ଭାରତ-ଇଂଲଣ୍ଡ ଟେଷ୍ଟ ସିରିଜର ୧୦ ରେକର୍ଡ
ମୋଟେରା: ଭାରତ ୪ର୍ଥ ତଥା ଅନ୍ତିମ କ୍ରିକେଟ ଟେଷ୍ଟରେ ବିଜୟ ହାସଲ କରି ଇଂଲଣ୍ଡ ବିପକ୍ଷରେ ସିରିଜ ଜିତିବା ସହ ଆଇସିସି ଟେଷ୍ଟ ଚାମ୍ପିୟନଶିପ ଫାଇନାଲରେ ପ୍ରବେଶ କରିଛି । ଏହି ସିରିଜର କେତେକ ରେକର୍ଡ ଉପରେ ଆଖି ପକାଇବା-
୧. ପ୍ରଥମ ମ୍ୟାଚ ହାରିବା ପରେ ଭାରତ ୬ଷ୍ଠ ଥର ପାଇଁ ସିରିଜ ଜିତିଛି ।…