Latest Odisha News

BREAKING NEWS

ଗ୍ଲୋବାଲ୍‍ ୱେଷ୍ଟର୍ଣ୍ଣ ଓଡ଼ିଶା ତରଫରୁ ଆନ୍ତର୍ଜାତିକ ମହିଳା ଦିବସ ପାଳନ

ଭୁବନେଶ୍ୱର: ନାରୀ ଶାନ୍ତି, ମୈତ୍ରୀ, ପ୍ରୀତି, ଶକ୍ତି ଓ ସମୃଦ୍ଧିର ଓଜସ୍ୱିନୀ ଉତ୍ସ ବୋଲି ବିଶିଷ୍ଟ ବ୍ୟକ୍ତିମାନେ ମତପ୍ରକାଶ କରିଛନ୍ତି । ମହିଳାଙ୍କୁ ସଠିକ ସୁବିଧା, ସୁଯୋଗ ଓ ସାକାରାତ୍ମକ ସମର୍ଥନ ମିଳେ ତେବେ ସମାଜରେ ଶ୍ରେଷ୍ଠତ୍ୱ ହାସଲ କରିବା ସେମାନଙ୍କ ପକ୍ଷରେ ସହଜସାଧ୍ୟ ବ୍ୟାପାର…

ଓସାକ୍ସରେ ପାଳିତ ହେଲା ଅନ୍ତର୍ଜାତୀୟ ମହିଳା ଦିବସ

ଭୁବନେଶ୍ୱର: ସୁସ୍ଥ ସମାଜ ଗଠନ କ୍ଷେତ୍ରରେ ମହିଳାମାନଙ୍କ ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ନାରୀମାନଙ୍କ ଭିତରେ ଥିବା ସୁପ୍ତ ଶକ୍ତିକୁ ଜାଗ୍ରତ କରି ଏକ ଶକ୍ତିଶାଳୀ ଓ ବଳିଷ୍ଠ ସମାଜ ଗଠନ କରିବା ପାଇଁ ଆହୁରି ଅଧିକ ପ୍ରୟାସର ଆବଶ୍ୟକତା ରହିଛି ବୋଲି ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର…

ଓଲିଉଡକୁ ଫେରିଲେ ଆର୍ଯ୍ୟନ୍

ଭୁବନେଶ୍ୱର: ଫିଲ୍ମ “ଯୋଗୀ”ରେ ସାଜିଥିଲେ ମୁଖ୍ୟ ନାୟକ । ଦର୍ଶକଙ୍କ ଦୃଷ୍ଟି ଆକର୍ଷଣ ବି କରିଥିଲେ । ହେଲେ ହଠାତ୍ କୌଣସି କାରଣ ପାଇଁ ଓଡିଆ ଚଳଚ୍ଚିତ୍ର ଦୁନିଆରୁ ଉଭାନ୍ ହୋଇଯାଇଥିଲେ । ତେବେ ଦୀର୍ଘ ୩ ବର୍ଷର ବ୍ୟବଧାନ ପରେ ପୁଣିଥରେ ସେ ଓଲିଉଡକୁ ଫେରିଛନ୍ତି । ଏଠି ଆମେ ଅନ୍ୟ କାହା କଥା…

ଭାଇରାଲ୍ ପୋଷ୍ଟମୋର୍ଟମ: ବିସିସିଆଇ ଛାଡି ରାଜନୀତିରେ ପାଦ ଥାପିବେ କି ସୌରଭ ଗାଙ୍ଗୁଲି ?

ଭୁବନେଶ୍ୱର: ଅଭିନେତାରୁ ନେତା ସାଜିଛନ୍ତି ବଲିଉଡର ଦାଦା ମିଥୁନ ଚକ୍ରବର୍ତ୍ତୀ । ଆଉ ଏବେ ବିସିସିଆଇ ପ୍ରେସିଡେଣ୍ଟ ସୌରଭ ଗାଙ୍ଗୁଲିଙ୍କ ନାଁ ସାମ୍ନାକୁ ଆସିଛି । ଏପରିକି ତାଙ୍କ ନାଁରେ ପୋଷ୍ଟର ବି ସୋସିଆଲ୍ ମିଡିଆରେ ଘୁରିବୁଲୁଛି । ହେଲେ ଗୋଟିଏ ନୁହେଁ ବରଂ ଏକାଧିକ ରାଜନୈତିକ ଦଳର…

ପାଉଁଶରେ ପହଁରିବ ପୁଞ୍ଜିବାଦ

ମାୟାଧର ନାୟକଙ୍କ ନିୟମିତ ସ୍ତମ୍ଭ: ଶବ୍ଦ ତୂଣୀର… ଅନ୍ଧମୁହାଣିରେ ବିଶ୍ୱ ପୁଂଜିବାଦୀ ଅର୍ଥନୀତି ଦ୍ରୁତ ଗତିରେ ମାଡିଚାଲିଛି । ବିଭିନ୍ନ ଦେଶରେ ପୁଂଜିବାଦୀ ବଜାର ସଂକଟ ଯୋଗୁ ଭୟଙ୍କର ଅବସ୍ଥା ଉପୁଜିଲାଣି । ଅନେକ ଦେଶ ଆର୍ଥିକ ଦେଣ-ନେଣରେ ସୁଧାର ଆସୁନଥିବାରୁ ଧୀରେ ଧୀରେ ଦେବାଳିଆ ଅବସ୍ଥାକୁ…

ଧୂମଧାମରେ ଜନ୍ମଦିନ ପାଳନ କଲେ ପୁତିନଙ୍କ ରହସ୍ୟମୟ କନ୍ୟା

ମସ୍କୋ: ରୁଷିଆର ରାଷ୍ଟ୍ରପତି ଭ୍ଲାଡିମିର ପୁତିନଙ୍କ ସିକ୍ରେଟ କନ୍ୟା ଲୁଇଜା ରୋଜାୱେ ନିଜର ୧୮ତମ ଜନ୍ମ ଦିବସ ଧୂମଧାମରେ ପାଳନ କରିଛନ୍ତି । ରବିବାର ବିଳମ୍ବିତ ରାତିରେ ନିକଟତମ ବନ୍ଧୁଙ୍କ ସହ ଲୁଇଜା ଏକ ନାଇଟ କ୍ଲବରେ ଏହାକୁ ପାଳନ କରିଥିଲେ । କ୍ଲବର ଚାରିପଟେ ସୁରକ୍ଷା ବ୍ୟବସ୍ଥା କଡା କଡି…

୨୧ରେ ଓଡ଼ିଶା ଆସିବେ ରାଷ୍ଟ୍ରପତି, କୋଣାର୍କ ବୁଲିବା ସହ ରାଉରକେଲା ଏନ୍ଆଇଟି ସମାବର୍ତ୍ତନ ଉତ୍ସବରେ ଯୋଗ ଦେବେ କୋବିନ୍ଦ

ଭୁବନେଶ୍ବର: ମାର୍ଚ୍ଚ ୨୧ ତାରିଖରେ ବାୟୁସେନାର ସ୍ୱତନ୍ତ୍ର ବିମାନ ଯୋଗେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଓଡ଼ିଶା ଗସ୍ତରେ ଆସିବେ । ୨୨ ତାରିଖରେ ସେ କୋଣାର୍କ ଯିବାର କାର୍ଯ୍ୟକ୍ରମ ରହିଛି । ଏଠାରେ ଭାରତୀୟ ତୈଳ ନିଗମ ପକ୍ଷରୁ କୋଣାର୍କରେ ନିର୍ମିତ ବ୍ୟାଖ୍ୟାନମାଳା ପରିଦର୍ଶନ କରିବେ ।…

ବାଉରୀ ବନ୍ଧୁ କରଙ୍କୁ ମରଣତ୍ତୋର ତପସ୍ୟା ଶାଶ୍ୱତ ପୁରସ୍କାର ପ୍ରଦାନ

ଭୁବନେଶ୍ୱର : ତପସ୍ୟା ଫାଉଣ୍ଡେସନ ପକ୍ଷରୁ ସାହିତ୍ୟ ପୁରସ୍କାର ୨୦୨୦ ପ୍ରଦାନ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ଏହି ସମାରୋହରେ ପ୍ରଫେସର ବାଉରୀ ବନ୍ଧୁ କରଙ୍କୁ ମରଣତ୍ତୋର ଭାବେ ତପସ୍ୟା ଶାଶ୍ୱତ ପୁରସ୍କାର ୨୦୨୦, ଡ. ଦେବାଶିଷ ପାତ୍ରଙ୍କୁ ତପସ୍ୟା ସୃଜନ ପୁରସ୍କାର  ୨୦୨୦ ଏବଂ ସୁଶ୍ରୀ…

ଏସିଆ କପ୍ କ୍ରିକେଟ: ଭାରତ ବି’ ଟିମ୍ ପଠାଇବ !

ନୂଆଦିଲ୍ଲୀ: ଏସିଆ କପ୍ କ୍ରିକେଟ ଆୟୋଜନ ଏବେ ବି ଦ୍ୱନ୍ଦ୍ୱ ମଧ୍ୟରେ ରହିଛି । କରୋନା ମହାମାରୀ ଯୋଗୁ ଶ୍ରୀଲଙ୍କାରେ ଜୁନ ମାସରେ ଏହା ଆୟୋଜନ ହେବ ବୋଲି ସ୍ଥିର ହୋଇଛି । ଏ ପର୍ଯ୍ୟନ୍ତ ଏହାର କାର୍ଯ୍ୟସୂଚୀ ଚୂଡାନ୍ତ ହୋଇପାରି ନାହିଁ । ୱାର୍ଲ୍ଡ ଟେଷ୍ଟ ଚାମ୍ପିୟନଶିପ ଫାଇନାଲରେ ଭାରତ ପ୍ରବେଶ…

ଶିମିଳିପାଳ ଜଙ୍ଗଲରେ ନିଆଁକୁ ଆୟତ୍ତ କରୁଛନ୍ତି ସରକାର: ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ 

ମୟୂରଭଞ୍ଜ: ଶିମିଳିପାଳ ଜଙ୍ଗଲରେ ନିଆଁ ଲାଗିବା ଘଟଣା । ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ କହିଛନ୍ତି ନିଆଁକୁ ଆୟତ୍ତ କରୁଛନ୍ତି ସରକାର । ଫେବ୍ରୁଆରୀ ୧୫ରୁ ଜୁନ୍ ୧୫ ଯାଏଁ ଥିବା ସମୟକୁ ଅଗ୍ନି ଋତୁ ବୋଲି କୁହାଯାଏ । ଏହି ସମୟରେ ବିଭିନ୍ନ ଜଙ୍ଗଲରେ ନିଆଁ ଲାଗିଥାଏ । ଆଉ ଏହାକୁ…