Latest Odisha News

BREAKING NEWS

[ଦେଖନ୍ତୁ ଭିଡିଓ] ବୀରଗୋବିନ୍ଦପୁରର ରହସ୍ୟମୟୀ ଜଗତଜନନୀ ମାଆ ଦକ୍ଷିଣକାଳୀ

ପୁରୀ : ସେ ହେଉଛି ରହସ୍ୟମୟୀ ।  ସେ ହେଉଛି ଜଗତଜନନୀ । ଯେଉଁ ସମୟରେ ଡାକିଲେ ବି ତାର ଉପସ୍ଥିତି ଜାହିର କରେ। ଯେତେ ବଡ଼ ବିପଦ ହେଉ ପଛେ ନା ସ୍ମରଣ କରିବା ମାତ୍ରକେ ବିପଦ ବିଚାଲିଯାଏ। ଏଠି ରହିଛି ଅଲୌାକିକ ମହିମା। ଏ ହେଉଛି ଜଗତଜନନୀ ମାଆ ଦକ୍ଷିଣକାଳୀ। ବଡ଼ ରହସ୍ୟମୟୀ ଠାକୁରାଣୀ ସେ । ଯାହର…

ଜିତନରାମ ମାଂଝୀ କହିଲେ ଶ୍ରୀରାମ ଭଗବାନ ନୁହନ୍ତି

ପାଟନା: ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ ଜିତନରାମ ମାଂଝୀ ପୁଣି ଭଗବାନ ଶ୍ରୀରାମଙ୍କୁ ନେଇ ବିବାଦୀୟ ବୟାନ ଦେଇଛନ୍ତି । ସେ କହିଛନ୍ତି ରାମ ଭଗବାନ ନୁହନ୍ତି । ତୁଳସୀଦାସଙ୍କ ଓ ବାଲ୍ମିକୀ ରାମାୟଣୀ ଏକ ପାତ୍ର ଅଟନ୍ତି ଜମୁଇରେ ଆମ୍ବେଦକରଙ୍କ ଜୟନ୍ତୀ ଅବସରରେ ଏକ କାର୍ଯ୍ୟକ୍ରମରେ ଯୋଗଦେଇ ସେ…

ରାଜ୍ୟରେ ସୋନପୁର ସବୁଠାରୁ ଉତ୍ତପ୍ତ ସହର, ତାପମାତ୍ରା ୪୪ ଡିଗ୍ରୀ ଛୁଇଁଲା

ସୋନପୁର : ତାତିରେ ଜଳୁଛି ସାରା ଓଡିଶା । ହେଲେ ରାଜ୍ୟର ସବୁଠୁ ଉତ୍ତପ୍ତ ସହର ପାଲଟିଛି ସୋନପୁର । ଗତ କିଛି ଦିନ ହେଲା ସୁବର୍ଣ୍ଣପୁର ଜିଲ୍ଲାରେ ପ୍ରବଳ ଗରମ ଅନୁଭୂତ ହେଉଛି । ଦିନବେଳେ ତାପମାତ୍ରା ୪୪ଡିଗ୍ରୀ ଉପରକୁ ଯାଇଥିବା ବେଳେ ରାତିରେ ତାପମାତ୍ରା ୩୨ଡିଗ୍ରୀ ତଳକୁ ଖସୁନାହିଁ । ପ୍ରବଳ…

ଚିଲିକା ଗସ୍ତରେ ମନ୍ତ୍ରୀ, ବିଧାୟକ ଓ ବାଚସ୍ପତି, ମା’କାଳୀଜାଇଙ୍କୁ ଦର୍ଶନ ସହ ନୌସେନାର ସମରାଭ୍ୟାସରେ ଯୋଗଦେବେ

ଭୁବନେଶ୍ୱର : ଚିଲିକା ଗସ୍ତରେ  ସମସ୍ତ ମନ୍ତ୍ରୀ ବିଧାୟକ ଓ ବାଚସ୍ପତି । ଓଟିଡିସି ପକ୍ଷରୁ ୪ ଟି ସ୍ୱତନ୍ତ୍ର ବସରେ ବିଧାନସଭାରୁ ଚିଲିକା ଗସ୍ତ କରିଛନ୍ତି ସମସ୍ତେ । ମା କାଳୀଜାଇଙ୍କୁ ଦର୍ଶନ କରିବେ ମନ୍ତ୍ରୀ ଓ ବିଧାୟକମାନେ । ନାଭାଲ ବେସରୁ ସିଡିଏ ଏବଂ ଓଟିଡିସି ବୋଟ ସାହାର୍ଯ୍ୟ ରେ ମା…

ଦେଶରେ ଉପର ତଳ ହେଉଛି କୋଭିଡ ଗ୍ରାଫ୍ , ୨୪ ଘଣ୍ଟାରେ ୯୪୯ ସଂକ୍ରମିତ,୬ ମୃତ

ଦିଲ୍ଲୀ : ଦେଶରେ କରୋନା ଭାଇରସ୍ ସଂକ୍ରମଣ ଉପର ମୁହାଁ ହେବାରେ ଲାଗିଛି । କେନ୍ଦ୍ରସ୍ୱାସ୍ଥ୍ୟ ମନ୍ତ୍ରାଳାୟ  ରିପୋର୍ଟ ଅନୁସାରେ ଶୁକ୍ରବାର ସକାଳ ୮ ସୁଦ୍ଧା ୨୪ ଘଣ୍ଟା ମଧ୍ୟରେ ୯୪୯ ଜଣ କରୋନା ସଂକ୍ରମିତ ହୋଇଛନ୍ତି । ୬ ଜଣଙ୍କର ମୃତ୍ୟୁ ହୋଇଯାଇଛି ବୋଲି ରିପୋର୍ଟ ସାମ୍ନାକୁ ଆସିଛି । ଦେଶରେ…

ଆନ୍ଦୋଳନ କରିବେ ୟୁକ୍ରେନ ଫେରନ୍ତା ମେଡିକାଲ ଛାତ୍ରଛାତ୍ରୀ

ଭୁବନେଶ୍ୱର : ଆନ୍ଦୋଳନ କରିବେ ୟୁକ୍ରେନ ଫେରନ୍ତା ମେଡିକାଲ ଛାତ୍ରଛାତ୍ରୀ   । ଯୁଦ୍ଧ ପ୍ରଭାବିତ ୟୁକ୍ରେନରୁ ଫେରିଆସିଥିବା ଡାକ୍ତରୀ ଛାତ୍ରଛାତ୍ରୀମାନେ ଏପ୍ରିଲ ୧୭ରେ ନୂଆଦିଲ୍ଲୀର ଜନ୍ତରମନ୍ତରରେ ବିକ୍ଷୋଭ ପ୍ରଦର୍ଶନ କରିବେ । ପାଠପଢା ଅଧାରୁ ଛାଡି ସ୍ୱଦେଶ ଫେରି ଆସିଥିବା ପିଲାମାନେ…

ରାଜ୍ୟର ୧୬ ସ୍ଥାନରେ ୪୦ ଡିଗ୍ରୀ ଉପରେ ତାପମାତ୍ରା

ଭୁବନେଶ୍ୱର : ରାଜ୍ୟରେ ବୃଦ୍ଧି ପାଉଛି ତାପମାତ୍ରା । ଗତକିଛି ଦିନ ଧରି ବିଭିନ୍ନ ସହରରେ ତାପମାତ୍ରା ୪୦ ଡିଗ୍ରୀ ଉପରେ ରହିଛି । କିଛି କିଛି ସ୍ଥାନରେ ୪୪ ଡିଗ୍ରୀ ମଧ୍ୟ ଟପିଗଲାଣି । ଖରାର ପ୍ରକୋପକୁ ନେଇ ଚିନ୍ତାରେ ସ୍ଥାନୀୟ ବାସିନ୍ଦା । ନା ବାହାରକୁ ବାହାରି ପାରୁଛନ୍ତି, ନା…

ମାହାଙ୍ଗା ଗଣହତ୍ୟା : କେମିତି ୫ଜଣଙ୍କୁ ହତ୍ୟା କଲା ? ଡେମୋ ଦେଖାଇବ ଅଭିଯୁକ୍ତ

କଟକ: ମାହାଙ୍ଗା ଗଣସଂହାର ଘଟଣାରେ ଆଜି କ୍ରାଇମ ରିକ୍ରିଏସନ ହୋଇପାରେ । କେମିତି ଏକା ପାଂଚ ଜଣଙ୍କୁ ହତ୍ୟା କରିଥିଲା ଶିବ ସାହୁ । ସେ ନେଇ ଆଜି ପୁଲିସ ଆଗରେ ଡେମୋ ଦେଖାଇବ । ତେଣୁ ଅଭିଯୁକ୍ତ ଶିବ ପ୍ରସାଦ ସାହୁକୁ ପୁଲିସ ଘଟଣାସ୍ଥଳକୁ ନେବ । ଅଭିଯୁକ୍ତ ଶିବ ପ୍ରସାଦ ଏବେ ରିମାଣ୍ଡରେ ରହିଛି ।…

ରାଜଧାନୀରେ ଚାଞ୍ଚଲ୍ୟ: ଗଛରେ ବନ୍ଧା ହୋଇଛି ମୃତଦେହ

ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରର ନାଲକୋ ଛକରେ ଗଛରେ ବନ୍ଧା ହୋଇଛି ମୃତଦେହ। ନାଲକୋ ଛକରେ ଥିବା ଏକ ବଡ଼ ଗଛରେ ବେକକୁ ଗାମୁଛାରେ ବନ୍ଧା ହୋଇ ବସିଥିବା ଅବସ୍ଥାରେ ଜନୈକ ଯୁବକର ମୃତଦେହ ଦେଖିବାକୁ ମିଳିଛି । ଏଯାଏ ମୃତ ବ୍ୟକ୍ତିଙ୍କର ପରିଚୟ ମିଳିନଥିବା ବେଳେ ଘଟଣାସ୍ଥଳରେ ପୁଲିସ ପହଞ୍ଚି…

ଜାମଶେଦପୁରରେ ନିବେଶକଙ୍କୁ ଓଡି଼ଶା ନିମନ୍ତ୍ରଣ, ରାଜ୍ୟରେ ପର୍ଯ୍ୟାପ୍ତ ସୁଯୋଗ

ଭୁବନେଶ୍ୱର: ଦେଶର ଏକ ଅଗ୍ରଣୀ ଶିଳ୍ପଖଣ୍ଡ ହେବାର ନିରନ୍ତର ପ୍ରୟାସରେ ଓଡ଼ିଶା ସରକାର ଏବଂ କନଫେଡେରେସନ ଅଫ୍ ଇଣ୍ଡିଆନ ଇଣ୍ଡଷ୍ଟ୍ରି(ସିଆଇଆଇ) ସହ ଏକ ମିଳିତ ନିବେଶକ ବୈଠକ ଆୟୋଜିତ ହୋଇଯାଇଛି। ଏପ୍ରିଲ ୧୩ ଏବଂ ୧୪ରେ ଜାମଶେଦପୁର ଠାରେ ଦୁଇ ଦିନିଆକାର୍ଯ୍ୟକ୍ରମରେ ଝାଡ଼ଖଣ୍ଡର ୧୨୦ରୁ ଅଧିକ…