ବ୍ୟଙ୍ଗ : କେକ୍ କୌତୁକ
ଓଁ ଅଭିଜ୍ଞାନ ସାହୁଙ୍କ ବ୍ୟଙ୍ଗ ସମ୍ଭ…
ବହୁ ଦିନ ତଳର କଥା । ଜଣେ ବନ୍ଧୁଙ୍କ ଘରକୁ କିଛି କାମ ପାଇଁ ଯାଇଥିଲି । ବନ୍ଧୁଙ୍କ ସହ କଥା ହେଉଥିବା ବେଳେ ବନ୍ଧୁ ପତ୍ନୀ ସଦ୍ୟ ରୋଷେଇ ଘରେ ପ୍ରସ୍ତୁତ ହୋଇଥିବା ସୁଦୃଶ୍ୟ କେକ୍ ଖଣ୍ଡେ ଆଣି ପରସି ଦେଲେ । ସୌଜନ୍ୟ ଦୃଷ୍ଟିରୁ କେକ୍ ଅତି ସୁସ୍ୱାଦୁ…