Latest Odisha News

BREAKING NEWS

Browsing Tag

ashok gehlot

‘ଗେହଲଟଙ୍କୁ ମୋଦୀଙ୍କ ପ୍ରଶଂସା’ କିଛି ଉଦ୍ଦେଶ୍ୟ ନାହିଁ ତ ?

ଭୁବନେଶ୍ୱର: ରାହୁଲ ଗାନ୍ଧୀ ପ୍ରସଙ୍ଗ ନେଇ ଗୋଟିଏ ପଟେ କଂଗ୍ରେସ ପ୍ରତି ସମର୍ଥନ ବଢୁଥିବା କୁହାଯାଉଛି। ଏପରିକି ଏହି ପ୍ରସଙ୍ଗ କଂଗ୍ରେସ ନେତା କର୍ମୀଙ୍କ ଭିତରେ ଜୋଶ ଭରିବା ସହ ବିରୋଧୀଙ୍କୁ ଗୋଟିଏ ମଞ୍ଚକୁ ଆଣିଛି। କିନ୍ତୁ ଏଭଳି ସମୟରେ ଦଳର କନ୍ଦଳ କଂଗ୍ରେସକୁ ଅଡୁଆରେ ପକାଇଛି।…

ରାହୁଲଙ୍କ ବାଟରେ ପାଇଲଟ କଣ୍ଟା !

ଭୁବନେଶ୍ୱର: ଗୋଷ୍ଠୀକନ୍ଦଳ ସବୁବେଳେ କଂଗ୍ରେସ ପାଇଁ କାଳ ସାଜିଆସିଛି। ଗୋଟିଏ ପଟେ ସାରା ଦେଶରେ ରାହୁଲ ଗାନ୍ଧୀ ଓ କଂଗ୍ରେସ ସପକ୍ଷରେ ଗୋଟିଏ ବଡ଼ ରାଜନୈତିକ ବାତାବରଣ ତିଆରି ହୋଇଛି। ସେପଟେ କର୍ଣ୍ଣାଟକ ନିର୍ବାଚନରେ ବଡ଼ ସଫଳତା ପାଇଁ ଦଳ ଜୋରଦାର ଉଦ୍ୟମ ଜାରି ରଖିଛି। ଏଭଳି ସ୍ଥିତିରେ…

ବିଧାନସଭାରେ ମୁଖ୍ୟମନ୍ତ୍ରୀ ପଢିଲେ ଗତବର୍ଷର ବଜେଟ; ତାତିଲେ ବିରୋଧୀ

ଜୟପୁର:ରାଜସ୍ଥାନ ବିଧାନସଭାରେ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ ଆଜି ବଜେଟ ଉପସ୍ଥାପନ କରୁଥିଲେ । ବିଜେଟ ଉପସ୍ଥାପନ ସମୟରେ ବିରୋଧୀ ପ୍ରବଳ ହଟ୍ଟଗୋଳ କରିଛନ୍ତି ।  ଏଥିଯୋଗୁ ଗୃହକୁ ଅଧଘଣ୍ଟାଏ ପାଇଁ ମୁଲତବୀ ରଖାଯାଇଥିଲା । ବିପକ୍ଷ ଅଭିଯୋଗ ଥିଲା ଯେ, ମୁଖ୍ୟମନ୍ତ୍ରୀ ପୁରୁଣା ବଜେଟ…

ଶସ୍ତା ହେବ ସିଲିଣ୍ଡର, ରୋଷେଇ ଗ୍ୟାସ୍ ୫୦୦ ଟଙ୍କାରେ ଦେବେ ସରକାର

ଜୟପୁର: ମହଙ୍ଗା ମାଡ଼ ଭିତରେ ଖୁସି ଖବର । ଦରବୃଦ୍ଧି ଯୋଗୁ ବିଗିଡ଼ି ଯାଇଥିବା ବଜେଟକୁ ଆଶ୍ୱସ୍ତି ଦେବ ରୋଷେଇ ଗ୍ୟାସ୍ । ୨୦୨୩ ଏପ୍ରିଲ୍ ପହିଲାରୁ ରୋଷେଇ ଗ୍ୟାସ୍ ସିଲିଣ୍ଡର ପିଛା ୫ ଶହ ଟଙ୍କାରେ ମିଳିବ । ବିପିଏଲ୍ କାର୍ଡଧାରୀ ଓ ଉଜ୍ଜ୍ୱଳା ଯୋଜନାର ହିତାଧିକାରୀ ଏହି ସୁବିଧା ପାଇବେ ।…

କଂଗ୍ରେସରେ ଅଧ୍ୟକ୍ଷ ପଦ ନିର୍ବାଚନ ପରେ ରାଜସ୍ଥାନ କଂଗ୍ରେସରେ ଭୂକମ୍ପ ଆଶଙ୍କା !

ନୂଆଦିଲ୍ଲୀ: ଆଜି କଂଗ୍ରେସ ଅଧ୍ୟକ୍ଷ ନିର୍ବାଚନ ପାଇଁ ପ୍ରକାଶ ପାଇଲା ବିଜ୍ଞପ୍ତି। ଦେଶର ସର୍ବ ପୂରାତନ ରାଜନୈତିକ ଦଳ କଂଗ୍ରେସରେ ଅଧ୍ୟକ୍ଷ ପଦ ପାଇଁ  ନିର୍ବାଚନ ହେବାକୁ ଯାଉଥିବାରୁ ଏହାକୁ ନେଇ ବର୍ତ୍ତମାନ ସବୁ ଆଡେ ଜୋରଦାର ଚର୍ଚ୍ଚା ହେବାକୁ  ଲାଗିଛି  । ଠିକ ଏହି ସମୟରେ ସବୁଠୁ ଅଧିକ…

କିଏ ହେବ କଂଗ୍ରେସର ନୂଆ ମଙ୍ଗୁଆଳ? ରାହୁଲ, ମଲ୍ଲିକାର୍ଜୁନ, ଅଶୋକଙ୍କ ଉପରେ ନଜର

ନୂଆଦିଲ୍ଲୀ: କିଏ ହେବ କଂଗ୍ରେସର ନୂଆ ସଭାପତି? କାହାକୁ କଂଗ୍ରେସ ଦଳ ମଙ୍ଗୁଆଳ କରିବ। କାହା ନେତୃତ୍ବରେ ଦଳ ୨୦୨୪ ନିର୍ବାଚନ ଲଢ଼ିବ? ଏଭଳି ଅନେକ ପ୍ରଶ୍ନକୁ ନେଇ ଖାଲି କଂଗ୍ରେସରେ ଚର୍ଚା ହେଉନି ସାରା ଭାରତରେ ଆଲୋଚନା ହେଉଛି । ଆଉ ଦୁଇ ସପ୍ତାହ ପରେ କଂଗ୍ରେସର ନିର୍ବାଚନ ପ୍ରକ୍ରିୟାର…

[ଦେଖନ୍ତୁ ଭିଡିଓ] ଏଥର ଗାନ୍ଧୀ ପରିବାର ବାହାରୁ କଂଗ୍ରେସ ଅଧ୍ୟକ୍ଷ !

ନୂଆଦିଲ୍ଲୀ: କିଏ ସମ୍ଭାଳିବ କଂଗ୍ରେସ କମାଣ । ଗାନ୍ଧୀ ପରିବାର ହାତରେ ରହିବ ଦଳର ମଙ୍ଗ ନା ଆଉ କିଏ ହେବେ କଂଗ୍ରେସ ହାଇକମାଣ୍ଡ । ଏନେଇ ଦଳରେ ମାନସମନ୍ଥନ ଚାଲିଥିବା ବେଳେ ଖୁବଶୀଘ୍ର କଂଗ୍ରେସକୁ ମିଳିବାକୁ ଯାଉଛି ନୂଆ ସଭାପତି । କିଏ କଂଗ୍ରେସର ପରବର୍ତ୍ତୀ ସଭାପତି ହେବେ ସେନେଇ ଦଳର…

ଉଦୟପୁର ଯିବେ ମୁଖ୍ୟମନ୍ତ୍ରୀ ଅଶୋକ ଗେହେଲଟ୍

ଓଡ଼ିଶା ସମ୍ବାଦ ବ୍ୟୁରୋ: ଉଦୟପୁରରେ ତଣ୍ଟିକାଟି ହତ୍ୟାକାଣ୍ଡ ଘଟଣାରେ ସାରା ଦେଶରେ ପ୍ରତିବାଦର ସ୍ବର ଉଠିଛି । ସମସ୍ତେ ଏହି ଘଟଣାକୁ ନିନ୍ଦା କରିବା ସହ ଏହା ବିରୋଧରେ ରାଜସ୍ଥାନ ସରକାର କଠୋର ଦଣ୍ଡ ଅପରାଧୀଙ୍କୁ ଦିଅନ୍ତୁ ବୋଲି ଦାବି ହେଉଛି । ଏପରିକି ରାଜ୍ୟ ସରକାର ତୁଷ୍ଟିକରଣ…

କହ୍ନେୟାଲାଲ ହତ୍ୟାକାରୀଙ୍କୁ କଠୋର ଦଣ୍ଡ ଦିଆଯିବ : ଅଶୋକ ଗେହଲୋଟ

ଓଡ଼ିଶା ସମ୍ବାଦ ବ୍ୟୁରୋ: ରାଜସ୍ଥାନର ଉଦୟପୁରରେ ଜଣେ ସିଲେଇ ଦୋକାନୀଙ୍କ ମୁଣ୍ଡକାଟ ଘଟଣାକୁ କଡା ନିନ୍ଦା କରିଛନ୍ତି ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲୋଟ । ତାଙ୍କ ସରକାର ଏପରି ହତ୍ୟାକାରୀଙ୍କୁ କଠୋର ଦଣ୍ଡ ଦେବ ବୋଲି ସେ କହିଛନ୍ତି ।…

ହସ୍ପିଟାଲରେ ଭର୍ତ୍ତି ହେଲେ ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ୍‌

ଜୟପୁର: ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟଙ୍କୁ ଶୁକ୍ରବାର ସକାଳେ ଜୟପୁରର ଏକ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଛାତିରେ ଯନ୍ତ୍ରଣା ଅନୁଭବ କରିବାରୁ ତାଙ୍କୁ ତୁରନ୍ତ ସୱାଇ ମାନ୍ ସିଂ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ଯାହା ଫଳରେ ତାଙ୍କ ଦିଲ୍ଲୀ ଗସ୍ତ ବାତିଲ ହୋଇଛି।…