Latest Odisha News

BREAKING NEWS

ହଥରସ କେସ: ଯୋଗୀ ସରକାରକୁ ଦଳ ଭିତରୁ ବିରୋଧ

ନୂଆଦିଲ୍ଲୀ: ଉତ୍ତରପ୍ରଦେଶ ହଥରସ ନାବାଳିକ ଗଣଦୁଷ୍କର୍ମ ଓ ହତ୍ୟା ଅଭିଯୋଗ ଘଟଣାକୁ ନେଇ ସାରା ଦେଶରେ ବିରୋଧର ସ୍ୱର ତୀବ୍ର ହୋଇଛି । ଟାର୍ଗେଟରେ ଉତ୍ତରପ୍ରଦେଶ ସରକାର । ଯୋଗୀ ଆଦିତ୍ୟନାଥଙ୍କ ସରକାରକୁ ବିରୋଧୀ କାଠଗଡ଼ାରେ ଠିଆ କରିଥିବା ବେଳେ ଦଳ ଭିତରୁ ବି କିଛି ନେତା ଟାର୍ଗେଟ କଲେଣି ।…

ଶରଦଶଶୀ : ପିଲାଙ୍କ ତୂଳୀରୁ ….

ସ୍ୱସ୍ତି ମିଶ୍ର, ଷ୍ଟାଣ୍ଡାର୍ଡ-୯ , ପ୍ରଭୁଜୀ ଇଂରାଜୀ ମାଧ୍ୟମ ସ୍କୁଲ ଇପ୍ସା ତ୍ରିପାଠୀ, ଷ୍ଟାଣ୍ଡାର୍ଡ -୧୨, ୟୁନିଟ -୮ ଡିଏଭି ସ୍କୁଲ ଆଦର୍ଶ ଅନୁରାଗ ହୋତା ଅପର କେଜି, ବିଜେବି ଇଂରାଜୀ ମାଧ୍ୟମ ସ୍କୁଲ ଅଭିଷେକ, ଷ୍ଟାଣ୍ଡାର୍ଡ -୨, ଡିଏଭି କଳିଙ୍ଗ ନଗର

ଭେଣ୍ଟିଲେଟରରେ ପିପିଲି ବିଧାୟକ ପ୍ରଦୀପ ମହାରଥୀ

ଭୁବନେଶ୍ୱର: ବିଜେଡିର ବରିଷ୍ଠ ନେତା ତଥା ପିପିଲି ବିଧାୟକ ପ୍ରଦୀପ ମହାରଥୀଙ୍କ ସ୍ୱାସ୍ଥ୍ୟାବସ୍ଥା ଗୁରୁତର । ଏବେ ସେ ଭେଣ୍ଟିଲେଟରରେ ଅଛନ୍ତି । ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ତାଙ୍କର ଚାଲିଛି ଚିକିତ୍ସା । ପ୍ରଦୀପ ମହାରଥୀଙ୍କ ସ୍ୱାସ୍ଥ୍ୟାବସ୍ଥା ଉପରେ ନଜର ରଖିଛନ୍ତି ଡାକ୍ତରୀ ଟିମ୍…

ଦୁଇ ତିନି ଦିନରେ ରାଜ୍ୟରେ ଦୁଇ ଲକ୍ଷ ଛୁଇଁବ କରୋନା ସୁସ୍ଥ ସଂଖ୍ୟା

ଭୁବନେଶ୍ୱର: ରାଜ୍ୟରେ ସଂକ୍ରମିତଙ୍କ ଅପେକ୍ଷା ଦୈନିକ ବଢୁଛି କରୋନା ସୁସ୍ଥ ସଂଖ୍ୟା । ଦୁଇ ତିନି ଦିନ ଭିତରେ ରାଜ୍ୟରେ ଆରୋଗ୍ୟଙ୍କ ସଂଖ୍ୟା ଦୁଇ ଲକ୍ଷ ପାର କରିଯିବ । ଗତ ୨୪ ଘଣ୍ଟାରେ ଆଉ ୪ ହଜାର ୪୮ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ କରୋନାରୁ ଆରୋଗ୍ୟ ଲାଭ କଲେଣି…

ଚେନ୍ନାଇ ସମ୍ମୁଖରେ ୧୬୫ ରନର ବିଜୟ ଲକ୍ଷ୍ୟ

ଦୁବାଇ: ଚଳିତ ଇଣ୍ଡିଆନ ପ୍ରିମିୟର ଲିଗରେ ଶୁକ୍ରବାର ଅନୁଷ୍ଠିତ ମୁକାବିଲାରେ ସନରାଇଜର୍ସ ହାଇଦ୍ରାବାଦ ୧୬୫ ରନର ବିଜୟ ଲକ୍ଷ୍ୟ ଚେନ୍ନାଇ ସୁପର କିଙ୍ଗ୍‌ସ ସମ୍ମୁଖରେ ରଖିଛି । ପ୍ରଥମେ ବ୍ୟାଟିଂ କରି ହାଇଦ୍ରାବାଦ ଦଳ ୨୦ ଓଭରରେ ୫ ଉଇକେଟ ହରାଇ ୧୬୪ ରନ କରିଥିଲା । ମ୍ୟାଚରେ ପ୍ରିୟମ ଗର୍ଗଙ୍କ…

ହାଥରସ କେସ୍‌ରେ ଯୋଗୀ ଆଦିତ୍ୟନାଥଙ୍କ ବଡ କାର୍ଯ୍ୟାନୁଷ୍ଠାନ: ଏସପି, ଡିଏସପି, ଇନ୍ସପେକ୍ଟର ନିଲମ୍ବିତ

ହାଥରସ: ହାଥରସ ଗଣଦୁଷ୍କର୍ମ କେସ୍ ନେଇ ସାରା ଦେଶରେ ଉତେଜନା ଦେଖାଦେଇଛି । ଏଥିନେଇ ଉତରପ୍ରଦେଶର ଯୋଗୀ ଆଦିତ୍ୟନାଥଙ୍କ ସରକାର ମଧ୍ୟ ଟାର୍ଗେଟରେ ରହିଛି । ବିଭିନ୍ନ ମହଲରୁ ଚାପ ପଡିବା ଫଳରେ ଶୁକ୍ରବାର ଯୋଗୀ ଆଦିତ୍ୟନାଥ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି। ରିପୋର୍ଟ ମୁତାବକ ଏସପି,…

ଆଇପିଏଲରେ ସର୍ବାଧିକ ମ୍ୟାଚ ଖେଳିବାରେ ରେକର୍ଡ କଲେ କ୍ୟାପଟେନ କୁଲ୍‌

ଦୁବାଇ:ଭାରତୀୟ କ୍ରିକେଟ ଦଳର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂ ଧୋନୀ ଶୁକ୍ରବାର ଇଣ୍ଡିଆନ ପ୍ରିମିୟର ଲିଗରେ ଆଉ ଏକ କୀର୍ତିମାନ ସ୍ଥାପନ କରିଛନ୍ତି । ଧୋନୀ ଆଇପିଏଲରେ ସର୍ବାଧିକ ମ୍ୟାଚ ଖେଳିବା ଗୌରବ ଅର୍ଜନ କରିଛନ୍ତି । ସେ ୧୯୪ ମ୍ୟାଚ ଖେଳି ସୁରେଶ ରାଇନାଙ୍କୁ ଅତିକ୍ରମ କରିଛନ୍ତି ।…

ହାଥରସରେ ଗଣମାଧ୍ୟମକୁ ନୋ’ ଏଣ୍ଟ୍ରି

ହାଥରସ: ଉତ୍ତରପ୍ରଦେଶର ହାଥରସ ଗଣ ଦୁଷ୍କର୍ମ ମାମଲା ପ୍ରତି ଦିନ ନୂଆ ମୋଡ଼ ନେଉଛି। ଗୁରୁବାର ଦିନ ଏହି ଅଞ୍ଚଳ ମଧ୍ୟକୁ ପ୍ରବେଶ କରିବାକୁ କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କୁ ଅଟକାଇ ଦିଆ ଯାଇଥିବା ବେଳେ ଆଜି ଏହି ଅଞ୍ଚଳକୁ ଗଣମାଧ୍ୟମ ପ୍ରବେଶ ଉପରେ ପ୍ରତିବନ୍ଧକ ଲଗାଇଛି ୟୁପି ପ୍ରଶାସନ।…

ହଂକଂରେ ଉଡିଲା ଭାରତର ଜାତୀୟ ପତାକା

ହଂକଂ: ବିସ୍ତାରବାଦୀ ନୀତି ଯୋଗୁ ଚୀନ ତାର ସମସ୍ତ ପଡୋଶୀ ସହ ଅଶାନ୍ତି ସୃଷ୍ଟି କରି ସାରିଛି । ଚୀନ ଏବେ ହଂକଂ ଉପରେ ଆଧିବତ୍ୟ ବିସ୍ତାର କରିବାକୁ ଚାହୁଁଛି । ଯାହାକୁ ସ୍ଥାନୀୟ ବାସିନ୍ଦା ସେଠାରେ ତୀବ୍ର ବିରୋଧ କରୁଛନ୍ତି । ଚୀନ ବିରୋଧରେ କରାଯାଇଥିବା ଏକ ବିକ୍ଷୋଭରେ ହଂକଂବାସୀ ଭାରତର…

ଆଜି ବାପୁଙ୍କ ଜନ୍ମ ଦିନ

ମହାତ୍ମା ଗାନ୍ଧୀଙ୍କ ଜନ୍ମ ଦିବସକୁ ଗାନ୍ଧୀ ଜୟନ୍ତୀ ବା ଅନ୍ତର୍ଜାତୀୟ ଅହିଂସା ଦିବସ ଭାବେ ପାଳନ କରାଯାଏ। ପ୍ରତିବର୍ଷ ଅକ୍ଟୋବର ୨ ତାରିଖରେ ଗାନ୍ଧୀ ଜୟନ୍ତୀ ପାଳିତ ହୁଏ । ମହାତ୍ମା ଗାନ୍ଧୀ  ୧୮୬୯, ଅକ୍ଟୋବର ୨ରେ ଗୁଜୁରାଟର ପୋର ବନ୍ଦରଠାରେ ଜନ୍ମଗ୍ରହଣ କରିଥିଲେ। ତାଙ୍କର ସମ୍ପୂର୍ଣ୍ଣ…