Latest Odisha News

BREAKING NEWS

ଆଇସିସି ଟେଷ୍ଟ ଚାମ୍ପିୟନଶିପ ଫାଇନାଲ ପାଇଁ କଡା ହେଲା କଟକଣା

ନୂଆଦିଲ୍ଲୀ: କରୋନାର ପ୍ରକାପ ଦେଖିବା ପରେ ୧୮ରୁ ୨୨ ଜୁନ ପର୍ଯ୍ୟନ୍ତ ହେବାକୁ ଥିବା ଆଇସିସି ଟେଷ୍ଟ ଚାମ୍ପିୟନଶିପ ଫାଇନାଲ ପାଇଁ କଟକଣାକୁ ଆହୁରି କଡା କରାଯାଇଛି । ବିସିସିଆଇ ଓ ନ୍ୟୁଜିଲାଣ୍ଡ ବୋର୍ଡଙ୍କୁ କରୋନା ପ୍ରୋଟୋକଲ ମାନିବା ପାଇଁ ନିର୍ଦ୍ଦେଶ ଦେଇଛି । ଭାରତୀୟ ଟିମ୍ ପ୍ରଥମେ…

କରୋନା ମୁକାବିଲା; ଭାରତକୁ ୧୫ ମିଲିୟନ ଡଲାର୍‌ ସହାୟତା ଦେଲା ଟ୍ୱିଟର୍‌

ନୂଆଦିଲ୍ଲୀ: କରୋନା ମୁକାବିଲା ପାଇଁ ଭାରତକୁ ସହାୟତାର ହାତ ବଢାଇଛି ଟ୍ୱିଟର। ଭାରତରେ କରୋନା ସଙ୍କଟର ମୁକାବିଲା ପାଇଁ ୧୫ ମିଲିୟନ୍ ଡଲାର୍ (କିମ୍ବା ପ୍ରାୟ ୧୧୦ କୋଟି ଟଙ୍କା) ଦାନ କରିଛି। ଏ ନେଇ ଟ୍ୱିଟର୍‌ ସିଇଓ ଜ୍ୟାକ୍ ଡୋର୍ସି ସୋମବାର ଘୋଷଣା କରିଛନ୍ତି। ସେ ଟ୍ୱିଟ୍ କରି…

ଗାଁ ମୁହାଁ କରୋନା, ୟୁପି ଓ ବିହାରର ନଦୀରେ ଭାସୁଛି ଏକାଧିକ ଶବ

ନୂଆଦିଲ୍ଲୀ: କରୋନା ସଂକ୍ରମଣ ଭିତରେ ନଦୀରେ ଭାସୁଛି ମୃତଦେହ । ବକ୍ସର ପରେ ୟୁପି, ବିହାର ସୀମାର ଗହମର ଗାଁ ନିକଟ ଗଙ୍ଗା ନଦୀରୁ ୧୨ରୁ ଅଧକ ମୃତଦହେ ମିଳିଛି । ଏତେ ସଂଖ୍ୟାରେ ମୃତଦେହ ମିଳିବା ପରେ ସ୍ଥାନୀୟ ଅଞ୍ଚଳରେ ଆତଙ୍କ ସୃଷ୍ଟି ହୋଇଛି । କରୋନା ସଂକ୍ରମଣକୁ ନେଇ ଲୋକଙ୍କ ମଧ୍ୟର ଭୟ…

ଦେଶରେ ୨୪ ଘଣ୍ଟାରେ କରୋନାରେ ଆକ୍ରାନ୍ତ କମ୍, ସୁସ୍ଥ ହେଲେ ଅଧିକ

ନୂଆଦିଲ୍ଲୀ: ଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟା ବଢୁଛି । କିନ୍ତୁ ଗତ ଦୁଇ ଦିନ ହେବ ଦୈନିକ ସଂକ୍ରମଣ ସାମାନ୍ୟ ହ୍ରାସ ପାଇଛି । ସାଢ଼େ ୩ଲକ୍ଷ ତଳକୁ ଖସିଛି । ଗତ ୨୪ ଘଣ୍ଟାରେ ଦେଶରୁ ଚିହ୍ନଟ ହୋଇଛନ୍ତି ୩ଲକ୍ଷ ୨୯ହଜାର ୯୪୨ ନୂଆ ଆକ୍ରାନ୍ତ । ଗତକାଲି ଏହି ସଂଖ୍ୟା ଥିଲା ୩ଲକ୍ଷ ୬୬ହଜାର ।…

ଭାରତରେ ଆତଙ୍କ ସୃଷ୍ଟି କରିଥିବା କରୋନାର ଡବଲ୍ ମ୍ୟୁଟାଣ୍ଟ ଦୁନିଆ ପାଇଁ ଚିନ୍ତାର କାରଣ: WHO

 ନୂଆଦିଲ୍ଲୀ: କରୋନାର ଦ୍ୱିତୀୟ ପ୍ରବାହରେ ସବୁଠୁ ବେଶି ପ୍ରଭାବିତ ହୋଇଛି ଭାରତ । ଦେଶରେ ପ୍ରତିଦିନ ନୂଆ ଭାରିଆଣ୍ଟରେ ସଂକ୍ରମିତ ଲକ୍ଷ ଲକ୍ଷ ନୂଆ ମାମଲା ଆସୁଛି । ଯାହା ଏବେ ଦୁନିଆ ପାଇଁ ଚିନ୍ତାର କାରଣ ପାଲଟିପାରେ । ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ କହିଛି, କରୋନାର ଭାରତୀୟ ଭାରିଆଣ୍ଟ ଅଧିକ…

ଶ୍ରୀକ୍ଷେତ୍ରରେ କେମିତି ହେବ ଚନ୍ଦନ ଯାତ୍ରା, ଆଜି ଛତିଶା ନିଯୋଗ ବୈଠକରେ ବିଚାରବିମର୍ଶ

ପୁରୀ: ଶ୍ରୀକ୍ଷେତ୍ରରେ ମହାପ୍ରଭୁଙ୍କ ଚନ୍ଦନ ଯାତ୍ରା ନେଇ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚିଛି । କୋଭିଡ୍ ସମୟରେ କିଭଳି ହେବ ଶ୍ରୀଜିଉଙ୍କର ବାହାର ଚନ୍ଦର ଯାତ୍ରା । ରୂପରେଖ ସ୍ଥିର କରିବାକୁ ଆଜି ବସୁଛି ଛତିଶା ନିଯୋଗ ବୈଠକ । ଛତିଶା ନିଯୋଗ ନିଷ୍ପତ୍ତି ଓ ପ୍ରଶାସନର ସହମତିରେ ରୂପରେଖ…

ଆଜି ପୁଣି ବଢ଼ିଲା ତୈଳଦର, ରାଜ୍ୟର ୧୨ ଜିଲ୍ଲାରେ ୯୫ ଉପରେ ପେଟ୍ରୋଲ

ଭୁବନେଶ୍ୱର: ତୈଳ କମ୍ପାନୀ ପୁଣି ମଙ୍ଗଳବାର ଡିଜେଲ ଓ ପେଟ୍ରୋଲ ଦର ବଢ଼ାଇଛନ୍ତି । ଦେଶର ରାଜଧାନୀ ଦିଲ୍ଲୀରେ ପେଟ୍ରୋଲ୍ ୨୭ ପଇସା ବଢ଼ିଥିବା ବେଳେ ଡିଜେଲ୍ ୩୦ ପଇସା ମହଙ୍ଗା ହୋଇଛି । ୫ ରାଜ୍ୟରେ ହୋଇଥିବା ବିଧାନସଭା ନିର୍ବାଚନ ପରେ ଏବେ ତେଲଦର ବଢ଼ି ବଢ଼ି ଚାଲିଛି । ନିର୍ବାଚନ ପରେ ୬ ଦିନ…

ରାଉରକେଲା ମହାନଗରରେ ଆଜିଠୁ ୧୮-୪୪ ବର୍ଷ ବର୍ଗଙ୍କୁ ଟିକାକରଣ

ରାଉରକେଲା: ରାଜ୍ୟରେ ତୃତୀୟ ପର୍ଯ୍ୟାୟ ଟିକାକରଣ ଆରମ୍ଭ ହୋଇଛି । ଆଜିଠାରୁ ରାଉରକେଲା ମହାନଗର ନିଗମ ଅଞ୍ଚଳରେ ୧୮ରୁ ୪୪ ବର୍ଷ ବର୍ଗଙ୍କ ପାଇଁ ଟିକାକରଣ ଆରମ୍ଭ ହୋଇଛି । ପଞ୍ଜିକରଣ କରିଥିବା ବ୍ୟକ୍ତି ନିଜ ସ୍ଲଟ୍ ଅନୁଯାୟୀ ନିର୍ଦ୍ଦିଷ୍ଟ ଟିକାଦାନ କେନ୍ଦ୍ରକୁ ଆସି ଟିକା ନେଇପାରିବେ ।…

ଆମେରିକାର ବଡ଼ ଘୋଷଣା: ୧୨-୧୫ ବର୍ଷ ପିଲାଙ୍କୁ ଦିଆଯିବ ଫାଇଜର୍ ଟିକା

ଓ୍ୱାଶିଂଟନ୍: ଟିକାକରଣ କ୍ଷେତ୍ରରେ ଆମେରିକାର ଆଉ ଏକ ବଡ଼ ପଦକ୍ଷେପ । ୧୨-୧୫ ବର୍ଷ ପିଲାଙ୍କୁ ଟିକା ଦେବାକୁ ଘୋଷଣା । ଆସନ୍ତା ୧୩ ତାରିଖରୁ ଶିଶୁଙ୍କୁ ଟିକାକରଣ ଅଭିଯାନ ଆରମ୍ଭ ହେବ । ୧୨-୧୫ ବର୍ଷ ଭିତରେ ପିଲାଙ୍କୁ ଫାଇଜର-ବାୟୋଏନଟେକ୍ କୋଭିଡ୍ ଟିକର ଜରୁରିକାଳୀନ ବ୍ୟବହାରକୁ ଅନୁମତି…

ଓଡ଼ିଶାର ୧୦ ଜିଲ୍ଲାରୁ କରୋନା ନେଲା ୧୮ ଜୀବନ, ଅନୁଗୋଳରୁ ସର୍ବାଧିକ

ଅନୁଗୋଳ: ଜୀବନ ନେଉଛି କରୋନା । ଗତ ୨୪ ଘଣ୍ଟାରେ ରାଜ୍ୟର ୧୦ ଜିଲ୍ଲାରୁ କରୋନାରେ ଆଖି ବୁଜିଛନ୍ତି ୧୮ ଆକ୍ରାନ୍ତ । ଅନୁଗୋଳ ଜିଲ୍ଲାରେ ସଂକ୍ରମଣ ସହ ବଢୁଛି ମୃତ୍ୟୁସଂଖ୍ୟା । ଜିଲ୍ଲାରୁ ଦିନକରେ ଚାରି ଜଣ ସଂକ୍ରମିତ ଚିକିତ୍ସାଧୀନ ଅବସ୍ଥାରେ ପ୍ରାଣ ହରାଇଛନ୍ତି । ସେହିପରି ଖୋର୍ଦ୍ଧା…