Latest Odisha News

BREAKING NEWS

ମୋଦିଙ୍କ ନୂଆ ମନ୍ତ୍ରୀମାନଙ୍କୁ ଲୋକସଭାରେ ସାଂସଦଙ୍କ ଶୁଭେଚ୍ଛା

ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବୁଧବାର ଦିନ ଲୋକସଭାରେ ତାଙ୍କ ନୂତନ ମନ୍ତ୍ରୀମଣ୍ଡଳର ସଦସ୍ୟମାନଙ୍କୁ ପରିଚୟ କରାଇଥିବା ନେଇ ପିଟିଆଇ ଗଣମାଧ୍ୟମର ଏକ ରିପୋର୍ଟରୁ ଜଣାପଡିଛି । ବିଧିମୁତାବକ ଭାବେ ପ୍ରଧାନମନ୍ତ୍ରୀ ତାଙ୍କ ମନ୍ତ୍ରୀମଣ୍ଡଳର ସମସ୍ତ ନୂତନ ସଦସ୍ୟମାନଙ୍କୁ…

‘ଏକ ଦେଶ, ଏକ ନିର୍ବାଚନ’ ବୈଠକକୁ କଂଗ୍ରେସର ବର୍ଜନ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଆବାହକତ୍ୱରେ ରାଜଧାନୀ ନୂଆଦିଲ୍ଲୀରେ ଅନୁଷ୍ଠିତ ହେଉଥିବା ‘ଏକ ଦେଶ, ଏକ ନିର୍ବାଚନ’ ସର୍ବଦଳୀୟ ବୈଠକରେ ଯୋଗଦେବ ନାହିଁ ବୋଲି ସୂଚନା ମିଳିଛି । ସମଗ୍ର ଦେଶରେ ଏକ ସମୟରେ ସବୁ ରାଜ୍ୟର ବିଧାନସଭା ସହିତ ଲୋକସଭା ନିର୍ବାଚନ କରିବା ଲାଗି…

ମୌସୁମୀ ଆସିବାକୁ ବାକି ଆହୁରି ୨ଦିନ

ଭୁବନେଶ୍ୱର: ଆସନ୍ତା ୨ ରୁ ୩ ଦିନ ଭିତରେ ମୌସୁମୀ ଦକ୍ଷିଣ ପଶ୍ଚିମ ଓଡିଶା ଛୁଇଁବ ବୋଲି ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି । ଚଳିତ ଜୁନ ମାସ ୧୦ ତାରିଖରେ ମୌସୁମୀ ଆସିବାର ଥିବା ବେଳେ ଆରବ ସାଗରରେ ସୃଷ୍ଟ ସାମୁଦ୍ରିକ ଝଡ ‘ବାୟୁ’ ପାଇଁ ଏହା ବିଳମ୍ବ ହେଉଥିବା କୁହାଯାଉଛି ।…

ଗ୍ୟାଙ୍ଗଷ୍ଟର୍ ଟିଟୋର ୨ ଭାଇ କ୍ରାଇମବ୍ରାଞ୍ଚ ଦ୍ୱାରା ଗିରଫ

କେନ୍ଦ୍ରାପଡା : କେନ୍ଦ୍ରାପଡା ଜିଲ୍ଲାର ଦିଲରପୁର ଅଞ୍ଚଳରେ ଥିବା ବହୁ ଚର୍ଚ୍ଚିତ ଗ୍ୟାଙ୍ଗଷ୍ଟାର ସୟଦ ଉସମାନ୍ ଅଲୀ ଓରଫ୍ ଟିଟୋ ଘରେ ବୁଧବାର ଦିନ ପୁଣି ଥରେ ଚଢାଉ କରିଛି କ୍ରାଇମବ୍ରାଞ୍ଚର ସ୍ପେଶାଲ୍ ଟାସ୍କ ଫୋର୍ସ । ଏହି ଚଢାଉ ବେଳେ କ୍ରାଇମବ୍ରାଞ୍ଚ ଟିଟୋର ଦୁଇ ଭାଇ ଅସପାକ୍ ଅଲୀ ଓ…

ରୂପକ

ରୂପକ ପ୍ରଦୀପ କୁମାର ପଣ୍ଡା ଶୁଖିଲା ଗଛମାନେ ମାଟି ଛାଡିବାକୁ ନାରାଜ, ମଥାରୁ ଉପୁଡି ଗଲାଣି କେଶ କୁଷ୍ଠୀ ଶରୀରରୁ ଛିଂଡି ଗଲାଣି ଆଂଗୁଠିଯାକ ଉତୁରି ଗଲାଣି ଛାଲ ମାଂସ ଦେହର, ପୋଲା ହାଡମାନ ଯାହା ଅବଲୀଳା କ୍ରମେ ତୀରେଇଛଂତି ଆକାଶମୁହାଁ କବିତାର ରୂପକ ହେବାକୁ। କାଠୁଆଗଛ ତଥାପି…

ସହିଦ ଓଡିଆ ଯବାନଙ୍କ ପରିବାରକୁ ମୁଖ୍ୟମନ୍ତ୍ରୀଙ୍କ ୨୫ଲକ୍ଷ ଟଙ୍କାର ଅନୁକମ୍ପା ରାଶି ଘୋଷଣା

ଭୁବନେଶ୍ୱର : ଜମ୍ମୁ-କାଶ୍ମୀରରେ ଆତଙ୍କବାଦୀଙ୍କ ଆଇଇଡି ବିସ୍ଫୋରଣରେ ସହିଦ ହୋଇଥିବା ଓଡିଆ ଯବାନ ଅଜିତ କୁମାର ସାହୁଙ୍କ ଦେହାନ୍ତରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗଭୀର ଦୁଃଖ ପ୍ରକାଶ କରିବା ସହ ୨୫ଲକ୍ଷ ଟଙ୍କାର ସହାୟତା ରାଶି ଘୋଷଣା କରିଛନ୍ତି । ଆହୁରି ମଧ୍ୟ ଆତଙ୍କବାଦୀଙ୍କ…

ଜାଣନ୍ତୁ, କ’ଣ ରହିଛି ପୁଦିନାର ଉପକାରୀ ଗୁଣ…

ପ୍ରାୟତଃ ଆମେ ଖାଦ୍ୟରେ ପୁଦିନାର ବ୍ୟବହାର କରିଥାଉ । ପୁଦିନାର ଅନେକ ଉପକାରୀ ଗୁଣ ରହିଛି । ଏହା ଖାଦ୍ୟର ସ୍ୱାଦ ବଢେଇବା ସହ ଶରୀରପ୍ରତି ମଧ୍ୟ ଲାଭଦାୟକ ହୋଇଥାଏ । ଏହାକୁ ଖାଦ୍ୟ ରୂପେ ବ୍ୟବହାର କଲେ ଆମକୁ ଅନାବଶ୍ୟକୀୟ ଔଷଧର ବ୍ୟବହାର କରିବାକୁ ପଡିବ ନାହିଁ । ଆସନ୍ତୁ ଜାଣିବା ଏହାର…

ଘଡଘଡି ସହ ବର୍ଷା ଆଶଙ୍କା: ରାଜ୍ୟର ୧୩ଟି ଜିଲ୍ଲାକୁ ଆଲର୍ଟ ଜାରି

ଭୁବନେଶ୍ୱର : ରାଜ୍ୟର ପ୍ରାୟ ୧୩ଟି ଜିଲ୍ଲାରେ କାଳବୈଶାଖୀ ଆଶଙ୍କା ରହିଥିବା ନେଇ ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ ବୁଧବାର ଦିନ ପୂର୍ବାନୁମାନ କରାଯାଇଛି । ଭାରତୀୟ ପାଣିପାଗ କେନ୍ଦ୍ରର ସଦ୍ୟ ରିପୋର୍ଟ ଅନୁଯାୟୀ ଆଜି ସନ୍ଧ୍ୟା ୫ଟା ୧୫ମି. ପର୍ଯ୍ୟନ୍ତ ରାଜ୍ୟର ପ୍ରାୟ…

ଜୁନ୍ ୨୧ରେ ପ୍ରକାଶ ପାଇବ ଯୁକ୍ତ ୨ କଳା ଓ ବାଣିଜ୍ୟ ରେଜଲ୍ଟ

ଭୁବନେଶ୍ୱର : ଆସନ୍ତା ଜୁନ୍ ୨୧ ତାରିଖରେ ଯୁକ୍ତ ୨ କଳା ଓ ବାଣିଜ୍ୟ, ଧନ୍ଦାମୂଳକ ଶିକ୍ଷାର ରେଜଲ୍ଟ ପ୍ରକାଶ ପାଇବ ବୋଲି ବୁଧବାର ଦିନ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାସ ସୂଚନା ପ୍ରଦାନ କରିଛନ୍ତି । ରାଜଧାନୀର ଗୀତଗୋବିନ୍ଦ ଅଡିଟୋରିୟମରେ ଅପରାହ୍ନ ୩ଟା ୩୦ମି. ବେଳେ ଏହି…

୧୨ ବର୍ଷ ପରେ ପୁଣି ଫେରୁଛନ୍ତି ଶିଳ୍ପା ସେଟ୍ଟି

ଶିଳ୍ପା ସେଟ୍ଟିଙ୍କ ଫ୍ୟାନଙ୍କ ପାଇଁ ଖୁସିର ଖବର । ୧୨ ବର୍ଷ ପରେ ପୁଣି ବଡ ପରଦାକୁ ଫେରୁଛନ୍ତି ସୁନ୍ଦରୀ ଶିଳ୍ପା । ବିବାହ ପରଠୁଁ ପିଲ୍ମରୁ ଦୂରେଇ ଯଇଥିଲେ ଶିଳ୍ପା । ସର୍ବଦା ଫିଟନେସକୁ ନେଇ ଚର୍ଚ୍ଚାରେ ରହୁଥିବା ଶିଳ୍ପାଙ୍କୁ ଅନେକ ରିୟାଲିଟି ଶୋରେ ମଧ୍ୟ ଦେଖିବାକୁ ମିଳୁଥିଲା ।…