Latest Odisha News

BREAKING NEWS

ବଲିଉଡରେ ଡେବ୍ୟୁ କରିବେ ୟୁଟ୍ୟୁବର୍ କେରି ମିନାଟି

ମୁମ୍ବାଇ: ୟୁଟ୍ୟୁବର୍ କେରି ମିନାଟିଙ୍କ କଥା କିଏ ବା ନ ଜାଣେ । ଜଣେ ପ୍ରଖ୍ୟାତ ୟୁଟ୍ୟୁବର୍ ଭାବେ ସେ କେବଳ ଭାରତ ନୁହେଁ ବରଂ ବିଦେଶରେ ବି ବେଶ ଜଣାଶୁଣା । ସୋସିଆଲ ମିଡିଆରେ ସବୁବେଳେ ରୋକଠୋକ କଥା କହୁଥିବା କିମ୍ବା ଲୋକଙ୍କୁ ସମାଲୋଚନା କରୁଥିବା କେରି ମିନାଟି ଓରଫ ଅଜୟ ନାଗର ଖୁବଶୀଘ୍ର…

ଦିବାରାତ୍ର ଟେଷ୍ଟ: ଭାରତକୁ ପ୍ରଥମ ଇନିଂସ ଅଗ୍ରଣୀ

ଆଡିଲେଡ: ଆଡିଲେଡ ଓଭାଲରେ ଖେଳାଯାଉଥିବା ପ୍ରଥମ ଦିବାରାତ୍ର କ୍ରିକେଟ ଟେଷ୍ଟରେ ଘରୋଇ ଅଷ୍ଟ୍ରେଲିଆ ଦଳ ବିପକ୍ଷ ଭାରତ ଦୃଢ଼ ସ୍ଥିତିରେ ରହିଛି । ଦ୍ୱିତୀୟ ଦିବସରେ ଭାରତ ଓଭରାଲ ୬୨ ରନର ଅଗ୍ରଣୀ ହାସଲ କରିନେଇଛି । ଭାରତ ଶୁକ୍ରବାର ପ୍ରଥମ ଦିବସର ଅସମାପ୍ତ ଇନିଂସ ୨୩୩/୬ରୁ ବ୍ୟାଟିଂ ଆରମ୍ଭ…

ମା’ ହେବାକୁ ବ୍ୟାକୁଳ ହେଲେଣି ସାନା

ନୂଆଦିଲ୍ଲୀ: ଅଭିନେତ୍ରୀ ସାନା ଖାନ ହଠାତ୍ ଇଣ୍ଡଷ୍ଟ୍ରି ଛାଡିବାକୁ ଘୋଷଣା କରି ସମସ୍ତଙ୍କୁ ଆଶ୍ଚର୍ଯ୍ୟଚକିତ କରିଦେଇଥିଲେ। ସାନା ଇନଷ୍ଟାଗ୍ରାମରେ ଏକ ପୋଷ୍ଟ ସେୟାର କରି ଘୋଷଣା କରିଥିଲେ ଯେ ଯେ ସେ ସବୁଦିନ ପାଇଁ ଚାକଚକ୍ୟ ଭରା ଦୁନିଆରୁ ବିଦାୟ ନେଉଛନ୍ତି। ଏହାପରେ ସାନାଙ୍କ ବିବାହ ଫଟୋ ଏବଂ…

ଦଗାଦିଆ ଛାତ୍ରକୁ ଜେଲ ପଠାଇଲେ ପ୍ରେମିକା ଶିକ୍ଷୟତ୍ରୀ

ରାମପୁର(ଉ.ପ୍ର): ଗୁରୁ ଓ ଶିଷ୍ୟ ଭଳି ପବିତ୍ର ସଂପର୍କରେ ପଡିଲା କଳଙ୍କର ଛିଟା । ପବିତ୍ର ସଂପର୍କକୁ ପ୍ରେମ ସଂପର୍କରେ ପରିଣତ କରିଥିଲେ ଜଣେ ଛାତ୍ର ଓ ଶିକ୍ଷୟତ୍ରୀ । ହେଲେ ଶେଷରେ ଏହି ପ୍ରେମ କାହାଣୀର ପରିଣାମ ଛାତ୍ର ପାଇଁ କାଳ ସାଜିଛି । ତେବେ ଏକତରଫା ନୁହେଁ ବରଂ ଉଭୟଙ୍କ ମନରେ ଉଠିଥିଲା…

ଦୁଇ ଦିନ ପରେ ଉଦ୍ଧାର ହେଲା ଅପହୃତ ହାର୍ଦ୍ଦିକ

ପାରଳାଖେମୁଣ୍ଡି: କାଶୀନଗର କୁମୁଟିସାହିରୁ ନିଖୋଜ ହୋଇଥିବା ୭ ବର୍ଷର ବାଳକ ହାର୍ଦ୍ଦିକକୁ ଆଜି ଉଦ୍ଧାର କରାଯାଇଛି । କାଶୀନଗରଠାରୁ ୩ କିଲୋମିଟର ଦୂର କଇଠପଦର ସ୍ଥିତ ସିମେଣ୍ଟ ସାମଗ୍ରୀ ତିଆରି କାରାଖାନା ନିକଟରୁ ସେ ଉଦ୍ଧାର ହୋଇଛି । ପୁଅକୁ ପାଇବା ପରେ ପରିବାରରେ ଖୁସିର ଲହରୀ ଖେଳିଯାଇଛି ।…

ପଶ୍ଚିମବଙ୍ଗ ନିର୍ବାଚନ: ବୁରଖା ପିନ୍ଧା ଭୋଟରଙ୍କୁ ନେଇ ଚିନ୍ତାରେ ବିଜେପି

କୋଲକାତା: ପଶ୍ଚିମବଙ୍ଗ ନିର୍ବାଚନକୁ ଜିତିବା ପାଇଁ ବିଜେପି ଜୋରସୋରରେ ଉଦ୍ୟମ ଆରମ୍ଭ କରିଦେଇଛି । ଏହା ମଧ୍ୟରେ ଶୁକ୍ରବାର ବୁରଖାଧାରୀ ଭୋଟରଙ୍କୁ ନେଇ ବିଜେପି ନିର୍ବାଚନକମିଶନଙ୍କ ଦ୍ୱାରସ୍ତ ହୋଇଛି । ବିଜେପି ପକ୍ଷରୁ ଲେଖାଯାଇଥିବା ପତ୍ରରେ ଉଲ୍ଲେଖ ରହିଛି ଯେ, ଭୋଟରଙ୍କ ପ୍ରକୃତ ଚିହ୍ନଟ…

ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ତ୍ରିଭେନ୍ଦ୍ର ସିଂ ରାୱତଙ୍କୁ କରୋନା

ନୂଆଦିଲ୍ଲୀ: ଶୁକ୍ରବାର ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ତ୍ରିଭେନ୍ଦ୍ର ସିଂ ରାୱତ କରୋନା ଆକ୍ରାନ୍ତ ହୋଇଥିବା ଜଣାପଡିଛି। ସେ ନିଜେ ଏ ନେଇ ଟ୍ୱିଟ୍‌ କରି ସୂଚନା ଦେଇଛନ୍ତି। ସେ ଟ୍ୱିଟରରେ ଲେଖିଛନ୍ତି ଯେ 'ଆଜି ମୋର କରୋନା ପରୀକ୍ଷା କରାଯାଇଥିଲା ଏବଂ ରିପୋର୍ଟ ପଜିଟିଭ୍‌ ଆସିଛି। ମୋର…

ଏସଡିଜେଏମ କୋର୍ଟରେ ହାଜର ହେଲେ ସାଂସଦ ଅନୁଭବ ମହାନ୍ତି

କଟକ: ପାରିବାରିକ ହିଂସା ମାମଲାରେ କଟକ ଏସଡିଜେଏମ କୋର୍ଟରେ ହାଜର ହୋଇଛନ୍ତି ସାଂସଦ ତଥା ଅଭିନେତା ଅନୁଭବ ମହାନ୍ତି ।  ପତ୍ନୀ ବର୍ଷା ପ୍ରିୟଦର୍ଶିନୀଙ୍କ ପକ୍ଷରୁ ଦାୟର ମାମଲାରେ ଆଜି ସେ କୋର୍ଟରେ ହାଜର ହୋଇଛନ୍ତି। ଅନୁଭବଙ୍କ ପକ୍ଷରୁ ଓକିଲଙ୍କ ଜରିଆରେ କୋର୍ଟରେ ଜବାବ ଦାଖଲ କରାଯାଇଛି।…

ନାଇଜେରିଆରେ ଅପହରଣ ହୋଇଥିବା ୩୦୦ରୁ ଅଧିକ ସ୍କୁଲ ପିଲାଙ୍କୁ କରାଗଲା ମୁକ୍ତ; ପାଶ୍ଚାତ୍ୟ ଶିକ୍ଷା ଗ୍ରହଣ ଯୋଗୁ…

ଆବୁଜା: ଗତ ସପ୍ତାହରେ ଉତ୍ତର-ପଶ୍ଚିମ ନାଇଜେରିଆରେ ଅପହରଣ ହୋଇଥିବା ୩୦୦ ରୁ ଅଧିକ ସ୍କୁଲ ପିଲାଙ୍କୁ ମୁକ୍ତ କରାଯାଇଛି। କାଟସିନା ପ୍ରଦେଶର ରାଜ୍ୟପାଳ ଏ ନେଇ ଘୋଷଣା କରିଛନ୍ତି। କିଛି ବନ୍ଧୁକଧାରୀମାନେ ସ୍କୁଲ ପିଲାମାନଙ୍କୁ ଅପହରଣ କରି ଘଞ୍ଚ ଜଙ୍ଗଲକୁ ନେଇ ଯାଇଥିଲେ। କାଟସିନା ରାଜ୍ୟପାଳ…

ଛୋଟ ପରଦାକୁ ଆସୁଛନ୍ତି ଛୋଟ ଯୀଶୁ

ମୁମ୍ବାଇ: ଛୋଟା ଭୀମ, ଲିଟିଲ୍ କ୍ରିଷ୍ଣା ଓ ଲିଟିଲ ସିଂଘମ୍ ପରେ ଏବେ ଲିଟିଲ ଯୀଶୁଙ୍କ ପାଳି । ଖୁବଶୀଘ୍ର ଛୋଟ ପରଦାକୁ ଆସିବ ସିରିଜ୍ ୟେଶୁ । ଆସନ୍ତା ସୋମବାରଠୁ ଏହି ସିରିଜ ଟିଭି ପରଦାରେ ପ୍ରସାରିତ ହେବ । ଏହି ସିରିଜରେ ଖ୍ରୀଷ୍ଟଧର୍ମର ପ୍ରବର୍ତ୍ତକ ଯୀଶୁଙ୍କର ବାଲ୍ୟଲୀଳା ଦେଖିବାକୁ ମିଳିବ…