Latest Odisha News

BREAKING NEWS

ପୁଣି ଲଜ୍ୟା; ଟ୍ୟୁସନରୁ ଆଣିବାକୁ ଯାଇ ୭ ବର୍ଷର ଝିଅକୁ ଦୁଷ୍କର୍ମ କଲେ ପଡୋଶୀ ଯୁବକ

ଝାରସୁଗୁଡା: କିଛିଦିନ ତଳେ ଝାରସୁଗୁଡାରେ ଝିଅକୁ ଦୁଷ୍କର୍ମ ଅଭିଯୋଗରେ ପୋଲିସ ବାପାକୁ ଗିରଫ କରିଥିବା ବେଳେ ଆଜି ପୁଣି ଆସିଛି ଆଉ ଏକ ଲଜ୍ୟା ଜନକ ଖବର। ଝାରସୁଗୁଡା ଜିଲ୍ଲା ବ୍ରଜରାଜନଗର ଅଞ୍ଚଳରେ ୭ ବର୍ଷର ନାବାଳିକା ଦୁଷ୍କର୍ମର ଶିକାର ହୋଇଥିବା ଅଭିଯୋଗ ହୋଇଛି। ଅଭିଯୋଗ ମୁତାବକ,…

ନକଲିକୁ ଛାଡି ଅସଲି ପଛରେ ପଡିଛି ପୋଲିସ: ଉଦ୍ଦେଶ୍ୟ ମୂଳକ ଭାବେ ଚଢ଼ାଉ ଅଭିଯୋଗ

ଯାଜପୁର: ନକଲିକୁ ଛାଡି ଅସଲି ଉପରେ ପୋଲିସ ପକ୍ଷରୁ କଡା କାର୍ଯ୍ୟାନୁଷ୍ଠାନ ହୋଇଥିବା ଅଭିଯୋଗ ହୋଇଛି । ଯାଜପୁର ପାଣିକୋଇଲି ଥାନା ଅନ୍ତର୍ଗତ ବଡବିରୁହାଁ ଅଞ୍ଚଳରେ ସରକାରୀ ଟ୍ରେଡ୍ ଲାଇସେନ୍ସ ଏବଂ ଜିଲ୍ଲା ଶିଳ୍ପ ନିଗମ ଠାରୁ ଋଣ ସହାୟତା ନେଇ ସୂର୍ଯ୍ୟମାର୍କା ନାଁରେ ଦୀର୍ଘଦିନ ହେବ ଏକ…

ଗୋଷ୍ଠୀ ସମବାୟ ସମିତିରେ ଅନିୟମିତତା ବିରୁଦ୍ଧରେ ଚାଷୀ ଆନ୍ଦୋଳନ 

ଯାଜପୁର: ଯାଜପୁର ଜିଲ୍ଲା ରସୁଲପୁର ବ୍ଲକ ନଠୁଆବର ପ୍ରାଥମିକ କୃଷି ସମବାୟ ସମିତିରେ ଅନିୟମିତତା ଅଭିଯୋଗ। ପ୍ରତିବାଦରେ ଆନ୍ଦୋଳନକୁ ଓହ୍ଲାଇଛନ୍ତି ଶତାଧିକ ଚାଷୀ। ସମବାୟ ସମିତି କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିବା ସହ ଧାରଣାରେ ବସିଛନ୍ତି । ଅଭିଯୋଗ ମୁତାବକ ଏହି କୃଷି ସମବାୟ…

ରାସ୍ତା ନିର୍ମାଣ କାର୍ଯ୍ୟକୁ କେନ୍ଦ୍ରକରି ଗୋଷ୍ଠୀ ସଂଘର୍ଷ; ୭ ଆହତ

ଯାଜପୁର: ଯାଜପୁର ଜିଲ୍ଲା ଯାଜପୁର ରୋଡ ଥାନା ବାଳୁଙ୍ଗାବନ୍ଦୀ ଗ୍ରାମରେ ରାସ୍ତା ନିର୍ମାଣ କାର୍ଯ୍ୟକୁ କେନ୍ଦ୍ରକରି ଗୋଷ୍ଠୀ ସଂଘର୍ଷ । ଏଥିରେ ୨ ଗୋଷ୍ଠୀର ୭ ଜଣ ଆହତ ହୋଇଥିବା ବେଳେ ସେମାନଙ୍କ ମଧ୍ୟରୁ ୩ ଜଣଙ୍କର ଅବସ୍ଥା ଗୁରୁତର ରହିଛି। ଗୁରୁତରଙ୍କୁ ଦାନଗଦୀ ମେଡିକାଲରେ ପ୍ରାଥମିକ…

କିପରି ହେଲା କୋଣାର୍କ ମନ୍ଦିରର ଅବକ୍ଷୟ; କ’ଣ କହେ କିମ୍ବଦନ୍ତୀ

ଭୁବନେଶ୍ୱର:କୋଣାର୍କ ସୂର୍ଯ୍ୟ ମନ୍ଦିର ୧୩ଶ ଶତାବ୍ଦୀରେ ନିର୍ମିତ ଭାରତର ଓଡ଼ିଶାର କୋଣାର୍କରେ ଅବସ୍ଥିତ ଏକ ସୂର୍ଯ୍ୟ ମନ୍ଦିର  । ପ୍ରାୟ ୧୨୫୦ ଖ୍ରୀଷ୍ଟାବ୍ଦରେ ଉତ୍କଳର ଗଙ୍ଗବଂଶୀୟ ରାଜା ଲାଙ୍ଗୁଳା ନରସିଂହ ଦେବଙ୍କ ଦ୍ୱାରା ଏହି ମନ୍ଦିର ତୋଳାଯାଇଥିଲା ବୋଲି ଜଣାଯାଏ । ଏକ ବିଶାଳ…

ଉଦଯାପିତ ହେଲା ବିଶ୍ୱ ପ୍ରସିଦ୍ଧ କୋଣାର୍କ ମହୋତ୍ସବ; ଶେଷ ସନ୍ଧ୍ୟାରେ ଓଡ଼ିଶୀରେ କୃଷ୍ଣଗାଥା ଓ କଥକରେ ପ୍ରେମର ଉଚ୍ଛ୍ୱାସ

କୋଣାର୍କ : ସ୍ଥାପତ୍ୟ, ଭାସ୍କର୍ଯ୍ୟ ଓ ରମ୍ୟକଳାର କିର୍ତ୍ତୀସ୍ତମ୍ଭ କୋଣାର୍କ ସୂର୍ଯ୍ୟମନ୍ଦିର ପାଦଦେଶର ଚିତ୍ରିତ ପରିବେଶରେ ଶାସ୍ତ୍ରୀୟ ନୃତ୍ୟଶିଳ୍ପୀଙ୍କ ଭଙ୍ଗିମା ଓ ଛନ୍ଦାୟିତ ପଦଚାଳନା ନେଇ ଆସିଥିଲା ଏକ ଆବେଗମୟ ଭାବ । ଅବସର ଥିଲା ପର୍ଯ୍ୟଟନ ବିଭାଗ ଆୟୋଜିତ କୋର୍ଣାକ ଉତ୍ସବର ଉଦ୍‍ଯାପନୀ…

ନେଦରଲ୍ୟାଣ୍ଡରେ ବୋଇତ ବନ୍ଦାଣ ଉତ୍ସବ ପାଳିତ

ଆମଷ୍ଟରଡ଼ମ : ନେଦରଲ୍ୟାଣ୍ଡ ସ୍ଥିତ ଓଡ଼ିଆ ସାମାଜିକ ଓ ସାଂସ୍କୃତିକ ସଂଘ (ଓ ସ କା ନ ) ତରଫରୁ ଚଳିତ ବର୍ଷ ପବିତ୍ର କାର୍ତିକ ପୁର୍ଣିମା ପର୍ବ ଏବଂ ବୋଇତ ବନ୍ଦାଣ ଉତ୍ସବ ଏକ ଅନନ୍ୟ ଶୈଳୀରେ ପାଳନ କରାଯାଇଥିବା ଜଣାଯାଇଛି | ବିଗତ ୪ବର୍ଷ ହେଲା ଏଠାକାର ପ୍ରବାସୀ ଓଡ଼ିଆ ମାନେ ସପରିବାର ସହିତ…

ଜାଣନ୍ତୁ, କେମିତି କଟିବ ଆଜିର ଦିନ

ରାଶିଫଳ  ତା ୬-୧୨-୨୦୨୦ ରବିବାର ଆଜି ଦିନର ମହତ୍ତ୍ୱ.  ଆଜି ହେଉଛି ୨୦୨୦ ମସିହା ଡିସେମ୍ବର ତା ୬ ରିଖ ରବିବାର ବିଛା ୨୧ ଦିନ ମାର୍ଗଶିର ମାସ କୃଷ୍ଣ ପକ୍ଷ ଷଷ୍ଠୀ ତିଥି ଅଶ୍ଳେଷା ନକ୍ଷତ୍ର କର୍କଟ ଚନ୍ଦ୍ର ଘାତ ବାର-: ମେଷ ରାଶିର    ଆଜି: ପିତା ଦ୍ରବ୍ୟ ଖାଇବା ନିଷେଧ    ମେଷ:…

ଘରୋଇ ଟିଭି ଚ୍ୟାନେଲ ପାଇଁ ସରକାର ଜାରି କଲେ ମାର୍ଗଦର୍ଶିକା

ନୂଆଦିଲ୍ଲୀ:ଘରୋଇ ଟିଭି ଚ୍ୟାନେଲଗୁଡ଼ିକ ପାଇଁ ସରକାର ଜାରି କରିଛନ୍ତି ମାର୍ଗଦର୍ଶିକା। ଘରୋଇ ଟିଭି ଚ୍ୟାନେଲରେ ପ୍ରଦର୍ଶିତ ହେଉଥିବା ଅନଲାଇନ ଗେମିଂ, ଫାଣ୍ଟାସି ସ୍ପୋର୍ଟସ ଆଦି ସହିତ ଜଡ଼ିତ ସମସ୍ତ ବିଜ୍ଞାପନରେ ଭାରତୀୟବିଜ୍ଞାପନ ମାନକ ପରିଷଦ (ଏଏସସିଆଇ) ପକ୍ଷରୁ ଜାରିକରାଯାଇଥିବା…

ବ୍ରହ୍ମପୁରରୁ ୬ କେଜି ସୁନା ଓ ୨୩୫କିଲୋ ରୁପା ଅଳଙ୍କାର ଜବତ

ବ୍ରହ୍ମପୁର: କାର ଭିତରୁ ୬କିଲୋ ସୁନା ଅଳଙ୍କାର ଓ ୨୩୫ କେଜିରୁ ଅଧିକ ରୁପା ଅଳଙ୍କାର ଜବତ। ତାମିଲନାଡୁରୁ ବ୍ରହ୍ମପୁର ଆସିବା ବେଳେ ଧରିଲା ଗୋସାଣୀ ନୂଆଗାଁ ଥାନା ପୋଲିସ। କାର ଯାଞ୍ଚ ବେଳେ ପ୍ୟାକେଟ ପ୍ୟାକେଟ ସୁନା ଓ ରୁପା ଅଳଙ୍କାର ମିଳିଛି। ଏହି ଘଟଣାରେ ପୋଲିସ ୩ଜଣଙ୍କୁ ଅଟକ ରଖି…