍କ ପକ୍ଷରୁ ଏ ନେଇ ଗୁରୁବାର ଘୋଷଣା କରାଯାଇଛି । ଅକ୍ଷୟଙ୍କ ସହ ଏହି ଫିଲ୍ମରେ ଭୂମି ପେଡେନକର ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ଅଭିନୟ କରୁଛନ୍ତି । ଫିଲ୍ମର କାହାଣୀ ହିମାଂଶୁ ଶର୍ମା ଓ…

ବୁଲଡୋଜର ଉପରେ ରୋକ ଲଗାଇବାକୁ ମନାକଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: ବୁଲଡୋଜର ଉପରେ ପ୍ରତିବନ୍ଧକ ଲଗାଇବାକୁ ସୁପ୍ରିମକୋର୍ଟ ମନା କରି ଦେଇଛନ୍ତି । କିନ୍ତୁ ନିୟମ ପାଳନ କରାଯିବା ଆବଶ୍ୟକ ବୋଲି କହିଛନ୍ତି । ଜଷ୍ଟିସ୍ ଏସ୍ ବୋପାନ୍ନା ଏବଂ ଜଷ୍ଟିସ୍ ବିକ୍ରମ ନାଥଙ୍କ ଏକ ବେଞ୍ଚ ଏହି ନିର୍ଦେଶ ଦେଇଛନ୍ତି । ଜାମିଆତଙ୍କ ଆବେଦନ ଶୁଣାଣି କରି ଏହା…

୫ ଶହ ଉଠାଇଲେ ୨୫୦୦ ଟଙ୍କା ଦେଉଛି ଏହି ATM

ମୁମ୍ବାଇ: ଏଟିଏମରେ ଧାଡ଼ିରେ ଛିଡ଼ା ହେବାକୁ କାହାରିକୁ ବା ଭଲ ଲାଗେ । କିନ୍ତୁ ଯଦି ଆପଣଙ୍କୁ କୁହାଯିବ ଏଟିଏମରୁ ୫ ଶହ ଟଙ୍କା ଉଠାଇଲେ ୨୫୦୦ ଟଙ୍କା ବାହାରୁଛି ତ ଆପଣ ନିଶ୍ଚୟ ଭୋକ ଶୋଷ ଭୁଲି ଲମ୍ବା ଧାଡ଼ିରେ ଛିଡ଼ା ହୋଇଯିବେ । ଆଜ୍ଞା ହଁ… ଏମିତି ହିଁ ଘଟିଛି ମହାରାଷ୍ଟ୍ରର ନାଗପୁର…

[ଦେଖନ୍ତୁ ଭିଡିଓ] ଜରାଶ୍ରମ ଅନ୍ତେବାସୀଙ୍କ ସହ ରଜ ପାଳିଲା ସପୋର୍ଟିଂ ଆଣ୍ଡ ହେଲ୍ପିଂ ଗ୍ରୁପ୍

ପାରାଦୀପ: ହାତରେ ମେହେନ୍ଦୀ, ମଥାରେ କୁକୁମ । ଜରାଶ୍ରମରେ ରଜ । ଏମାନଙ୍କ ପାଖରେ ନିଜର ପରିବାର ନାହିଁ ସତ କିନ୍ତୁ ୟେ ଜରାଶ୍ରମ ଏମାନଙ୍କ ଲାଗି ପରିବାର ଠୁ ବଡ଼ । ରଜକୁ ନେଇ ପୂରପଲ୍ଲୀ କମ୍ପୁଥିବା ବେଳେ ଜରାଶ୍ରମରେ ଫିକା ପଡ଼ିନି ମାହୋଲ୍ । ପରିବାର ଠାରୁ ଅଲଗା ଥିଲେ ବି ସେମାନେ ରଜ…

ଗର୍ବିତ ପିତୃତ୍ବ

ସୁଷମା ପରିଜାଙ୍କ ସ୍ୱତନ୍ତ୍ର ଆଲେଖ୍ୟ… ସଂସାରରେ ସବୁ ବାପାମାନେ ଚାହାଁନ୍ତି କି ତାଙ୍କ ପିଲାମାନେ ତାଙ୍କଠାରୁ ଆହୁରି ଆଗକୁ ଯାଆନ୍ତୁ, ଜୀବନରେ ଖୁବ୍ ଉନ୍ନତି କରି ତାଙ୍କର ନାଆଁ ରଖନ୍ତୁ । ଶାସ୍ତ୍ର କହେ “ ବାପାଟିଏ ସେତିକିବେଳେ ବିଜୟୀ ହୁଏ ଯେତେବେଳେ ସିଏ ନିଜ ସନ୍ତାନଠାରୁ ହାରିଯାଏ ।…