Latest Odisha News

BREAKING NEWS

ଘଡ଼ଘଡ଼ି ସହ ବର୍ଷା ସମ୍ଭାବନା, ୭ ଜିଲ୍ଲାକୁ ୩ ଘଣ୍ଟା ଯାଏ ପାଣିପାଗ ବିଭାଗର ସତର୍କତା

ଭୁବନେଶ୍ୱର: ଘଡ଼ଘଡ଼ି ସହ ବର୍ଷା ଓ ବଜ୍ରପାତ ନେଇ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ସତର୍କତା ଜାରି କରିଛି । ୭ ଗୋଟି ଜିଲ୍ଲା ପାଇଁ ଜାରି ହୋଇଛି ସତର୍କତା । ଉତ୍ତର ପଶ୍ଚିମ ଓଡିଶାର ୭ ଜିଲ୍ଲାରେ ବିଜୁଳି ଘଡଘଡି ସହ ବଜ୍ରପାତ ହେବା ନେଇ ୟେଲୋ ୱାର୍ଣ୍ଣିଂ ଜାରିହୋଇଛି। ଆଗାମୀ ୩ ଘଣ୍ଟା…

ବିଜୟ ହଜାରେ ଟ୍ରଫିରେ ଆଉ ଏକ ରେକର୍ଡ କଲେ ପୃଥ୍ୱୀ ଶ’

ମୁମ୍ବାଇ: ଚଳିତ ବିଜୟ ହଜାରେ ଟ୍ରଫି କ୍ରିକେଟରେ ପୃଥ୍ୱୀ ଶ’ ଗୋଟିଏ ପରେ ଗୋଟିଏ ରେକର୍ଡ କରିବାରେ ଲାଗିଛନ୍ତି । ମୁମ୍ବାଇର ଏହି ବ୍ୟାଟ୍ସମ୍ୟାନ ଗୋଟିଏ ସିଜନରେ ସର୍ବାଧିକ ରନ ସଂଗ୍ରହ କରି ନୂତନ କୀର୍ତିମାନ ସ୍ଥାପନ କରିଛନ୍ତି । ୨୦୧୭-୧୮ରେ ମୟଙ୍କ ଅଗ୍ରୱାଲ ୭୨୩ ରନ କରିଥିବା ବେଳେ ପୃଥ୍ୱୀ…

ଆଜି ବିଶ୍ୱ କିଡନୀ ଦିବସ: ଜାଣନ୍ତୁ ରୋଗର ଲକ୍ଷଣ ବିଷୟରେ

ଦିନକୁ ଦିନ ଭାରତରେ କିଡନୀ ରୋଗୀଙ୍କ ସଂଖ୍ୟା ବଢିବାରେ ଲାଗିଛି । କେବଳ ଆମ ରାଜ୍ୟରେ ଦୁଇ ଲକ୍ଷରୁ ଅଧିକ କିଡନୀ ରୋଗୀ ଥିବା ବେଳେ ବର୍ଷକୁ ୪୦୦ରୁ ଅଧିକ ଜଣଙ୍କର ଏହି ରୋଗରେ ମୃତ୍ୟୁ ହୋଇଥାଏ । ଲୋକଙ୍କୁ ଏ ନେଇ ସଚେତନ କରିବା ପାଇଁ ପ୍ରତିବର୍ଷ ମାର୍ଚ୍ଚ ୧୧ ତାରିଖକୁ ବିଶ୍ୱ କିଡନୀ ଦିବସ ରୂପେ…

ପ୍ରଥମେ ଦେଶର ଚାହିଦା ପୂରଣ କର ପରେ ବିଦେଶ କଥା ଚିନ୍ତା କରିବ: ଭ୍ୟାକ୍ସିନ୍‌କୁ ନେଇ ସରକାରଙ୍କୁ ଦିଲ୍ଲୀ…

ନୂଆଦିଲ୍ଲୀ: କରୋନାକୁ ନେଇ ସାରା ବିଶ୍ୱ ଏବେବି ଚିନ୍ତାରେ । ବାରମ୍ୱାର ଫେଲ୍‌ ମାରିବା ପରେ ଭାରତ କୋଭିଡ୍‌ ଭ୍ୟାକ୍ସିନ୍‌କୁ ଲୋକଙ୍କ ପାଇଁ ପହଞ୍ଚାଇବାରେ ସକ୍ଷମ ହୋଇଛି । ଖାଲି ଭାରତ ଭିତରେ ଏହି ଭ୍ୟାକ୍ସିନ୍‌ର ବ୍ୟବହାର କରାଯାଇ ନାହିଁ । ଏହାକୁ ଭାରତ ସରକାର ବିଶ୍ୱର ବିଭିନ୍ନ କୋଣରେ…

କବିତା: ଆଜି ଯେ ଜାଗର

ସାଧନା ପଣ୍ଡା  ତୁମ ଆରାଧନା କରନ୍ତି ଭକତେ ପୂଜା ପାଉଅଛ ଏ ମହି ମରତେ 'ମୁଁ ‘କାର’ ବରଜି ‘ଓଁ’ କାରକୁ ହେଜି ଜାଗର ପାଳିବୁ ଆଜି ଭକ୍ତି ଚିତ୍ତେ । ପ୍ରତି ରାତ୍ରି ଜାଳି ନୟନ ଦୀପାଳି ହୃଦ କପିଳାସ ଭକ୍ତି ରସେ ବାହି ପ୍ରୀତି ଝର ଆନନ୍ଦ ଅଶ୍ରୁର ସ୍ୱୟଂ ସ୍ୱୟମ୍ଭୁଙ୍କୁ ଜପେ ହରଷେ…

କଟକଣା ଭିତରେ ବଲାଙ୍ଗିର ଜିଲ୍ଲାରେ ଚାଲିଛି ଶିବରାତ୍ରୀ ପୂଜା, ମଧ୍ୟରାତିରେ ଉଠିବ ମହାଦୀପ

ବଲାଙ୍ଗିର: ରୀତିନୀତି ଅନୁଯାଇ ବଲାଙ୍ଗିର ଜିଲ୍ଲାରେ ପାଳିତ ହୋଇଛି ଜାଗର । ଜିଲ୍ଲାର ପ୍ରସିଦ୍ଧ ହରିଶଙ୍କର, ରାଣୀପୁର ଝରିଏଲ ଶୈବ ପୀଠ, ଟିଟିଲାଗଡ ଶୈବପୀଠ, ବେଲଖଣ୍ଡି ଶୈବ ପୀଠ, ବଲାଙ୍ଗିର ସୁର୍ଡା, ଆଠଗାଁ, ସହରର ବିଭିନ୍ନ ଶୈବ ପୀଠରେ ଚାଲିଛି ଜାଗର ପୂଜା । ସକାଳ ୩ଟାରୁ ମନ୍ଦିର ଦ୍ବାର…

ମନ୍ଦିରରେ କୋଭିଡ୍ ଗାଇଡ୍ ଲାଇନ୍ ଉଲଂଘନ କଲେ ବନ୍ଦ ହେବ ମନ୍ଦିର 

ଭୁବନେଶ୍ବର: ମନ୍ଦିରରେ କୋଭିଡ୍ ଗାଇଡ୍ ଲାଇନ୍ ଉଲଂଘନ କଲେ ବନ୍ଦ ହେବ ମନ୍ଦିର । ମହାଶିବରାତ୍ରୀ ଉପଲକ୍ଷେ ଶ୍ରୀଲିଙ୍ଗରାଜ ମନ୍ଦିର ଚତୁଃପାର୍ଶ୍ବରେ ବ୍ୟାପକ ପୋଲିସ ବ୍ୟବସ୍ଥା କରାଯାଇଛି । ଭକ୍ତମାନଙ୍କ ଗାଡିଗୁଡିକ ପାର୍କିଂ ପାଇଁ ତିନୋଟି ସ୍ଥାନରେ ବ୍ୟବସ୍ଥା ରହିଛି । ମନ୍ଦିର ମୁଖ୍ୟ ଦ୍ବାର…

୪ ଘଣ୍ଟାର ଅପରେସନ୍ ପରେ କୂଅରୁ ଉଦ୍ଧାର ହେଲା ହାତୀ

ଅନୁଗୁଳ: ଅନୁଗୁଳ ବ୍ଲକ ଶରଧାପୁର ପଞ୍ଚାୟତ ବାଲିଜେରେଙ୍ଗ ଗାଁର ଏକ କୂଅରେ ଖସି ପଡ଼ିଥିବା ମାଈ ହାତୀ ଉଦ୍ଧାର ହୋଇଛି । ରାତି ପ୍ରାୟ ୨ଟା ବେଳେ ହାତୀଟି ଖସି ପଡ଼ିଥିବା ବେଳେ ୮ ଘଣ୍ଟା ପରେ କୂଅରୁ ମୁକୁଳିଛି । ପ୍ରାୟ ୪ ଘଣ୍ଟାର ଉଦ୍ଧାର କାର୍ଯ୍ୟ ପରେ ହାତୀଟିକୁ ସଫଳତାର ସହ କୂଅ ମଧ୍ୟରୁ…

କୁକୁର ସହ ଦୁଷ୍କର୍ମ କରି ୬୮ ବର୍ଷୀୟ ବୃଦ୍ଧ ଗିରଫ

ମୁମ୍ବାଇ: କୁକୁର ଦୁଷ୍କର୍ମ ଅଭିଯୋଗ, ବନ୍ଧାହେଲେ ବୃଦ୍ଧ । କୁକୁରକୁ ଦୁଷ୍କର୍ମ ଅଭିଯୋଗରେ ମୁମ୍ବାଇ ପୋଲିସ ଜଣେ ୬୮ ବର୍ଷୀୟ ବୃଦ୍ଧଙ୍କୁ ଗିରଫ କରିଛି । ଅଭିଯୁକ୍ତ ଜଣଙ୍କ ୬୮ ବର୍ଷୀୟ ଅହମଦ ସାହି । ସେ ଜୁହୁ ଗୁଲି ଅଞ୍ଚଳର ପନିପରିବା ବିକ୍ରି କରନ୍ତି ବୋଲି ମୁମ୍ବାଇ ପୋଲିସ ସୂଚନା ଦେଇଛି ।…

ଏମଏସ୍‌ଏମଇ ବାଣିଜ୍ୟ ମେଳାରେ ମନ ମୋହିଲା ମୌସୁମୀଙ୍କ ହାତ ତିଆରି ଚକୋଲେଟ୍ ଓ ମିଠା ଦହି

ଭୁବନେଶ୍ୱର: ଚଳିତ ବର୍ଷ ଏମଏସ୍‌ଏମ୍‌ଇ ବାଣିଜ୍ୟ ମେଳାରେ ୩୬ ନମ୍ବର ଷ୍ଟଲରେ ଦେଖିବାକୁ ମିଳିଥିଲା ଭିଡ । ଷ୍ଟଲରେ ମିଳୁଥିଲା ହାତ ତିଆରି ଚକୋଲେଟ୍ ଓ ମିଠା ଦହି । ଯାହାକୁ ଖାଇବା ପାଇଁ ଲୋକଙ୍କ ମଧ୍ୟରେ ବେଶ୍ ଆଗ୍ରହ ଦେଖିବାକୁ ମିଳିଥିଲା । ଏହି ଷ୍ଟଲର ମାଲିକ ଥିଲେ ମୌସୁମୀ ପଟ୍ଟନାୟକ ।…