Latest Odisha News

BREAKING NEWS

ବଙ୍ଗରେ ଦିଦିଙ୍କ ରାଜ: ମୁଖ୍ୟମନ୍ତ୍ରୀ ଭାବରେ ଆଜି ଶପଥ ନେବେ ମମତା ବାନାର୍ଜୀ

କୋଲକାତା: ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନରେ ହାଟ୍ରିକ ବିଜୟ ହାସଲ କରିଛି ତୃଣମୂଳ କଂଗ୍ରେସ । ଆଜି ତୃତୀୟ ଥର ମୁଖ୍ୟମନ୍ତ୍ରୀ ଭାବରେ ଶପଥ ନେବେ ଟିଏମସି ସୁପ୍ରିମୋ ମମତା ବାନାର୍ଜୀ । ଅପରାହ୍ଣରେ ରାଜଭବନରେ ଶପଥ ଗ୍ରହଣ ସମାରୋହ ଅନୁଷ୍ଠିତ ହେବ । କୋଭିଡ୍ କଟକଣା ଭିତରେ ଅଳ୍ପ ସଂଖ୍ୟକ…

ଆଜି ୧୫ ଜିଲ୍ଲାରେ ଟିକାକରଣ ବନ୍ଦ

ଭୁବନେଶ୍ୱର: ଟିକା ଅଭାବ ସମସ୍ୟା ଲାଗି ରହିଛି । ଟିକା ଅଭାବ ଯୋଗୁ ଆଜି ୧୫ଟି ଜିଲ୍ଲାରେ ଟିକାକରଣକୁ ବନ୍ଦ ରଖାଯାଇଛି । ଏହି ଜିଲ୍ଲାଗୁଡିକ ହେଲା ଅନୁଗୋଳ, ବାଲେଶ୍ୱର, ବରଗଡ, କଟକ, ବୌଦ୍ଧ, ଜଗତସିଂହପୁର, କନ୍ଧମାଳ, ଦେଓଗଡ, ଗଞ୍ଜାମ, ନବରଙ୍ଗପୁର, କେନ୍ଦୁଝର, କୋରାପୁଟ, ରାୟଗଡା, ସମ୍ବଲପୁର…

ଲକଡାଉନରେ କ’ଣ ଖୋଲା ଓ କ’ଣ ବନ୍ଦ ?

ଭୁବନେଶ୍ୱର: ଆଜିଛୁ ଓଡ଼ିଶାରେ ଲକଡାଉନ୍ । ଏହି ୧୪ ଦିନ ଭିତରେ ଲୋକଙ୍କୁ କାମ ନଥିଲେ ଘରୁ ବାହାରିବା ପାଇଁ ମନା କରାଯାଇଛି । କିନ୍ତୁ କୋଭିଡ୍ ଟେଷ୍ଟିଂ ପାଇଁ ହସ୍ପିଟାଲକୁ ଯାଇପାରିବେ । ଟିକାକରଣ କାମ ଜାରି ରହିବ । ଟିକା ନେବାକୁ ଲୋକ ଯାଇପାରିବେ । ଲକଡାଉନର ମୁଖ୍ୟ ଉଦ୍ଦେଶ୍ୟ ହେଲା…

ଓଡ଼ିଶାରେ ୭ ଜିଲ୍ଲାରୁ କରୋନା ନେଲା ଆଉ ୧୬ ଜୀବନ

ଭୁବନେଶ୍ୱର: ସଂକ୍ରମଣ ସହ ରାଜ୍ୟରେ ବଢୁଛି କରୋନା ମୃତ୍ୟୁସଂଖ୍ୟା । ଗତ ୨୪ ଘଣ୍ଟାରେ ୭ଟି ଜିଲ୍ଲାରୁ କରୋନାରେ ଆଉ ୧୬ ଜଣ ଆକ୍ରାନ୍ତ ପ୍ରାଣ ହରାଇଛନ୍ତି । ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୪ ଜଣ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁବରଣ କରିଛନ୍ତି । ଗଜପତି ଓ କଳାହାଣ୍ଡି ଜିଲ୍ଲାରୁ ଆଉ ୩ ଜଣ…

ଶ୍ରୀମନ୍ଦିରରେ ରାମାଭିଷେକ ନୀତି

ପୁରୀ:ପବିତ୍ର ଶ୍ରବଣା ମକର ନକ୍ଷତ୍ରରେ ମହାପ୍ରଭୁଙ୍କ ରାମାଭିଷେକ ନୀତି ଅନୁଷ୍ଠିତ ହୋଇଯାଇଛି | ଏହା ସହ ଶ୍ରୀରାମ ନବମୀରୁ ଆରମ୍ଭ ହୋଇଥିବା ଶ୍ରୀକ୍ଷେତ୍ରର ସାହିଯାତ ମଧ୍ୟ ଚଳିତବର୍ଷ ପାଇଁ ଶେଷ ହୋଇଛି | ମଙ୍ଗଳବାର ଶ୍ରୀମନ୍ଦିରରେ ମଧ୍ୟାହ୍ନଧୂପ ପରେ ନକ୍ଷତ୍ର ଦିଅଁ ଭିତରକୁ ବିଜେ କରିଥିଲେ |…

ଓଡ଼ିଶା ଲକଡାଉନ୍: ଆଜିଠୁ ୧୪ ଦିନ ଗାଁଠୁ ସହର ଶୂନଶାନ

ଭୁବନେଶ୍ୱର: କରୋନା ଚେନ୍ ଭାଙ୍ଗିବାକୁ ଆଜିଠୁ ଓଡ଼ିଶାରେ ଲକଡାଉନ୍ । ଆସନ୍ତା ୧୯ ତାରିଖ ଯାଏ ବଳବତ୍ତର ରହିବ । ଗାଁଠୁ ସହର ଶୂନଶାନ । ଜରୁରୀ ସେବାକୁ ଲକଡାଉନରୁ ବାଦ ଦିଆଯାଇଛି । ନହେଲେ ଘରୁ ଗୋଡ଼ କାଢ଼ିବା ମନା । ରାସ୍ତାଘାଟ ଶୂନଶାନ । କୋଳାଙଳର ସହର ଶୋଇ ପଡ଼ିଛି । ବିଭିନ୍ନ ସ୍ଥାନରେ…

ପ୍ରଦୂଷିତ ହ୍ରଦରେ ମାଛ ମଡ଼କ

ଦିନକୁ ଦିନ ପରିବେଶ ସନ୍ତୁଳନ ହରାଇବାରେ ଲାଗିଛି । କରୋନା ଯୋଗୁ ସଙ୍କଟଜନକ ସ୍ଥିତି ଉପୁଜିଥିବା ବେଳେ ବେଶ୍ ପ୍ରଭାବିତ ହେଉଛି ମଣିଷ । କେବଳ ମଣିଷ ନୁହେଁ ବହୁ ଜୀବଜନ୍ତୁ ମଧ୍ୟ ପ୍ରଭାବିତ ହେବାରେ ଲାଗିଛନ୍ତି । ଯାହା ଏହି ଦୃଶ୍ୟ ଦେଖିଲେ ସ୍ପଷ୍ଟ ଅନୁମାନ କରିହୁଏ । ପରିବଶେ ପ୍ରଦୂଷଣ…

ରାଜ୍ୟରୁ ଆଜି ୯୮୮୯ କରୋନା ସଂକ୍ରମିତ, ଖୋର୍ଦ୍ଧା ଓ ସୁନ୍ଦରଗଡ଼ରୁ ସର୍ବାଧିକ

ଭୁବନେଶ୍ୱର: ରାଜ୍ୟରେ ପୁଣି ବଢ଼ିଛି ଦୈନିକ କରୋନା ସଂକ୍ରମିତଙ୍କ ସଂଖ୍ୟା । ଗତକାଲି ଅପେକ୍ଷା ଆଜି ବଢ଼ିଛନ୍ତି । ଗତ ୨୪ ଘଣ୍ଟାରେ ସାରା ରାଜ୍ୟରୁ ଚିହ୍ନଟ ହୋଇଛନ୍ତି ୯ହଜାର ୮୮୯ ପଜିଟିଭ୍ । ଗତକାଲି ଏହି ସଂଖ୍ୟା ଥିଲା ୮ହଜାର ୨୧୬ । ଖୋର୍ଦ୍ଧା ଓ ସୁନ୍ଦରଗଡ଼ରେ ହଜାରେ ଉପରେ ରହିଛି ଦୈନିକ…

ନୀଳ ଆକାଶରେ ସିଗଲଙ୍କ ଉଡାଣ

ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ଦୁଇଟି ପକ୍ଷୀଙ୍କର ଭିଡିଓ । କରୋନା ଭଳି ସଙ୍କଟ ଜନକ ସ୍ଥିତିରେ ନୀଳ ଆକାଶରେ ମୁକ୍ତ ବିହଙ୍ଗ ଦୁଇଟିର ଉଡୁଥିବାର ବେଶ୍ ମଜାଦାର ଭିଡିଓ । ଦୁଇଟି ସିଗଲ ଅବାଧରେ ଉଡି ବୁଲୁଛନ୍ତି । ସବୁଠୁ ମଜା କଥା ହେଲା ଗୋଟିଏ ପକ୍ଷୀ ଅନ୍ୟ ପକ୍ଷୀଟିକୁ ପିଠିରେ ବସାଇ…

କବିତା : ଅଘରୀ

ରାମକୃଷ୍ଣ  ହାଣକାଟ ସଇଲା ରକ୍ତସ୍ନାନ ସଇଲା ଏଥର ଫେରିବା କଥା ଘରକୁ ଘର କାହିଁ, ରାସ୍ତା କାହିଁ ଘରକୁ? ରକ୍ତନଦୀରେ ଭାସିଗଲା ସବୁ ମହଜୁଦ ସୁଖ ଆଉ ବେଳେ କାହିଁ ଫେରିବାକୁ ! ବେଳ ଗଡି଼ଗଲା ସାଉଁଟି ପାରିଲିନାହିଁ ଫୋପଡା଼ ସ୍ବପ୍ନଙ୍କୁ ଫେରାର୍ ନିଦକୁ, ନିଶ୍ବାସକୁ ସାଉଁଟି…