Latest Odisha News

BREAKING NEWS

ଭୁବନେଶ୍ୱରକୁ ନେଇ ଚର୍ଚ୍ଚାରେ ଏବେ ଭିଭିଏସ୍ ଲକ୍ଷ୍ମଣଙ୍କ ଟ୍ୱିଟ୍ !

ଭୁବନେଶ୍ୱର: ସ୍ମାର୍ଟସିଟି ଭୁବନେଶ୍ୱରକୁ ନେଇ ଭାରତୀୟ କ୍ରିକେଟ ଦଳର ପୂର୍ବତନ ବ୍ୟାଟ୍ସମ୍ୟାନ ଭିଭିଏସ୍ ଲକ୍ଷ୍ମଣଙ୍କ ଏକ ଟ୍ୱିଟ୍ ଏବେ ଚର୍ଚ୍ଚାରେ । ଓଡ଼ିଶାର ରାଜଧାନୀ ଫୁଟପାଥରେ କିପରି ଜଣେ ଅସହାୟ ବ୍ୟକ୍ତିଟିଏ ବୁଲା କୁକୁରଙ୍କୁ ସବୁଦିନ ଭୋଜନ ଦେଉଛନ୍ତି ତାକୁ ନେଇ ଫଟୋ ସହିତ ଟ୍ୱିଟ୍…

ସାହିତ୍ୟର ଇତିହାସ ଓ ଅର୍ଦ୍ଧସତ୍ୟ

ସାହିତ୍ୟର ଇତିହାସ ଓ ଅର୍ଦ୍ଧସତ୍ୟ କେଦାର ମିଶ୍ର ଇତିହାସରେ ଯାହା ଲେଖାଥାଏ, ତା’ର ସମାନ୍ତରାଳରେ ଆଉ ଏକ ଅଲେଖା ଇତିହାସ ରହିଥାଏ । ଲିଖିତ ଇତିହାସ ଅପେକ୍ଷ ଲେଖା ହୋଇନଥିବା ଇତିହାସର ପରିଧି ବହୁତ ବଡ଼ । ଏକଥା ଆମ ଐତିହାସିକମାନେ ମାନିବାକୁ ନାରାଜ । ସାହିତ୍ୟର ଇତିହାସ ଲେଖୁଥିବା…

‘କୃତ୍ରିମ ଚିନି’ ଖାଉଛନ୍ତି କି, ହୋଇଯାଆନ୍ତୁ ସାବଧାନ !

ଭୁବନେଶ୍ୱର: ଚିନି ଠାରୁ ନିଜକୁ ଦୂରେଇ ରଖିବା ପାଇଁ କିଛି ଲୋକ କୃତ୍ରିମ ଚିନି ମାନେ 'ଆର୍ଟିଫିସିଆଲ ସୁଗାର' ବ୍ୟବହାର କରୁଥିବାରୁ ଦେଖିବାକୁ ମିଳୁଛି । ଏହାକୁ ସେମାନେ ଉତ୍ତମ ବିକଳ୍ପ ବୋଲି ଧରିନେଇଥାନ୍ତି। ମାତ୍ର ନିକଟରେ ହୋଇଥିବା ଏକ ଗବେଷଣାରୁ ଜଣାପଡ଼ିଛି ଯେ, ଏହି କୃତ୍ରିମ ଚିନି…

ଅଭିନେତ୍ରୀଙ୍କୁ ଅସଦାଚରଣ ଘଟଣା: ଗିରଫ ହେଲେ ୨ ଅଭିଯୁକ୍ତ

ଭୁବନେଶ୍ୱର: ଓଡିଆ ଅଭିନେତ୍ରୀଙ୍କୁ ଅସଦାଚରଣ କରିବା ଅଭିଯୋଗରେ କମିଶନରେଟ୍ ପୋଲିସ ଶୁକ୍ରବାର ଦିନ ୨ଜଣଙ୍କୁ ଗିରଫ କରିଛି । କମିଶନରେଟ୍ ପୋଲିସ ଏନେଇ ଗୁରୁବାର ଦିନ ନିଜ ଟ୍ୱିଟର ହ୍ୟାଣ୍ଡଲରେ ଏକ ପୋଷ୍ଟ କରିଥିଲେ । ଉକ୍ତ ପୋଷ୍ଟ ଅନୁଯାୟୀ ଅଭିନେତ୍ରୀଙ୍କ ପକ୍ଷରୁ ଲିଖିତ ଅଭିଯୋଗ ପାଇବା…

ସତୀତ୍ୱ

ସତୀତ୍ୱ ବିଭୂତି ପଟ୍ଟନାୟକ ବହି ପୁରୁଣା ହେଲେ ତାର ଦାମ ବଢେ଼, କିନ୍ତ ବୋହୂ ପୁରୁଣା ହେଲେ ତାର ଦାମ କମେ । ଠିକ ନୁହେଁ? ଜରାଜୀର୍ଣ୍ଣ ପୁସ୍ତକରୁ ନିଜର ଦୃଷ୍ଟି ଉତ୍ତୋଳନ କରି ଗବେଷକ ସୀତାକାନ୍ତ ନିଜର ବର୍ଷିୟସୀ ପତ୍ନୀର ମୁହଁକୁ ଚାହିଁଲେ । ସୌଦାମିନୀଙ୍କ ମୁହଁରେ ଭାଙ୍ଗପଡେ଼ ।…

ବୁଲି ଯାଆନ୍ତୁ ‘ଉତ୍ତର ଭାରତୀୟ ନାଗର ଶୈଳୀ’ରେ ନିର୍ମିତ ବାରାଣସୀର ଦୁର୍ଗା ମନ୍ଦିର

ଭୁବନେଶ୍ୱର: ଉତ୍ତରପ୍ରଦେଶ ରାଜ୍ୟର ବାରାଣସୀଠାରେ ରହିଛି ମା’ ଦୁର୍ଗାଙ୍କ ଭବ୍ୟ ମନ୍ଦିର । ଯାହା ଦୁର୍ଗା କୁଣ୍ଡ ମନ୍ଦିର ନାମରେ ମଧ୍ୟ ପରିଚିତ । ଇତିହାସ କହେ, ବଙ୍ଗୀୟ ମହାରାଣୀଙ୍କ ରାଣୀ ଭବାନୀଙ୍କ ଦ୍ଵାରା ଅଷ୍ଟାଦଶ ଖ୍ରୀଷ୍ଟାବ୍ଦ ସମୟରେ ଏହି ମନ୍ଦିରଟି ନିର୍ମିତ ହୋଇଥିଲା।ଏଠାରେ…

ନାଲକୋ ସିପିପିରେ ଭୟାବହ ଅଗ୍ନିକାଣ୍ଡ

ଅନୁଗୁଳ: ଅନୁଗୁଳ ଜିଲ୍ଲା ନ୍ୟାସନାଲ ଆଲୁମିନିୟମ୍ କମ୍ପାନୀ (ନାଲକୋ)ର କ୍ୟାପଟିଭ୍ ପାୱାର୍ ପ୍ଲାଣ୍ଟ୍ (ସିପିପି)ରେ ଶୁକ୍ରବାର ସକାଳେ ଭୟାବହ ଅଗ୍ନିକାଣ୍ଡ ଘଟିଛି । ପ୍ରାପ୍ତ ସୂଚନାନୁଯାୟୀ ୟୁନିଟ୍ ୮ ସ୍ଥିତ ଜେନେରେଟର ଟ୍ରାନ୍ସଫର୍ମରରେ କୌଣସି କାରଣବଶତଃ ସଟସର୍କିଟ୍ ହେବାରୁ ଅଗ୍ନିକାଣ୍ଡ…

ଘଡଘଡି ସହ ବର୍ଷା ଆଶଙ୍କା: ୧୨ଟି ଜିଲ୍ଲାକୁ ଆଲର୍ଟ ଜାରି

ଭୁବନେଶ୍ୱର: ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ରାଜ୍ୟର ପ୍ରାୟ ୧୨ଟି ଜିଲ୍ଲାରେ ବର୍ଷା ସହ ଘଡଘଡିର ସମ୍ଭାବନା ରହିଥିବା ନେଇ ଶୁକ୍ରବାର ଦିନ ପୂର୍ବାନୁମାନ କରାଯାଇଛି । ପାଣିପାଗ ବିଭାଗର ସଦ୍ୟ ବୁଲେଟିନ୍ ଅନୁଯାୟୀ ମୟୁରଭଞ୍ଜ, କେନ୍ଦୁଝର, ଜଗତସିଂହପୁର,…

ପୁନଃ ଅବସ୍ଥାପିତ ହେଲେ ନିଲମ୍ବିତ ସୁନ୍ଦରଗଡ ସିଡିଏମଓ

ଭୁବନେଶ୍ୱର: ସୁନ୍ଦରଗଡର ପୂର୍ବତନ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ (ସିଡିଏମଓ) ଡ. ପଙ୍କଜ ପଟେଲ ଗତ ଅକ୍ଟୋବର ୧୩ ତାରିଖରେ ନିଲମ୍ବିତ ହୋଇଥିବା ବେଳେ ଶୁକ୍ରବାର ଦିନ ତାଙ୍କୁ କାର୍ଯ୍ୟରେ ପୁନଃ ଅବସ୍ଥାପିତ କରାଯାଇଛି । ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଦ୍ୱାରା ଜାରି ଅଧିସୂଚନା…

ଲଗାଣ ବର୍ଷାରେ ଭୁଶୁଡିଲା କାନ୍ଥ, ୨ମୃତ ଓ ୩ ଗୁରୁତର

କେନ୍ଦ୍ରାପଡା/ବାଲେଶ୍ୱର: କେନ୍ଦ୍ରାପଡା ଓ ବାଲେଶ୍ୱର ଜିଲ୍ଲାରେ ଜାରି ରହିଥିବା ଲଗାଣ ବର୍ଷା ଯୋଗୁଁ ଗତକାଲି ବିଳମ୍ବିତ ରାତିରେ କାନ୍ଥ ଭୁଶୁଡି ଯିବା ଫଳରେ ୨ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୩ ଗୁରୁତର ଆହତ ହୋଇଛନ୍ତି । କେନ୍ଦ୍ରାପଡା ଜିଲ୍ଲା ଆଳି ବ୍ଲକ୍ ଅନ୍ତର୍ଗତ ଗଣେଶ୍ୱପୁର…