Latest Odisha News

BREAKING NEWS

ଆଜିଠୁ ଜନସାଧାରଣ, ସାମ୍ବାଦିକଙ୍କ ପାଇଁ ଖୋଲୁଛି ଲୋକସେବା ଭବନ

ଭୁବନେଶ୍ୱର: ଆଜିଠୁ ଜନସାଧାରଣ, ସାମ୍ବାଦିକଙ୍କ ପାଇଁ ଖୋଲୁଛି ଲୋକସେବା ଭବନ । ସ୍ୱୀକୃତିପ୍ରାପ୍ତ ସାମ୍ବାଦିକ ଯାଇପାରିବେ ଲୋକସେବା ଭବନ । କୋଭିଡ ସ୍ଥିତିରେ ସୁଧାର ଆସିବା ପରେ ଗୃହ ବିଭାଗ ପକ୍ଷରୁ ଏହି ନିଷ୍ପତ୍ତି ନିଆଯାଇଛି । ଲୋକସେବା ଭବନ, ଖାରବେଳ ଭବନ ଓ ରାଜୀବ ଭବନ ଅଭ୍ୟର୍ଥନା…

ପ୍ରଫୁଲ୍ଲ କରଙ୍କ ବିୟୋଗରେ ବିଭିନ୍ନ ମହଲରେ ଶୋକ

ଦିଲ୍ଲୀ: ଓଡ଼ିଶାର ସ୍ବନାମଧନ୍ୟ ସଂଗୀତ ନିର୍ଦେଶକ, ଗୀତିକାର ତଥା କଣ୍ଠଶିଳ୍ପୀ ପ୍ରଫୁଲ୍ଲ କରଙ୍କ ବିୟୋଗରେ ବିଭିନ୍ନ ମହଲରେ ଶୋକ । ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ଓଡ଼ିଶାର ରାଜ୍ୟପାଳ ପ୍ରଫେସର୍ ଗଣେଶୀ ଲାଲ୍ ଓ ଆନ୍ଧ୍ର ପ୍ରଦେଶ ରାଜ୍ୟପାଳ ବିଶ୍ୱଭୂଷଣ ହରିଚନ୍ଦନ ଶୋକ ପ୍ରକାଶ…

ଅଫେରା ରାଇଜରେ ବିଶିଷ୍ଟ ସଙ୍ଗୀତଜ୍ଞ ପ୍ରଫୁଲ୍ଲ କର

ଭୁବନେଶ୍ୱର : ପରଲୋକରେ ପ୍ରଖ୍ୟାତ ସଙ୍ଗୀତଜ୍ଞ ପ୍ରଫୁଲ କର । ୮୩ ବର୍ଷ ବୟସରେ ଭୁବନେଶ୍ୱରସ୍ଥିତ ବାସଭବନରେ ତାଙ୍କର ପରଲୋକ ହୋଇଯାଇଛି । ଦୀର୍ଘ ୬ ଦଶନ୍ଧୀ ଧରି ଓଡ଼ିଆ ସଙ୍ଗୀତ ଦୁନିଆକୁ ଆଚ୍ଛାଦିତ କରି ରଖିଥିବା ଏହି ପ୍ରତିଷ୍ଠିତ ବ୍ୟକ୍ତିତ୍ୱଙ୍କ ଦେହାନ୍ତ ପରେ ସବୁ ମହଲରେ ଶୋକର ଛାୟା…

‘ଅଭିଯୁକ୍ତ କିମ୍ବା ଅପରାଧୀଙ୍କ ସମ୍ପତ୍ତି ଉପରେ ବୁଲଡଜୋର ନବୁଲୁ’

ନୂଆଦିଲ୍ଲୀ: ହିଂସା ଭଳି ଅପରାଧିକ ମାମଲାରେ ଜଡିତ ଥିବା କିମ୍ବା ସନ୍ଦେହରେ ଥିବା ବ୍ୟକ୍ତିଙ୍କ ଘର କିମ୍ବା ସମ୍ପତ୍ତି ଉପରେ ବୁଲଡୋଜର ନବୁଲୁ। ଏପରି ଅପରେସନ ବିରୋଧରେ ଜାମିଆତ ଉଲାମା-ଇ-ହିନ୍ଦ ସୁପ୍ରିମକୋର୍ଟରେ ଏକ ଆବେଦନ କରିଛି। ଏହି ଆବେଦନରେ ବୁଲଡୋଜରର ବ୍ୟବହାର ଅପରାଧ ରୋକିବା…

୫ ପ୍ରତିଶତ ଟିକସ ସ୍ଲାବରେ ହୋଇପାରେ ପରିବର୍ତନ

ନୂଆଦିଲ୍ଲୀ : ଆସନ୍ତା ମାସରେ ବସିବ ଜିଏସଟି ପରିଷଦ ବୈଠକ।  ଏହି ବୈଠକରେ ୫ ପ୍ରତିଶତ ଟିକସ ସ୍ଲାବରେ ପରିବର୍ତନ ହୋଇପାରେ । କିଛି ସାମଗ୍ରୀକୁ ୫ ପ୍ରତିଶତରୁ ୩ ପ୍ରତିଶତ ସ୍ଲାବକୁ କମାଯାଇପାରେ ଏବଂ ଆଉ କିଛି ୮ ପ୍ରତିଶତକୁ ବଢାଯାଇପାରେ ।  ବିଶେଷଜ୍ଞଙ୍କ ମତରେ ଅଧିକାଂଶ ରାଜ୍ୟ ୫ ପ୍ରତିଶତ…

କିଏ ହେବେ ଆଗାମୀ ପିସିସି ସଭାପତି, ୨୨ରେ କଂଗ୍ରେସ ପ୍ରଭାରୀ କରିବେ ଆଲୋଚନା

ଭୁବନେଶ୍ୱର: ଏପ୍ରିଲ ୨୨ରେ ଓଡ଼ିଶା ଗସ୍ତରେ ଆସିବେ କଂଗ୍ରେସ ପ୍ରଭାରୀ ଚେଲା କୁମାର । ପିସିସି ସଭାପତି ପରିବର୍ତନ ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଯାଇଛି। ତେଣୁ ପରବର୍ତ୍ତୀ ପିସିସି ସଭାପତି କିଏ ହେବେ ଘୋଷଣା ପୂର୍ବରୁ ଚେଲ୍ଲା କୁମାରଙ୍କ ଏହି ଗସ୍ତ ବହୁ ଗୁରୁତ୍ୱପୂର୍ଣ୍ଣ । ଚେଲା କୁମାର…

ଏସପି, ଡିଆଇଜି ଡେପୁଟେସନରେ ନଗଲେ ପଦନ୍ନୋତି ମିଳିବନି !

ନୂଆଦିଲ୍ଲୀ: ଏସପି, ଡିଆଇଜି କେନ୍ଦ୍ରୀୟ ଡେପୁଟେସନରେ ନଗେଲ ପଦନ୍ନୋତି ମିଳିବନି । ଏଭଳି ଏକ ପ୍ରସ୍ତାବ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟକୁ ପଠାଇଛି କେନ୍ଦ୍ର ସ୍ୱରାଷ୍ଚ୍ରମନ୍ତ୍ରାଳୟ। ଏହି ପ୍ରସ୍ତାବରେ କୁହାଯାଇଛି ଏସପି ଏବଂ ଡିଆଇଜି ରାଙ୍କର ଅଧିକାରୀ କେନ୍ଦ୍ରୀୟ ଡେପୁଟେସନରେ ଆସିଲେ…

ନିଦ ଭାଙ୍ଗିଲା ଅଗ୍ନିଶମ ବିଭାଗର, ଯାଞ୍ଚ ହେବ ସପିଂ ମଲର ସୁରକ୍ଷା ବ୍ୟବସ୍ଥା

ଭୁବନେଶ୍ୱର: ଶୁକ୍ରବାର ବିଳମ୍ବିତ ରାତିରେ ରାଜଧାନୀ ଭୁବନେଶ୍ୱର ସ୍ଥିତ ମାର୍କେଟ ବିଲଡିଂ ନିକଟରେ ଥିବା କେଶରୀ ସପିଂ ମଲରେ ନିଆଁ ଲାଗିଥିଲା । କେଉଁ କାରଣ ପାଇଁ ଅଗ୍ନିକାଣ୍ଡ ଘଟିଥିଲା ତାହା ଏବେ ବି ଅସ୍ପଷ୍ଚ ରହିଛି । କିନ୍ତୁ ପ୍ରାଥମିକ ତଦନ୍ତରେ ସର୍ଟ ସର୍କିଟ ଯୋଗୁଁ ଅଗ୍ନିକାଣ୍ଡ…

ବିଜେଡି ମୁହାଁ କି ସୁର ରାଉତରାୟ ? କହିଲେ ଜାତୀୟ ଦଳକୁ ଭୋଟ୍ ଦିଅନି

ଭୁବନେଶ୍ୱର: ସୁରେଶ ରାଉତରାୟ ଓରଫ୍ ସୁର ରାଉତ ରାୟ, କଂଗ୍ରେସର ଏହି ପୁରୁଖା ନେତାଙ୍କ ବୟାନ ସୋଶିଆଲ ମିଡିଆରେ ପ୍ରତିଦିନ ଆଲୋଚନାର କେନ୍ଦ୍ରବିନ୍ଦୁ ପାଲଟେ । ଏହାରି ଭିତରେ ରବିବାର ଜୟଦେବ ଭବନ ନିକଟରେ ସେ ଏକ ବୟାନ ରଖିଛନ୍ତି । ଯାହା ସୁରଙ୍କ ସ୍ୱର ବଦଳିଗଲାଣି ଭଳି ମନେ ହେଉଛି ।…

ଦିଲ୍ଲୀ ଜାହାଙ୍ଗୀରପୁର ହିଂସା ଘଟଣା, ନଜର ପକାନ୍ତୁ ୧୦ଟି ବଡ଼ ଅପଡେଟ୍

ନୂଆଦିଲ୍ଲୀ: ଦିଲ୍ଲୀ ଜାହାଙ୍ଗୀରପୁରୀ ହିଂସା ମାମଲାରେ ଦିଲ୍ଲୀ ପୋଲିସ ବିଳମ୍ବିତ ରାତିରେ ଆଉ ଜଣେ ଅଭିଯୁକ୍ତକୁ ଗିରଫ କରିଛି। ସେ ପୂର୍ବରୁ ଏକ ଡକାୟତି ଏବଂ ହତ୍ୟା ମାମଲାରେ ସମ୍ପୃକ୍ତ ଥିବା ଜଣାପଡିଛି। ଏପର୍ଯ୍ୟନ୍ତ ୨୨ ଜଣ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି। ହନୁମାନ ଜୟନ୍ତୀ…