Latest Odisha News

BREAKING NEWS

ଚିନ୍ତାଜନକ: କୋଭିଡ ଦୁର୍ବଳ ବେଳେ ବଢୁଛି ବେରୋଜଗାରୀ

ନୂଆଦିଲ୍ଲୀ: ସୁଧୁରିନି ଦେଶର ବେରୋଜଗାରୀ ସ୍ଥିତି । ଅଧିକାଂଶ ସ୍ଥାନରେ କରୋନା ମହାମାରୀ କଟକଣା ହଟିବା ପରେ ବି ବେରୋଜଗାରୀ ସଂଖ୍ୟା ବଢିବା ଏବଂ ଦେଶର ଶ୍ରମ ଶକ୍ତି ବା ଶ୍ରମିକ ସଂଖ୍ୟା କମିଚାଲିଛି । ସେଣ୍ଟର ଫର ମନିଟରିଂ ଇଣ୍ଡିଆନ ଇକୋନମି ଦ୍ୱାରା ପ୍ରକାଶିତ ଏକ ରିପୋର୍ଟ ଏପରି କିଛି…

ଶ୍ରୀଜଗନ୍ନାଥ ତତ୍ତ୍ୱ ଓ ତଥ୍ୟ

ଦୟାନିଧି ତ୍ରିପାଠୀଙ୍କ ବିଶେଷ ଉପସ୍ଥାପନା ଭାଗ : ୧୪୩ ଜୟ ଜଗନ୍ନାଥ, ଓଁ ନମୋ ଭଗବତେ ବାସୁଦେବାୟ। ପରଂବ୍ରହ୍ମ ଶ୍ରୀଜଗନ୍ନାଥଙ୍କ ପ୍ରଥମ ସ୍ୱରୂପ ଚିନ୍ତା କଲେ "ଆଦି ନୃସିଂହ" ଙ୍କ ଉପାସନା କଥା ମନକୁ ଆସେ। କାରଣ "ନୀଳମାଧବ  "ବିଗ୍ରହ ଅଦୃଶ୍ୟ ହେବା ପରେ ନାରଦଙ୍କ ପରାମର୍ଶ ରେ…

ଭାଷା ଭାଗବତ : ସ୍ମୃତି ନୁହେ ଜ୍ଞାନ

ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ : ୮୬ ଜ୍ଞାନାନୁଯାୟୀ କରୁଁ କର୍ମ ସଂଭାଳି ରଖୁଁ ଜୀବଧର୍ମ ଜ୍ଞାନ ନ ହେଉ ସ୍ମୃତିଧନ କାମରେ ଲାଗୁ ପ୍ରତିଦିନ ଗଚ୍ଛିତ ଜ୍ଞାନର ଭଂଡାର କରେନି କାହା ଉପକାର କେବଳ ବୌଦ୍ଧିକ ବିଳାସ କରେ ବ୍ୟକ୍ତିର ସତ୍ତାନାଶ ଯାହାକୁ…

ଆଇନର ଗତିରୋଧ

ପ୍ରୀତିଛନ୍ଦା ଧଳଙ୍କ ନିୟମିତ ସ୍ତମ୍ଭ ‘ପ୍ରୀତିଲେଖା’  ମହିଳା ସଶକ୍ତିକରଣର ସଂଜ୍ଞା ଯଦି ବୁଝାଯାଏ ତା' ହେଲେ ସୁରକ୍ଷିତ ପରିବେଶରେ ହିଁ ତାହା ସମ୍ଭବ ହୋଇଥାଏ ; ଏଥିରେ କୌଣସି ସନ୍ଦେହ ନାହିଁ । ସଶକ୍ତ ମହିଳାଟିଏ ଯଦି ସୁରକ୍ଷିତ ହୋଇ ନ ପାରିଲା ତା' ହେଲେ ସଶକ୍ତିକରଣର ସଂଜ୍ଞା…

ଧାରାବାହିକ ଉପନ୍ୟାସ : ଚୋରାବାଲି (୬୯)

ସ୍ୱର୍ଣ୍ଣଲତା ମହାପାତ୍ରଙ୍କ ଧାରାବାହିକ ଉପନ୍ୟାସ ‘ଚୋରାବାଲି’ ଭାଗ : ୬୯   ନିହାତି କିଛି ସିରିୟସ୍ ଇସୁ । ନହେଲେ ଆବଶ୍ୟକତାଠାରୁ ଏତେ ଅଧିକ ବିଚଳିତ ତା’ଙ୍କୁ କେବେ ଦେଖିନି । ହଁ ସିରିୟସ୍ । ଆଲିଆ ଯେ ଏତେ ଧୃତ, ସେ କେବେ ହେଲେ କଳ୍ପନା କରି ନଥିଲା । ତା’କୁ ଅଭାବ କ' ଣ…

କବିତା : ତୁ ସେଇ ସଜ ସ୍ବପ୍ନ

ସୁବ୍ରତ ଜେନା  ତୁ ସେଇ ସଜ ସ୍ବପ୍ନ, ତତେ ବାରମ୍ବାର ଦେଖିଲା ପରେ ଲାଗୁ ନୂଆ, କେମିତିକା ସେ ପୁଲକ, ପ୍ରତି ରାତିର କୋଳରେ ଆସି ଦେଉ ତୋ ଛୁଆଁ, ହସି ହସାଉ କାନ୍ଦି କନ୍ଦାଉ, ଜା ତୁ ସେମିତିକା... ଗୋଟେ ଅବୁଝା ଚିତ୍ରକରର ଚିତ୍ର, ସତେ ଯେମିତି ଖାଲି ତୁ , ଗୋଟେ ଜଟିଳ ଗଣିତର ଜଟିଳ…

ଦିନ ଗଡ଼ୁଛି ରାଜଧାନୀରେ କରୋନା ସଂକ୍ରମଣ ବଢ଼ୁଛି

ନୂଆଦିଲ୍ଲୀ: ଦେଶର ବିଭିନ୍ନ ରାଜ୍ୟରେ କରୋନା ନିୟମ ହଟାଯାଉଥିବା ବେଳେ ପୁଣିଥରେ ଏକ ଚିନ୍ତାଜନକ ସ୍ଥିତି ଆସିଛି । ରାଜଧାନୀ ଦିଲ୍ଲୀରେ କରୋନା ସଂକ୍ରମଣ ପୁଣି ଥରେ ବଢ଼ିପାରେ ଲାଗିଛି। ଗୁରୁବାର ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ପ୍ରକାଶିତ ରିପୋର୍ଟ ଅନୁଯାୟୀ, ଗତ ୨୪ ଘଣ୍ଟା ମଧ୍ୟରେ ୩୨୫ ଜଣ ନୂଆ…

ପୁଅ ଆଗରେ ସ୍ତ୍ରୀର ଗଳା କାଟି ହତ୍ୟା କଲା ସ୍ୱାମୀ

ମେରଟ: ନିଶାସକ୍ତ ଅବସ୍ଥାରେ ସ୍ତ୍ରୀକୁ ନୃଶଂସ ଭାବେ ହତ୍ୟା କଲା ସ୍ୱାମୀ । ଆଗରେ ପୁଅ ଠିଆ ହେଇ କାକୁତି ମିନତୀ ହେଉଥିଲା । ହାତୁଡ଼ିରେ ମୁଣ୍ଡକୁ ଛେଚି ମାରିଦେଲା ସ୍ୱାମୀ । ହତ୍ୟା କରିବା ପରେ ଥାନାରେ ଯାଇ ଆତ୍ମସମର୍ପଣ କରିଛି ଏହି ବ୍ୟକ୍ତି । ଶିବଲୋକପୁରୀରେ ରହୁଥିବା ଦେବେନ୍ଦ୍ର ସିଂ…

ଚର୍ଚ୍ଚା ନୁହେଁ, ସେବା ମନୋଭାବକୁ ଆପଣେଇଛି ବ୍ରହ୍ମପୁରର “ଟିମ୍ କ୍ଲିନ୍ ସିଟି”

ବ୍ରହ୍ମପୁର: ଅନବରତ ମାନବ ସେବା କରି ଚର୍ଚ୍ଚାକୁ ଆସିଛି ବ୍ରହ୍ମପୁର ସହରର ସ୍ୱେଚ୍ଛାସେବୀ ସଙ୍ଗଠନ ଟିମ୍ କ୍ଲିନ୍ ସିଟି । ବିନା କୌଣସି ଅନୁଦାନରେ ଏହି ସଙ୍ଗଠନ ଦୀର୍ଘ ୨ ବର୍ଷ ଧରି ଲୋକଙ୍କ ସେବାରେ ନିଜକୁ ନିୟୋଜିତ କରିଛି । ତେବେ ଚର୍ଚ୍ଚା ନୁହେଁ, ବରଂ ସେବା ମନୋଭାବ ପାଇଁ ଟିମ୍ କ୍ଲିନ୍…

ତେଲ ଦର କେମିତି କମି ପାରିବ କହିଲେ ପେଟ୍ରୋଲିୟମ ମନ୍ତ୍ରୀ

ନୂଆଦିଲ୍ଲୀ: ପେଟ୍ରୋଲ ଓ ଡିଜେଲ ଦର ବୃଦ୍ଧି ନେଇ ଜବାବ ରଖିଛନ୍ତି କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ହରଦୀପ ସିଂ ପୁରୀ । ସେ କହିଛନ୍ତି ତେଲ ଦର ଅଧିକ ରହିଛି । ଯଦି କମ୍ କରିବାକୁ ହେବ ତାହେଲେ ରାଜ୍ୟ ସରକାର ଭାଟ ହ୍ରାସ କରିବା ଉଚିତ । ଆଜି ପେଟ୍ରୋଲ ମନ୍ତ୍ରୀ ଛତିଶଗଡରେ ଥିଲେ । ଏହି…