Latest Odisha News

BREAKING NEWS

ସମ୍‌ରେ ଅତ୍ୟାଧୁନିକ ସେଂଟ୍ରାଲ୍ ସ୍କିଲ୍ ଲାବ୍ ଉଦ୍‌ଘାଟିତ

ଭୁବନେଶ୍ୱର : ଶିକ୍ଷା ଓ ଅନୁସନ୍ଧାନ (ଡିମ୍‌ଡ ଟୁ ବି ୟୁନିଭର୍ସିଟି) ପରିଚାଳିତ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ୍ ସାଇନ୍‌ସେସ୍ ଆଣ୍ଡ ସମ୍ ହସ୍ପିଟାଲ୍‌ରେ ବୁଧବାର ଦିନ ଏକ ଅତ୍ୟାଧୁନିକ ସେଂଟ୍ରାଲ୍ ସ୍କିଲ୍ ଲାବ୍ ଉଦ୍‌ଘାଟିତ ହୋଇଯାଇଛି । ମେଡିକାଲ୍ ଛାତ୍ରଛାତ୍ରୀମାନଙ୍କର ଶିକ୍ଷା ଗ୍ରହଣ…

ଲକ୍ଷ୍ମୀ ଭିଲାସ ବ୍ୟାଙ୍କରେ ଡିବିଆଇଏଲ୍‌ର ମିଶ୍ରଣକୁ ଅନୁମୋଦନ କଲା କେନ୍ଦ୍ର କ୍ୟାବିନେଟ୍‌ର

ନୂଆଦିଲ୍ଲୀ: ବୁଧବାର କେନ୍ଦ୍ର କ୍ୟାବିନେଟ୍‌ ଏକ ବଡ ନିଷ୍ପତ୍ତି ନେଇଛି। କେନ୍ଦ୍ର କ୍ୟାବିନେଟ ଡେଭଲପମେଣ୍ଟ ବ୍ୟାଙ୍କ ଇଣ୍ଡିଆ ଲିମିଟେଡ (ଡିବିଆଇଏଲ) ସହିତ ଋଣ ସଙ୍କଟ ଦେଇ ଗତି କରୁଥିବା ଲକ୍ଷ୍ମୀ ଭିଲାସ ବ୍ୟାଙ୍କର ମିଶ୍ରଣକୁ ଅନୁମୋଦନ କରିଛି। କେନ୍ଦ୍ର ମନ୍ତ୍ରୀ ପ୍ରକାଶ ଜାଭଡେକର କହିଛନ୍ତି…

ହେଟରସ୍ କହିଲେ ଫାଲତୁ ହିରୋଇନ; ଏଭଳି ଉତ୍ତର ରଖି ସଭିଙ୍କ ମନ ଜିଣି ନେଲେ ତାପସୀ

ମୁମ୍ବାଇ: ‘ରଶ୍ମୀ ରକେଟ୍’ ଚଳଚ୍ଚିତ୍ରର ଅଭିନେତ୍ରୀ ତାପସୀ ପନ୍ନୁ ତାଙ୍କ ହେଟରଙ୍କୁ ଦେଇଛନ୍ତି କଡା ଜବାବ, ଯାହା ଏବେ ଇନଷ୍ଟାଗ୍ରାମରେ ପାଲଟିଛି ଚର୍ଚ୍ଚାର ବିଷୟ। ତାପସୀଙ୍କ ଇନଷ୍ଟାଗ୍ରାମର ଏକ ପୋଷ୍ଟରେ ଜଣେ ହେଟର୍ ଲେଖିଛନ୍ତି ଯେ, "ତୁଝେ ଆକ୍ଟିଂ ତୋ ଆତି ନେହିଁ, ଉଠା ଉଠା କେ ମୁଭି…

ଓସ୍କାର ପୁରସ୍କାର: ବିଦେଶୀ ଫିଲ୍ମ କାଟାଗୋରିରେ ଭାରତରୁ ଜଲ୍ଲିକଟ୍ଟୁ

ନୂଆଦିଲ୍ଲୀ: ୯୩ତମ ଓସ୍କାର ଏକାଡେମୀ ପୁରସ୍କାର ୨୫ ଏପ୍ରିଲ ୨୦୨୧ରେ ଲସ ଆଞ୍ଜେଲ୍ସରେ ଦିଆଯିବ । ବିଦେଶୀ ଫିଲ୍ମ କାଟାଗୋରୀରେ ଭାରତ ପକ୍ଷରୁ ମାଲାୟଲମ ଫିଲ୍ମ ଜଲ୍ଲିକଟ୍ଟୁକୁ ମନୋନୀତ କରାଯାଇଛି । ଫିଲ୍ମ ଫେଡେରେଶନ ଅଫ ଇଣ୍ଡିଆର ୧୪ଜଣିଆ କମିଟି ଏହାକୁ ଚୟନ କରିଛନ୍ତି । ଚେୟାରମ୍ୟାନ ରାହୁଲ…

ଭୁବନେଶ୍ୱରରେ କମୁଛି କରୋନା ସଂକ୍ରମଣ; ଜାଣନ୍ତୁ, କେଉଁଠି କେତେ ପଜିଟିଭ

ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରରେ ଦିନକୁ ଦିନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା କମୁଥିବା ବେଳେ ଆଜି ୩୧ ନୂଆ ପଜିଟିଭ ଚିହ୍ନଟ ହୋଇଛି। ସେଥିମଧ୍ୟରୁ ସଙ୍ଗରୋଧରୁ ୮ ଓ ସ୍ଥାନୀୟ ଅଂଚଳରୁ ୨୩ ଜଣ କରୋନା ରୋଗୀ ଚିହ୍ନଟ ହୋଇଛନ୍ତି । ସେହିପରି ୫୫ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ।…

Twitterକୁ ଟକ୍କର ଦେବାକୁ ଆସିଲା ସ୍ବଦେଶୀ Tooter

ନୂଆଦିଲ୍ଲୀ: ଆମେରିକୀ ମାଇକ୍ରୋ ବ୍ଲୋଗିଂ ୱେବସାଇଟ୍ Twitterକୁ ଟକ୍କର ଦେବ ଭାରତୀୟ Tooter ? କ’ଣ ଆପଣ Tooter ଜଏନ୍ କରିବେ ? ମାଇକ୍ରୋ ବ୍ଲୋଗିଂ ୱେସାଇଟରେ Tooterକୁ ନେଇ ଭିନ୍ନ ଭିନ୍ନ ମତ ଦେଖିବାକୁ ମିଳିଛି । ଅନେକ ଲୋକେ ଏହାକୁ Twitterର କପି ବୋଲି କହୁଛନ୍ତି । ଆଉ କେହି ସ୍ବଦେଶୀ…

ବାଇଡେନ୍‌ଙ୍କ କାର୍ଯ୍ୟକାଳ ଓବାମାଙ୍କ ତୃତୀୟ କାର୍ଯ୍ୟକାଳ ଭଳି ହେବ ନାହିଁ; ଜୋ ବାଇଡେନ୍‌

ନୂଆଦିଲ୍ଲୀ: ଆମେରିକାର ନବ ନିର୍ବାଚିତ ରାଷ୍ଟ୍ରପତି ଜୋ ବାଇଡେନ୍‌ ତାଙ୍କର ପ୍ରଥମ ସାକ୍ଷାତକାରରେ କହିଛନ୍ତି ଯେ ତାଙ୍କ କାର୍ଯ୍ୟକାଳ ଓବାମାଙ୍କ ତୃତୀୟ କାର୍ଯ୍ୟକାଳ ଭଳି ହେବ ନାହିଁ। ଓବାମାଙ୍କ ଶାସନ ସମୟରେ ଉପ-ରାଷ୍ଟ୍ରପତି ଥିବା ବାଇଡେନ୍‌ ଏବଂ ଓବାମା ସରକାରଙ୍କ ସମୟରେ ଥିବା ବହୁ ପୁରୁଣା…

ନୟାଗଡ଼ ନାବାଳିକା ମୃତ୍ୟୁ ମାମଲାର ତଦନ୍ତ କରିବ କ୍ରାଇମବ୍ରାଞ୍ଚ: ମନ୍ତ୍ରୀ 

ଭୁବନେଶ୍ୱର: ଓଡ଼ିଶା ବିଧାନସଭା ସାମ୍ନାରେ ନୟାଗଡ଼ ଦମ୍ପତ୍ତି ଆତ୍ମାହୁତି ଉଦ୍ୟମର ଗୋଟିଏ ଦିନ ପରେ ସେମାଙ୍କ ନାବାଳିକା ଝିଅର ନିର୍ମମ ହତ୍ୟାକାଣ୍ଡର ତଦନ୍ତ କ୍ରାଇମବ୍ରାଞ୍ଚକୁ ହସ୍ତାନ୍ତର କରିବା ନେଇ ନିଷ୍ପତ୍ତି ନେଇଛନ୍ତି ଗୃହମନ୍ତ୍ରୀ ଦିବ୍ୟା ଶଙ୍କର ମିଶ୍ର। ବିଧାନସଭାରେ ବୁଧବାର ଫିନ…

ରିଲିଜ୍ ଅପେକ୍ଷାରେ କରନ୍ ଜୋହରଙ୍କ ମିନାକ୍ଷୀ ସୁନ୍ଦରେଶ୍ୱର !

ମୁମ୍ବାଇ: ଧୀରେଧୀରେ ସୋସିଆଲ୍ ମିଡିଆରେ ସକ୍ରିୟ ହେଉଛନ୍ତି ଫିଲ୍ମ ନିର୍ମାତା କରନ୍ ଜୋହର । ନିକଟରେ କରନ୍ ଏକ ସରପ୍ରାଇଜ ପୋଷ୍ଟ ଜରିଆରେ ସମସ୍ତଙ୍କୁ ଚକିତ କରିଛନ୍ତି । ଏହି ପୋଷ୍ଟରେ ସେ ନିଜର ଅପକମିଂ ନେଟଫ୍ଲିକ୍ସ ପ୍ରୋଜେକ୍ଟକୁ ନେଇ ଘୋଷଣା କରିଛନ୍ତି । ସାନ୍ୟା ମଲହୋତ୍ରା ଓ ଅଭିମନ୍ୟୁ…

[ଭିଡିଓ] ତାଜୁବ କଲା ମହିଳାଙ୍କ ଶାଢୀ !

ଭୁବନେଶ୍ୱର: ବଲିଉଡ ମେଗାଷ୍ଟାର ଅମିତାଭ ବଚ୍ଚନଙ୍କୁ ପଛରେ ପକାଇଲେ ଏହି ମହିଳା । ଫିଲ୍ମ ୟାରାନାରେ ଅମିତାଭ ଲାଇଟିଂ ଡ୍ରେସ୍ ପିନ୍ଧି ସାରା ଜମାନା ହସିନୋଁ କା ଦିୱାନା ଭଳି ଗୀତରେ ଡାନ୍ସ କରିଥିଲେ । ହେଲେ ଏହି ମହିଳା ଜଣକ କିନ୍ତୁ ବିନା ଡାନ୍ସରେ ଅମିତାଭଙ୍କୁ ବଳିଯାଇଛନ୍ତି । ଏକ ନିଆରା…