Latest Odisha News

BREAKING NEWS

ପ୍ରୋଜେକ୍ଟ ଛାଉଣୀ ପକ୍ଷରୁ ମହୁରୀ ତାଲିମ କର୍ମଶାଳା ଅନୁଷ୍ଠିତ

ମୟୁରଭଞ୍ଜ: ମୟୁରଭଞ୍ଜ ଛଉ ନୃତ୍ୟର ସଂରକ୍ଷଣ ସାଙ୍ଗକୁ ଏହାର ଅଧିକ ପ୍ରଚାର ପ୍ରସାର ସକାଶେ ଜିଲ୍ଲା ପ୍ରଶାସନ ତରଫରୁ କାର୍ଯ୍ୟକାରୀ ହେଉଥିବା ପ୍ରୋଜେକ୍ଟ ଛାଉଣୀ ପକ୍ଷରୁ ମହୁରୀ ତାଲିମ କର୍ମଶାଳା ଅନୁଷ୍ଠିତ ହୋଇ ଯାଇଛି। ଗତ ୨୨ ତାରିଖ କାର୍ମଶାଳାରେ ଗତ ୪ ଦିନ ଧରି ବାରିପଦା ସହର ସମେତ ସଦର…

ନ୍ୟୁଜିଲାଣ୍ଡ ସଂସଦରେ ସଂସ୍କୃତରେ ଶପଥପାଠ କରି ଇତିହାସ ରଚିଲେ ଗୌରବ

ହାମିଲଟନ: ନ୍ୟୁଜିଲାଣ୍ଡରେ ନିକଟରେ ସମ୍ପନ୍ନ ହୋଇଥିବା ନିର୍ବାଚନରେ ପ୍ରଧାନମନ୍ତ୍ରୀ ଜେସିଣ୍ଡା ଆର୍ଡେନଙ୍କ ପାର୍ଟି ବିଜୟ ହାସଲ କରିଛି । ବୁଧବାର ନ୍ୟୁଜିଲାଣ୍ଡ ସଂସଦରେ ନିର୍ବାଚନରେ ବିଜୟୀ ହୋଇଥିବା ଭାରତୀୟ ବଂଶୋଦ୍ଭବ ଗୌରବ ଶର୍ମା ଶପଥପାଠ କରିଥିଲେ । ତେବେ ସଂସ୍କୃତରେ ଶପଥପାଠ କରି ସେ…

ପାହ୍ୟା ସାଧାରଣ, କର୍ମ ଅସାଧାରଣ !

ନନ୍ଦୁରବାର: ପେଶାରେ ଜଣେ ସାଧାରଣ ଅଙ୍ଗନୱାଡି କର୍ମୀ । ହେଲେ ଲୋକଙ୍କ ପାଖରେ ସେ ପାଲଟିଛନ୍ତି ଭଗବାନ ସଦୃଶ । ସ୍ୱଳ୍ପ ଆୟ, ଅସ୍ଥାୟୀ ଚାକିରୀ । ହେଲେ ମନରେ ନାହିଁ କୌଣସି ଅବଶୋଷ । ନିଃସ୍ୱାର୍ଥପର ଭାବେ ଆଦିବାସୀ ସଂପ୍ରଦାୟର ଲୋକଙ୍କ ପାଇଁ ଅବିରତ ଖଟି ଚାଲିଛନ୍ତି । ଏପରିକି କି କରୋନା…

ନ୍ୟୁଜିଲାଣ୍ଡ ସମୁଦ୍ର କୂଳରେ ପଡିରହିଛି ଶହେରୁ ଊର୍ଦ୍ଧ୍ୱ ତିମିଙ୍କ ମୃତ ଦେହ

ୱିଲିଂଟନ: ନ୍ୟୁଜିଲାଣ୍ଡର ସମୂଦ୍ର କୂଳରେ ଶହ ଶହ ତିମି ଓ ଡଲଫିନଙ୍କ ମୃତଦେହ ଚାଥମ ଦ୍ୱୀପରେ ପଡିରହିଛି । ବୁଧବାର ସୁଦ୍ଧା ୯୭ ତିମି ଏବଂ ୩ଟି ଡଲଫିନଙ୍କ ମୃତ ଦେହ ଲାଗିଛି ।୩୦ ପାଖାପାଖି ତିମିଙ୍କୁ ଉଦ୍ଧାର କରାଯାଇଛି । ସେମାନଙ୍କ ସ୍ୱାସ୍ଥ୍ୟବସ୍ଥା ଗୁରୁତର ହୋଇଥିବାରୁ ଚିକିତ୍ସା କରାଯାଉଛି…

ପରୀ ହତ୍ୟା ମାମଲାରେ କ୍ରାଇମବ୍ରାଞ୍ଚ କରିବ ତଦନ୍ତ: କ୍ୟାପଟେନ୍ ଦିବ୍ୟଶଙ୍କର ମିଶ୍ର

ଭୁବନେଶ୍ୱର: ନୟାଗଡ଼ ପରୀ ହତ୍ୟା ମାମଲାର କ୍ରାଇମବ୍ରାଞ୍ଚ ତଦନ୍ତ ପାଇଁ ନିଷ୍ପତ୍ତି ନେଲେ ସରକାର। ଏନେଇ ଗୃହ ରାଷ୍ଟ୍ରମନ୍ତ୍ରୀ କ୍ୟାପଟେନ ଦିବ୍ୟଶଙ୍କର ମିଶ୍ର ସୂଚନା ଦେଇଛନ୍ତି। ପରୀକୁ ଅପହରଣ ପରେ ହତ୍ୟା କରାଯାଇଥିବା ସେ ସ୍ପଷ୍ଟ କରିଛନ୍ତି । ପରୀର ଶବ ନଷ୍ଟ ହୋଇଯାଇଥିବାରୁ କେଉ…

ଭାରତୀୟ ନୌସେନାରେ ଆମେରିକୀୟ ଡ୍ରୋନ୍‌, ଚୀନ୍ ଉପରେ ରଖିବ ନଜର

ନୂଆଦିଲ୍ଲୀ: ଭାରତୀୟ ନୌସେନାରେ ସାମିଲ ହେଲା ଆମେରିକୀୟ ଡ୍ରୋନ୍ । ଚୀନ୍ ସହ ସୀମା ବିବାଦକୁ ନେଇ ଦୁଇ ଦେଶ ମଧ୍ୟରେ ଉତ୍ତେଜନା ଲାଗି ରହିଥିବା ବେଳେ ନୌସେନାରେ ଏହି ଦୁଇଟି ଡ୍ରୋନ୍ ସାମିଲ କରାଯାଇଛି । ଚୀନ୍ ସୀମାରେ ଏହି ଡ୍ରୋନ୍ ମୁତୟନ କରାଯାଇପାରେ । ଭାରତ ମହାସାଗର ଓ ପ୍ରଶାନ୍ତ ମହାସାଗର…

ରୋହିତଙ୍କ ବାପାଙ୍କୁ କରୋନା, ଅଷ୍ଟ୍ରେଲିଆ ଏଥିପାଇଁ ଯାଇ ନ ଥିଲେ କି !

ନୂଆଦିଲ୍ଲୀ: ଟିମ୍ ଇଣ୍ଡିଆ ଦିନିକିଆ ଓ ଟି୨୦ ଉପ ଅଧିନାୟକ ରୋହିତ ଶର୍ମାଙ୍କ ବାପାଙ୍କୁ କରୋନା ହୋଇଥିବା ଜଣାପଡିଛି । ଟାଇମ୍ସ ନାଓ ଖବର ଅନୁସାରେ ରୋହିତ ଆଘାତ ସମସ୍ୟା ଯୋଗୁଁ ନୁହେଁ ବାପାଙ୍କ ଲାଗି ଅଷ୍ଟ୍ରେଲିଆ ଗସ୍ତରେ ଯାଇ ନାହାନ୍ତି । ପୂର୍ବରୁ ସେ ଅଷ୍ଟ୍ରେଲିଆ ଗସ୍ତରେ କାହିଁକି ଗଲେ…

ଆସନ୍ତୁ ଜାଣିବା କାହିଁକି ହ୍ରିଷିକେଶ ତାଙ୍କ ପୁଅର ନାମ ହ୍ରିତିକ ରଖିଛନ୍ତି

ଇମ୍ପାଲ: ବଲିଉଡ ଅଭିନେତା ହ୍ରିତିକ ରୋଶନଙ୍କ ଅନେକ ପ୍ରଶଂସକ ରହିଛନ୍ତି । ସେମାନଙ୍କ ମଧ୍ୟରୁ ଜଣେ ହେଲେ ଇମ୍ଫାଲର ହ୍ରିଷିକେଶ । ସେ ତାଙ୍କ ନବଜାତକ ପୁତ୍ରର ନାମ ହ୍ରିତିକ ରଖିଛନ୍ତି । ସବୁଠାରୁ ବଡ କଥା ଏହି ଶିଶୁର ହାତରେ ହ୍ରିତିକଙ୍କ ଭଳି ୬ ଆଙ୍ଗୁଳି ରହିଛି । କହୋ ନା ପ୍ୟାର ହେ ଦେଖିବା…

କବିତା: ପ୍ରଭୁ ହେ…

ବିମଳା ଶଂକର ଦାଶ ପ୍ରଭୁ ହେ...ତୁମେ ତ କରୁଣା ନିର୍ଝର ତଥାପି ଦାସକୁ କଲ ପର ଭକ୍ତକୁ ରଖି ନିଜଠୁ ଦୂର ....ହେଲ କି ନିଷ୍ଠୁର....(ପଦ) ପ୍ରଭୁ ହେ.... ପ୍ରତି ପ୍ରଭାତରେ ପୂଜୁଥାଏ ନିତି ଭକତି ଭାବରେ ହଜି ସଂଜ ନଇଁ ଗଲେ ନୟନ ଯୁଗଳ ଅଶ୍ରୁଜଳେ ଯାଏ ଭିଜି ଆକୁଳେ ଭକତ ପଚାରେ…

ଡିସେମ୍ବର ଗାଇଡଲାଇନ୍: ନାଇଟ୍ କର୍ଫ୍ୟୁ ପାଇଁ ରାଜ୍ୟକୁ କ୍ଷମତା, ୫୦ ପ୍ରତିଶତ ଦର୍ଶକଙ୍କୁ ନେଇ ଚାଲିପାରିବ ସିନେମା ହଲ

ନୂଆଦିଲ୍ଲୀ: ଡିସେମ୍ବର ପାଇଁ ଜାରି ହେଲା ଗାଇଡଲାଇନ୍ । ଅନ୍ତର୍ଜାତୀୟ ବିମାନ ଚଳାଚଳକୁ ଅନୁମତି ମିଳିଛି । ୫୦ ପ୍ରତିଶତ କ୍ଷମତା ସହ ସିନେମା ହଲ ଓ ଥିଏଟର ଖୋଲିପାରିବ । ଖେଳାଳିମାନଙ୍କ ଟ୍ରେନିଂ ପାଇଁ ସୁଇମିଂ ପୁଲି ଖୋଲିବାକୁ ଅନୁମତି ଦିଆଯାଇଛି । ବ୍ୟବସାୟିକ ଉଦ୍ଦେଶ୍ୟରେ ପ୍ରଦର୍ଶନୀ…