Latest Odisha News

BREAKING NEWS

ହିନ୍ଦୁ ଧର୍ମ ପାଇଁ ଚର୍ଚ୍ଚାରେ ହଲିଉଡ ଅଭିନେତା !

ଭୁବନେଶ୍ୱର: ହଲିଉଡ ଅଭିନେତା ଗେରାର୍ଡ ବଟଲର୍ । ସାରା ବିଶ୍ୱରେ ବେଶ ପରିଚିତ । ହେଲେ ତାଙ୍କୁ ନେଇ ଏକ ଖବର ଏବେ ସୋସିଆଲ ମିଡିଆରେ ଖୁବ ଚର୍ଚ୍ଚା ସାଉଣ୍ଟିଛି । ଗୁଜବ କି ସତ ? ଭାରତକୁ ଆସି ଗେରାର୍ଡ ଗ୍ରହଣ କରିଛନ୍ତି ହିନ୍ଦୁ ଧର୍ମ । ହେଲେ କେବେ ଆସିଥିଲେ ସେ ଭାରତ ଓ କାହାଠୁ ଗ୍ରହଣ…

କଳାହାଣ୍ଡିରୁ ବାଂଲାଦେଶ ଗଲା ତୁଳା ଟ୍ରେନ

କଳାହାଣ୍ଡି: ପ୍ରଥମ ଥର ପାଇଁ କଳାହାଣ୍ଡିରୁ ଉଚ୍ଚମାନର ତୁଳା ଟ୍ରେନ ଯୋଗେ ବାଂଲାଦେଶ ପଠାଯାଇଛି । ଏ ନେଇ ଟ୍ୱିଟ କରି ସୂଚନା ଦେଇଛନ୍ତି କୃଷି ସଚିବ ସୌରଭ ଗର୍ଗ । ୨୪୭୧.୫ ମେଟ୍ରିକ୍ ଟନ୍ ତୁଳା ଜୁନାଗଡ ଷ୍ଟେସନରୁ ବାହାରି ବାଂଲାଦେଶ ବେନାପୋଲ ଷ୍ଟେସନ ଅଭିମୁଖେ ବାହାରିଛି । ମୋଟ ୪୨ ଟି…

ଭାରତ-ପାକ୍ ବୁଝାମଣା, ଏଲଓସିରେ ଗୁଳି ଚାଳନା ବନ୍ଦ

ନୂଆଦିଲ୍ଲୀ: ଭାରତ ଏବଂ ପାକିସ୍ତାନ ସୀମାରେ ଶାନ୍ତି ବଜାୟ ରଖିବା ପାଇଁ ଉଦ୍ୟମ ଆରମ୍ଭ କରିଛନ୍ତି । ଦୁଇ ଦେଶର ଡାଇରେକ୍ଟର ଜେନେରାଲ ଅଫ ମିଲିଟାରୀ ଅପରେଶନ ମଧ୍ୟରେ ଏଲଓସିରେ ଯେପରି ଶାନ୍ତି ରହିବ ଏବଂ ଗୁଳି ଚାଳନା ନ ହେବ ସେଥିପ୍ରତି ସହମତି ପ୍ରକାଶ ପାଇଛି । ଭାରତର ଲେଫ୍ଟନାଂଟ ଜେନେରାଲ…

କାଲି ବ୍ୟବସାୟୀ ମହାସଂଘର ଭାରତ ବନ୍ଦ ଡାକରା

ଭୁବନେଶ୍ବର : ଆସନ୍ତାକାଲି ଦେଶବ୍ୟାପୀ ଭାରତ ବନ୍ଦ ଡାକରା ଦେଇଛି ବ୍ୟବସାୟ ସଂଘ । ଜିଏସଟି, ବର୍ଦ୍ଧିତ ତୈଳ ଦର ଓ ଇ-ୱେ ବିଲ୍‌ ଭଳି ଏକାଧିକ ପ୍ରସଙ୍ଗ ବିରୋଧରେ ଟ୍ରେଡ୍ ୟୁନିୟନ ପକ୍ଷରୁ ଭାରତ ବନ୍ଦର ଡାକରା ଦିଆଯାଇଛି । Confederation of All India Tradersର ଏହି ବନ୍ଦ ଡାକରାକୁ ଦେଶରେ…

ଅଣସଂରକ୍ଷିତ ଟିକେଟ୍ ଲାଗି UTS On Mobile ଆପର ପୁନଃ ଆରମ୍ଭ ନେଇ ରେଲୱେର ନିଷ୍ପତ୍ତି

ନୂଆଦିଲ୍ଲୀ: କୋଭିଡ୍ କଟକଣା ଯୋଗୁଁ ବନ୍ଦ ରହିଥିବା ଅଣସଂରକ୍ଷିତ ରେଳ ଯାତ୍ରା ପୁଣି ଆରମ୍ଭ ହେବ । ଦେଶର ନିର୍ଦ୍ଦିଷ୍ଟ କେତେକ ଜୋନରେ ଏହି ସେବା ପୁଣିଥରେ ଆରମ୍ଭ ହେବାକୁ ଯାଉଛି । ଅଣସଂରକ୍ଷିତ ରେଳ ଯାତ୍ରା ପୁଣି ଥରେ ଆରମ୍ଭ ହେଉଥିବା ବେଳେ ଷ୍ଟେସନରେ ଥିବା ରେଲୱେ ଟିକେଟ୍ କାଉଣ୍ଟରରେ…

ଭାରତ ଆସୁଥିବା ଯାତ୍ରୀଙ୍କ ପାଇଁ କୋଭିଡ୍‌ ନେଗେଟିଭ୍‌ ରିପୋର୍ଟ ବାଧ୍ୟତାମୂଳକ

ନୂଆଦିଲ୍ଲୀ : ଦେଶରେ ପୁଣି ମୁଣ୍ଡ ଟେକିଲାଣି କରୋନା ମହାମାରୀ । ଦିନକୁ ଦିନ ସଂକ୍ରମଣ ବୃଦ୍ଧି ପାଉଥିବାରୁ ଲୋକଙ୍କ ଚିନ୍ତା ବଢ଼ିଲାଣି । ଏହାରି ଭିତରେ ବିଦେଶରୁ ଭାରତ ଅଭିମୁଖେ ଯାତ୍ରା କରୁଥିବା ଯାତ୍ରୀମାନଙ୍କ ପାଇଁ ଏକ ନୂତନ ମାର୍ଗଦର୍ଶିକା ଓ ନିର୍ଦ୍ଦେଶାବଳୀ ଜାରି କରିଛି ଏୟାର…

୨୭ରେ ଭାରତ ଖେଳନା ମେଳାକୁ ଉଦଘାଟନ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି

ନୂଆଦିଲ୍ଲୀ: ଆସନ୍ତା ୨୭ ତାରିଖରେ ଦେଶରେ ପ୍ରଥମ ଥର ପାଇଁ ଆୟୋଜିତ ହେବାକୁ ଥିବା 'ଭାରତ ଖେଳନା ମେଳା'କୁ ଉଦଘାଟନ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଭିଡିଓ କନଫରେନ୍ସିଂ ଜରିଆରେ ସେ ଏହାର ଉଦଘାଟନ କରିବେ । ଛୋଟ ପିଲାମାନଙ୍କର ମସ୍ତିକ ଓ ଅନ୍ୟାନ୍ୟ ବିକାଶ ପାଇଁ ଖେଳନା ଏକ ମୁଖ୍ୟ…

ବୋଲରଙ୍କ ଭୂସ୍ୱର୍ଗ ପାଲଟିଛି ମୋଟେରା ପିଚ୍‌: ଭାରତ ୧୪୫ରନରେ ଅଲଆଉଟ

ମୋଟେରା: ଏଠାରେ ଚାଲିଥିବା ଦିବାରାତ୍ର କ୍ରିକେଟ ଟେଷ୍ଟରେ ଉଇକେଟ ପଡିବା ଧାରା ଜାରି ରହିଛି । ୨ଦିନ ମଧ୍ୟରେ ୨୪ ଉଇକେଟର ପତନ ଘଟିସାରିଛି । ଇଂଲଣ୍ଡର ପ୍ରଥମ ଇନିଂସ ସ୍କୋର ୧୧୨ ରନ ଜବାବରେ ଭାରତ ୧୪୫ ରନରେ ଅଲଆଉଟ ହୋଇଯାଇଛି । ରୋହିତ ଶର୍ମାଙ୍କ ୬୬ ରନର ଚମତ୍କାର ଇନିଂସ ବଳରେ ଭାରତ ପ୍ରଥମ…

ପୁନଃ ନିଯୁକ୍ତି ଦାବିରେ କମ୍ପ୍ୟୁଟର ଶିକ୍ଷକଙ୍କ ଶୋଭାଯାତ୍ରା, ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଜିଲ୍ଲାପାଳଙ୍କୁ…

ଭଦ୍ରକ: ପୁନଃ ନିଯୁକ୍ତି ସହ ବିଭିନ୍ନ ଦାବି ନେଇ କମ୍ପ୍ୟୁଟର ଶିକ୍ଷକଙ୍କ ଶୋଭାଯାତ୍ରା । ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଦାବିପତ୍ର ପ୍ରଦାନ । ଭଦ୍ରକ ଜିଲ୍ଲାରେ ୧୭୪ଟି ବିଦ୍ୟାଳୟର କମ୍ପ୍ୟୁଟର ଶିକ୍ଷକ ଓ ଶିକ୍ଷୟିତ୍ରୀ ସ୍ଥାୟୀ ନିଯୁକ୍ତି ଦାବି ନେଇ ବନ୍ତ ଛକ ନିକଟରୁ ଶୋଭାଯାତ୍ରାରେ ଯାଇ…

ଖୁବଶୀଘ୍ର ଆରମ୍ଭ ହେବ ଦୃଶ୍ୟମ୍-୨ ସୁଟିଂ, ପୁଣି ଏକାଠି ନଜର ଆସିବେ ଅଜୟ ଦେବଗନ୍-ତବୁ

ମୁମ୍ବାଇ: ଅଭିନେତା ଅଜୟ ଦେବଗନ ଓ ତବୁ ପୁଣିଥରେ ଗୋଟିଏ ଫିଲ୍ମରେ ନଜର ଆସିପାରନ୍ତି । ଅଜୟ ଦେବଗନ ଓ ତବୁ ଦୃଶ୍ୟମ୍-୨ରେ ପୁଣି ଏକାସଙ୍ଗେ ନଜର ଆସିବେ ବୋଲି କୁହାଯାଉଛି ।  ଅଭିନେତା ମୋହନ ଲାଲ ଅଭିନୀତ ମାଲାୟାଲାମ ଫିଲ୍ମ ଦୃଶ୍ୟମ୍-୨ ଫେବୃଆରୀ ୧୯ ତାରିଖରେ ଅନଲାଇନ ରିଲିଜ ହୋଇଛି ।…