ଶାହରୁଖ ଖାନଙ୍କ ଅଭିନେତ୍ରୀ କରୋନା ପଜିଟିଭ୍: ‘ରଇସ’ରେ ହୋଇଥିଲେ ସୁପରଷ୍ଟାରଙ୍କ ପତ୍ନୀ
ମୁମ୍ବାଇ: ଶାହରୁଖ ଖାନଙ୍କ ସହ ଫିଲ୍ମ ‘ରଇସ୍’ରେ ଅଭିନୟ କରିଥିବା ମାହିରା ଖାନ୍ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏନେଇ ସେ ନିଜେ ସୋସିଆଲ ମିଡିଆରେ ସୂଚନା ଦେଇଛନ୍ତି । ଇନଷ୍ଟାଗ୍ରାମରେ ମାହିରା ଲେଖିଛନ୍ତି, କରୋନା ଟେଷ୍ଟ ରିପୋର୍ଟ ପଜିଟିଭ୍ ଆସିଛି । ସେ ଆଇସୋଲେଟ୍ ହୋଇଛନ୍ତି ।…