Latest Odisha News

BREAKING NEWS

ପ୍ରାଥମିକ ଚିକିତ୍ସା କେନ୍ଦ୍ରର ଶୁଭାରମ୍ଭ, ମିଳିବ ଜରୁରୀକାଳୀନ ଚିକିତ୍ସା ସୁବିଧା 

ପୁରୀ: ପ୍ରାଥମିକ ଚିକିତ୍ସା କେନ୍ଦ୍ରର ଶୁଭାରମ୍ଭ ହୋଇଛି । ପୁରୀର ଶ୍ରୀଜଗନ୍ନାଥ ମନ୍ଦିରର ଅଗଣିତ ଭକ୍ତ, ସେବାୟତ, କର୍ମଚାରୀଙ୍କ ସ୍ଵାସ୍ଥ୍ୟ ଜନିତ ଜରୁରୀ କାଳୀନ ଆବଶ୍ୟକତା ନିମନ୍ତେ ଖୋଲା ଯାଇଥିବା ପ୍ରାଥମିକ ଚିକିତ୍ସା କେନ୍ଦ୍ର ଆଜିଠାରୁ କାର୍ଯ୍ୟ ଆରମ୍ଭ କରିଛି । ଦର୍ଶନ ପାଇଁ…

ଆଗ ବ୍ୟାଟିଂ କରିବ ବାଙ୍ଗାଲୋର

ଚେନ୍ନାଇ:ଚଳିତ ଇଣ୍ଡିଆନ ପ୍ରିମିୟର ଲିଗରେ ବୁଧବାର ମୁକାବିଲାରେ ଟସ୍ ଜିତି ସନରାଇଜର୍ସ ହାଇଦ୍ରାବାଦ ପ୍ରଥମେ ଫିଲ୍ଡିଂ କରିବା ପାଇଁ ନିଷ୍ପତି ନେଇଛି । ବିରାଟ କୋହଲି ନେତୃତ୍ୱାଧୀନ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ପ୍ରଥମେ ବ୍ୟାଟିଂ କରିବ । ଏଠାକାର ପିଚରେ ପ୍ରଥମେ ବ୍ୟାଟିଂ କରୁଥିବା ଦଳର…

ତାତିରୁ ସାମାନ୍ୟ ଆଶ୍ବସ୍ତି, ୪୦ ଡିଗ୍ରୀ ଉପରେ ବାରିପଦା ଓ ଝାରସୁଗୁଡ଼ା

ଭୁବନେଶ୍ବର : ରାଜ୍ୟରେ ତାତିରୁ ମିଳିଛି ଆଶ୍ବସ୍ତି । ଆଜି ସାରା ରାଜ୍ୟରେ ପାରଦ ହ୍ରାସ ପାଇଥିବା ବେଳେ, ଗ୍ରୀଷ୍ମ ପ୍ରବାହରୁ ଲୋକଙ୍କୁ ମିଳିଛି ସାମାନ୍ୟ ଆଶ୍ବସ୍ତି । ଆଜି ବାରିପଦାରେ ତାପମାତ୍ରା ସର୍ବାଧିକ ୪୨.୪ ଡିଗ୍ରୀ ଥିବା ବେଳେ, ଝାରସୁଗୁଡ଼ାରେ ତାପମାତ୍ରା ୪୦ ଡିଗ୍ରୀ ରହିଛି । ଏନେଇ…

ଜିମ୍ବାୱେ କ୍ରିକେଟର ହିଥ ଷ୍ଟ୍ରିକ ୮ ବର୍ଷ ପାଇଁ ବାସନ୍ଦ

ଦୁବାଇ: ଆନ୍ତର୍ଜାତୀୟ କ୍ରିକେଟ କାଉନସିଲ ଜିମ୍ବାୱେର ପୂର୍ବତନ ଅଧିନାୟକ ତଥା କୋଚ ହିଥ ଷ୍ଟ୍ରିକଙ୍କୁ ୮ ବର୍ଷ ପାଇଁ ବାସନ୍ଦ କରିଛି । ୨୦୨୯ ମାର୍ଚ୍ଚ ୨୭ ପର୍ଯ୍ୟନ୍ତ ସେ କ୍ରିକେଟ ସହ କୌଣସି ପ୍ରକାର ଯୋଡି ହୋଇ ପାରିବେ ନାହିଁ । ଆଇସିସି ଦୁର୍ନୀତି ନିବାରଣ ନିୟମ ଉଲ୍ଲଂଘନ କରିଥିବା ଯୋଗୁ ସେ…

ମାଆ ହେବାକୁ ଯାଉଛନ୍ତି ଫିଲ୍ମ ହ୍ୟାରି ପୋଟର ଅଭିନେତ୍ରୀ, ଫଟୋ ସେୟାର କରି ଦେଖାଇଲେ ବେବି ବମ୍ପ 

ନୂଆଦିଲ୍ଲୀ: ପ୍ରସିଦ୍ଧ ହଲିଉଡ ଫିଲ୍ମ ହ୍ୟାରି ପୋଟର ଅଭିନେତ୍ରୀ ଖୁସି ଖବର ଦେବାକୁ ଯାଉଛନ୍ତି । ଅଭିନେତ୍ରୀ ଅଫସାଂ ଆଜାଦ ଖୁବଶୀଘ୍ର ମାଆ ହେବାକୁ ଯାଉଛନ୍ତି । ଇନ୍‌ଷ୍ଟାଗ୍ରାମରେ ଏକ ଫଟୋ ସେଆର କରି ସେ ଏହି ଗୁଡ୍‌ ନ୍ୟୁଜ୍‌ ଦେଇଛନ୍ତି । ଫଟୋରେ ଅଭିନେତ୍ରୀ ଜଣଙ୍କ ନିଜ ବେବି ବମ୍ପକୁ…

ଭୁବନେଶ୍ବର ମହାନଗର ନିଗମ ଅଞ୍ଚଳରୁ ୩୦୭ ପଜିଟିଭ୍ ଚିହ୍ନଟ

ଭୁବନେଶ୍ବର : ରାଜ୍ୟରେ ଦିନକୁ ଦିନ ବୃଦ୍ଧି ପାଉଛି କରୋନା ସଂକ୍ରମଣ । ୨୪ ଘଣ୍ଟା ମଧ୍ୟରେ ରାଜ୍ୟରୁ ଆକ୍ରାନ୍ତ ସଂଖ୍ୟା ଦୁଇ ହଜାର ଟପିଥିବା ବେଳେ, ଆଜି ଭୁବନେଶ୍ବରରୁ ଚିହ୍ନଟ ହୋଇଛନ୍ତି ୩୦୭ ଜଣ ସଂକ୍ରମିତ । ଏଥିରୁ ୬୯ ଜଣ କ୍ବାରେଣ୍ଟାଇନରୁ ଥିବା ବେଳେ, ଲୋକାଲ କେସ୍ ରହିଛି ୨୩୮ ।…

ରାଜ୍ୟରୁ ସୁସ୍ଥ ହେଲେ ୬୧୦ କରୋନା ଆକ୍ରାନ୍ତ

ଭୁବନେଶ୍ବର : ରାଜ୍ୟରେ ଦିନକୁ ଦିନ କରୋନା ଆକ୍ରାନ୍ତ ସଂଖ୍ୟା ମୁଣ୍ଡ ଟେକୁଥିବା ବେଳେ ଆଜି ସୁସ୍ଥ ହୋଇଛନ୍ତି ୬୧୦ ଜଣ ଆକ୍ରାନ୍ତ । ସମସ୍ତଙ୍କୁ ହସପିଟାଲରୁ ଡିସଚାର୍ଜ କରାଯାଇଛି । ଏନେଇ ଟ୍ବିଟ୍ କରି ସୂଚନା ଦେଇଛି ରାଜ୍ୟ ସ୍ବାସ୍ଥ୍ୟ ବିଭାଗ । ଆଜି ନୂଆପଡ଼ାରୁ ସର୍ବାଧିକ ୧୨୦ ଜଣ…

କର୍କଟ ସହ ଲଢୁଥିବା ବନ୍ଧୁଙ୍କୁ ସମର୍ଥନ କରିବା ପାଇଁ ନିଜ କେଶ କାଟିଲେ ବ୍ୟକ୍ତି

ନୂଆଦିଲ୍ଲୀ: ପ୍ରକୃତ ବନ୍ଧୁ ଅର୍ଥ କେବଳ ସୁଖରେ ନୁହେଁ ବରଂ ଦୁଃଖ ସମୟରେ ବି ସାଥୀରେ ରହିଥାଏ। ସେହିଭଳି ଏକ ପ୍ରକୃତ ବନ୍ଧୁତାର ଉଦାହରଣ ଦେଖିବାକୁ ମିଳିଛି ସ୍ପେନରେ। ସ୍ପେନର ଜଣେ ବ୍ୟକ୍ତି କର୍କଟ ସହ ଲଢୁଥିବା ବନ୍ଧୁଙ୍କୁ ସମର୍ଥନ କରିବା ପାଇଁ ନିଜ କେଶ କାଟିଦେଇଛନ୍ତି। ତେବେ ଘଟଣାକ୍ରମ…

ପିପିଲି ଉପନିର୍ବାଚନ ପାଇଁ ଘୋଷଣା ହେବ ସାନି ତାରିଖ

ଭୁବନେଶ୍ବର : କଂଗ୍ରେସ ପ୍ରାର୍ଥୀ ଅଜିତ୍ ମଙ୍ଗରାଜଙ୍କ ଦେହାନ୍ତ ପରେ ବନ୍ଦ ହେବ ପିପିଲି ଉପନିର୍ବାଚନ । ସାନି ଉପନିର୍ବାଚନ ପାଇଁ ଘୋଷଣା ହେବ ସାନି ତାରିଖ । ଜିଲ୍ଲା ରିଟର୍ଣ୍ଣିଂ ଅଫିସରଙ୍କ ରିପୋର୍ଟ ପରେ ଏ ଦିଗରେ ପଦକ୍ଷେପ ନିଆଯିବ । ତେବେ ରିପୋର୍ଟ ମିଳିବା ପରେ ମୁଖ୍ୟ ନିର୍ବାଚନ…

ଅଜିତ ମଙ୍ଗରାଜଙ୍କ ଦେହାନ୍ତରେ ମୁଖ୍ୟମନ୍ତ୍ରୀ ଓ ରାଜ୍ୟପାଳଙ୍କ ଗଭୀର ଶୋକ

ଭୁବନେଶ୍ବର: ଅଜିତ ମଙ୍ଗରାଜଙ୍କ ଦେହାନ୍ତରେ ମୁଖ୍ୟମନ୍ତ୍ରୀ ଗଭୀର ଶୋକ ପ୍ରକୋଶ କରିଛନ୍ତି । ଅଜିତଙ୍କ ଦେହାନ୍ତ ବିଷୟରେ ଜାଣି ଖୁବ ଦୁଃଖିତ ଓ ମର୍ମାହତ ଥିବା କହିଛନ୍ତି । ଶୋକ ସନ୍ତପ୍ତ ପରିବାରବର୍ଗଙ୍କୁ ସମବେଦନା ଜଣାଇବା ସହ ଅମର ଆତ୍ମାର ସଦଗତି କାମନା କରିଛନ୍ତି ନବୀନ ପଟ୍ଟନାୟକ ।…