Latest Odisha News

BREAKING NEWS

ଛତିଶଗଡ଼ ରାୟପୁରରେ ଲକଡାଉନ୍

ରାୟପୁର : ଦେଶରେ ମୁଣ୍ଡ ଟେକୁଛି କରୋନା ସଂକ୍ରମଣ । ଦୃତ ଗତିରେ ପଜିଟିଭ୍ ସଂଖ୍ୟା ବଢୁଥିବାରୁ ମୁକାବିଲା ପାଇଁ ପୁଣି ଥରେ ଫେରିଛି ଲକଡାଉନ । କରୋନାର ଦ୍ବିତୀୟ ଲହରରେ ଅଧିକାଂଶ ଆକ୍ରାନ୍ତ ଚିହ୍ନଟ ହେଉଥିବାରୁ ମୁକାବିଲା ପାଇଁ ବଡ଼ ପଦକ୍ଷେପ ଛତିଶଗଡ଼ ସରକାର । ଆସନ୍ତା ୯ ତାରିଖରୁ ରାଜ୍ୟର…

ମାଓବାଦୀ-ସୁରକ୍ଷାକର୍ମୀ ମୁହାଁମୁହିଁ: ଛତ୍ରଭଙ୍ଗ ଦେଲେ ମାଓବାଦୀ, ବହୁ ମାଓ ସାମଗ୍ରୀ ଜବତ

କନ୍ଧମାଳ: ପୁଣି ମାଓବାଦୀ-ସୁରକ୍ଷାକର୍ମୀ ମୁହାଁମୁହିଁ । କନ୍ଧମାଳ ଜିଲ୍ଲା ଗୋଛାପଡ଼ା ଥାନା ଅନ୍ତର୍ଗତ କୋଲମ୍ପରା ଗାଁ ନିକଟସ୍ଥ ଜଙ୍ଗଲରେ ଏସଓଜି ଓ ଡିଭିଏଫ ଯବାନ ମିଳିତ କମ୍ବିଂ ଅପରେସନ ଚାଲିଥିଲେ । କମ୍ବିଂ ବେଳେ ମାଓବାଦୀଙ୍କ ସହ ସେମାନେ ମୁହାଁମୁହିଁ ହୋଇଥିଲେ । ମାଓବାଦୀଙ୍କୁ…

ଆଜି ବଲିଉଡର ସୁପରଷ୍ଟାର ଜିତେନ୍ଦ୍ରଙ୍କ ଜନ୍ମଦିନ: ତାଙ୍କ ବିଷୟରେ ଜାଣନ୍ତୁ କିଛି ବିଶେଷ କଥା …

ମୁମ୍ବାଇ : ଆଜି ବଲିଉଡ ଅଭିନେତା ଜିତେନ୍ଦ୍ରଙ୍କ ୭୬ ତମ ଜନ୍ମଦିନ । ସେ ନିଜ କ୍ୟାରିୟରରେ ଅନେକ ଫିଲ୍ମରେ ଅଭିନୟ କରିଛନ୍ତି । ୬୦ରୁ ୯୦ ଦଶକ ମଧ୍ୟରେ ୨୦୦ ଟି ଫିଲ୍ମ କରି ଦର୍ଶକଙ୍କ ମନ ଜିତିପାରିଛନ୍ତି । ହିନ୍ଦୀ ସିନେମାର ଏକମାତ୍ର ଅଭିନେତା ଯିଏ କି ତାଙ୍କ କ୍ୟାରିୟରରେ ୮୦ଟି ରିମେକ…

ଟିକା ନେଲେ ଅଭିନେତା ସୋନୁ ସୁଦ

ମୁମ୍ବାଇ: କରୋନା ଟିକାର ପ୍ରଥମ ଡୋଜ ନେ‌ଲେ ଅଭିନେତା ସୋନୁ ସୁଦ। ଏହାସହିତ ସୋନୁ ସୋସିଆଲ ମିଡିଆରେ ଟିକା ନେଉଥିବର ଏକ ପୋଷ୍ଟ ସେୟାର୍‌ କରିଛନ୍ତି ଯାହା ସେମାନଙ୍କ ପ୍ରଶଂସକମାନଙ୍କୁ ଟିକାକରଣ କରିବାକୁ ଉତ୍ସାହିତ କରିବ ବୋଲି ସେ ଆଶା କରିଛନ୍ତି। କୋଭିଡ୍‌ ଟିକା ଗ୍ରହଣ କରୁଥିବା ଏକ…

ସିଲ୍ ହେଲା ରାମ ମନ୍ଦିର କମ୍ୟୁନିଟି ହଲ୍

ଭୁବନେଶ୍ବର : ରାଜ୍ୟରେ ଦୃତ ଗତିରେ ବବଢ଼ିବାରେ ଲାଗିଛି କରୋନା ସଂକ୍ରମଣ । ଗତ ୨୪ ଘଣ୍ଟାରେ ରାଜ୍ୟରୁ ଚିହ୍ନଟ ହୋଇଛନ୍ତି ୭୦୦ ଅଧିକ ପଜିଟିଭ୍ । ସଂକ୍ରମଣକୁ ରୋକିବା ପାଇଁ ଚଢ଼ାଉ ଅଭିଯାନକୁ କଡ଼ାକଡି କରାଯାଉଛି । ଏହି କ୍ରମରେ ଆଜି ବିଏମ୍‌ସି ପକ୍ଷରୁ ବିଭିନ୍ନ ସ୍ଥାନରେ ଚଢ଼ାଉ କରାଯାଇଛି…

ନର୍ସିଂହୋମ, ଲ୍ୟାବ୍ ଓ ଡାଇଗ୍ନୋଷ୍ଟିକ ସେଣ୍ଟରରେ ସିଏମସିର ଚଢ଼ାଉ

କଟକ : କରୋନା ପାଇଁ କଟକରେ କଠୋର ହୋଇଛି ସିଏମସି । ସାମାଜିକ ଦୂରତା ସହ ମାସ୍କ ଚେକିଂକୁ କଡ଼ାକଡ଼ି କରିଛି ଏନଫୋର୍ସମେଣ୍ଟ ଟିମ୍ । ରାଣୀହାଟ ଓ ମଙ୍ଗଳାବାଗ୍ ଅଞ୍ଚଳରେ ଥିବା ବିଭିନ୍ନ ନର୍ସିଂ ହୋମ୍, ଲ୍ୟାବ୍ ଓ ଡାଇଗ୍ନୋଷ୍ଟିକ ସେଣ୍ଟରରେ ଚଢାଉ କରିଛି ସ୍ବତନ୍ତ୍ର ସ୍କ୍ବାଡ । କରୋନା…

ଡ.ହରେକୃଷ୍ଣ ମହତାବଙ୍କ ପୁସ୍ତକ ‘ଓଡିଶା ଇତିହାସ’ର ହିନ୍ଦୀ ଅନୁବାଦ ରିଲିଜ କରିବେ ପ୍ରଧାନମନ୍ତ୍ରୀ ମୋଦୀ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଉତ୍କଳ କେଶରୀ ଡ. ହରେକୃଷ୍ଣ ମହତାବଙ୍କ ଦ୍ୱାରା ଲିଖିତ ‘ଓଡିଶା ଇତିହାସ’ର ହିନ୍ଦୀ ଅନୁବାଦକୁ ଏପ୍ରିଲ ୯ରେ ନୂଆଦିଲ୍ଲୀର ଜନପଥରେ ଥିବା ଆମ୍ବେଦକର ଅନ୍ତର୍ଜାତୀୟ କେନ୍ଦ୍ରରେ ରିଲିଜ କରିବେ। ଏହି କାର୍ଯ୍ୟକ୍ରମ ହରେକୃଷ୍ଣ ମହତାବ ଫାଉଣ୍ଡେସନ୍…

 ୫୧ କେଜି ଗଞ୍ଜେଇ ଜବତ, ପଶ୍ଚିମବଙ୍ଗ ହେଉଥିଲା ଚାଲାଣ, ୩ ଗିରଫ

ଗୋପାଳପୁର: ୫୧ କେଜି ଗଞ୍ଜେଇ ଜବତ କରିଛି ଅବକାରୀ ଗୁଇନ୍ଦା ବିଭାଗ । ଗଞ୍ଜେଇ ପଶ୍ଚିମବଙ୍ଗ ଚାଲାଣ ହେଉଥିବା ବେଳେ ଗୋପାଳପୁର ନିକଟରେ ଧରାପଡିଛି । ଏଥିରେ ୩ ଜଣଙ୍କୁ ଗିରଫ କରାଯାଇଛି । ଗିରଫ ବ୍ୟକ୍ତିମାନେ ହେଲେ ୱାସିମ ହସନ, ସି.କେ ମୁସ୍ତାକିମ ଓ ଏସ କେ ମନ୍ନନ । ଏମାନେ ସମସ୍ତେ…

କାରରେ ଏକୁଟିଆ ଯାତ୍ରା କରୁଥିଲେ ବି ମାସ୍କ ପିନ୍ଧିବା ବାଧ୍ୟତାମୂଳକ

ନୂଆଦିଲ୍ଲୀ : ଦେଶରେ ବଢୁଥିବା କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଗୁରୁତ୍ବପୂର୍ଣ୍ଣ ରାୟ ଶୁଣାଇଛନ୍ତି ଦିଲ୍ଲୀ ହାଇକୋର୍ଟ । ଏଣିକି କାରରେ ଏକୁଟିଆ ଯାତ୍ରା କରୁଥିଲେ ବି ମାସ୍କ ପିନ୍ଧିବା ବାଧ୍ୟତାମୂଳକ ବୋଲି କହିଛନ୍ତି ଦିଲ୍ଲୀ ହାଇକୋର୍ଟ । କୋର୍ଟ କାରକୁ ସର୍ବସାଧାରଣ ସ୍ଥାନ କହିବା…

ପଦ୍ମଶ୍ରୀ ଫାତିମା ଆର ଜାକରିଆଙ୍କ କରୋନାରେ ଦେହାନ୍ତ 

ନୂଆଦିଲ୍ଲୀ: ଜଣାଶୁଣା ସାମ୍ବାଦିକ ଓ ଲେଖକ ଫାତିମା ଆର ଜାକରିଆଙ୍କ ଦେହାନ୍ତ ହୋଇଛି । ମୃତ୍ୟୁ ବେଳକୁ ତାଙ୍କୁ ୮୫ ବର୍ଷ ବୟସ ହୋଇଥିଲା । କିଛି ଦିନ ପୂର୍ବରୁ ଫାତିମା କରୋନାରେ ପୀଡିତ ଥିଲେ । ସେ ମହାରାଷ୍ଟ୍ରର ଔରଙ୍ଗାବାଦର ଏକ ଡାକ୍ତରଖାନାରେ ଚିକିତ୍ସିତ ହେଉଥିଲେ । ଆଜି ସକାଳେ ତାଙ୍କର…