Latest Odisha News
Browsing Tag

ashok gehlot

ରାଜସ୍ଥାନରେ କଂଗ୍ରେସକୁ ଖେଳାଉଛନ୍ତି ପାଇଲଟ!

ଭୁବନେଶ୍ୱର: ନିର୍ବାଚନ ପୂର୍ବରୁ ରାଜସ୍ଥାନରେ ଏବେ ରାଜନୈତିକ ସ୍ଥିତି ଉଷ୍ମ ହେବାରେ ଲାଗିଛି। ଅଶୋକ ଗେହଲଟଙ୍କୁ ଖୋଦ ନିଜ ଦଳର ବିଧାୟକ ଓ ମନ୍ତ୍ରୀ ମାନେ ଟାର୍ଗେଟ କରି ସରକାରର ଅଡୁଆ ବଢ଼ାଇ ଦେଇଛନ୍ତି। ଗୋଟିଏ ପଟେ ପାଇଲଟଙ୍କୁ ଦଳ ଚୁପ କରିବାରେ ସକ୍ଷମ ହୋଇଥିଲେ ମଧ୍ୟ ରାଜ୍ୟରେ ନାରୀ…

ମାଗଣା ବିଜୁଳି, ରାଜସ୍ଥାନ ଦେବା ପରେ ଅନ୍ୟ ରାଜ୍ୟରେ ବି ଉଠିଲା ଦାବି

ଭୁବନେଶ୍ୱର: ଦେଶରେ ଏବେ ଚାଲିଛି ବିଜୁଳି ରାଜନୀତି। ପ୍ରତ୍ୟେକ ବ୍ୟକ୍ତି ବିଜୁଳି ବ୍ୟବହାର କରୁଥିବାବେଳେ ବିଜୁଳି ବିଲ ଲୋକଙ୍କ ପାଇଁ ବଡ଼ ବୋଝ ଭାବେ ଗଣାଯାଉଛି। ତେଣୁ ଏହାକୁ ଆଖି ଆଗରେ ରଖି ରାଜନୈତିକ ଦଳ ଓ ସରକାର ବିଜୁଳିକୁ ନେଇ ରାଜନୀତି କରୁଥିବା ଦେଖିବାକୁ ମିଳିଛି। ପୂର୍ବରୁ ଆମ…

ରାଜସ୍ଥାନରେ କଂଗ୍ରେସର ପ୍ରାକ ନିର୍ବାଚନୀ ଭେଟି, ବିଜୁଳି ଏବେ ମାଗଣା

ଭୁବନେଶ୍ୱର: କଂଗ୍ରେସର ଗ୍ୟାରେଣ୍ଟି ଏବେ ନିର୍ବାଚନ ପାଇଁ ଏକ ପ୍ରମୁଖ ଅସ୍ତ୍ର ଭାବେ ଗଣାଯାଉଛି। କର୍ଣ୍ଣାଟକରେ ଏ କଥା କାମ ଦେବା ପରେ ଅନ୍ୟ ରାଜ୍ୟରେ ଦଳ ଗ୍ୟାରେଣ୍ଟିକୁ ନିର୍ବାଚନ ଅସ୍ତ୍ର ଭାବେ ବ୍ୟବହାର କରିବା ଆରମ୍ଭ କରିଛି। ଏପରିକି ଦେଶର ଅନ୍ୟ କିଛି ପ୍ରମୁଖ ଦଳ ମଧ୍ୟ କଂଗ୍ରେସର…

ରାଜସ୍ଥାନରେ ‘ହାତ’ ହତିଆର, ଗେହଲଟ ହଟିବେ ନା ପାଇଲଟ କଟିବେ ?

ଭୁବନେଶ୍ୱର: ସମାଧାନ ହେବ କି ରାଜସ୍ଥାନ କଂଗ୍ରେସ କଳି ? ଗେହଲଟ ପାଇଲଟ ବିବାଦରେ ପଡିବ କି ପୂର୍ଣ୍ଣଛେଦ ? ହାଇକମାଣ୍ଡ ଉଭୟଙ୍କ ମଧ୍ୟରେ ସମାଧାନର ରାସ୍ତା ବାହାର କରିପାରିବେ କି ? ଯଦି କିଛି ସମାଧାନ ନ ହୁଏ ତେବେ କଂଗ୍ରେସକୁ କଣ କ୍ଷତି ହେବ। ଆଗକୁ ରାଜସ୍ଥାନ ବିଧାନସଭା ନିର୍ବାଚନ ଥିବାବେଳେ…

ଗେହଲଟଙ୍କ ପ୍ରତିଆକ୍ରମଣ, ଫସିଯିବେ ପାଇଲଟ !

ଭୁବନେଶ୍ୱର: ଗେହଲଟଙ୍କ ବିରୋଧରେ ଲଗାତର ଲଢେଇ ଜାରି ରଖିଥିବା ସଚିନ ପାଇଲଟ ଏବେ ବିରୋଧର ସମ୍ମୁଖୀନ ହୋଇଛନ୍ତି। ରାଜସ୍ଥାନ ଶିରୋହୀର ବିଧାୟକ ଏବଂ ମୁଖ୍ୟମନ୍ତ୍ରୀ ଗେହଲଟଙ୍କ ଘନିଷ୍ଠ କୁହାଯାଉଥିବା ସନ୍ୟମ ଲୋଧା ପାଇଲଟଙ୍କୁ ଟାର୍ଗେଟ କରିଛନ୍ତି। ବିଜେପିର ଦୁର୍ନୀତି ବିରୋଧରେ ରାଜସ୍ଥାନ…

‘ରାଜସ୍ଥାନ ରାଜନୀତି’, ପାଇଲଟଙ୍କ କଂଗ୍ରେସ ହଟାଓ ଅଭିଯାନ ଆରମ୍ଭ !

ଭୁବନେଶ୍ୱର: ରାଜସ୍ଥାନରେ କଂଗ୍ରେସ କନ୍ଦଳ ଦାଣ୍ଡରେ ପଡି ହାଟରେ ଗଡୁଥିବା ବେଳେ ପ୍ରଧାନମନ୍ତ୍ରୀ ମୋଦି ମଧ୍ୟ ଏହାକୁ ନେଇ କଂଗ୍ରେସକୁ ସମାଲୋଚନା କରିଛନ୍ତି। ରାଜସ୍ଥାନ ଗସ୍ତରେ ଯାଇଥିବା ମୋଦି କଂଗ୍ରେସ ନେତା ମୁଖ୍ୟମନ୍ତ୍ରୀ ଚଉକି ପାଇଁ ଏତେ ବ୍ୟସ୍ତ ଯେ ରାଜସ୍ଥାନର ବିକାଶକୁ ଅଣଦେଖା…

ଉପନିର୍ବାଚନ ସଂକେତ, ରାଜସ୍ଥାନରେ ହାରିବ ହାତ!

ଭୁବନେଶ୍ୱର: କର୍ଣ୍ଣାଟକ ନିର୍ବାଚନ ପ୍ରଚାର ସରିବା ପରେ ଏବେ ବିଜେପି ଫୋକସରେ ରାଜସ୍ଥାନ। କଂଗ୍ରେସର ଗେହଲଟ ପାଇଲଟ ଲଢେଇ ମଧ୍ୟରେ ବିଜେପି ରାଜସ୍ଥାନରେ ଫାଇଦା ନେବାକୁ ଯୋଜନା ଆରମ୍ଭ କରିଥିବା କୁହାଯାଉଛି। ଏହି କ୍ରମରେ ମେ ୧୦ ତାରିଖ ଅର୍ଥାତ ଆସନ୍ତାକାଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର…

ରାଜସ୍ଥାନରେ କଂଗ୍ରେସର ବିଜେପି ମଡେଲ !

ଭୁବନେଶ୍ୱର: ରାଜସ୍ଥାନ ରାଜନୀତିକୁ ନେଇ ନୂଆ ଖବର। ନିର୍ବାଚନ ଆସନ୍ନ ଥିବାବେଳେ ମୁଖ୍ୟମନ୍ତ୍ରୀ ଗେହଲଟ ପାଇଲଟ ଲଢେଇ ତୀବ୍ର ରୂପ ନେଉଛି। ଏପରିକି କଂଗ୍ରେସ ନେତା ତଥା ରାଜସ୍ଥାନର ପୂର୍ବତନ ଉପମୁଖ୍ୟମନ୍ତ୍ରୀ ସଚିନ ପାଇଲଟ ମୁଖ୍ୟମନ୍ତ୍ରୀ ଗେହଲଟଙ୍କ ବିରୋଧରେ ଯୁଦ୍ଧ୍ଯଂଦେହୀ ଡାକରା ଦେଇଥିବା…

ଆଉ କଂଗ୍ରେସରେ ଭଲ ଲାଗୁନି, ବିଜେପି ଯିବେ ପାଇଲଟ !

ଭୁବନେଶ୍ୱର: କଂଗ୍ରେସରେ ଗୋଟିଏ ପଟେ ସମ୍ଭାବନା ତ ଆଉ ଗୋଟିଏ ପଟେ ନିରାଶା ବଢି ବଢି ଚାଲିଛି। କର୍ଣ୍ଣାଟକ ନିର୍ବାଚନରେ ଦଳ ପାଇଁ ଅନେକ ସମ୍ଭାବନାକୁ ନେଇ ଚର୍ଚ୍ଚା ହେଉଥିବା ବେଳେ ରାହୁଲଙ୍କ ଭବିଷ୍ୟତକୁ ନେଇ କଂଗ୍ରେସ ବେଶ ଆଶାବାଦୀ। ସେପଟେ ରାଜସ୍ଥାନରେ ଯୁବ ନେତା ତଥା ପୂର୍ବତନ…

ପାଇଲଟଙ୍କର ଦରକାର ମୁଖ୍ୟମନ୍ତ୍ରୀ ପଦ !

ଭୁବନେଶ୍ୱର: କଣ ଚାହୁଁଛନ୍ତି ରାଜସ୍ଥାନ କଂଗ୍ରେସ ନେତା ସଚିନ ପାଇଲଟ। ଗେହଲଟ ସରକାରକୁ ବାରମ୍ବାର ଘେରୁଥିବା ପାଇଲଟ ଏବେ ଦୁର୍ନୀତି ପ୍ରସଙ୍ଗକୁ ନେଇ ସରକାରକୁ କାଠଗଡାକୁ ଟାଣିଛନ୍ତି। ତେଣୁ ରାଜସ୍ଥାନରେ କଂଗ୍ରେସର ଗତି କୁଆଡେ ବୋଲି ପ୍ରଶ୍ନ ଉଠିଛି। ଆଗକୁ ନିର୍ବାଚନ ଥିବାବେଳେ ଗେହଲଟ…