Latest Odisha News

BREAKING NEWS

କିଭ୍ ଦଖଲ ପାଇଁ ଆଜି ରାତିରେ ଝଡ଼ ଭଳି ପଶିବେ ପୁଟିନ୍ ସୈନ୍ୟ

କିଭ୍ (ୟୁକ୍ରେନ୍): ୟୁକ୍ରେନରେ ଯୁଦ୍ଧ ଘନଘଟା । କିଭ୍ ଦଖଲ ଦିଗରେ ଅଗ୍ରସର ହେଉଛି ରୁଷିଆ । ଜୋରଦାର ହମଲା ଜାରି ରଖିଛି । ରାଜଧାନୀ କିଭକୁ ଚାରିଆଡୁ ଘେରି ସାରିଲେଣି ରୁଷ୍ ସୈନ୍ୟ । ଆଜି ରାତିରେ ପୂରା ରାଜଧାନୀକୁ ଦଖଲକୁ ନେଇ ଯାଇ ପାରନ୍ତି । ଏଭଳି ଆଶଙ୍କା କରିଛନ୍ତି ୟୁକ୍ରେନ୍…

କଡା ସୁରକ୍ଷା ମଧ୍ୟରେ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନର ଭୋଟ ଗଣନା ଆରମ୍ଭ

ସୁବର୍ଣ୍ଣପୁର: ସୁବର୍ଣ୍ଣପୁର ଜିଲାରେ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନର ଭୋଟ ଗଣନା ଆରମ୍ଭ ହୋଇଛି । ଜିଲ୍ଲାର ୬ଟି ବ୍ଲକ ର ୨୧୫୮ ଜଣ ପ୍ରାର୍ଥୀଙ୍କ ଭବିଷ୍ୟତ ଆଜିଠାରୁ ସ୍ଥିର ହେବ । ଆଜି ପ୍ରଥମ ଦିନରେ ଜିଲ୍ଲାର ୬ଟି ଜିଲ୍ଲାପରିଷଦ ଓ ୪୮ଟି ପଂଚାୟତର ସରପଂଚଙ୍କ ସହିତ ସମିତି ସଭ୍ୟ ଓ…

ୟୁକ୍ରେନ୍ ରାଜଧାନୀ କିଭ୍ ଛାତି ଉପରେ ରୁଷର ଭୟଙ୍କର ଏୟାରଷ୍ଟ୍ରାଇକ୍

କିଭ୍: ଭୟଙ୍କର ହୋଇଛି ୟୁକ୍ରେନ୍-ରୁଷିଆ ଲଢ଼େଇ । ଆଜି ଯୁଦ୍ଧର ତୃତୀୟ ଦିନ । ୟୁକ୍ରେନ ରାଜଧାନୀ କିଭକୁ ଚାରିପଟରୁ ଘେରି ରହିଛନ୍ତି ରୁଷ୍ ସୈନ୍ୟ । ଘମାଘୋଟ ଲଢ଼େଇ ଚାଲିଛି । କିଭ୍ ଦଖଲ ପାଇଁ ଏୟାରଷ୍ଟ୍ରାଇକ୍ କରିଛି ରୁଷିଆ । କିଭ୍ ଦଖଲ ଦିଗରେ ଆଗକୁ ଅଗ୍ରସର ହେଉଛି । ସେପଟେ କିଭକୁ…

ରାଜ୍ୟରେ ତିନି ଶହ ତଳକୁ ଖସିଲା ଦୈନିକ କରୋନା କେସ୍

ଭୁବନେଶ୍ୱର: ରାଜ୍ୟରେ କାବୁ ପାଉଛି କରୋନା । ଦୈନିକ ସଂକ୍ରମଣ ଖସୁଛି । ତିନି ଶହ ତଳକୁ ଖସିଛି ଦୈନିକ କେସ୍ । ୨୪ ଘଣ୍ଟାରେ ରାଜ୍ୟରୁ ଚିହ୍ନଟ ହୋଇଛନ୍ତି ୨୯୩ ଆକ୍ରାନ୍ତ । ଏମାନଙ୍କ ଭିତରେ କ୍ୱାରେଣ୍ଟିନରୁ ୧୭୧ ଓ ଲୋକାଲ୍ କଣ୍ଟାକ୍ଟ କେସ୍ ରହିଛି ୧୨୨ । ୧୮ ବର୍ଷ ଭିତରେ ଆଉ ୮୬ ପଜିଟିଭ୍…

ଦେଶକୁ ଫେରୁଛନ୍ତି ୟୁକ୍ରେନ ଫସି ରହିଥିବା ଭାରତୀୟ

ଦିଲ୍ଲୀ: ଦେଶକୁ ଫେରୁଛନ୍ତି ୟୁକ୍ରେନ ଫସି ରହିଥିବା ଭାରତୀୟ । ଭାରତ ସରକାରଙ୍କ ସ୍ୱତନ୍ତ୍ର ବିମାନରେ ଏମାନଙ୍କୁ ରୋମାନିଆ ବାଟ ଦେଇ ଭାରତ ଅଣାଯାଉଛି । ୟୁକ୍ରେନ ଛାଡି ରୋମାନିଆ ସୀମା ଅଭିମୁଖେ ପ୍ରଥମ ବ୍ୟାଚରେ ୩୦ଜଣ ଛାତ୍ରଛାତ୍ରୀ ଯାତ୍ରା ଆରମ୍ଭ କରିଛନ୍ତି । ଏନେଇ ଭାରତୀୟ ବୈଦେଶିକ…

UNSCରେ ୟୁକ୍ରେନ୍ ହମଲା ନେଇ ନିନ୍ଦା ପ୍ରସ୍ତାବ, ଭୋଟିଂରୁ ବିରତ ରହିଲା ଭାରତ

ନୂଆଦିଲ୍ଲୀ: ଜାତିସଂଘ ସୁରକ୍ଷା ପରିଷଦରେ ଆସିଲା ୟୁକ୍ରେନ୍ ସଂକଳ୍ପ । ୟୁକ୍ରେନ ଉପରେ ରୁଷିଆର ଆକ୍ରମଣ ବିରୋଧରେ ପ୍ରସ୍ତାବ ଆଗତ ହୋଇଛି । ଏହାର ସମର୍ଥନରେ ୧୫ ସଦସ୍ୟ ରାଷ୍ଟ୍ର ମଧ୍ୟରୁ ୧୧ ସଦସ୍ୟ ରାଷ୍ଟ୍ର ଭୋଟ୍ ଦେଇଛନ୍ତି । ଏମାନଙ୍କ ଭିତରେ ଅଛନ୍ତି ଆମେରିକା, ଫ୍ରାନ୍ସ, ବ୍ରିଟେନ୍ ଭଳି…

ପଞ୍ଚାୟତ ନିର୍ବାଚନ ଭୋଟ୍ ଗଣତି: ଆଜି ୩୧୫ ଜିଲ୍ଲା ପରିଷଦ ଜୋନରେ କାଉଣ୍ଟିଂ

ଭୁବନେଶ୍ୱର: ପଞ୍ଚାୟତ ନିର୍ବାଚନ ଭୋଟ୍ ଗଣତି ଆଜିଠାରୁ ଆରମ୍ଭ ହୋଇଛି । ସକାଳ ୮ଟାରୁ ବ୍ଲକ ହେଡକ୍ୱାର୍ଟର୍ସରେ ଗଣତି ଚାଲିଛି । ଆଜି ପ୍ରଥମ ଦିନରେ ୩୧୫ଟି ଜିଲ୍ଲା ପରିଷଦ ଜୋନରେ କାଉଣ୍ଟିଂ କରାଯାଉଛି । ଷ୍ଟ୍ରଙ୍ଗ ରୁମର ସିଲ୍ ଖୋଲାଯିବା ପରେ ଆରମ୍ଭ ହୋଇଛି ଭୋଟ୍ ଗଣତି । ଭୋଟ୍ ଗଣନା…

ଧାରାବାହିକ ଉପନ୍ୟାସ : ଚୋରାବାଲି (୨୧)

ସ୍ୱର୍ଣ୍ଣଲତା ମହାପାତ୍ରଙ୍କ ଧାରାବାହିକ ଉପନ୍ୟାସ ‘ଚୋରାବାଲି’ ଭାଗ : ୨୧  ବୈଭବ ମୁହଁରେ ଦୁଷ୍ଟାମୀର ହସ । ନିଜେ ଉଠି ଗଲେ କାଉଚ୍ ପାଖକୁ । ତା’ ଜଙ୍ଘ ଉପରୁ ଲାପ୍‌ଟପ୍ ଟା ଉଠେଇ ଆଣି ବେଡ ଉପରେ ରଖିଦେଲେ । ବାସ୍ କାମ ବହୁତ ହେଲା । ଇଟସ୍ ଟାଇମ୍ ଫର୍ ସେଲିବ୍ରେସନ୍ । ଓଫ୍‌.. ସତରେ…

ଭାଷା ଭାଗବତ : ସଂଧି ପ୍ରସଂଗ

ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ ‘ଭାଷା ଭାଗବତ’  ଭାଗ : ୩୮  ବର୍ଣ ସହିତ ବର୍ଣ ଯୋଡ଼ି ସଂଧିଜ ବର୍ଣ ହୁଏ ଗଢ଼ି ମାତ୍ରାକ୍ଷର ଓ ଫଳାକ୍ଷର ଭାଷାରେ ଅଛି ଭରପୂର ବର୍ଣସଂଧି ଓ ଶବ୍ଦସଂଧି ହେତୁ ଅକ୍ଷର ହୁଏ ବାଂଧି ନୁହେ ତା ବାଧ୍ୟତାମୂଳକ ବୁଝଂତୁ ପାଠକ ଲେଖକ…

ଶ୍ରୀଜଗନ୍ନାଥ ତତ୍ତ୍ୱ ଓ ତଥ୍ୟ

ଦୟାନିଧି ତ୍ରିପାଠୀଙ୍କ ବିଶେଷ ଉପସ୍ଥାପନା ଭାଗ : ୯୫ ଜୟ ଜଗନ୍ନାଥ, ଓଁ ନମୋ ଭଗବତେ ବାସୁଦେବାୟ । ପୁରୁଷୋତ୍ତମ ଶ୍ରୀଜଗନ୍ନାଥ, ଅଦ୍ଵିତୀୟ ଓ ଅନନ୍ୟ ମାନବବାଦର ପ୍ରତୀକ. ସମସ୍ତ ବିଲକ୍ଷଣ ଯୁକ୍ତ କଳେବର ଧାରଣ କରି ସେ ସାଧାରଣ ମାନବଟିଏ ଭଳି ସମସ୍ତ ରୀତିନୀତି, ସଂସ୍କୃତି ତଥା ପରମ୍ପରାକୁ…