Latest Odisha News

BREAKING NEWS

ରାଜ୍ୟରୁ ୨ ଜଣଙ୍କୁ ମିଳିବ ରାଷ୍ଟ୍ରପତି ପୋଲିସ ପଦକ

ଭୁବନେଶ୍ବର : ଘୋଷଣା ହେଲା ରାଷ୍ଟ୍ରପତି ପୋଲିସ ପଦକ। ପୋଲିସ ଅଧିକାରୀ ମାନଙ୍କର ଉତ୍ତମ କାର୍ଯ୍ୟ ପାଇଁ ଏହି ପଦକ ପ୍ରଦାନ କରାଯିବ । ସାଧାରଣତନ୍ତ୍ର ଦିବସ ଅବସରରେ ବିଭିନ୍ନ କ୍ଷେତ୍ରରେ ଉଲ୍ଲେଖନୀୟ ସେବା ପାଇଁ ପୁଲିସ ଏହି ପଦକ ଘୋଷଣା ହୋଇଛି । ଓଡ଼ିଶାରୁ ଗୁଇନ୍ଦା ନିର୍ଦ୍ଦେଶକ ରାଧା…

ସାହସିକତା ଓ ଉଲ୍ଲେଖନୀୟ ସେବା ପାଇଁ ରାଜ୍ୟପାଳ ପୋଲିସ ମେଡାଲ

ଭୁବନେଶ୍ବର : ପୋଲିସ ସେବାରେ ସାହସିକତା ଓ ଉଲ୍ଲେଖନୀୟ ସେବା ପାଇଁ ରାଜ୍ୟପାଳ ମେଡାଲ ପ୍ରଦାନ କରାଯିବ । ପୋଲିସ ବିଭାଗର ୨୦ ଜଣଙ୍କ ଏହି ପଦକ ପ୍ରଦାନ କରାଯିବ । ଏସଟିଏଫ, କ୍ରାଇମବ୍ରାଞ୍ଚ ଡିଆଇଜି ଜୟ ନାରାୟଣ ପଙ୍କଜ, ସ୍ପେଶାଲ ଇଣ୍ଟେଲିଜେନ୍ସ ଓ୍ବିଙ୍ଗର ଡିଆଇଜି ଅନିରୁଦ୍ଧ କୁମାରଙ୍କ…

ଫେବୃଆରୀ ୧ରେ ସଂସଦ ଅଭିମୁଖେ ଚାଷୀଙ୍କ ପଦଯାତ୍ରା

ନୂଆଦିଲ୍ଲୀ: କୃଷି ଆଇନକୁ ବିରୋଧ କରୁଥିବା ଚାଷୀମାନେ ନିଜର ଆନ୍ଦୋଳନକୁ ଆହୁରି ତୀବ୍ର କରିବାକୁ ପ୍ରସ୍ତୁତ କରିଛନ୍ତି ଯୋଜନା । ସାଧାରଣତନ୍ତ୍ର ଦିବସରେ ଆସନ୍ତାକାଲି ଚାଷୀମାନେ ଟ୍ରାକ୍ଟର ରାଲି କରିବେ । କିନ୍ତୁ ଆନ୍ଦୋଳନକୁ ବ୍ୟାପକ କରିବାକୁ ଚାଷୀ ସଂଗଠନ ଆଗକୁ ସଂସଦ ମଧ୍ୟ ଘେରାଉ କରିବ…

ଓଡିଆ ସିଦ୍ଧ କବିତାର ଶେଷ ସନ୍ତକ, ପୂର୍ଣ୍ଣମାସୀ ଜାନି ଓରଫ ତାଡି ସରୁବାଇ

(କେଦାର ମିଶ୍ରଙ୍କ ସାପ୍ତାହିକ ସ୍ତମ୍ଭ ମିଶ୍ରରାଗ) ଗତ କିଛି ବର୍ଷ ହେଲା ଓଡିଶାରୁ ପଦ୍ମ ପୁରସ୍କାର ପାଉଥିବା ପ୍ରତିଭାବାନ ଲୋକଙ୍କ ତାଲିକାରେ ଅନ୍ତତଃ ଗୋଟିଏ ଆଶ୍ଚର୍ୟ ନାମ ରହି ଆସୁଛି। ଏ ବର୍ଷ ତାର ବ୍ୟତିକ୍ରମ ହୋଇନାହିଁ। ଚଳିତ ବର୍ଷ ପଦ୍ମ ପୁରସ୍କାରରେ ସାମିଲ ହୋଇଥିବା ଓଡିଆ ନାମ…

ଘୋଷଣା ହେଲା ପଦ୍ମ ପୁରସ୍କାର, ଓଡ଼ିଶାରୁ ୬ ବିଶିଷ୍ଟ ବ୍ୟକ୍ତି ମନୋନିତ

ନୂଆଦିଲ୍ଲୀ : ଘୋଷଣା ହେଲା ପଦ୍ମ ପୁରସ୍କାର । ୭ ଜଣ ବିଶିଷ୍ଟ ବ୍ୟକ୍ତିଙ୍କୁ ପଦ୍ମ ବିଭୂଷଣ ପୁରସ୍କାର ପ୍ରଦାନ କରାଯିବ । ୧୦ ଜଣଙ୍କୁ ପଦ୍ମ ଭୂଷଣ ଏବଂ ୧୦୨ ଜଣ ପଦ୍ମଶ୍ରୀ ପୁରସ୍କାର ପାଇଁ ମନୋନିତ କରାଯାଇଛି । ଚଳିତ ବର୍ଷ ୬ ଓଡ଼ିଆଙ୍କ ସହ ମୋଟ ୧୧୯ ଜଣଙ୍କୁ ପଦ୍ମ ପୁରସ୍କାରରେ ସମ୍ମାନିତ…

ଭାରତୀୟ ସେନାର ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ

ନୂଆଦିଲ୍ଲୀ: ସାଧାରଣତନ୍ତ୍ର ଦିବସ ପୂର୍ବରୁ ଭାରତୀୟ ସ୍ଥଳସେନାରେ ବଡ଼ ଅଘଟଣ । ସ୍ଥଳସେନାର ଗୋଟିଏ ହେଲିକପ୍ଟର ଜମ୍ମୁ-କଶ୍ମୀରର କଠୁଆ ଜିଲ୍ଲାରେ ଦୁର୍ଘଟଣାଗ୍ରସ୍ତ ହୋଇ ତଳକୁ ଖସି ପଡ଼ିଛି। ଦୁର୍ଘଟଣାରେ ହେଲିକପ୍ଟରରେ ଥିବା ଦୁଇ ପାଇଲଟ ଗୁରୁତର ଥିବା ଜଣାପଡିଛି । ସେମାନଙ୍କୁ ସ୍ଥାନୀୟ ସେନା…

ଦେଶବାସୀଙ୍କୁ ବାର୍ତ୍ତା ଦେଲେ ରାଷ୍ଟ୍ରପତି : ଚାଷୀ, ଯବାନ ଓ ବୈଜ୍ଞାନିକଙ୍କୁ ମନେ ପକାଇଲେ

ନୂଆଦିଲ୍ଲୀ : ଆସନ୍ତାକାଲି ଦେଶ ପାଳିବ ୭୨ତମ ସାଧାରଣତନ୍ତ୍ର ଦିବସ । ଏହି ଅବସରରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଦେଶବାସୀଙ୍କୁ ଉଦବୋଧନ ଦେଇଛନ୍ତି। ଦେଶବାସୀଙ୍କୁ ସମ୍ବୋଧିତ କରି ରାଷ୍ଟ୍ରପତି କହିଛନ୍ତି ଯେ, କୃଷକ କଲ୍ୟାଣ ପାଇଁ ଆମେ ସର୍ବଦା ପ୍ରତିବଦ୍ଧ । ସେ କହିଛନ୍ତି ଯେ, ଗଣତନ୍ତ୍ର…

ପୁରୁଣା ଗାଡି ପାଇଁ ଦେବାକୁ ପଡିବ ଗ୍ରୀନ୍ ଟ୍ୟାକ୍‌ସ

ନୂଆଦିଲ୍ଲୀ: ଏଣିକି ପ୍ରଦୂଷଣ କରୁଥିବା ପୁରୁଣା ଗାଡି ଚଳାଇଲେ ଦେବାକୁ ପଡିବ ଗ୍ରୀନ୍ ଟ୍ୟାକ୍‌ସ । ଏ ସଂପର୍କିତ ଏକ ପ୍ରସ୍ତାବକୁ କେନ୍ଦ୍ର ସଡକ ପରିବହନ ଓ ଜାତୀୟ ରାଜପଥ ମନ୍ତ୍ରୀ ନୀତିନ ଗଡକରି ଅନୁମୋଦନ କରିଛନ୍ତି । ଏହାକୁ ଲାଗୁ କରିବା ପୂର୍ବରୁ ରାଜ୍ୟଗୁଡିକ ସହିତ ଆଲୋଚନା କରାଯିବ ।…

ଭାରତ-ଚୀନ ସୀମା ବିବାଦର ୯ମ ବୈଠକରେ ବାହାରିଲା କି ସମାଧାନର ସୂତ୍ର ?

ନୂଆଦିଲ୍ଲୀ: ଦୀର୍ଘ ୯ ମାସ ଧରି ଲଦାଖର ପୂର୍ବ ଭାଗରେ ଭାରତ ଓ ଚୀନ ସେନା ମୁହାଁମୁହିଁ ଅବସ୍ଥାରେ ଥିବା ବେଳେ ଗତକାଲି ହୋଇଥିବା ୯ମ ବୈଠକରେ ସମାଧାନର ସୂତ୍ର ବାହାରିଥିବାର ସଂକେତ ମିଳିଛି । ଏହି ବୈଠକ ପରେ କୁହାଯାଇଛି ଯେ, ହୋଇଥିବା ଆଲୋଚନା ସକରାତ୍ମକ, ବାସ୍ତବାଦୀ ଓ ଗଠନମୂଳକ ଥିଲା । ଏହା…

ମିସାଇଲ୍ ଆକାଶର ସଫଳ ପରୀକ୍ଷଣ, ଡିଆରଡିଓକୁ ସଫଳତା

ବାଲେଶ୍ବର : ଭୂ-ପୃଷ୍ଠରୁ ଆକାଶକୁ ଲକ୍ଷ୍ୟଭେଦ କରୁଥିବା ମିସାଇଲ ଆକାଶର ସଫଳ ପରୀକ୍ଷଣ ହୋଇଛି । ବାଲେଶ୍ବର ଚାନ୍ଦିପୁର କ୍ଷେପଣାସ୍ତ୍ର ପରୀକ୍ଷା କେନ୍ଦ୍ରରୁ ମିସାଇଲ ଆକାଶର ସଫଳ ପରୀକ୍ଷଣ କରାଯାଇଛି । ଅପରାହ୍ଣ ୨ଟା ୨୫ରେ ମିସାଇଲ ଆକାଶ-ଏନଜିକୁ ଭୂ-ପୃଷ୍ଠରୁ ଉତକ୍ଷେପଣ କରାଯାଇଥିଲା ।…