Latest Odisha News

BREAKING NEWS

ଓଡିଶାରୁ ସୁସ୍ଥ ହେଲେ ଆଉ ୧୯୧୧ କରୋନା ରୋଗୀ

ଭୁବନେଶ୍ୱର: ଓଡିଶାରେ ଗତ ୨୪ ଘଣ୍ଟା ମଧ୍ୟରେ ପ୍ରାୟ ୧୯୧୧ କରୋନା ରୋଗୀ ଆରୋଗ୍ୟ ଲାଭ କରିଥିବା ନେଇ ସୂଚନା ଦେଇଛନ୍ତି ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ । https://twitter.com/HFWOdisha/status/1322527655892189184?s=19…

ରାଜଧାନୀରେ ୫୮ ବର୍ଷର ରେକର୍ଡ ଭାଙ୍ଗିଲା ଶୀତ

ନୂଆଦିଲ୍ଲୀ: ଥଣ୍ଡାରେ ଥରୁଛି ରାଜଧାନୀ । ଶୀତ ଋତୁ ଆରମ୍ଭରୁ ହିଁ ହାଡ ଭଙ୍ଗ ଶୀତ ଅନୁଭୂତ ହେଲାଣି ରାଜଧାନୀ ଦିଲ୍ଲୀରେ । ସ୍ଥିତି ଏପରି ହୋଇଛି ଯେ, ଅକ୍ଟୋବର ମାସରୁ ହିଁ ଶୀତ ୫୮ ବର୍ଷର ରେକର୍ଡ ଭାଙ୍ଗିଛି । ୫୮ ବର୍ଷ ମଧ୍ୟରେ ଅକ୍ଟୋବର ମାସରେ କେବେବି ଦିଲ୍ଲୀରେ ଏତେ ଭୟଙ୍କର ଥଣ୍ଡା ଅନୁଭୂତ…

ପ୍ୟାରିସରେ ୭୦୦କିମି. ଲମ୍ବା ଟ୍ରାଫିକ୍ ଜାମ୍‌

ପ୍ୟାରିସ: ଫ୍ରାନ୍ସର ପ୍ୟାରିସରେ ୭୦୦କିମି. ଲମ୍ବର ଟ୍ରାଫିକ୍ ଜାମ୍ କୁ ନେଇ ଚର୍ଚ୍ଚା ଜୋର୍ ଧରିଛି । ସୂଚନା ଅନୁଯାୟୀ କରୋନା ସଂକ୍ରମଣ ମାମଲା ବଢୁଥିବା ଯୋଗୁଁ ଦେଶରେ ୪ ସପ୍ତାହ ଲାଗି ଲକଡାଉନ୍ ଘୋଷଣା କରାଯାଇଛି । ଗତ ଗୁରୁବାର ରାତିରେ ଏହି ଘୋଷଣା ହେବା ପରେ ପ୍ୟାରିସ ଓ ତା’ ଆଖପାଖ…

ବକ୍ସିଂ ରିଙ୍ଗକୁ ଫେରିବେ ଦୁଇ ମହାରଥୀ ଟାଇସନ ଓ ରୟ ଜୋନ୍ସ

ଲସଆଞ୍ଜେଲ୍ସ:ବକ୍ସିଂ ଇତିହାସର ଦୁଇ ମହାରଥୀ ପୁନର୍ବାର ରିଙ୍ଗକୁ ଫେରିବେ । ଏହି ଦୁଇ ଜଣ ହେଲେ ମାଇକ ଟାଇସନ ଓ ରୟ ଜୋନ୍ସ ଜୁନିୟର । ନଭେମ୍ବର ୨୮ରେ ଲସଆଞ୍ଜେଲ୍ସର ଷ୍ଟାପଲ୍ସ ସେଂଟରରେ ଏହି ବାଉଟ ଆୟୋଜିତ ହେବ । ଏହା ଏକ ପ୍ରଦର୍ଶନୀ ଫାଇଟ ହୋଇଥିଲେ ମଧ୍ୟ ଆମେ ଉଚ୍ଚକୋଟୀର ପ୍ରଦର୍ଶନ କରିବା…

ଡିଜିଟାଲ କୃଷି ପରାମର୍ଶ ବଦଳାଇ ଦେଲା ଦେବଗଡର ଭୂପେନଙ୍କ ଭାଗ୍ୟ

ଭୁବନେଶ୍ୱର : ଦେବଗଡର ତିଲେଇବଣି ବ୍ଲକ କୁମୁରାପାଲି ଗାଁର ଚାଷୀ ଭୂପେନ କୁମୁରା । ଦିନ ଥିଲା ଭୂପେନ ପାଠ ପଢା ସାରିବା ପରେ ଗୁଜରାଟର ସିଲଭାଷା ଯାଇ ଏକ ବେସରକାରୀ ସଂସ୍ଥାରେ କାମ କରୁଥିଲେ । କିନ୍ତୁ ସେଠାରୁ ଯାହା ଦରମା ପାଉଥିଲେ ତାହା ପରିବାର ଚଳାଇବା ସହ ନିଜେ ଚଳିବା ଅସମ୍ଭବ ହୋଇପଡୁଥିଲା…

୨ ବର୍ଷର ଶିଶୁକନ୍ୟାକୁ ପୋଲିସ ଦେଲା ସିଗାରେଟ୍ ଚେଙ୍କ !

ଛତିଶଗଡ: ଶନିବାର ପୋଲିସକୁ ଗିରଫ କରିଛି ଖୋଦ ପୋଲିସ । ବାଲୋଦ ଜିଲ୍ଲାରେ ଜଣେ ପୋଲିସ କନେଷ୍ଟବଳ ୨ ବର୍ଷର ଶିଶୁକନ୍ୟାକୁ ସିଗାରେଟ୍ ଚେଙ୍କ ଦେବା ଭଳି ଅଭିଯୋଗ ସାମ୍ନାକୁ ଆସିଛି । ଘଟଣାଟି ଅବିଶ୍ୱାସ ଲାଗୁଥିଲେ ବି ଏ ନେଇ ଅପମାନ ମୁଣ୍ଡାଇବାକୁ ବାଧ୍ୟ ହୋଇଛି ଛତିଶଗଡ ପୋଲିସ । ପ୍ରଥମେ…

ଏକ ମାସ ମଧ୍ୟରେ ୧୨ ଓଡ଼ିଆ ଶ୍ରମିକଙ୍କ ମୃତ୍ୟୁ!

ବୁଗୁଡା: ସୁରାଟର ବିଭିନ୍ନ ଫ୍ୟାକ୍ଟେରୀରେ କାର୍ଯ୍ୟ କରୁଥିବା ଶ୍ରମିକଙ୍କ ମଧ୍ୟରୁ ପ୍ରାୟ ଏକ ମାସ ମଧ୍ୟରେ ୧୨ ଜଣ ଶ୍ରମିକଙ୍କ ଦୁର୍ଘଟଣାରେ ମୃତ୍ୟୁ ଘଟିଥିବା ବେଳେ ଫ୍ୟାକ୍ଟେରୀ ମାଲିକ ବୃନ୍ଦ କୌଣସି କ୍ଷତିପୂରଣ ଦେଉନଥିବା ଅଭିଯୋଗ କରିଛନ୍ତି ସୁରତ ପ୍ରବାସୀ ଓଡ଼ିଆ ସମାଜ ଟ୍ରଷ୍ଟ ସଭାପତି…

ଅଢ଼େଇ କିଲୋର ସୁନା ଗହଣା ଲୁଟିନେଲେ ଦୁର୍ବୃତ୍ତ

ବ୍ରହ୍ମପୁର: ସୁନା ଦୋକନାରରେ କଳାକନା ବୁଲାଇଲେ ଦୁର୍ବୃତ୍ତ । ଲୁଟିନେଲେ ଅଢ଼େଇ କିଲୋର ସୁନା ଗହଣା । ବ୍ରହ୍ମପୁର ବଡବଜାର ଅଂଚଳରେ ଘଟିଛି ଏଭଳି ବଡ ଧରଣର ଲୁଟ୍ । ବଡ଼ବଜାର ମୁଖ୍ୟ ରାସ୍ତାରେ ଥିବା ବିନୋଦ ଜୁଏଲର୍ସରେ ଦୁର୍ବୃତ୍ତମାନେ ଲୁଟ୍ କରିଛନ୍ତି  । ଦୋକାନର ଆଇରନ୍ ଚେଷ୍ଟରେ ଥିବା…

ମୁମ୍ବାଇର ବିଜୟଧାରା ଜାରି, ଚିନ୍ତାରେ ଦିଲ୍ଲୀ

ଦୁବାଇ: ମୁମ୍ବାଇ ଇଣ୍ଡିଆନ୍ସ ଚଳିତ ଆଇପିଏଲରେ ଜବରଦସ୍ତ ପ୍ରଦର୍ଶନ ଜାରି କରିଛି । ଶନିବାର ମୁମ୍ବାଇ ୯ ୱିକେଟରେ ଦିଲ୍ଲୀ କ୍ୟାପଟାଲ୍ସକୁ ପରାସ୍ତ କରିଛି । ମୁମ୍ବାଇ ପ୍ଲେ ଅଫରେ ପ୍ରବେଶ କରି ସାରିଥିବା ବେଳେ ଦିଲ୍ଲୀର ଚିନ୍ତା ବଢ଼ାଇଛି । ମୁମ୍ବାଇ ୧୧୧ ରନର ବିଜୟ ଲକ୍ଷ୍ୟ ମାତ୍ର ଗୋଟିଏ…

ଭାଷଣ ଦେବା ବେଳେ ମଞ୍ଚରୁ ଖସି ପଡିଲେ ନେତା

ମୁଜଫରପୁର: ସରଗରମ ରହିଛି ବିହାର ନିର୍ବାଚନୀ ମାହୋଲ । ସରିଛି ପ୍ରଥମ ପର୍ଯ୍ୟାୟ ନିର୍ବାଚନ । ଆଗକୁ ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ହେବ । ଏଥିପାଇଁ ଚାଲିଛି ପ୍ରଚାର ଜୋରଦାର । ଏପରି ସମୟରେ ଜଣେ ବାହୁବଳୀ ନେତା ମଂଚାରୁ ଗଳିବଡିବା ଘଟଣା ସାମ୍ନାକୁ ଆସିଛି । ଯାହା ଲୋକଙ୍କୁ ବେଶ୍ ଚର୍ଚ୍ଚାର…