Latest Odisha News

BREAKING NEWS

ଭୁଲ୍ ମାନିଲେ, କ୍ଷମା ମାଗିଲେ ଉମା ସାମନ୍ତରାୟ

ଭୁବନେଶ୍ୱର: ଭୁଲ୍ ମାନିଲେ ସତ୍ୟବାଦୀ ବିଧାୟକ ଉମା ସାମନ୍ତରାୟ । ପ୍ରଦୀପ ମହାରଥୀଙ୍କ ଅନ୍ତ୍ୟେଷ୍ଟିରେ ଯୋଗଦେବାକୁ ନେଇ ଭୁଲ ମାଗିଛନ୍ତି । ଉମା ସାମନ୍ତରାୟ କହିଛନ୍ତି, କରୋନା ସଂକ୍ରମିତ ଥାଇ ପୁରୀ ସ୍ୱର୍ଗଦ୍ୱାରରେ ପହଞ୍ଚିବା ଭୁଲ୍ ଥିଲା । ଏହାସହ ସେ କହିଛନ୍ତି, ପ୍ରଦୀପ ମହାରଥୀଙ୍କ…

୬୬ ବର୍ଷରେ ପଦାର୍ପଣ କଲେ ଅଭିନେତ୍ରୀ ରେଖା

ମୁମ୍ବାଇ:  ଅକ୍ଟୋବର ୧୦ ତାରିଖ ହେଉଛି ବଲିଉଡ୍‌ର ଲୋକପ୍ରିୟ ଅଭିନେତ୍ରୀ ରେଖାଙ୍କ ଜନ୍ମଦିନ। ସେ ଆଜି ୬୬ ବର୍ଷରେ ପଦାର୍ପଣ କରିଛନ୍ତି। ତେବେ ରେଖା ନିଜର ରୂପଚର୍ଯ୍ୟା ଲାଗି ବଲିଉଡ୍‌ରେ ବେଶ୍ ପ୍ରସିଦ୍ଧ। ଏତେ ପରିଣତ ବୟସରେ ବି ସେ ଖୁବ୍‌ ଆକର୍ଷଣୀୟ ଲାଗୁଛନ୍ତି। ୬୦ ଦଶକରୁ ବଲିଉଡ୍‌ରେ…

ପୁଣି ୧୪ରେ ଲଘୁଚାପ ସମ୍ଭାବନା, ଅକ୍ଟୋବରେ ଏମିତି କାହିଁକି ?

ଭୁବନେଶ୍ୱର: ଅକ୍ଟୋବର ମାସରେ ଦାନା ବାନ୍ଧୁଛି ଗୋଟିଏ ପରେ ଗୋଟିଏ ଲଘୁଚାପ କ୍ଷେତ୍ର । ଗୋଟିଏ ନଯାଉଣୁ ଆଉ ଗୋଟିଏ ଆସୁଛି । ଗତକାଲି ଉତ୍ତର ଆଣ୍ଡାମାନ ସାଗରରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଥିଲା । ଆସନ୍ତା ୧୪ ତାରିଖ ବେଳକୁ ଆଉ ଗୋଟିଏ ଲଘୁଚାପ ସୃଷ୍ଟି ହେବା ନେଇ ପୂର୍ବାନୁମାନ କରିଛି…

ରାଜ୍ୟରେ ହଜାରେ ଡେଇଁଲା କରୋନା ଡେଥ୍ କେସ୍

ଭୁବନେଶ୍ୱର: ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ହଜାରେ ପାର କରିଛି । ଗତ ୨୪ ଘଣ୍ଟା ଭିତରେ ମହାମାରୀ ନେଇଛି ଆଉ ୧୫ ଜଣଙ୍କର ଜୀବନ । ଚିକିତ୍ସାଧୀନ ଅବସ୍ଥାରେ ୧୦ଟି ଜିଲ୍ଲାର ଆକ୍ରାନ୍ତ ପ୍ରାଣ ହରାଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ ମୃତ୍ୟୁସଂଖ୍ୟା ୧୦୦୬କୁ ବୃଦ୍ଧି ପାଇଛି ।…

ଆଜି ବିଶ୍ୱ ମାନସିକ ସ୍ୱାସ୍ଥ୍ୟ ଦିବସ; ଜାଣନ୍ତୁ କାହିଁକି ପାଳନ ହୁଏ ଏହି ଦିନ

ଜାତିସଂଘ ଓ ବିଶ୍ୱ ସ୍ୱାସ୍ଥ୍ୟ ସଂସ୍ଥାର ଅନୁମୋଦନ କ୍ରମେ ୱାର୍ଲଡ ଫେଡେରେସନ୍‌ ଅଫ୍ ମେଣ୍ଟାଲ୍‌ ହେଲ୍‌ଥ ଆନୁକୂଲ୍ୟରେ ୧୯୯୨ରୁ ପ୍ରତି ବର୍ଷ ଅକ୍ଟୋବର ୧୦ ତାରିଖରେ ମାନସିକ ସ୍ୱାସ୍ଥ୍ୟ ଦିବସ ପାଳନ କରାଯାଉଛି। ସଂପ୍ରତି ସାରା ବିଶ୍ୱରେ ୨୦ ପ୍ରତିଶତ ଲୋକ ବିଭିନ୍ନ ମାନସିକ ବିକାରର…

କାଲି ରାଜ୍ୟରେ ଅଢ଼େଇ ଲକ୍ଷ ଟପିବ କରୋନା କେସ୍, ୨୪ ଘଣ୍ଟାରେ ୨୮୫୪ ପଜିଟିଭ୍

ଭୁବନେଶ୍ୱର: ଆସନ୍ତାକାଲି ରାଜ୍ୟରେ ଅଢ଼େଇ ଲକ୍ଷ ଛୁଇଁବ କରୋନା ଆକ୍ରାନ୍ତଙ୍କ ସଂଖ୍ୟା । ଗତ ୨୪ ଘଣ୍ଟାରେ ରାଜ୍ୟରୁ ଚିହ୍ନଟ ହୋଇଛନ୍ତି ୨ ହଜାର ୮୫୪ ନୂଆ ସଂକ୍ରମିତ । କ୍ୱାରେଣ୍ଟାଇନରୁ ୧୬ ଶହ ୫୯ ଓ ଲୋକାଲ୍ କଣ୍ଟାକ୍ଟ କେସ୍ ରହିଛି ୧୧ ଶହ ୯୫ । ବହୁ ଦିନ ପରେ ଖୋର୍ଦ୍ଧା ଜିଲ୍ଲାରେ…

ଆଜି ବିଶ୍ୱ ବାସହୀନ ଦିବସ

ପ୍ରତିବର୍ଷ ଅକ୍ଟୋବର ୧୦ ତାରିଖରେ ବିଶ୍ୱ ବାସହୀନ ଦିବସ ବା ୱାର୍ଲଡ ହୋମ୍‌ଲେସ୍‌ ଡେ ପାଳନ କରାଯାଉଛି। ୨୦୦୫ରେ କରାଯାଇଥିବା ଏକ ସର୍ବେକ୍ଷଣ ଅନୁଯାୟୀ ସାରା ବିଶ୍ୱରେ ପ୍ରାୟ ଦଶ କୋଟି ଲୋକ ବାସହରା ଅଛନ୍ତି। ବର୍ତ୍ତମାନ ଆମ ଦେଶରେ ବାସହୀନଙ୍କ ସଂଖ୍ୟା ୧.୭୭ କୋଟି। ତେବେ ୧୩୮୩ରେ…

ସାଂସଦ ଅପରାଜିତାଙ୍କ ନାଁରେ ଅଭିଯୋଗ ଆଣିଲେ କୋଭିଡ୍ ଯୋଦ୍ଧା

ଭୁବନେଶ୍ୱର: ଜନ୍ମଦିନ ପାର୍ଟିରେ ସମର୍ଥକଙ୍କ ସହ ମାସ୍କ ନପିନ୍ଧି ନାଚ, ଗୀତ ଓ ଗହଳି ଭିତରେ ସାମିଲ ହେବାକୁ ନେଇ ଭୁବନେଶ୍ୱର ସାଂସଦ ଅପରାଜିତାଙ୍କ ଅଡୁଆ ବଢ଼ିଛି । କୋଭିଡ୍ ନିୟମ ଉଲ୍ଲଂଘନ ଅଭିଯୋଗରେ କେନ୍ଦ୍ର ଗୃହ ରାଷ୍ଟ୍ରମନ୍ତ୍ରୀଙ୍କୁ ରାଜ୍ୟ ଗୃହ ରାଷ୍ଟ୍ରମନ୍ତ୍ରୀ ଚିଠି ଲେଖିବା ପରେ ଏବେ…

ପରପାରିରେ କନ୍ନଡ ଚଳଚ୍ଚିତ୍ର ନିର୍ଦ୍ଦେଶକ ବିଜୟ ରେଡ୍ଡି

ବେଙ୍ଗାଲୁରୁ: ପରଲୋକରେ ପ୍ରସିଦ୍ଧ କନ୍ନଡ ଚଳଚ୍ଚିତ୍ର ନିର୍ଦ୍ଦେଶକ ବିଜୟ ରେଡ୍ଡି । ୮୪ ବର୍ଷ ବୟସରେ ସେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି । ବିଜୟ ରେଡ୍ଡିଙ୍କ ଦେହାନ୍ତରେ କନ୍ନଡ ଚଳଚ୍ଚିତ୍ର ଜଗତରେ ଶୋକର ଛାୟା ଖେଳି ଯାଇଛି । ବିଜୟ ରେଡ୍ଡି ୫୦ରୁ ଅଧିକ ଚଳଚ୍ଚିତ୍ର କରିଛନ୍ତି । ସେଥିମଧ୍ୟରୁ…

ଆଜିଠୁ ତିନି ଦିନ ବନ୍ଦ ରହିବ ବୁର୍ଲା ଭିସୁଟ୍

ସମ୍ବଲପୁର: ଆଜିଠୁ ତିନି ଦିନ ବନ୍ଦ ରହିବ ବୁର୍ଲା ସ୍ଥିତ ବୀର ସୁରେନ୍ଦ୍ର ସାଏ ବୈଷୟିକ ବିଶ୍ୱବିଦ୍ୟାଳୟ । କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି କ୍ୟାମ୍ପସ ପରିସରକୁ ସାନିଟାଇଜ୍ କରାଯିବ । ଏଥିପାଇଁ ବିଶ୍ୱବିଦ୍ୟାଳୟକୁ ଛୁଟି ଘୋଷଣା କରାଯାଇଛି । ପୂର୍ବଭଳି ଶନିବାର ଓ ରବିବାର ଭିସୁଟ ବନ୍ଦ…