ମନି ଲଣ୍ଡରିଂ ମାମଲା: ପୂର୍ବତନ ଗୃହମନ୍ତ୍ରୀ ଅନିଲ ଦେଶମୁଖଙ୍କ ବିରୋଧରେ ମାମଲା ରୁଜୁ କଲା ଇଡି
ନୂଆଦିଲ୍ଲୀ: ମଙ୍ଗଳବାର ଇଡି ମହାରାଷ୍ଟ୍ରର ପୂର୍ବତନ ଗୃହମନ୍ତ୍ରୀ ଅନିଲ ଦେଶମୁଖଙ୍କ ବିରୋଧରେ ଅର୍ଥ ହେର୍ଫେର୍ କାରବାରରେ ମାମଲା ରୁଜୁ କରିଛି। ପ୍ରିଭେନସନ୍ ଅଫ୍ ମନି ଲଣ୍ଡରିଂ ଆକ୍ଟ (PMLA) ଅନୁଯାୟୀ ଏହି ମାମଲା ସିବିଆଇ ଦ୍ବାରା ଦାଖଲ ହୋଇଥିବା ଏଫ୍ଆଇଆର୍ ଆଧାରରେ ପଞ୍ଜୀକୃତ ହୋଇଛି ବୋଲି…