Latest Odisha News

BREAKING NEWS

ସିକନ୍ଦରାବାଦ ଓ ଗୌହାଟୀ ମଧ୍ୟରେ ସ୍ପେଶାଲ ଟ୍ରେନ୍

ଭୁବନେଶ୍ବର : ସିକନ୍ଦରାବାଦ ଓ ଗୌହାଟୀ ମଧ୍ୟରେ ଚଳାଚଳ କରିବ ଏକ ସ୍ପେଶାଲ ଟ୍ରେନ୍ । ଏନେଇ ନିଷ୍ପତ୍ତି ନେଇଛି ରେଳବାଇ । ୦୭୦୩୦/୦୭୦୨୯ ସିକନ୍ଦରାବାଦ-ଗୌହାଟୀ-ସିକନ୍ଦରାବାଦ ସ୍ପେଶାଲ ଟ୍ରେନ୍ ସିକନ୍ଦରାବାଦରୁ ଆସନ୍ତା ୯ ତାରିଖରୁ ୩୦ ତାରିଖ ମଧ୍ୟରେ ପ୍ରତି ରବିବାର ସକାଳ ୯ଟର ୩୦ରେ ଛାଡିବ ।…

ମେଘାଳୟରୁ ମିଳିଲା ୧୦ କୋଟି ବର୍ଷ ତଳର ସରାପୋଡ ଡାଇନସୋରର ଅଂଶବିଶେଷ

ନୂଆଦିଲ୍ଲୀ: ମେଘାଳୟର ପଶ୍ଚିମ ଖାସୀ ହିଲ୍ସ ଜିଲାର ଏକ ଅଂଚଳରୁ ୧୦ କୋଟି ବର୍ଷ ତଳର ସରାପୋଡ ଡାଇନୋସରର ଅଂଶବିଶେଷ ମିଳିଛି । ତେବେ ଏ ନେଇ ଗବେଷଣା କରୁଥିବା ଭୂବୈଜ୍ଞାନିକମାନେ ବିଧିବଦ୍ଧ ଭାବେ ଏହାର ଘୋଷଣା କରୁ ନାହାନ୍ତି । ପ୍ରାରମ୍ଭିକ ଗବେଷଣାରେ ଏ ନେଇ ସମ୍ଭାବନା ବ୍ୟକ୍ତ କରାଯାଉଥିଲେ…

କରୋନା ସଂକ୍ରମଣର ପ୍ରତିବନ୍ଧକ ପାଇଁ ପାଞ୍ଚ ଯୋଡ଼ା ଟ୍ରେନ ବାତିଲ୍

ଭୁବନେଶ୍ବର : କରୋନା ମହାମାରୀ ସମୟରେ ଉପଯୁକ୍ତ ଯାତ୍ରୀ ନହେବା ଏବଂ କରୋନା ଭାଇରସ ସଂକ୍ରମଣକୁ ଦେଖି ପାଞ୍ଚ ଯୋଡା ଟ୍ରେନ୍ ବାତିଲ ହୋଇଛି । ପୂର୍ବତଟ ରେଳ ପରିସୀମା ମଧ୍ୟରୁ ବିଭିନ୍ନ ସ୍ଥାନକୁ ଯାତ୍ରା କରୁଥିବା ପାଞ୍ଚଟି ସ୍ୱତନ୍ତ୍ର ଟ୍ରେନ୍ ସେବାକୁ ବାତିଲ କରିବା ନେଇ ନିଷ୍ପତ୍ତି…

ଭୁବନେଶ୍ବରରୁ ଆଉ ୧୧୧୬ ପଜିଟିଭ୍, ୬୫୫ ସୁସ୍ଥ

ଭୁବନେଶ୍ବର : କରୋନା ମହାମାରୀ ମଧ୍ୟରେ ଏବେ ରାଜ୍ୟରେ ହଟସ୍ପଟ ପାଲଟିଛି ରାଜଧାନୀ ଭୁବନେଶ୍ବର । ପ୍ରତିଦିନ ଏଠାରୁ ବଢ଼ିବାରେ ଲାଗିଛି ସଂକ୍ରମିତଙ୍କ ସଂଖ୍ୟା । ଏହି କ୍ରମରେ ଆଜି ଭୁବନେଶ୍ବରରୁ ଅଞ୍ଚଳରୁ ଚିହ୍ନଟ ହୋଇଛନ୍ତି ୧୧୧୬ ଜଣ ପଜିଟିଭ୍ । କ୍ବାରେଣ୍ଟାଇନରୁ ୧୭୭ ଜଣ ଥିବା ବେଳେ,…

ଲକଡାଉନ ସମୟରେ ସ୍ବତନ୍ତ୍ର ମାର୍ଗରେ ଗଡିବ ‘ମୋ ବସ୍’

ଭୁବନେଶ୍ୱର: ଆସନ୍ତା ୫ରୁ ୧୯ ତାରିଖ ଯାଏଁ ବନ୍ଦ ରହିବ ମୋ ବସ୍ ସେବା। ରାଜ୍ୟବ୍ୟାପୀ ଲକଡାଉନ ପୂର୍ବରୁ ଏନେଇ କ୍ୟାପିଟାଲ୍ ରିଜିଅନ୍ ଅର୍ବାନ ଟ୍ରାନ୍ସପୋର୍ଟ ପକ୍ଷରୁ ସୂଚନା ଦିଆଯାଇଛି। କ୍ରୁଟ୍ ପକ୍ଷରୁ ଭୁବନେଶ୍ୱର, କଟକ ଏବଂ ପୁରୀରେ ମୋ ବସ୍ ସେବା ଚଳାଚଳ ହୋଇଥାଏ। ତେବେ ଏଭଳି…

ସୁସ୍ଥ ହେଲେ ଆଉ ୬୧୬୪ କରୋନା ଆକ୍ରାନ୍ତ

ଭୁବନେଶ୍ବର : ମହାମାରୀ କରୋନାକୁ ନେଇ ଏବେ ସାରା ରାଜ୍ୟରେ ଚିନ୍ତା । ପ୍ରତିଦିନ ସଂକ୍ରମିତ ସଂଖ୍ୟା ବଢୁଥିବାରୁ ଲୋକଙ୍କ ମନରେ ଛନକା ପଶିଲାଣି । ଏପରି ସ୍ଥିତିରେ ଆଜି ସାରା ରାଜ୍ୟରୁ ଆଜି ସୁସ୍ଥ ହୋଇଛନ୍ତି ଆଉ ୬୧୬୪ କରୋନା ଆକ୍ରାନ୍ତ । ଏନେଇ ଟ୍ବିଟ୍ କରି ସୂଚନା ଦେଇଛି ରାଜ୍ୟ…

ଅମ୍ଳଜାନ ଅଭାବ ହେତୁ ୬ କରୋନା ରୋଗୀଙ୍କ ମୃତ୍ୟୁ

ବେଙ୍ଗାଲୁରୁ: ବେଙ୍ଗାଲୁରୁ ସମେତ କର୍ଣ୍ଣାଟକର କିଛି ଅଂଶରେ ଅମ୍ଳଜାନ ସଙ୍କଟ ଆହୁରି ଗଭୀର ହେଉଛି ଏବଂ ଡାକ୍ତରଖାନାଗୁଡ଼ିକ ଅମ୍ଳଜାନ ଯୋଗାଣର ବ୍ୟବଧାନକୁ ନେଇ ଚିନ୍ତା ମଧ୍ୟ ବଢିଛି। ଅମ୍ଳଜାନ ଅଭାବ ହେତୁ ଚାମରାଜନଗର ଜିଲ୍ଲାରେ ୨୪ ଜଣଙ୍କର ମୃତ୍ୟୁ ହେବାର ଗୋଟିଏ ଦିନ ପରେ ମଙ୍ଗଳବାର ଦିନ…

ତୀରନ୍ଦାଜ ଜୟନ୍ତ ତାଲୁକଦାରଙ୍କୁ କରୋନା, ଆଇସିୟୁରେ ଭର୍ତି

ନୂଆଦିଲ୍ଲୀ: ପୂର୍ବ ଅଲିମ୍ପିଆନ ଓ ବିଶ୍ୱକପ ସ୍ୱର୍ଣ୍ଣ ବିଜେତା ତୀରନ୍ଦାଜ ଜୟନ୍ତ ତାଲୁକଦାର କରୋନା ସଂକ୍ରମିତ ହୋଇଛନ୍ତି । ତାଙ୍କର ଅକ୍ସିଜେନସ୍ତର କମିବାରୁ ଆଇସିୟୁରେ ଭର୍ତି କରାଯାଇଛି । ଅକ୍ସିଜେନ ନେଲେ ସେ ସୁସ୍ଥ ରହୁଛନ୍ତି ମାତ୍ର ଏହାକୁ କାଢ଼ିଦେବା ମାତ୍ରେ ଏହାର ସ୍ତର ପୁନର୍ବାର ଖସି…

ଘୁଞ୍ଚିଲା ଜେଇଇ ମେନ୍‌ ପରୀକ୍ଷା

ନୂଆଦିଲ୍ଲୀ: ଜେଇଇ ମେନ୍‌ (ମେ ସେସନ୍‌) ଘୁଞ୍ଚାଇଲା କେନ୍ଦ୍ର ଶିକ୍ଷା ମନ୍ତ୍ରଣାଳୟ। ମେ ୨୪, ୨୫, ୨୬, ୨୭ ଏବଂ ୨୮ ରେ ଅନୁଷ୍ଠିତ ହେବାକୁ ଥିବା ମିଳିତ ପ୍ରବେଶିକା ପରୀକ୍ଷା ଜେଇଇ ମେନ୍‌ର ମେ ସେସନ୍‌କୁ (NTA) ସ୍ଥଗିତ ରଖିଛି। ଦେଶରେ ବଢୁଥିବା କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଏହି…

ଦୃଶ୍ୟମ୨ର ହିନ୍ଦୀ ରିମେକ ରାଇଟ୍ସ କିଣିଲେ କୁମାର ମଙ୍ଗଲ

ମୁମ୍ବାଇ: ୨୦୧୫ରେ ରିଲିଜ ହୋଇଥିବା ଅଜୟ ଦେବଗନ ଅଭିନୀତ ଦୃଶ୍ୟମ ବକ୍ସ ସଫଳତା ସହ ଅନେକ ପ୍ରଶଂସା ସାଉଁଟିଥିଲେ । ଏହା ମୋହନଲାଲ ଅଭିନୀତ ମାଲାୟଲମ ଫିଲ୍ମର ରିମେକ ଥିଲା । ନିକଟରେ ମାଲାୟଲମରେ ଦୃଶ୍ୟମ୨ ଫିଲ୍ମ ରିଲିଜ ହେବା ସହ ସଫଳତା ହାସଲ କରିଛି । ଏହା ଦେଖି କୁମାର ମଙ୍ଗଲ ଏହାର ହିନ୍ଦୀ…