Latest Odisha News

ରାଉରକେଲାରେ ମୁଖ୍ୟମନ୍ତ୍ରୀଙ୍କ ପ୍ରମୁଖ ପରାମର୍ଶଦାତା ଅସୀତ ତ୍ରିପାଠୀ, କୋଭିଡ୍ ସ୍ଥିତି ସମୀକ୍ଷା

ରାଉରକେଲା: ସୁନ୍ଦରଗଡ଼ ଜିଲ୍ଲାରେ କରୋନା କାୟା ବିସ୍ତାର କରିଛି । ବିଶେଷ କରି ରାଉରକେଲା ମହାନଗର ନିଗମରେ ବଢୁଛି ଆକ୍ରାନ୍ତଙ୍କ ସଂଖ୍ୟା । ଆଜି ରାଉରକେଲା ଗସ୍ତରେ ଯାଇ କୋଭିଡ୍ ସ୍ଥିତି ଅନୁଧ୍ୟାନ କରିଛନ୍ତି ମୁଖ୍ୟମନ୍ତ୍ରୀଙ୍କ ପ୍ରମୁଖ ପରାମର୍ଶଦାତା ତଥା ପଶ୍ଚିମ ଓଡ଼ିଶା ବିକାଶ ପରିଷଦ…

ଚିଲିକାରେ ବେଆଇନ୍ ପକ୍ଷୀ ଶିକାର, ଜଣେ ଶିକାରୀ ଗିରଫ

ଟାଙ୍ଗୀ: ଲକଡାଉନର ସୁଯୋଗ ନେଇ ଚିଲିକାରେ ମାତିଲେ ପକ୍ଷୀ ଶିକାରୀ ।  ବିଷ ଦେଇ ବିଦେଶାଗତ ପକ୍ଷୀ ଶିକାର କରୁଥିବା ଅଭିଯୋଗ ହୋଇଛି । ପକ୍ଷୀ ଶିକାର ପରେ ବିକ୍ରି ପାଇଁ ନେବା ବେଳେ ଶିକାରୀକୁ ଧରିଲା ବନ୍ୟପ୍ରାଣୀ ବିଭାଗ । ଟାଙ୍ଗି ଭୂଷଣ୍ତପୁର ବିଧାରପୁର ନିକଟରୁ ଜଣେ ଶିକାରୀ ଗିରଫ ହୋଇଛି ।…

କୋଣାର୍କ ବେଳାଭୂମିରୁ ଅଜଣା ମହିଳାଙ୍କ ମୃତଦେହ ଉଦ୍ଧାର

ପୁରୀ: କୋଣାର୍କ ବେଳାଭୂମିରୁ ଜଣେ ଅଜଣା ମହିଳାଙ୍କ ମୃତଦେହ ଉଦ୍ଧାର। ରବିବାର ଦିନ ପୁରୀ ଜିଲ୍ଲାର କୋଣାର୍କ ବେଳାଭୂମିରେ ଜଣେ ମଧ୍ୟବୟସ୍କ ମହିଳାଙ୍କ ମୃତଦେହ ପଡ଼ିଥିବାର ଦେଖିବାକୁ ମିଳିଛି। ଉକ୍ତ ମହିଳାଙ୍କ ମୃତଦେହ ଉଲଗ୍ନ ଅବସ୍ଥାରେ ସେଠାରେ ପଡ଼ି ରହିଥିବା ଦେଖିବାକୁ ମିଳିଛି। ମୃତ…

ଚାକିରି ନାଁରେ ୫ ଲକ୍ଷ ଟଙ୍କା ଠକେଇ ଅଭିଯୋଗରେ ବାପା-ପୁଅ ଗିରଫ

ଅନୁଗୋଳ: ଚାକିରି ଦେବା ନାଁରେ ୫ ଲକ୍ଷ ଟଙ୍କା ଠକେଇ ଅଭିଯୋଗ । ଅନୁଗୋଳ ଜିଲ୍ଲା ତାଳଚେର ଅଞ୍ଚଳରୁ ଠକ ବାପା-ପୁଅଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ପୋଲିସ । ସେମାନେ ହେଲେ ଚାଇଁପାଳ ଗାଁର ପରମାନନ୍ଦ ବେହେରା ଓ ତାଙ୍କ ବାପା ପ୍ରୀତମ ବେହେରା । ଏନେଇ ତାଳଟେର କୋଲିୟରି ଥାନାରେ ଗତ ୭…

ଜଣେ ଭାଗ୍ୟବାନ ପାଠକର କ୍ଷୁଦ୍ର ଅନୁଭୂତି

(ମନୋଜ ଦାସଙ୍କୁ ଶ୍ରଦ୍ଧାଞ୍ଜଳି ଅବସରରେ ...) ସ୍କୁଲରେ ପଢ଼ୁଥାଏ, ସେ ସମୟ ‘ସଚିତ୍ର ବିଜୟା’ର ସମୟ । ଘରକୁ ସଚିତ୍ର ବିଜୟା ଆସିଲେ, ତାର ରଙ୍ଗ ଓ ଲେଖା ସବୁଦିନେ ଜାବୁଡି ଧରୁଥିଲା । ସେହି ପତ୍ରିକାରେ ଧାରାବାହିକ ଭାବେ ପ୍ରକାଶିତ ହେଉଥାଏ ‘ସମୁଦ୍ର କୂଳର ଏକ ଗ୍ରାମ’ । ଗୋଟେ ବଡ ପାଲଟଣା…

କବିତା : ସେ ମା’

ପ୍ରସେନଜିତ ସେଠୀ  ନିଜ ରକ୍ତ ମାଂସ ଦେଇ ଅସହ୍ୟ ଯନ୍ତ୍ରଣା ସହି ନଅ ମାସ ଗର୍ଭେ ବୋହି ନବଜାତ ଜନ୍ମ ଦିଏ, ସେ ମାଆ। ଶିଶୁ ପାଳେ ଦୁଗ୍ଧ ଦେଇ, ପିଲା ସାଥେ ପିଲା ହୋଇ, ମନ ଭୁଲା ଗପ କହି, ମଳ ମୂତ୍ର ବାନ୍ତି ଧୋଇ, ଛୋଟରୁ ବଡ଼ କରିଥାଏ, ସେଇ ମାଆ। ଯଥାସାଧ୍ୟ ଜ୍ଞାନ ଦେଇ…

ଆଜି ମା’ ପାଇଁ ଦିନଟିଏ; ହାପି ମଦର୍ସ ଡେ

ନୂଆଦିଲ୍ଲୀ: ଆଜି ମା' ପାଇଁ ଦିନଟିଏ। ଏହି ଦିବସ ପାଳନ କରିବାର ଅର୍ଥ ହେଉଛି ମା'କୁ ସମ୍ମାନିତ କରିବା। ପରିବାରଠୁ ନେଇ ସମାଜରେ ମା'ର ଗୁରୁତ୍ବକୁ ବୁଝିବା। ବିଶ୍ବର ଅନେକ ସ୍ଥାନରେ ଏହାକୁ ବିଭିନ୍ନ ଦିନରେ ପାଳନ କରାଯାଏ। ଗୋଟିଏ ଶିଶୁ ପ୍ରଥମେ ଦୁନିଆରେ ପାଦ ଦେଲେ ତାର ପ୍ରଥମ ଗୁରୁ ହୋଇଥାଏ…

ଓଡ଼ିଶାକୁ ପ୍ରଶଂସା କଲା ବ୍ରିଟିଶ ମେଡିକାଲ୍ ଜର୍ଣ୍ଣାଲ୍ “ଲାନସେଟ୍”, କରୋନା ମୁକାବିଲା ପ୍ରସ୍ତୁତି ନେଇ…

ଭୁବନେଶ୍ୱର: ଅନ୍ତର୍ଜାତୀୟ ସ୍ତରରେ ପୁଣି ଥରେ ଓଡ଼ିଶାକୁ ପ୍ରଶଂସା। କରୋନା ମୁକାବିଲା ପ୍ରସ୍ତୁତି ନେଇ ଓଡ଼ିଶାକୁ ପ୍ରଶଂସା କରିଛି ବ୍ରିଟିଶର ପ୍ରତିଷ୍ଠିତ ଓ ସର୍ବପୁରାତନ ମେଡିକାଲ୍ ଜର୍ଣ୍ଣାଲ ଦି ଲାନସେଟ୍ । 'ଭାରତରେ କୋଭିଡ୍ ଏମର୍ଜେନ୍ସୀ' ଶୀର୍ଷକ ସମ୍ପାଦକୀୟରେ ଓଡ଼ିଶାର ଅକ୍ସିଜେନ୍…

ବରିଷ୍ଠ ବିଜେଡି ନେତା ପ୍ରଫୁଲ୍ଲ କୁମାର ସାମଲ କରୋନା ପଜିଟିଭ

ଭୁବନେଶ୍ୱର: କରୋନା କବଳରେ ଆଉ ଜଣେ ବିଧାୟକ। ବରିଷ୍ଠ ବିଜେଡି ନେତା ତଥା ଭଣ୍ଡାରିପୋଖରୀ ବିଧାୟକ ପ୍ରଫୁଲ୍ଲ କୁମାର ସାମଲ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ସେ ସମ୍‌ କୋଭିଡ୍‌ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି। ଶରୀରରେ ଅସହଜ ଅନୁଭବ କରିବା ପରେ ସେ ଶନିବାର କୋଭିଡ୍‌ ପରୀକ୍ଷା…

ଦେଶରେ ୪ ଲକ୍ଷ ତଳକୁ ଖସୁନି ଦୈନିକ ସଂକ୍ରମଣ, ୪ ହଜାର ଉପରେ ମୃତ୍ୟୁସଂଖ୍ୟା

ନୂଆଦିଲ୍ଲୀ: କ୍ରମାଗତ ଚତୁର୍ଥ ଦିନରେ ଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୪ ଲକ୍ଷ ତଳକୁ ଖସୁନି । ସେହିପରି ଦ୍ୱିତୀୟ ଦିନରେ ମହାମାରୀରେ ୪ହଜାରରୁ ଅଧିକ ପ୍ରାଣ ହରାଇଛନ୍ତି । ଗତ ୨୪ ଘଣ୍ଟାରେ ସାରା ଦେଶରୁ ଚିହ୍ନଟ ହୋଇଛନ୍ତି ୪ଲକ୍ଷ ୩ହଜାର ୭୩୮ ନୂଆ ଆକ୍ରାନ୍ତ । ଏହି ସମୟରେ କରୋନା ନେଇଛି…