Latest Odisha News

BREAKING NEWS

ଖୋର୍ଦ୍ଧାରେ ରୋଡ୍ ରୋମିଓକୁ ନିସ୍ତୁକ ପିଟିଲେ ଲୋକେ

ଖୋର୍ଦ୍ଧା: ଖୋର୍ଦ୍ଧା ଜିଲ୍ଲାର ବାଲୁଗାଁରେ ଜଣେ ଯୁବତୀଙ୍କୁ ଅସଦାଚରଣ କରିବା ଅଭିଯୋଗରେ ସ୍ଥାନୀୟ ଲୋକେ ସମ୍ପୃକ୍ତ ଯୁବକକୁ ଧରି ନିର୍ଧୁମ୍ ପିଟିଛନ୍ତି । ମିଳିଥିବା ସୂଚନାନୁଯାୟୀ କୁମାରଙ୍ଗା ଛକ ନିକଟରେ ଜଣେ ଦଶମ ଶ୍ରେଣୀ ଛାତ୍ରୀ ଟିଉସନରୁ ଘରକୁ ଫେରୁଥିବା ବେଳେ ପାଖାପାଖି ୩ ଜଣ ଯୁବକ…

ଫୁଲ ରସିଆରେ: ଗୋଟିଏ ନୁହେଁ ଦୁଇଟି ଯା’

ଫୁଲ ରସିଆରେ... ଗୋଟିଏ ନୁହେଁ ଦୁଇଟି ଯା’ ସୂର୍ଯ୍ୟ ଦେଓ ଓଡ଼ିଆ ସିନେମାରୁ ଗୀତକୁୁ ଅଲଗା କରିବା ଅର୍ଥ ହେଉଛି ପରିପୂର୍ଣ୍ଣ ଜୀବନରୁ ଜୀବନକୁ କାଢ଼ିନେବା । ସଂପୂର୍ଣ୍ଣ ସ୍ୱପ୍ନହୀନତା ଓ ଆଶାଶୂନ୍ୟତାକୁ ନେଇ ଯେମିତି ଜୀବନର କଳ୍ପନା କରିହୁଏ ନାହିଁ, ସେମିତି ଗୀତିମୟତା ବିନା ଓଡ଼ିଆ…

କବିତା ଏକ ମିଜାଜ୍ ଓ କବି ତା’ର ବାଦଶାହ: ପ୍ରଦୀପ କୁମାର ପଣ୍ଡା

ପ୍ରଦୀପ କୁମାର ପଣ୍ଡା ସମକାଳୀନ ଓଡ଼ିଆ କବିତାର ଅନ୍ୟତମ ସିଦ୍ଧ ଓ ସଶ୍ରଦ୍ଧ ଉଚ୍ଚାରଣ । ସୌଭାଗ୍ୟ କୁମାର ମିଶ୍ରଙ୍କ ସମ୍ପାଦନାରେ ପ୍ରକାଶ ପାଉଥିବା ‘ଆସନ୍ତାକାଲି’ (୧୯୭୪) ପତ୍ରିକାରେ ପ୍ରକାଶ ପାଏ ତାଙ୍କର ପ୍ରଥମ କବିତା । ପ୍ରଥମ ବହି ପ୍ରକାଶ ପାଏ ୨୦୦୪ରେ ‘କାକପଦ’ ଶୀର୍ଷକରେ । ପରେପରେ…

୨୧ରେ ଭୁବନେଶ୍ୱର ଆସିବେ ଇସ୍ରୋ ମୁଖ୍ୟ

ଭୁବନେଶ୍ୱର: ରାଜଧାନୀସ୍ଥିତ ଆଇଆଇଟି ଭୁବନେଶ୍ୱରର ୮ମ କନଭୋକେସନ ଉତ୍ସବରେ ଯୋଗଦେବା ପାଇଁ ଇସ୍ରୋ ମୁଖ୍ୟ କେ. ଶିବନ ସେପ୍ଟେମ୍ବର ୨୧ ତାରିଖରେ ଗସ୍ତରେ ଆସୁଛନ୍ତି । ମିଳିଥିବା ସୂଚନାନୁଯାୟୀ ଏହି କନଭୋକେସନ୍ ଅବସରରେ କେ. ଶିବନ ଛାତ୍ରଛାତ୍ରୀମାନଙ୍କୁ ଚନ୍ଦ୍ରାୟାନ-୨ର ମୁନ୍ ମିଶନ୍…

ନୂଆ ଟ୍ରାଫିକ୍ ଆଇନ୍: ସମ୍ବଲପୁରରେ ଟ୍ରକକୁ ୬.୫୩ ଲକ୍ଷ ଜୋରିମାନା

ସମ୍ବଲପୁର: ଦେଶରେ ନୂଆ ଟ୍ରାଫିକ୍ ଆଇନ୍ କଡାକଡି କରାଯାଉଥିବା ବେଳେ ନିୟମ୍ ଉଲଘଂନକାରୀଙ୍କୁ ମୋଟା ଅଙ୍କର ତଣ୍ଡ ଗଣିବାକୁ ପଡୁଛି । ଏହି ଟ୍ରାଫିକ୍ ନିୟମ୍ ଉଲଘଂନ ଅଭିଯୋଗରେ ସମ୍ବଲପୁରରେ ଏକ ଟ୍ରକ୍ ଉପରେ ଲାଗିଛି ପ୍ରାୟ ୬.୫୩ ଲକ୍ଷ ଟଙ୍କାର ଜୋରିମାନା । ମିଳିଥିବା ସୂଚନାନୁଯାୟୀ ଏହା ଗତ…

ପୋଲିସ ଏନକାଉଣ୍ଟରରେ ୨ ଦୁର୍ଦ୍ଦାନ୍ତ ଅପରାଧି ଆହତ

ବ୍ରହ୍ମପୁର/ଝାରସୁଗୁଡା: ଗଞ୍ଜାମ ଓ ଝାରସୁଗୁଡା ଅଞ୍ଚଳରେ ପୋଲିସ ଏନକାଉଣ୍ଟରରେ ଶନିବାର ଦିନ ୨ ଜଣ ଦୁର୍ଦ୍ଦାନ୍ତ ଅପରାଧି ଆହତ ହୋଇଛନ୍ତି । ମିଳିଥିବା ସୂଚନାନୁଯାୟୀ ପ୍ରଥମ ଘଟଣା ଘଟିଛି ବ୍ରହ୍ମପୁର ସହରର ଗୋଷାଁଣୀନୂଆଗାଁ ଅଞ୍ଚଳରେ ଥିବା ଜୟଶ୍ରୀ କେମିକାଲ୍ ରୋଡରେ । ଏହି ରୋଡରେ କୋକେ ଓ…

ଛତିଶଗଡରେ ଏନକାଉଣ୍ଟର, ୨ ନକ୍ସଲ ନିହତ

ରାୟପୁର: ଛତିଶଗଡ଼ ଜିଲ୍ଲାର ଦାନ୍ତେଓ୍ଵାଡା ଠାରେ ସୁରକ୍ଷାବଳଙ୍କ ଗୁଳିରେ ଶନିବାର ଦିନ ୨ ଜଣ ନକ୍ସଲ ନିହତ ହୋଇଛନ୍ତି। ମିଳିଥିବା ସୂଚନା ଅନୁଯାୟୀ ଆଜି ଦାନ୍ତେଓ୍ଵାଡାର କୁଟ୍ରିମା ଅଞ୍ଚଳ ନିକଟସ୍ଥ ଜଙ୍ଗଲରେ ନକ୍ସଲ ଛପି ରହିଥିବା ଖବର ପାଇ ଯବାନମାନେ କମ୍ବିଂ ଅପରେସନ୍ ଆରମ୍ଭ କରିଥିଲେ ।…

ସ୍କାଏଡାଇଭର୍ ହେଲେ ଚୁଲବୁଲି ଅର୍ଚ୍ଚିତା !

ଭୁବନେଶ୍ୱର: ଓଲିଉଡ ସୁନ୍ଦରୀ ଅର୍ଚ୍ଚିତା ସାହୁ ଏବେ ସ୍କାଏଡାଇଭର୍ ଭାବେ ଯୋଗ୍ୟତା ଅର୍ଜନ କରିଛନ୍ତି । ଏହା କୌଣସି ରିଲ୍ ଲାଇଫରେ ନୁହେଁ ବରଂ ରିୟଲ୍ ଲାଇଫରେ ସେ ଏଥିପାଇଁ ଦକ୍ଷତା ହାସଲ କରିଛନ୍ତି । ଚୁଲବୁଲି ଅର୍ଚ୍ଚିତା ସଂଯୁକ୍ତ ରାଷ୍ଟ୍ର ଆମେରିକା ଗସ୍ତରେ ଯାଇଥିବା ବେଳେ ୱାସିଂଟନ୍…

ଜାଣନ୍ତୁ, କେମିତି କଟିବ ଆଜି ଦିନ…

ରାଶି ଫଳ ତା ୧୪-୦୯-୨୦୧୯ ଶନିବାର ଜ୍ୟୋତିର୍ବିଦ ଡ଼ଃ ନିରଞ୍ଜନ ମହାପାତ୍ର ମୋବାଇଲ: 9437225434 ଆଜି ଦିନର ମହତ୍ତ୍ୱ. ଆଜି ହେଉଛି ୨୦୧୯ ମସିହା ସେପ୍ଟେମ୍ବର ମାସ ତା ୧୪ରିଖ ଶନିବାର ସିଂହ ୨୯ ଦିନ ଭାଦ୍ରବ ମାସ ଶୁକ୍ଳ ପକ୍ଷ ପୂର୍ଣ୍ଣିମା ତିଥି ପୂର୍ବଭାଦ୍ରପଦ ନକ୍ଷତ୍ର କୁମ୍ଭ…

ଆରଟିଓ କାର୍ଯ୍ୟାଳୟ ମାନଙ୍କରେ ଖୋଲିବ ୫ଟି ଅତିରିକ୍ତ କେନ୍ଦ୍ର

ଭୁବନେଶ୍ୱର: ନୂଆ ମୋଟରଯାନ ଆଇନ ଲାଗୁ ହେବା ପରେ ଡ୍ରାଇଭିଂ ଲାଇସେନ୍ସ ପାଇବା ପାଇଁ ଆର.ଟି.ଓ କାର୍ଯ୍ୟାଳୟ ମାନଙ୍କରେ ପ୍ରବଳ ଭିଡ଼ ହେଉଥିବା ଲକ୍ଷ୍ୟ କରାଯାଇଛି । ଏହି ଭିଡ଼କୁ ଏଡ଼ାଇବା ପାଇଁ ସମ୍ପୃକ୍ତ ଆରଟିଓ କାର୍ଯ୍ୟାଳୟ ମାନଙ୍କରେ ଅତିରିକ୍ତ କେନ୍ଦ୍ରମାନ ଖୋଲାଯିବା ନେଇରାଜ୍ୟ ସରକାର…