Latest Odisha News

BREAKING NEWS

Browsing Tag

America

ଆଶ୍ଚର୍ଯ୍ୟ ! ୧୩ ମାସରେ ୨ ଥର ଯମଜ ସନ୍ତାନ ଜନ୍ମ ଦେଲେ ମହିଳା

ୱାଶିଂଟନ: ଏ ପୃଥିବୀରେ ଏମିତି ଚମକ୍ତାର ଜିନିଷ ଘଟେ ଯାହା ଦେଖିଲେ ବିଶ୍ୱାସ କରି ହୁଏନି । ମଣିଷ କଥା ଛାଡ, ବିଜ୍ଞାନ ବି ଏଠି ଫେଲ ମାରେ । ଏମିିତି ଏକ ଘଟଣା ବିଷୟରେ ଆମେ ଆପଣଙ୍କୁ କହିବୁ । ଯୁକ୍ତରାଷ୍ଟ୍ର ଆମେରିକାରେ ଏମିତି ଏକ ଘଟଣା ଘଟିଛି । ମିଳିଥିବା ସୂଚନା ଅନୁଯାୟୀ, ଆମେରିକାର ଜଣେ…

ଆମେରିକା ୟୁନିଭର୍ସିଟି ସାମ୍ନାରେ ଗୁଳିକାଣ୍ଡ: ୩ ମୃତ

ୱାଶିଂଟନ: ଆମେରିକାର ମିଶିଗନଠାରେ ଘଟିଛି ଭୟଙ୍କର ଗୁଳିକାଣ୍ଡ ।ମିଶିଗନ ଷ୍ଟେଟ ୟୁନିଭର୍ସିଟିରେ ସୋମବାର ଗୁଳିକାଣ୍ଡ ଘଟି ୩ ଜଣଙ୍କର ମୃତ୍ୟୁ ଘଟିଛି । ଏତିରେ ୫ ଜଣ ଆହତ ହୋଇଛନ୍ତି । ଗୁଳିକାଣ୍ଡ ଘଟଣା ପରେ ସନ୍ଦିଗ୍ଧ ଯୁବକ ଦୌଡି ଦୌଡି ପଳାଇଥିବା ନଜରକୁ ଆସିଛି । ତେବେ ଗୁଳିକାଣ୍ଡ…

ଆଇ ଡ୍ରପ୍ ପକାଇଲେ ଚାଲି ଯାଉଛି ଦୃଷ୍ଟି ଶକ୍ତି ! ଭାରତରେ ବନ୍ଦ ହେଲା ଉତ୍ପାଦନ

ନୂଆଦିଲ୍ଲୀ: ଆଖିରେ ଆଇ ଡ୍ରପ୍ ପକାଇଲେ ଚାଲି ଯାଉଛି ଦୃଷ୍ଟି ଶକ୍ତି, ପ୍ରାଣ ହରାଉଛନ୍ତି ଲୋକେ । ଗ୍ଲୋବାଲ୍ ଫାର୍ମା ହେଲଥକେୟାରର ଆର୍ଟିଫିସିଆଲ୍ ଟିଅର୍ସ ଡ୍ରପକୁ ନେଇ ଆମେରିକାର ଅଭିଯୋଗ ପରେ କମ୍ପାନୀ ପ୍ରଥମେ ସମସ୍ତ ଡ୍ରପକୁ ଫେରାଇ ନେଇଥିଲା । ଏବେ ଭାରତରେ ଉତ୍ପାଦନକୁ ବନ୍ଦ କରି ଦେଇଥିବା…

ଆଇଟି ପରେ ଆମେରିକା ଗଣମାଧ୍ୟମରେ ଆରମ୍ଭ ହେଲା କର୍ମଚାରୀ ଛଟେଇ

ନ୍ୟୁୟର୍କ:ଗୁଗୁଲ, ଟୁଇଟର, ଆମାଜନ ପରେ ଏବେ ଆମେରିକା ଗଣମାଧ୍ୟମ ପାଇଁ କଠିନ ସମୟ । ଅନେକ ବଡ ବଡ ଗଣମାଧ୍ୟମ ମାନ୍ଦାବସ୍ଥା କାରଣରୁ କର୍ମଚାରୀ ଛଟେଇ କରିବା ପାଇଁ ଘୋଷଣା କରିଛନ୍ତି । ଶୀତ ଆରମ୍ଭରୁ ଛଟେଇ ଆରମ୍ଭ ହେବ ବୋଲି ଅନେକ କମ୍ପାନୀ ଘୋଷଣା କରି ସାରିଛନ୍ତି । ଭକ୍ସ ମିଡିଆ (Vox…

ଚାଇନିଜ୍‌ ନୂଆବର୍ଷ ପାଳନ ବେଳେ ଗୁଳିକାଣ୍ଡ , ୯ ମୃତ

କାଲିଫୋର୍ଣ୍ଣିଆ: ଶନିବାର ଆମେରିକାର କାଲିଫୋର୍ଣ୍ଣିଆରେ  ଘଟିଥିବା ଗୁଳିକାଣ୍ଡରେ ୯ ଜଣଙ୍କ ମୃତ୍ୟୁ ହୋଇଯାଇଛି । ଗୁଳିକାଣ୍ଡରେ ଅନେକ ଲୋକ ଆହତ ହୋଇଥିବା ଜଣାପଡ଼ିଛି । ସୂଚନା ଅନୂଯାୟୀ ଏହି ଘଟଣା ଶନିବାର ରାତି ୧୦ ଟା ପରେ ହୋଇଥିଲା । ଗୁଳିମାଡ଼ କରିଥିବା ବ୍ୟକ୍ତି ହାତରେ ମେସିନ ଗନ୍…

କାଲିଫର୍ଣ୍ଣିଆରେ ତାଣ୍ଡବ ରଚିଛି ଘୂର୍ଣ୍ଣିବଳୟ, ୧୯ ଜଣଙ୍କର ମୃତ୍ୟୁ

ଆମେରିକା: ଆମେରିକାର କାଲିଫର୍ନିଆରେ  ତାଣ୍ଡବ ରଚିଛି ବାତ୍ୟା । ଏହି ପ୍ରାକୃତିକ ବିପର୍ଯ୍ୟୟରେ ୧୯ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ବନ୍ୟାରେ ଅନେକ ଘର ନଷ୍ଟ ହୋଇଯାଇଛି। ଜାତୀୟ ପାଣିପାଗ ସେବା ପୂର୍ବାନୁମାନ କରିଛି ଯେ ଆଗାମୀ ଦିନରେ ପୁଣି ଦୁଇଟି ଝଡ-ତୋଫାନ ଆତଙ୍କ ସୃଷ୍ଟି କରିପାରେ।…

ଆମେରିକାରେ ଶପଥ ନେଲେ ପ୍ରଥମ ଭାରତୀୟ ମୂଳ ମହିଳା ଶିଖ ଜଜ

ନୂଆଦିଲ୍ଲୀ: ଭାରତୀୟ ମୂଳ ମନପ୍ରୀତ ମୋନିକା ସିଂହ ହାରିସ କାଉଣ୍ଟିଂର ବିଚାରପତି ଭାବେ ଶପଥ ନେଇଛନ୍ତି । ଏହା ପରେ ମୋନିକା ଆମେରିକାର ପ୍ରଥମ ମହିଳା ଶିଖ ବିଚାରପତିର ମାନ୍ୟତା ପାଇଛନ୍ତି । ମୋନିକାଙ୍କ ଜନ୍ମ ହ୍ୟୁଷ୍ଟନରେ ହୋଇଥିଲା । ତାଙ୍କର ପିଲାଦିନ ମଧ୍ୟ ସେହିଠାରେ କଟିଥିଲା । ଏବେ ସେ…

ତାଇୱାନକୁ ନେଇ ଆମେରିକାକୁ ଧମକାଇଲା ଚୀନ

ନୂଆଦିଲ୍ଲୀ: ହେବ କି ଯୁଦ୍ଧ ? ମୁହାଁମୁହିଁ ହେବେ କି ଚୀନ ଓ ଆମେରିକା ? ତାଇୱାନ ଉପରେ ଅଧିକାର ସାବ୍ୟସ୍ତ କରିବାକୁ ଉଦ୍ୟମ କରୁଥିବା ଚୀନ, ଆମେରିକାକୁ ଧମକ ଦେଇଛି । ଖାଲି ଧମକାଇନି ବରଂ ପାଦେ ଆଗକୁ ଯାଇ ଡ୍ରାଗନ, ଆମେରିକା ସେନାର ବେସ୍ ନିକଟରେ ଶକ୍ତିଶାଳୀ ଯୁଦ୍ଧପୋତ ଅତିକ୍ରମ କରିଛି ।…

ଆମେରିକାରେ ବମ୍ ସାଇକ୍ଲୋନର ତାଣ୍ଡବ, ମୃତ୍ୟୁସଂଖ୍ୟା ୩୨କୁ ବୃଦ୍ଧି

ନ୍ୟୁୟର୍କ: ଆମେରିକାରେ ଭୟଙ୍କର ତୁଷାର ଝଡ଼ ଯୋଗୁଁ ମୃତ୍ୟୁ ସଂଖ୍ୟା ୩୨କୁ ବୃଦ୍ଧି ପାଇଛି । ପୂରା ଆମେରିକାକୁ ଆଚ୍ଛାଦିତ କରିଛି ବମ୍ ସାଇକ୍ଲୋନ  । ଚାରି ଆଡେ ବରଫ ଚାଦର । ଘଣ୍ଟାପ୍ରତି ୭୦ ମାଇଲ ବେଗରେ ବରଫ ଝଡ଼ ଦେଖାଦେଇଛି । ରାସ୍ତାଘାଟରେ ବରଫ ଜମା ହୋଇରହିଛି । ଲୋକେ ଘରୁ ବାହାରି…

ଦେଶରେ କଲେଜିୟମ୍ ବ୍ୟବସ୍ଥାକୁ ନେଇ ବିବାଦ, ଅନ୍ୟ ଦେଶରେ କେମିତି ନିଯୁକ୍ତ ହୁଅନ୍ତି ବିଚାରପତି ?

ନୂଆଦିଲ୍ଲୀ: ସୁପ୍ରିମକୋର୍ଟ ଓ ହାଇକୋର୍ଟରେ ବିଚାରପତି ନିଯୁକ୍ତିକୁ ନେଇ ଥିବା କଲେଜିୟମ ବ୍ୟବସ୍ଥା ଏବେ ବିବାଦ ଘେରରେ ରହିଛି । ଗୁରୁବାର ସଂସଦରେ କେନ୍ଦ୍ର ଆଇନ୍ ମନ୍ତ୍ରୀ କିରଣ ରିଜିଜୁ କହିଛନ୍ତି, ଯେବେ ଯାଏ ବିଚାରପତିଙ୍କ ନିଯୁକ୍ତି ପ୍ରକ୍ରିୟା ପରିବର୍ତ୍ତ ନ ହୋଇଛି । ସେ ପର୍ଯ୍ୟନ୍ତ…