Latest Odisha News

BREAKING NEWS

ଉଦ୍ଦେଶ୍ୟମୂଳକ ଭାବେ କରୋନା ସଂକ୍ରମିତ ହେଲେ ମିଳିବ ୪ ଲକ୍ଷ ଟଙ୍କା!

ନୂଆଦିଲ୍ଲୀ: ଆସନ୍ତା ମାସରେ ଲଣ୍ଡନରେ ହ୍ୟୁମାନ୍ ଚ୍ୟାଲେଞ୍ଜର ପରୀକ୍ଷା ହେବାକୁ ଯାଉଛି। ଲଣ୍ଡନର ରୟାଲ୍ ଫ୍ରି ହସ୍ପିଟାଲରେ ହେବାକୁ ଥିବା ଏହି ପରୀକ୍ଷଣରେ ପ୍ରାୟ ୨୫୦୦ ବ୍ରିଟିଶ୍ ଲୋକ ଉଦ୍ଦେଶ୍ୟମୂଳକ ଭାବେ କରୋନା ପଜିଟିଭ୍ ହେବାକୁ ଯାଉଛନ୍ତି। ଯାହା ପରେ ଏହି ଲୋକଙ୍କ ଉପରେ ଟିକା ପରୀକ୍ଷା…

ବିଦାୟ ୨୦୨୦: ଏବର୍ଷ ଓଡ଼ିଶାର ଏସବୁ ପର୍ବପର୍ବାଣୀ ଓ ପରମ୍ପରାରେ ଲକ୍ଷ୍ମଣରେଖା ଟାଣିଲା କରୋନା

ଭୁବନେଶ୍ୱର: କରୋନା କାୟା ଭିତରେ ଚାଲିଗଲା ବର୍ଷ ୨୦୨୦ । ପର୍ବପର୍ବାଣୀ କୁହନ୍ତୁ କି ମନୋରଞ୍ଜନର ଯେଉଁ ସବୁ ମାଧ୍ୟମ ଥିଲା ସବୁ ଏକ ପ୍ରକାର ଠପ୍ ହୋଇଗଲା । ଲୋକଙ୍କ ପାଖରୁ ଖୁସିକୁ ଛଡ଼ାଇ ନେଲା ମହାମାରୀ । ଘରେ ବନ୍ଦୀ ଜୀବନ ବିତାଇବାକୁ ପଡ଼ିଲା । କୋଭିଡ୍ କଟକଣା ଭିତରେ ପରମ୍ପରା ବଞ୍ଚାଇ…

କାହିଁକି ଗୋବିନ୍ଦାଙ୍କୁ ‘ଜଗା ଜାସୁସ୍’‌ରୁ ବିଦାୟ ନେବାକୁ ପଡ଼ିଥିଲା; ମୁହଁ ଖୋଲିଲେ ନିର୍ଦ୍ଦେଶକ…

ନୂଆଦିଲ୍ଲୀ: ଫିଲ୍ମ ନିର୍ଦ୍ଦେଶକ ଅନୁରାଗ ବାସୁ ନିକଟରେ ଫିଲ୍ମ ଅଭିନେତା ଗୋବିନ୍ଦାଙ୍କୁ 'ଜଗା ଜାସୁସ୍‌'ରୁ କାହିଁକି ବାହାର କରିଦେଇଥିଲେ ସେ ନେଇ ପ୍ରକାଶ କରିଛନ୍ତି। ଅନୁରାଗ ବାସୁ ଏକ ୱେବସାଇଟକୁ ଏ ସମ୍ପର୍କରେ ସୂଚନା ଦେଇଛନ୍ତି। ଅନୁରାଗ ବାସୁ କହିଛନ୍ତି, 'ଫିଲ୍ମର ସୁଟିଂ ପୂର୍ବରୁ…

ସୁପରଷ୍ଟାର ରଜନୀକାନ୍ତଙ୍କ ସ୍ୱାସ୍ଥ୍ୟାବସ୍ଥା ସ୍ଥିର; ଖୁବ୍ ଶୀଘ୍ର ହୋଇପାରନ୍ତି ହସ୍‌ପିଟାଲ୍‌ରୁ ଡିସ୍‌ଚାର୍ଜ

ନୂଆଦିଲ୍ଲୀ: ଗତକାଲି ୭୦ ବର୍ଷୀୟ ରଜନୀକାନ୍ତ ସୁପରଷ୍ଟାର ରଜନୀକାନ୍ତଙ୍କ ରକ୍ତଚାପରେ ପରିବର୍ତ୍ତନ ହେତୁ ହାଇଦ୍ରାବାଦର ଏକ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା ସଦ୍ୟତମ ଖବର ଅନୁଯାୟୀ ସେ ରାତିସାରା ଡାକ୍ତରଖାନାରେ ରହିଥିଲେ। ଏହା ବ୍ୟତୀତ ଡାକ୍ତରମାନେ ରଜନୀକାନ୍ତଙ୍କ ଉପରେ ନଜର ରଖିଥିଲେ…

ଥାର୍ଡ ଅମ୍ପାୟରଙ୍କ ନିଷ୍ପତି ନେଇ ଆଲୋଚନା, ୱାର୍ଣ୍ଣେ କହିଲେ ପେନ୍ ଆଉଟ ଥିଲେ

ମେଲବୋର୍ଣ୍ଣ: ଭାରତ-ଅଷ୍ଟ୍ରେଲିଆ ଦ୍ୱିତୀୟ କ୍ରିକେଟ ଟେଷ୍ଟରେ ଥାର୍ଡ ଅମ୍ପାୟରଙ୍କ ଏକ ନିଷ୍ପତି ବିବାଦୀୟ ହୋଇପଡିଛି । ବକ୍ସିଂ ଡେ ଟେଷ୍ଟରେ ପ୍ରଥମେ ବ୍ୟାଟିଂ କରି ଅଷ୍ଟ୍ରେଲିଆ ୧୯୫ ରନରେ ଅଲଆଉଟ ହୋଇଯାଇଛି । ମ୍ୟାଚର ୫୫ତମ ଓଭରରେ ଟିମ୍ ପେନ୍ ରନଆଉଟ ହୋଇଥିଲେ । ଏହାର ନିଷ୍ପତି ଥାର୍ଡ…

ଡି-ବ୍ରଦର୍ସଙ୍କ ଘରେ ଦ୍ୱିତୀୟ ଦିନରେ ସର୍ଚ୍ଚ ଅପରେସନ୍

କଟକ: ଧଳସାମନ୍ତ ବ୍ରଦର୍ସଙ୍କୁ ରିମାଣ୍ଡରେ ନେଇ ଜେରା କରୁଛି କମିଶରେଟ ପୋଲିସ । ଆଜି ଦ୍ୱିତୀୟ ଦିନରେ ଡି-ବ୍ରଦର୍ସଙ୍କ କଟକ ସିଡିଏ ସ୍ଥିତ ଡିଏସ୍ ହାଉସରେ ସର୍ଚ୍ଚ ଜାରି ରହିଛି । ସା ଭାଇ ସୁଶୀଲ ଧଳସାମନ୍ତଙ୍କୁ ସାଙ୍ଗରେ ଆଣି ତାଙ୍କ ଉପସ୍ଥିତିରେ ପୋଲିସ ଖୋଳତାଡ ଚଳାଇଛି । ଗତକାଲି ଖୋଜାଖୋଜି…

ପ୍ରଥମ ଥର ପାଇଁ ଏହି ଚଳଚ୍ଚିତ୍ରରେ ଏକାଠି ନଜର ଆସିବେ ହ୍ରିତିକ ଆଉ ସୈଫ୍‌

ନୂଆଦିଲ୍ଲୀ: ୨୦୧୭ରେ ତାମିଲ ସୁପରହିଟ୍ ଫିଲ୍ମ 'ବିକ୍ରମ ବେଦ'ରେ ହ୍ରିତିକ୍ ରୋଶନ ପ୍ରବେଶ କରିଛନ୍ତି। ଏହି ଚଳଚ୍ଚିତ୍ରରେ ସୈଫ ଅଲି ଖାନଙ୍କ ନାମ ମଧ୍ୟ ପୂର୍ବରୁ ଚର୍ଚ୍ଚା ହେଉଥିଲା। ମୂଳ ଚଳଚ୍ଚିତ୍ରରେ ଆର ମାଧବନ୍ ଏବଂ ବିଜୟ ସେଥୁପାଠୀ ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ। ଚଳଚ୍ଚିତ୍ର…

ବିଜେଡି ପ୍ରତିଷ୍ଠା ଦିବସରେ ମହିଳା ସଶକ୍ତିକରଣ ଆହ୍ୱାନ ଦେଲେ ନବୀନ, ଜାତୀୟ ଦଳଙ୍କୁ ଟାର୍ଗେଟ

ଭୁବନେଶ୍ୱର: ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଫୋକସରେ ମହିଳା । ମହିଳା ସଶକ୍ତିକରଣକୁ ତାଙ୍କ ସରକାର ସବୁବେଳେ ଗୁରୁତ୍ୱ ଦେଇ ଆସିଛି । ଆଜି ବିଜେଡିର ପ୍ରତିଷ୍ଠା ଦିବସରେ ମହିଳା ସଶକ୍ତିକରଣ ପ୍ରସଙ୍ଗ ଉଠାଇ ଜାତୀୟ ଦଳକୁ ଟାର୍ଗେଟ କରିଛନ୍ତି ଦଳ ସଭାପତି ନବୀନ…

ଆସନ୍ତୁ ଜାଣିବା ବୀରୁଭାଇଙ୍କ କରନ, ଅର୍ଜୁନ କିଏ

ନୂଆଦିଲ୍ଲୀ:ଭାରତୀୟ କ୍ରିକେଟ ଦଳର ପୂର୍ବତନ ଖେଳାଳି ସୁରେଶ ରାଇନା ତାଙ୍କର ପ୍ରିୟ ଖେଳାଳି ବୀରେନ୍ଦ୍ର ସେହ୍ୱଗ ଓ ଶିଖର ଧାୱନଙ୍କୁ ଦୀର୍ଘ ଦିନ ପରେ ଭେଟିଛନ୍ତି । ସୋସିଆଲ ମିଡିଆରେ ସେ ଏହି ଫଟୋ ଶେୟାର କରିବା ସହ ଲେଖିଛନ୍ତି ବୀରୁ ଭାଇଙ୍କ କରନ, ଅର୍ଜୁନ ଆସି ଯାଇଛନ୍ତି । ଚଳିତ ବର୍ଷ ରାଇନା…

ରାଜ୍ୟରୁ ୩୩୪ କରୋନା ଆକ୍ରାନ୍ତ ଚିହ୍ନଟ, ମହାମାରୀ ନେଲା ୪ ଜୀବନ

ଭୁବନେଶ୍ୱର: ରାଜ୍ୟରେ ହ୍ରାସ ପାଇଛି ଦୈନିକ କରୋନା ସଂକ୍ରମଣ ଓ ମୃତ୍ୟୁସଂଖ୍ୟା । ଗତ ୨୪ ଘଣ୍ଟାରେ ସାରା ରାଜ୍ୟରୁ ୩୩୪ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏମାନଙ୍କ ଭିତରେ କ୍ୱାରେଣ୍ଟାଇନରୁ ଅଛନ୍ତି ୧୯୪ ଆକ୍ରାନ୍ତ । ଲୋକାଲ୍ କଣ୍ଟାକ୍ଟ କେସ୍ ରହିଛି ୧୪୦ଟି । ଗତ ୨୪ ଘଣ୍ଟାରେ ରାଜ୍ୟର…