Latest Odisha News

BREAKING NEWS

ବ୍ୟଙ୍ଗ : ସତ କହିବାକୁ କିଆଁ ଡରିବୁ ସତ କହି ପଛେ ମଲେ ମରିବୁ

ଓଁ ଅଭିଜ୍ଞାନ ସାହୁ  ଆଗରୁ ବହୁଳ ହ୍ଵାଟ୍ସଆପ ଏବଂ ଫେସବୁକର ବ୍ୟବହାର ଯୋଗୁଁ ଘରେ ମନେ ମନେ ସନ୍ଦେହ କରୁଥିଲେ ଏବେ କଣେଇ କଣେଇ ଚାହିଁଲେଣି । ବିଶେଷ କରି ହ୍ଵାଟ୍ସଆପରେ ବିଳମ୍ବିତ ରାତ୍ରି ଓ ଭୋର ସମୟରେ ଯେଉଁ ସବୁ ସୁନ୍ଦରିଆ ଗୁଡ଼ନାଇଟ୍ ଓ ଗୁଡ଼ମର୍ନିଙ୍ଗ ଫୋଟୋ ଆସୁଛି ତାକୁ ଦେଖି ଘରେ…

ଜାଣନ୍ତୁ, କେମିତି କଟିବ ଆଜିର ଦିନ

ଆଜିର ରାଶିଫଳ ତା ୫-୫-୨୦୨୧ ବୁଧବାର ଆଜି ଦିନର ମହତ୍ତ୍ଵ ଆଜି ୨୦୨୧ ମସିହା ମଇ ତା ୫ ରିଖ ବୁଧବାର ମେଷ ୨୨ ଦିନ ବୈଶାଖ ମାସ କୃଷ୍ଣପକ୍ଷ ନବମୀ ତିଥି ଧନିଷ୍ଠା ନକ୍ଷତ୍ର କୁମ୍ଭ ଚନ୍ଦ୍ର ଘାତ ବାର-: କର୍କଟ ରାଶିର ଘାତ ଚନ୍ଦ୍ର-: ମିଥୁନ ରାଶି ପୁରୁଷଙ୍କ ଓ ମୀନ ରାଶିର ଆଜିର ନିଷେଧ…

ଲକଡାଉନରେ ଖୋଲା ରହିବ ଆହାର କେନ୍ଦ୍ର

ଭୁବନେଶ୍ବର : ଆସନ୍ତାକାଲିଠାରୁ ସାରା ରାଜ୍ୟରେ ଲାଗୁ ହେଉଛି ୧୪ ଦିନିଆ ଲକଡାଉନ୍ । ଏହି ସମୟରେ କେବଳ ଜରୁରୀ ସେବା ଛଡ଼ା ବାକି ସବୁ କିଛି ବନ୍ଦ ରହିବ । ତେବେ ରାଜ୍ୟରେ ଲାଗୁ ହେଉଥିବା ଲକଡାଉନ ସମୟରେ ଖୋଲା ରହିବ ଆହାର କେନ୍ଦ୍ର । ଏନେଇ ଜିଲ୍ଲା ଆହାର ସୋସାଇଟିକୁ ଚିଠି ଲେଖିଛନ୍ତି ଓଏସଡି…

କାର୍ଯ୍ୟରତ ସାମ୍ବାଦିକଙ୍କୁ ତୁରନ୍ତ ଟିକାକରଣ ପାଇଁ ସ୍ବାସ୍ଥ୍ୟ ବିଭାଗର ନିର୍ଦ୍ଦେଶ

ଭୁବନେଶ୍ବର : ମହାମାରୀ ସମୟରେ ରାଜ୍ୟରେ ଜାରି ରହିଛି ଟିକାକରଣ । ସାରା ରାଜ୍ୟରେ ତୃତୀୟ ପର୍ଯ୍ୟାୟ ଟିକାକରଣ ଚାଲିଛି । ଏଭଳି ସ୍ଥିତିରେ ରାଜ୍ୟରେ କାର୍ଯ୍ୟରତ ସାମ୍ବାଦିକଙ୍କୁ ତୁରନ୍ତ ଟିକା ଦେବାକୁ ସ୍ବାସ୍ଥ୍ୟ ବିଭାଗ ନିର୍ଦ୍ଦେଶ ଦେଇଛି । ଏଥିପାଇଁ ସମସ୍ତ ଜିଲ୍ଲାପାଳ ଓ ମ୍ୟୁନିସିପାଲ…

ଆନ୍ଧ୍ରପ୍ରଦେଶ ଓ ତେଲେଙ୍ଗାନାରୁ ଫେରିଲେ କ୍ବାରେଣ୍ଟାଇନ୍‌ ବାଧ୍ୟତାମୂଳକ

ଭୁବନେଶ୍ବର : ମହାମାରୀ କରୋନା ପାଇଁ ସଜାଗ ରାଜ୍ୟ ସରକାର । ସଂକ୍ରମଣକୁ ରୋକିବା ପାଇଁ କାଲିଠୁ ଆରମ୍ଭ ହେଉଛି ଲକଡାଉନ୍ । କିନ୍ତୁ ଏହି ଏବେ ଆହୁରି କଡ଼ା ପଦକ୍ଷେପ ନେଉଛନ୍ତି ସରକାର । ପୂର୍ବରୁ ପଶ୍ଚିମବଙ୍ଗ ଫେରନ୍ତାଙ୍କ ପାଇଁ କଟକଣା ଜାରି କରିଥିଲେ ସ୍ବତନ୍ତ୍ର ରିଲିଫ୍‌ କମିଶନର । ଆଉ…

ଆସନ୍ତାକାଲି ରାଜ୍ୟର ୧୫ ଜିଲ୍ଲାରେ ଟିକାକରଣ ବନ୍ଦ

ଭୁବନେଶ୍ୱର: କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ରାଜ୍ୟରେ ଜାରି ରହିଛି ଟିକାକରଣ। ହେଲେ ଟିକା ଅଭାବ ଯୋଗୁଁ କେତେକ ଜିଲ୍ଲାରେ ଟିକାକରଣ ବନ୍ଦ‌ ରଖାଯାଇଥିବା ବେଳେ ଆସନ୍ତାକାଲି ୧୫ ଜିଲ୍ଲାରେ ଟିକାକରଣ ବନ୍ଦ ରହିବ। ସୂଚନା ଅନୁଯାୟୀ, ୧୫ ଜିଲ୍ଲା ମଧ୍ୟରେ ରହିଛି ଅନୁଗୁଳ, ବାଲେଶ୍ୱର, ବରଗଡ,…

ଲକଡାଉନ ସୟମରେ ରାଉରକେଲାରେ ଜାରି ରହିବ ଟେଷ୍ଟିଂ ଓ ଟିକାକରଣ

ରାଉରକେଲା : ବଢୁଥିବା ସଂକ୍ରମଣକୁ ଦୃଷ୍ଟିରେ ରଖି ଆସନ୍ତାକାଲିଠୁ ସାରା ରାଜ୍ୟରେ ଲାଗୁ ହେଉଛି ୧୪ ଦିନିଆ ଲକଡାଉନ୍ । ଏହି ସମୟରେ କେବଳ ଜରୁରୀ ସେବାକୁ ବାଦଦେଲେ ଅନ୍ୟ ସବୁ କିଛି ବନ୍ଦ ରହିବ । ଏଥିପାଇଁ ସରକାରଙ୍କ ପକ୍ଷରୁ ଗାଇଡଲାଇନ୍ ମଧ୍ୟ ଘୋଷଣା କରାଯାଇଛି । ସାରା ରାଜ୍ୟରେ ଲକଡାଉନ…

ମନୋଜ ଦାସଙ୍କ ସ୍ମୃତିରେ ଦିଆଯିବ ଆନ୍ତର୍ଜାତୀୟ ପୁରସ୍କାର ଓ ପ୍ରତିଷ୍ଠା ହେବ ଲାଇବ୍ରେରୀ ଓ ମ୍ୟୁଜିୟମ

ଭୁବନେଶ୍ବର : ଯଶସ୍ବୀ ସାରସ୍ବତ ସାଧକ ସ୍ବର୍ଗତ ମନୋଜ ଦାସଙ୍କୁ ସମ୍ମାନ । ତାଙ୍କ ସ୍ମୃତିରେ ‘ମନୋଜ ଦାସ ଆନ୍ତର୍ଜାତୀୟ ସାହିତ୍ୟ ପୁରସ୍କାର’ ପ୍ରଦାନ କରାଯିବ ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଘୋଷଣା କରିଛନ୍ତି । ଇଂରାଜୀ ଭାଷାରେ ସୃଜନାତ୍ମକ ସାହିତ୍ୟ ସୃଷ୍ଟି କରୁଥିବା ଓଡ଼ିଆ…

ଦୀପିକା ପାଦୁକୋନଙ୍କୁ କରୋନା

ମୁମ୍ବାଇ: ବଲିଉଡ ଅଭିନେତ୍ରୀ ଦୀପିକା ପାଦୁକୋନଙ୍କ କୋଭିଡ-୧୯ ଟେଷ୍ଟ ପଜିଟିଭ ଆସିଛି । ପୂର୍ବରୁ ପିତା ପ୍ରକାଶ ପାଦୁକୋନ, ମାଆ ଉଜାଲା ପାଦୁକୋନ ଓ ଭଉଣୀ ଅନୀଷା ପାଦୁକୋନ କରୋନା ସଂକ୍ରମିତ ହୋଇଥିଲେ । ପରିବାରଲୋକଙ୍କୁ ଭେଟିବାକୁ ଦୀପିକା ବାଙ୍ଗାଲୋର ଯାଇଥିଲେ । ପ୍ରକାଶ ପାଦୁକୋନ…

ତାତିରୁ ସାମାନ୍ୟ ଆଶ୍ବସ୍ତି, ୪୦ ଡିଗ୍ରୀ ଉପରେ ବୌଦ୍ଧ

ଭୁବନେଶ୍ବର : ତାତିରୁ ମିଳିଛି ସାମାନ୍ୟ ଆଶ୍ବସ୍ତି । ଆଜି ସାରା ରାଜ୍ୟରେ ପାରଦ ସାମାନ୍ୟ ତଳକୁ ଖସିଛି । ରାଜ୍ୟର ପ୍ରୟା ସମସ୍ତ ସହରର ତାପମାତ୍ରା ହ୍ରାସ ପାଇଛି । ତେବେ ୪୦ ଡିଗ୍ରୀ ସହ କେବଳ ବୌଦ୍ଧ ରାଜ୍ୟର ସବୁଠୁ ଉତ୍ତପ୍ତ ସହର ପାଲଟିଛି । ଏନେଇ ସୂଚନା ଦେଇଛି ଭୁବନେଶ୍ବର ଆଞ୍ଚଳିକ…