Latest Odisha News

BREAKING NEWS

ୟୁକ୍ରେନ୍ ଫାଷ୍ଟ ଲେଡିଙ୍କ ଭାବବିହ୍ୱଳ ଚିଠି: ପୁଟିନଙ୍କୁ ନରୋକିଲେ ବିଶ୍ୱରେ ନିରାପଦ ସ୍ଥାନ ରହିବ ନାହିଁ

ଓଡ଼ିଶା ସମ୍ବାଦ ବ୍ୟୁରୋ: ରୁଷ ସହ ଘମାଘୋଟ ଯୁଦ୍ଧ ଭିତରେ ସାରା ବିଶ୍ୱର ଗଣମାଧ୍ୟମ ଉଦ୍ଦେଶ୍ୟରେ ଖୋଲା ଚିଠି ଲେଖିଛନ୍ତି ୟୁକ୍ରେନର ଫାଷ୍ଟ ଲେଡି ଓଲେନା ଜେଲେନସ୍କା । ରୁଷର ଯୁଦ୍ଧ ଯୋଗୁ ଭୟ ଓ ଆତଙ୍କିତ ହୋଇ ସାଧାରଣ ଲୋକ ୟୁକ୍ରେନ୍ ଛାଡୁଛନ୍ତି । ବର୍ତ୍ତମାନ ସୁଦ୍ଧା ୨୦ ଲକ୍ଷ ଲୋକ ପଳାଇଲେଣି…

ଭିଜିଲାନ୍ସ ଜାଲରେ ବ୍ରହ୍ମପୁର ବିଦ୍ୟୁତ ବିଭାଗ କାର୍ଯ୍ୟନିର୍ବାହୀ ଯନ୍ତ୍ରୀ

ବ୍ରହ୍ମପୁର: ଭିଜିଲାନ୍ସ ଜାଲରେ ବ୍ରହ୍ମପୁର ବିଦ୍ୟୁତ ବିଭାଗ କାର୍ଯ୍ୟନିର୍ବାହୀ ଯନ୍ତ୍ରୀ । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ କାର୍ୟ୍ୟନିର୍ବାହୀ ଯନ୍ତ୍ରୀ ଜଗନ୍ନାଥ ସେଠୀଙ୍କ ଘରେ ରେଡ୍ କରିଛି ଭିଜିଲାନ୍ସ । ବ୍ରହ୍ମପୁର, ଛତ୍ରପୁର ଓ ଭୁବନେଶ୍ୱରରେ ଏକକାଳୀନ ୫ଟି ସ୍ଥାନରେ ଚଢ଼ାଉ…

ନନ୍ଦନକାନନରେ ପଶିଲେ ଜଙ୍ଗଲୀ ହାତୀ, ପର୍ଯ୍ୟଟକଙ୍କ ପ୍ରବେଶ ଉପରେ ଲାଗିଲା କଟକଣା

ବାରଙ୍ଗ: ନନ୍ଦନକାନନରେ ପଶିଲେ ଦୁଇ ଜଙ୍ଗଲୀ ହାତୀ । ଜିରାଫ ଘୁଆଡ ପଛ ପାଖରେ ଏହି ଦୁଇ ହାତୀ ଥିବା ସନ୍ଦେହ କରାଯାଉଛି । ଯାହାଫଳରେ ପର୍ଯ୍ୟଟକଙ୍କୁ ନନ୍ଦନକାନନରେ ପ୍ରବେଶ ପାଇଁ ବାରଣ କରାଯାଇଛି । ମଙ୍ଗଳବାର ରାତିରେ ଦୁଇଟି ଜଙ୍ଗଲୀ ହାତି ନନ୍ଦନକାନନ ଭିତରେ ପଶିଛନ୍ତି । ଜଙ୍ଗଲୀ ହାତୀ…

ୟୁକ୍ରେନର ଆବାସିକ ସ୍ଥାନରେ ରୁଷର ଏୟାରଷ୍ଟ୍ରାଇକ୍, ସାଧାରଣ ଲୋକଙ୍କର ମୃତ୍ୟୁ

ଓଡ଼ିଶା ସମ୍ବାଦ ବ୍ୟୁରୋ: ୟୁକ୍ରେନରେ ଘମାଘୋଟ ଯୁଦ୍ଧ ଚାଲିଛି । ରୁଷ୍ ସେନାକୁ କଡ଼ା ମୁକାବିଲା କରୁଛି ୟୁକ୍ରେନ୍ ସେନା । ଆବାସିକ ସ୍ଥାନରେ ପୁଟିନ୍ ସେନା ହମଲା କରୁଛି । ଖାରକିଭ୍ ଓ ଝିଟୋମୀର ସହରରେ ଆବାସିକ ସ୍ଥାନରେ ଏୟାରଷ୍ଟ୍ରାଇକ୍ ହୋଇଛି । ଏଥିରେ ୭ ଜଣ ଲୋକଙ୍କର ମୃତ୍ୟୁ ହୋଇଛି ।…

ସଂକଟରେ ଚେର୍ଣ୍ଣୋବିଲ୍ ପରମାଣୁ ପ୍ଲାଣ୍ଟ, ଗୁରୁତ୍ୱପୂର୍ଣ୍ଣ ଉପକରଣ ନେଇଗଲା ରୁଷ୍

ଓଡ଼ିଶା ସମ୍ବାଦ ବ୍ୟୁରୋ: ୟୁକ୍ରେନରେ ଆତଙ୍କରାଜ ଚଳାଇଛି ରୁଷ୍ । ଗୋଟିଏ ପରେ ଗୋଟିଏ ସହରକୁ କବଜା କରିବା ପାଇଁ ସୈନ୍ୟବଳ ଲଗାଇଛି । ରୁଷର ଟାର୍ଗେଟରେ ନ୍ୟୁକ୍ଲିୟର ପ୍ଲାଣ୍ଟ । ଚେର୍ଣ୍ଣୋବିଲ୍ ପରମାଣୁ ପ୍ଲାଣ୍ଟକୁ ନିଜ ଅକ୍ତିଆରରେ ରଖିଛି ରୁଷ ସେନା । ସେଠାରୁ ରିମୋଟ୍ ଡାଟା ଟ୍ରାନ୍ସମିସନ…

ୟୁକ୍ରେନର ୬୧ଟି ହସ୍ପିଟାଲକୁ ଛାରଖାର କଲାଣି ରୁଷ୍

ଓଡ଼ିଶା ସମ୍ବାଦ ବ୍ୟୁରୋ: ୟୁକ୍ରେନ୍-ରୁଷ୍ ଭିତରେ ୧୪ ଦିନ ହେଲାଣି ଘମାଘୋଟ ଯୁଦ୍ଧ ଚାଲିଛି । ପୁଟିନ୍ ସେନାର ଘନ ଘନ ଆକ୍ରମଣରେ ୟୁକ୍ରେନର ବହୁ ସହର ଛାରଖାର । ଗୋଟିଏ ପରେ ଗୋଟିଏ ସହରରେ ଯୁଦ୍ଧ ବିଭୀଷିକା ବଢ଼ି ଚାଲିଛି । ଆବାସିକ ସ୍ଥାନ ଉପରେ ଖସୁଛି ବଡ଼ ବଡ଼ ବୋମା ଓ ରକେଟ୍ । ହସ୍ପିଟାଲରେ…

ରୁଷରୁ ଗ୍ୟାସ୍ ଓ ତେଲ ଆମଦାନୀ ବ୍ୟାନ୍ କଲା ଆମେରିକା

ୱାଶିଂଟନ୍: ୟୁକ୍ରେନ୍ ଉପରେ ଆକ୍ରମଣ କରିବା ପରେ ବିଭିନ୍ନ ଦେଶ ରୁଷ୍ ଉପରେ ଆର୍ଥିକ ପ୍ରତିବନ୍ଧକ ଲଗାଉଛନ୍ତି । ବଡ଼ ଘୋଷଣା କରିଛନ୍ତି ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍ । ରୁଷରୁ ତୈଳ ଓ ଗ୍ୟାସ୍ ଆମଦାନୀ କରିବ ନାହିଁ ଆମେରିକା । ତୈଳ ଓ ଗ୍ୟାସ ଆମଦାନୀ ଉପରେ ବ୍ୟାନ୍ ଘୋଷଣା କରିଛନ୍ତି…

ଶ୍ରୀମନ୍ଦିରରେ ଆଜି ବନକଲାଗି ନୀତି, ସନ୍ଧ୍ୟା ୫ଟାରୁ ଦର୍ଶନ ବନ୍ଦ

ପୁରୀ: ଆଜି ଶ୍ରୀମନ୍ଦିରରେ ଅନୁଷ୍ଠିତ ହେବ ମହାପ୍ରଭୁଙ୍କର ବନକଲାଗି ନୀତି । ଏଥିପାଇଁ ସାମୟିକ ବନ୍ଦ ରହିବ ଶ୍ରୀଜିଉଙ୍କର ଦର୍ଶନ । ସନ୍ଧ୍ୟା ୫ଟାରୁ ୮ଟା ଯାଏ ମହାପ୍ରଭୁଙ୍କର ଦର୍ଶନ ବନ୍ଦ ରହିବ । ଏହି ସମୟରେ ବନକପେଡ଼ି ଧରି ଦତ୍ତ ମହାପାତ୍ର ସେବକମାନେ ଶ୍ରୀମନ୍ଦିରରେ ପ୍ରବେଶ କରିବେ ।…

ଭାଷା ଭାଗବତ : ସରଳ ବନାନ

ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ ‘ଭାଷା ଭାଗବତ’  ଭାଗ : ୪୮  ଅଂକ ଅର୍କ କି ଅଙ୍କ ଅର୍କ୍କ ତାଂକ ତର୍କ କି ତାଙ୍କ ତର୍କ୍କ ତୁଳନା କରି ନିଜେ ଦେଖୁଁ ଯାହା ସରଳ ତାହା ଲେଖୁଁ ମଂଚ ଖର୍ଚା କି ମଞ୍ଚ ଖର୍ଚ୍ଚା କଂଚା ଚର୍ଚା କି କଞ୍ଚା ଚର୍ଚ୍ଚା ବାଂଛା ବର୍ଛା କି…

କବିତା : ମୋ ପ୍ରିୟ ଭାରତ ଭୂଇଁ

ଅନସୂୟା ମଲ୍ଲିକ ସୃଷ୍ଟିରେ ଯାହାର ପୁଷ୍ପ ବରଷଇ ସେହି ଯେ ଆମରି ଦେଶ ଯା ପାଣି ପବନେ ଗଢାଏ ଶରୀର ସେ ଆମ ଭାରତ ବର୍ଷ ।। ସୁଜଳା ସୁଫଳା ଶସ୍ୟ ଶ୍ୟାମଳାର ଆମ ଏ ଭାରତ ଭୂଇଁ ହିମାଳୟ ଶିର ମୁକୁଟ ଯାହାର ପାଦେ ସିନ୍ଧୁ ଯାଏ ବହି ।। ତାହାରି ବୁକୁରେ ନଦୀ ଝରଣା ଯେ ଶସାଗର…