Latest Odisha News

BREAKING NEWS

ଓଡିଶାରୁ ସୁସ୍ଥ ହେଲେ ଆଉ ୧୩୪୬ କରୋନା ରୋଗୀ

ଭୁବନେଶ୍ୱର: ଓଡିଶାରେ ଗୋଟିଏ ଦିନରେ ପ୍ରାୟ ୧୩୪୬ କରୋନା ରୋଗୀ ଆରୋଗ୍ୟ ଲାଭ କରିଛନ୍ତି । ଯାହାକୁ ମିଶାଇ ସୁସ୍ଥତାଙ୍କ ସଂଖ୍ୟା ୨ ଲକ୍ଷ ୯୭ ହଜାର ୮୬୨ରେ ପହଞ୍ଚିଛି । ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।…

୨୦୨୧ ମାର୍ଚ୍ଚ ସୁଦ୍ଧା ଓଡିଶାରେ ହେବ ଷ୍ଟାର୍ଟଅପ୍ ହବ୍‌

ଭୁବନେଶ୍ୱର: ଜାତୀୟ ସ୍ତରରେ ଓଡିଶାକୁ ଷ୍ଟାର୍ଟଅପ୍ ଲିଡରର ସ୍ୱୀକୃତି ମିଳିଛି । ୨୦୧୯ ମସିହାରେ ଭାରତ ସରକାରଙ୍କ ଦ୍ୱାରା କରାଯାଇଥିବା ର‌୍ୟାଙ୍କିଂରେ ଏହା ସ୍ଥାନ ପାଇଛି । ଏନେଇ ମୁଖ୍ୟ ଶାସନ ସଚିବ ଅସିତ୍ ତ୍ରିପାଠୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିବା ରାଜ୍ୟ ଷ୍ଟାର୍ଟଅପ୍ କାଉନସିଲରୁ…

ମୋବାଇଲ କମ୍ପାନୀ ପାଇଁ ୪୦ ବର୍ଷୀୟଙ୍କ ଆତ୍ମହତ୍ୟା ଉଦ୍ୟମ !

ନୂଆଦିଲ୍ଲୀ: ଶୁକ୍ରବାର ଦିଲ୍ଲୀର ରୋହିଣୀ ଅଂଚଳରେ ସାମ୍ନାକୁ ଆସିଥିଲା ଏକ ଅବିଶ୍ୱସନୀୟ ଘଟଣା । ସାମାନ୍ୟ ଏକ ମୋବାଇଲ ଫୋନ୍ ପାଇଁ ହୋଇଥିଲା ଆତ୍ମହତ୍ୟା ଉଦ୍ୟମ । ନିଜ ଦେହରେ ନିଆଁ ଲଗାଇଦେଇଥିଲେ ଜଣେ ୪୦ ବର୍ଷୀୟ ବ୍ୟକ୍ତି । ଏହି ଘଟଣା ଯେତିକି ଅସାଧାରଣ, ଏହା ପଛର କାରଣ ବି ସେତିକି ସାଧାରଣ…

ମାଲକାନଗିରି ଜିଲ୍ଲାପାଳଙ୍କୁ ଧରିଲା ପୋଲିସ

ମାଲକାନଗିରି: ମାଲକାନଗିରି ଜିଲ୍ଲାପାଳଙ୍କ ବ୍ୟକ୍ତିଗତ ସହାୟକ (ପିଏ) ଦେବ ନାରାୟଣ ପଣ୍ଡାଙ୍କ ହତ୍ୟାକାଣ୍ଡ ଘଟଣାରେ ସମ୍ପୃକ୍ତି ନେଇ ପୋଲିସ ରବିବାର ଦିନ ଜିଲ୍ଲାପାଳ ମନିଷ ଅଗ୍ରୱାଲ ଓ ୪ ଜଣ କର୍ମଚାରୀଙ୍କ ବିରୋଧରେ ଏକ ମାମଲା କରୁଛି । ଏସଡିଜେଏମ୍ କୋର୍ଟଙ୍କ ନିର୍ଦ୍ଦେଶ ପରେ ପୋଲିସ…

ପ୍ରେମିକକୁ ବାଏବାଏ କହିଲେ ଟାଇଗରଙ୍କ ଭଉଣୀ

ମୁମ୍ବାଇ: ଟାଇଗରଙ୍କ ଭଉଣୀ, ଜ୍ୟାକି ସ୍ରଫଙ୍କ ଲାଡଲି କ୍ରିଷ୍ଣା ସ୍ରଫ୍ । ବେଶ କିଛିବର୍ଷ ଧରି କ୍ରିଷ୍ଣାଙ୍କର ବାସ୍କେଟ ବଲ୍ ଖେଳାଳି ଇବାନ୍ ହେମ୍ସଙ୍କ ସହ ପ୍ରେମ ସଂପର୍କ ରହିଥିଲା । ହେଲେ ନିକଟରେ ଖୋଦ କ୍ରିଷ୍ଣା ସୋସିଆଲ ମିଡିଆରେ ତାଙ୍କ ସଂପର୍କ ଛିନ୍ନ କରିଥିବା ଏକ ଲମ୍ବା ଚଉଡା ପୋଷ୍ଟ…

ନଦୀକୁ ଡେଇଁଲେ ମହିଳା; ଓଡିଆ ଅଭିନେତାଙ୍କ ପତ୍ନୀ ବୋଲି ଚର୍ଚ୍ଚା!

କଟକ: କଟକର ମଧୁସୂଦନ ବ୍ରିଜ ଉପରୁ ମହାନଦୀକୁ ଜଣେ ମହିଳା ରବିବାର ଦିନ ଡେଇଁ ପଡିଥିଲା ବେଳେ ତାଙ୍କୁ ଉଦ୍ଧାର କରାଯାଇଛି । ସୂଚନାନୁଯାୟୀ, ସମ୍ପୃକ୍ତ ମହିଳା ଜଣକ ବ୍ରିଜ୍ ନିକଟରେ ଗାଡି ରଖି ନଦୀକୁ ଡେଉଁଥିବା ନେଇ ସ୍ଥାନୀୟ ଲୋକମାନେ ଦେଖିବାକୁ ପାଇଥିଲେ । ଯାହା ପରେ ସଙ୍ଗେସଙ୍ଗେ…

‘ବେଲାସୁରୁ’ର ବିଶ୍ୱନାଥଙ୍କୁ ମୁଁ ଭୁଲିପାରିବି ନାହିଁ: ଅକ୍ଷୟ ପରିଜା

ଭୁବନେଶ୍ୱର: ଦାଦା ସାହେବ ଫାଲକେ ସମ୍ମାନ ଓ ପଦ୍ମଭୂଷଣରେ ସମ୍ମାନିିତ ସୌମିତ୍ର ଚାଟ୍ଟାର୍ଜୀ ହେଉଛନ୍ତି ଜଣେ କିମ୍ବଦନ୍ତୀ ବ୍ୟକ୍ତିତ୍ୱ। ତାଙ୍କୁ ନେଇ ଚଳଚ୍ଚିତ୍ର ନିର୍ମାଣ କରିବା ମୋ ଜୀବନର ଏକ ବଡ ସଫଳତା ଥିଲା ବୋଲି କହିଛନ୍ତି ଅକ୍ଷୟ ପରିଜା। ସେ ସ୍ୱପ୍ନ ‘ବେଲାସୁରୁ’ ଜରିଆରେ ସାକାର…

ଆସୁଛି ଓଡିଆ ଆକ୍ସନ୍ ଥ୍ରୀଲର ଫିଲ୍ମ “ଗୁରୁଦେବ”

ଭୁବନେଶ୍ୱର: କରୋନା ମହାମାରୀ ପରେ ଧୀରେଧୀରେ ସକ୍ରିୟ ହେଲାଣି ଓଲିଉଡ ଇଣ୍ଡଷ୍ଟ୍ରୀ । ଅଭିନେତା, ଅଭିନେତ୍ରୀ ଓ ନିର୍ଦ୍ଦେଶକଙ୍କ ସମେତ ପ୍ରଯୋଜକ ବି ଫିଲ୍ମ ନିର୍ମାଣ କରିବାକୁ ଅଣ୍ଟା ଭିଡିଲେଣି । ଆଗାମୀ ଦିନରେ ଖୁବଶୀଘ୍ର ନବାଗତ ନାୟକ ଦେବାନନ୍ଦଙ୍କୁ ନେଇ ରିଲିଜ୍ ହେବ ଆକ୍ସନ ଥ୍ରୀଲର ଫିଲ୍ମ…

ମୋ ପୁଅ ଗାୟକ ନ ହେଉ; ସୋନୁ ନିଗମ୍ !

ମୁମ୍ବାଇ: ଭାରତର ଜଣାଶୁଣା ଗାୟକ ସୋନୁ ନିଗମ । କେବଳ ହିନ୍ଦୀ ନୁହେଁ ବରଂ କନ୍ନଡ, ତାମିଲ, ବେଙ୍ଗଲି, ଗୁଜରାଟି ଓ ଓଡିଆ ଭାଷାରେ ବି ସେ ଅନେକ ସୁପରହିଟ୍ ଗୀତ ଦର୍ଶକଙ୍କୁ ଭେଟି ଦେଇଛନ୍ତି । ଖାସ କରି ଓଡିଆ ଗୀତ ଭାବେ ପୁଚୁକି ଗାଲି ଆଜି ବି ଦର୍ଶକଙ୍କ ଗହଣରେ ଲୋକପ୍ରିୟ ତାଲିକାରେ ରହିଛି ।…

ମଣିପୁର ମୁଖ୍ୟମନ୍ତ୍ରୀ ଏନ୍‌ ବିରେନ୍‌ ସିଂ କରୋନା ପଜିଟିଭ୍‌ ଚିହ୍ନଟ

ନୂଆଦିଲ୍ଲୀ: ମଣିପୁରର ମୁଖ୍ୟମନ୍ତ୍ରୀ ଏନ ବିରେନ୍ ସିଂ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ମୁଖ୍ୟମନ୍ତ୍ରୀ ଏହି ସୂଚନା ତାଙ୍କ ଅଫିସିଆଲ୍ ଫେସବୁକ୍ ପେଜରେ ଦେଇଛନ୍ତି। ସେ ଲେଖିଛନ୍ତି ଯେ, ''କରୋନା ସଂକ୍ରମଣର କିଛି ଲକ୍ଷଣ ଅନୁଭବ କରିବା ପରେ ମୋର ଆଜି ଏକ କୋଭିଡ ପରୀକ୍ଷା କରାଯାଇଥିଲା,…