Latest Odisha News

BREAKING NEWS

ଡିସେମ୍ବର ପହିଲାରୁ ଇକୋ ରିଟ୍ରିଟ୍ ଫେଷ୍ଟିଭାଲ

ପୁରୀ: ଚଳିତ ବର୍ଷ ଡିସେମ୍ବର ପହିଲାରୁ ପୁଣି ଥରେ ରାମଚଣ୍ଡୀ କୁଶଭଦ୍ରା ମୁହାଣରେ ନିକଟରେ ଆରମ୍ଭ ହେବ ଇକୋ ରିଟ୍ରିଟ୍ ଫେଷ୍ଟିଭାଲ । କରୋନା କଟକଣା ସତ୍ତ୍ୱେ ଦ୍ୱିତୀୟ ଇକୋ ରିଟ୍ରିଟ୍ ଫେଷ୍ଟିଭାଲ ଆରମ୍ଭ ହେବ । ଡିସେମ୍ବର ପହିଲାରୁ ୩ ମାସ ବ୍ୟାପୀ ହେବାକୁ ହେବାକୁ ଥିବା ଏହି ଫେଷ୍ଟିଭାଲ…

ଆମେରିକା ନିର୍ବାଚନ ପ୍ରକ୍ରିୟା ସମୟରେ ବନ୍ଧୁକ ବିକ୍ରିରେ ୮୦ ପ୍ରତିଶତ ବୃଦ୍ଧି ଘଟିଛି

ନୂଆଦିଲ୍ଲୀ: ଆମେରିକାରେ ରାଷ୍ଟ୍ରପତି ନିର୍ବାଚନ ପାଇଁ ମତଦାନ ଶେଷ ହୋଇଛି ଏବଂ ପ୍ରାରମ୍ଭିକ ଧାରା ଆରମ୍ଭ ହେଉଛି। ରିପୋର୍ଟ ଅନୁଯାୟୀ ଡେମୋକ୍ରାଟିକ୍ ପାର୍ଟିର ପ୍ରାର୍ଥୀ ଜୋ ବାଇଡେନ୍ ବର୍ତ୍ତମାନର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କଠାରୁ ଆଗରେ ଅଛନ୍ତି। ଏହି ସମୟ ମଧ୍ୟରେ ହିଂସା ଭୟରେ ଉକ୍ତ…

ବାଲେଶ୍ୱର-ତିର୍ତ୍ତୋଲ ଉପନିର୍ବାଚନରେ କେତେ ଜଣ କରୋନା ଆକ୍ରାନ୍ତ ଦେଇଛନ୍ତି ଭୋଟ? ଜାଣନ୍ତୁ

ଭୁବନେଶ୍ୱର:ବାଲେଶ୍ୱର ଓ ତିର୍ତ୍ତୋଲରେ ସୁରୁଖୁରୁରେ ସରିଛି ଉପ-ନିର୍ବାଚନ । ଉପନିର୍ବାଚନ ଶେଷ ହେବା ପରେ ଏବେ ଷ୍ଟ୍ରଙ୍ଗ ରୁମରେ ସୁରକ୍ଷିତ ଭାବେ ରହିଛି ଇଭିଏମ । ଏହା ସହ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି । ତିର୍ତ୍ତୋଲରେ ୨୩ ଜଣ କୋଭିଡ୍ ଆକ୍ରାନ୍ତ ଶେଷରେ ଭୋଟ୍ ଦେଇଛନ୍ତି ।…

ପୁନମ୍ ପାଣ୍ଡେଙ୍କୁ ମହଙ୍ଗା ପଡିଲା ଅଶ୍ଳୀଳ ଭିଡିଓ !

ଗୋଆ: ପୁଣିଥରେ ବିବାଦରେ ଅଭିନେତ୍ରୀ ପୁନମ୍ ପାଣ୍ଡେ । ନିକଟରେ ଏହି ଅଭିନେତ୍ରୀ ଗୋଆରେ ସୁଟିଂ ସାରି ମୁମ୍ବାଇ ଫେରିଥିଲେ । ହେଲେ ଗୋଆରେ ସୁଟିଂ କରିବା ତାଙ୍କୁ ମହଙ୍ଗା ପଡିଛି । ଖାସ କରି ଅଶ୍ଳୀଳ ଭିଡିଓ । ଏ ନେଇ ପୁନମ୍‌ଙ୍କ ବିରୋଧରେ ଦୁଇଦୁଇଟି ଏତଲା ଦାୟର ହୋଇଛି । Goa: FIR filed…

ଏଥର ରାଜ୍ୟ ଚଳଚ୍ଚିତ୍ର ଓ ଟେଲି ପୁରସ୍କାର ବନ୍ଦ!

ଭୁବନେଶ୍ୱର: ଏଥର ରାଜ୍ୟ ଚଳଚ୍ଚିତ୍ର ଓ ଟେଲି ପୁରସ୍କାର ବନ୍ଦ । କରୋନା କଟକଣା ପାଇଁ ଚଳିତ ବର୍ଷ ଏହି ପୁରସ୍କାର ଉତ୍ସବ ହେବନି । ଏଯାଏଁ ସଂସ୍କୃତି ବିଭାଗ ପକ୍ଷରୁ ଏନେଇ ବିଜ୍ଞପ୍ତି ବାହାରିନି । ପୁରସ୍କାର ଚୟନ ଲାଗି ବିଚାରକ କମିଟି ଗଢ଼ା ଯାଇନି । ତେଣୁ ଏଥିରୁ ସ୍ପଷ୍ଟ ହୋଇଯାଉଛି,…

‘ଏକାମ୍ର କାନନରୁ ଗଛ କଟାଗଲେ ନବୀନ ନିବାସ ଆଗରେ ସତ୍ୟାଗ୍ରହ ହେବ’

ଭୁବନେଶ୍ୱର: ଭୁବନେଶ୍ୱର ଏକାମ୍ରକାନନ ଫାର୍ମ ଜମିକୁ ନେଇ ସାଧାରଣ ପ୍ରଶାସନ ବିଭାଗକୁ ହସ୍ତାନ୍ତର ବିରୋଧରେ ବିଜେପି ପକ୍ଷରୁ ଫାର୍ମ ସମ୍ମୁଖରେ ବିରୋଧ ପ୍ରଦର୍ଶନ । ଭୁବନେଶ୍ୱର ଏକାମ୍ର ଉଦ୍ୟାନ ପରିସରରୁ ଗୋଟିଏ ବି ଗଛ କଟାଯିବାକୁ ଦିଆଯିବନି। ଗଛ କଟାଗଲେ ନବୀନ ନିବାସ ଆଗରେ ସତ୍ୟାଗ୍ରହ ହେବ।…

ସର୍ବାଧିକ କାର୍ଟୁନ୍ ଚରିତ୍ର ଚିହ୍ନି ବିଶ୍ୱ ରେକର୍ଡ କଲେ ୫ ବର୍ଷୀୟ !

ଭୁବନେଶ୍ୱର: କାର୍ଟୁନ୍ କଥା ପଡିଲେ ମନେପଡିଯାଏ ଆମ ପିଲାଦିନ କଥା । ହେଲେ କିଛି ବଛାବଛା କାର୍ଟୁନ୍ ଚରିତ୍ର ଛଡା ଅଧିକାଂଶ ଚରିତ୍ରଙ୍କୁ ଆମ ମାନସପଟରେ ନଥାଏ । ହେଲେ ମାତ୍ର ଗୋଟିଏ ମିନିଟ୍‌ରେ ସର୍ବାଧିକ କାର୍ଟୁନ୍ କ୍ୟାରେକ୍ଟର ଚିହ୍ନି ଜଣେ ୫ ବର୍ଷୀୟ ଗିନିଜ୍ ବିଶ୍ୱ ରେକର୍ଡରେ ସ୍ଥାନ…

ବାଜି ମାରିଲା ‘ସମୋସା କାକ୍‌ସ’; ଆମେରିକା ନିର୍ବାଚନ

ନୂଆଦିଲ୍ଲୀ: ଆମେରିକାରେ ରାଷ୍ଟ୍ରପତି ନିର୍ବାଚନ ପାଇଁ ଭୋଟ୍ ଗଣନା ଜାରି ରହିଛି। ପ୍ରାରମ୍ଭିକ ଧାରା ବର୍ତ୍ତମାନ ଆସିବା ଆରମ୍ଭ କରିଛି। ଏହି ନିର୍ବାଚନରେ ​​ଭାରତୀୟ-ଆମେରିକୀୟ ମତଦାତାଙ୍କ ଗୁରୁତ୍ୱପୂର୍ଣ୍ଣ ଭୂମିକା ଥିଲା। ସୂଚନାଯୋଗ୍ୟ ଏହି ସମୟ ମଧ୍ୟରେ ଭାରତୀୟ ମୂଳରୁ ୪ ଜଣ ପ୍ରାର୍ଥୀ…

ଆଇପିଏଲ: ଦିଲ୍ଲୀ-ବାଙ୍ଗାଲୋର ପ୍ରଥମ ଏବଂ ମୁମ୍ବାଇ ୫ମ ଟାଇଟଲ ଲକ୍ଷ୍ୟରେ

ଦୁବାଇ: ଇଣ୍ଡିଆନ ପ୍ରିମିୟର ଲିଗ୍ ଅନ୍ତିମ ପର୍ଯ୍ୟାୟରେ ପହଂଚିଯାଇଛି । ସମସ୍ତ ଲିଗ୍ ମ୍ୟାଚ ଖେଳାଯିବା ପରେ ମୁମ୍ବାଇ ଇଣ୍ଡିଆନ୍ସ, ଦିଲ୍ଲୀ କ୍ୟାପିଟାଲ୍ସ, ସନରାଇଜର୍ସ ହାଇଦ୍ରାବାଦ ଓ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ପ୍ଲେ ଅଫରେ ପ୍ରବେଶ କରିଛି । ଦିଲ୍ଲୀ ଓ ବାଙ୍ଗାଲୋର ପ୍ରଥମ ଏବଂ…

ରାଷ୍ଟ୍ରପତି ନିର୍ବାଚନକୁ ନେଇ ଅଭିଯୋଗ ଆଣିଲେ ଟ୍ରମ୍ପ

ୱାଶିଂଟନ: ଆମେରିକା ରାଷ୍ଟ୍ରପତି ନିର୍ବାଚନକୁ ନେଇ ସାଂଘାତିକ ଅଭିଯୋଗ ଆଣିଲେ ଡୋନାଲ୍ଡ ଟ୍ରମ୍ପ । ଟ୍ରମ୍ପ କହିଛନ୍ତି ସେମାନେ ଏବେ ଆଗରେ ଅଛନ୍ତି । ତେବେ ଭୋଟିଂ ବନ୍ଦ ହେବା ପରେ ବି ଜାରି ରହିଛି ମତଦାନ । ଯାହାକି ନିୟମ ଉଲଂଘନ । ଏପରି କରିବା ଦ୍ୱାରା ଫଳାଫଳକୁ ଚୋରି କରିବାକୁ ବିରୋଧୀ…