Latest Odisha News

BREAKING NEWS

Browsing Tag

Anubhav Mohanty

[ଦେଖନ୍ତୁ ଭିଡିଓ] ବର୍ଷାଙ୍କ ଏକାଧିକ ପରିଚୟପତ୍ରର ତଦନ୍ତ ଦାବି କରି ଇଡିର ଦ୍ୱାରସ୍ଥ ହେଲେ ଅନୁଭବ ମହାନ୍ତି

କଟକ: କେନ୍ଦ୍ରାପଡ଼ା ସାଂସଦ ତଥା ଅଭିନେତା ଅନୁଭବ ମହାନ୍ତି ଓ ପତ୍ନୀ ବର୍ଷା ପ୍ରିୟଦର୍ଶିନୀଙ୍କ ବିବାହ ବିଚ୍ଛେଦ ମାମଲା କୋର୍ଟରେ ବିଚରାଧିନ ରହିଛି । ଅନ୍ୟପଟେ ବର୍ଷାଙ୍କ ଏକାଧିକ ପରିଚୟପତ୍ରର ତଦନ୍ତ ଦାବି କରି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି)ର ଦ୍ୱାରସ୍ଥ ହୋଇଛନ୍ତି ଅନୁଭବ । ଓଡ଼ିଶା…

ଦୁଇ ମାସ ଭିତରେ ଶ୍ୱଶୁର ଘର ଛାଡି଼ବେ ବର୍ଷା: କୋର୍ଟଙ୍କ ନିର୍ଦ୍ଦେଶ

ଭୁବନେଶ୍ୱର: ଏମ୍‌ପି ଅନୁଭବ ମହାନ୍ତିଙ୍କ ପାଇଁ କୋର୍ଟ ଦେଇଛନ୍ତି ଆଶ୍ୱସ୍ତି। କଟକ ଏସଡିଜେଏମ୍ କୋର୍ଟ ବର୍ଷାଙ୍କୁ ଅନୁଭବଙ୍କ ଘର ଛାଡ଼ିବାକୁ ନିର୍ଦ୍ଦେଶଦେଇଛନ୍ତି। ପୈତୃକ ଘର  ବର୍ଷା ଛାଡ଼ିବାକୁ ଅନୁଭବ କୋର୍ଟରେ ଆବେଦନ କରିଥିଲେ। ତାଙ୍କ ବାପା, ମାଆ ଅସୁସ୍ଥ ଥିବାରୁ ବର୍ଷା ଘର…

ଅନୁଭବଙ୍କ ନୂଆ ଭିଡିଓ: କହିଲେ, ରାତିରେ ନିଦ ହେଉନି

କଟକ: ପୁଣି ଭିଡିଓ ଛାଡିଲେ ଅଭିନେତା ତଥା କେନ୍ଦ୍ରାପଡ଼ା ସାଂସଦ ଅନୁଭବ ମହାନ୍ତି । ଭିଡିଓରେ ଏଥର ଫ୍ୟାନଙ୍କ ଉଦ୍ଦେଶ୍ୟରେ କିଛି କଥା କହିଛନ୍ତି । ଅନୁଭବ ମହାନ୍ତିଙ୍କ ନାଁରେ ଥିବା ୟୁଟ୍ୟୁବ ଚ୍ୟାନେଲରେ ଆଜି ସକାଳୁ ଭିଡିଓ ଅପଲୋଡ ହୋଇଛି । ଏଥିରେ ନିଜ ପରିବାର ଓ ଫ୍ୟାନଙ୍କ ଉଦ୍ଦେଶ୍ୟରେ ମନର…

ହାଇକୋର୍ଟଙ୍କ ଦ୍ୱାରସ୍ଥ ହେଲେ ବର୍ଷା ପ୍ରିୟଦର୍ଶିନୀ

କଟକ: ସେଲିବ୍ରିଟି କପଲ ବର୍ଷା-ଅନୁଭବ ଦାମ୍ପତ୍ୟ ଓ ପାରିବାରିକ ବିବାଦ ମାମଲା ଦିନକୁ ଦିନ ଜଟିଳ ହେବାରେ ଲାଗିଛି । ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ । ସୋସିଆଲ୍ ମିଡିଆରେ ଅପମାନଜନକ ପୋଷ୍ଟ ଉପରେ ଅଙ୍କୁଶ ଲଗାଇବା ପାଇଁ ସେ ଆବେଦନ କରିଛନ୍ତି ।…

ବର୍ଷାଙ୍କ FIR ପରେ ପୁଣି ଭିଡିଓ ଛାଡ଼ିଲେ ଅନୁଭବ, କଣ କହିଲେ ଜାଣନ୍ତୁ

କଟକ: ସେଲିବ୍ରିଟ୍ କପୁଲ ଅନୁଭବ ମହାନ୍ତି ଓ ବର୍ଷା ପ୍ରିୟଦର୍ଶିନୀ ବିବାଦ ତେଜିବାରେ ଲାଗିଛି । ସୋସିଆଲ୍ ମିଡିଆରେ ଅନୁଭବ ଦାମ୍ପତ୍ୟ ଜୀବନ କଳହକୁ ନେଇ ଗୋଟିଏ ପରେ ଗୋଟିଏ ଚାପ୍ଟର ଖୋଲୁଛନ୍ତି । ସେପଟେ ସୋସିଆଲ୍ ମିଡିଆରେ ସ୍ୱାମୀ ଅନୁଭବ ମହାନ୍ତି ଚରିତ୍ର ସଂହାର କରୁଥିବା ବର୍ଷା କଟକ…

ଅନୁଭବଙ୍କ ନାଁରେ ପୁଣି ଏତଲା ଦେଲେ ବର୍ଷା ପ୍ରିୟଦର୍ଶିନୀ

କଟକ: ସୋସିଆଲ୍ ମିଡିଆରେ ଭିଡିଓ ପୋଷ୍ଟ ପରେ ପୁଣି ତେଜିଛି ଅନୁଭବ-ବର୍ଷା ପାରିବାରିକ ବିବାଦ ମାମଲା । ସ୍ୱାମୀ ଅନୁଭବ ମହାନ୍ତିଙ୍କ ବିରୋଧରେ କଟକ ପୁରୀଘାଟ ଥାନାରେ ଏତଲା ଦେଇଛନ୍ତି ବର୍ଷା ପ୍ରିୟଦର୍ଶିନୀ । ସୋସିଆଲ ମିଡିଆରେ ଭିଡିଓ ପୋଷ୍ଟ କରିବା ଉପରେ ସେ ଆପତ୍ତି ଉଠାଇଛନ୍ତି । ଏତଲାରେ…

ହାଇକୋର୍ଟରେ ହେବନି ଅନୁଭବ-ବର୍ଷା ପାରିବାରିକ ବିବାଦର ଶୁଣାଣି

କଟକ : ସାଂସଦ ଅନୁଭବ ଓ ପତ୍ନୀ ବର୍ଷା ପ୍ରୀୟଦର୍ଶିନୀଙ୍କ ମଧ୍ୟରେ ଦାମ୍ପତ୍ତ୍ୟ କଳହକୁ ନେଇ ଫ୍ୟାମିଲି କୋର୍ଟରେ ମାମଲା ଚାଲିଥିବା ବେଳେ ଏହାର ତ୍ୱରିତ ଶୁଣାଣି ନିର୍ଦ୍ଦେଶ ପାଇଁ ଆବେଦନ କରିଥିଲେ ଅନୁଭବ ମହାନ୍ତି । ମାତ୍ର ଅନୁଭବଙ୍କ ଏହି ଆବେଦନର ଅନ୍ତ ଘଟାଇଛନ୍ତି ହାଇକୋର୍ଟ । ପାରିବାରିକ…

ସାଂସଦ ଅନୁଭବ ମହାନ୍ତିଙ୍କୁ ରାଜ୍ୟ ମହିଳା କମିଶନଙ୍କ ପକ୍ଷରୁ ନୋଟିସ

ଭୁବନେଶ୍ୱର: ସାଂସଦ ଅନୁଭବ ଓ ପତ୍ନୀ ବର୍ଷା ପାରିବାରିକ ବିବାଦ ମାମଲାରେ ଅନୁଭବ, ତାଙ୍କ ବାପା, ମାଙ୍କୁ ରାଜ୍ୟ ମହିଳା କମିଶନ ନୋଟିସ ଜାରି କରିଛନ୍ତି । ଆସନ୍ତା ୨୯ ତାରିଖରେ କମିଶନରେ ହାଜର ହେବାରୁ ସମସ୍ତଙ୍କୁ ନୋଟିସ ହୋଇଛି । ଏହି ତିନି ଜଣ ମହିଳା କମିଶନଙ୍କ ନିକଟରେ ପହଞ୍ଚି ନିଜ ପକ୍ଷ…

ଏସଡିଜେଏମ କୋର୍ଟରେ ହାଜର ହେଲେ ସାଂସଦ ଅନୁଭବ ମହାନ୍ତି

କଟକ: ପାରିବାରିକ ହିଂସା ମାମଲାରେ କଟକ ଏସଡିଜେଏମ କୋର୍ଟରେ ହାଜର ହୋଇଛନ୍ତି ସାଂସଦ ତଥା ଅଭିନେତା ଅନୁଭବ ମହାନ୍ତି ।  ପତ୍ନୀ ବର୍ଷା ପ୍ରିୟଦର୍ଶିନୀଙ୍କ ପକ୍ଷରୁ ଦାୟର ମାମଲାରେ ଆଜି ସେ କୋର୍ଟରେ ହାଜର ହୋଇଛନ୍ତି। ଅନୁଭବଙ୍କ ପକ୍ଷରୁ ଓକିଲଙ୍କ ଜରିଆରେ କୋର୍ଟରେ ଜବାବ ଦାଖଲ କରାଯାଇଛି।…

ଅନୁଭବଙ୍କ ଫେସବୁକ ପ୍ରଶଂସକଙ୍କ ବିରୋଧରେ ବର୍ଷାଙ୍କ ଏତଲା

କଟକ: ଓଲିଉଡ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ ସୋସିଆଲ ମିଡିଆରେ ତାଙ୍କ ବିରୋଧରେ କରାଯାଉଥିବା ଖରାପ ମନ୍ତବ୍ୟକୁ ନେଇ ସ୍ୱାମୀ ଅନୁଭବ ମହାନ୍ତିଙ୍କ ଫେସବୁକ ପ୍ରଶଂସକଙ୍କ ବିରୋଧରେ ଥାନାରେ ଅଭିଯୋଗ କରିଛନ୍ତି। ସୂଚନାନୁସାରେ, ଓଲିଉଡ ତାରକା ତଥା ସାଂସଦ ଅନୁଭବ ମହାନ୍ତିଙ୍କ କିଛି ଫେସବୁକ…