Latest Odisha News

BREAKING NEWS

Browsing Tag

Bjd

ବଦଳୁଛି କି ଦିଲୀପ ରାୟଙ୍କ ମୁଡ୍ ?

ଭୁବନେଶ୍ୱର: ହକି ବିଶ୍ୱକପ୍ ଆରମ୍ଭ ସହ ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା ପୂର୍ବତନ ରାଉରକେଲା ବିଧାୟକଙ୍କୁ ନେଇ ପୁଣି ଚର୍ଚ୍ଚା ଜୋର୍ ଧରିଛି । ନିକଟରେ ଦିଲୀପଙ୍କ ଜନ୍ମଦିନରେ ଖଣ୍ଡପଡ଼ା ବିଧାୟକ ସୌମ୍ୟରଞ୍ଜନ ପଟ୍ଟନାୟକ ଓ ପୂର୍ବତନ ମୋରଡ଼ା ବିଧାୟକ ପ୍ରବୀଣ ଭଞ୍ଜଦେଓ ଏକାଠି ହୋଇଥିଲେ ।…

ବିଜେଡି, ବିଜେପିର ଅସନ୍ତୁଷ୍ଟ ନେତାଙ୍କୁ ନେଇ କି ସମୀକରଣ ଆଙ୍କିବେ ଦିଲୀପ ?

ଭୁବନେଶ୍ୱର: ୨୦୨୪ରେ ଖେଳ ବିଗାଡ଼ିବା ଲାଗି ଯୋଜନା । ବିଜେଡି ଓ ବିଜେପି ପାଇଁ ମୁଣ୍ଡ ବିନ୍ଧା ସାଜିବେ ଅସନ୍ତୁଷ୍ଟ ନେତା । ଧାମନଗର ଉପନିର୍ବାଚନରେ ରାଜୁ ଦାସଙ୍କ ପାଇଁ ବିଜେଡି ଯେଉଁ କ୍ଷତି ସହିଥିଲା ୨୦୨୪ରେ ତାର ପୁନରାବୃତ୍ତି ହୋଇପାରେ ବିଜେଡି ଓ ବିଜେପି କ୍ଷେତ୍ରରେ । ରାଉରକେଲାର…

ପିନାକୀଙ୍କୁ ନେଇ ଅଡ଼ୁଆରେ ବିଜେଡି, ହାତରୁ ଖସିଯିବ କି ପୁରୀ ?

ଭୁବନେଶ୍ୱର: ୨୦୧୯ ନିର୍ବାଚନରେ ବିଜେଡି ହାତରୁ ଖସିଥିଲା ପୁରୀ ସହ ବ୍ରହ୍ମଗିରି ବିଧାନସଭା ଆସନ । ୨୦୨୪ ସାଧାରଣ ନିର୍ବାଚନକୁ ଆଉ ବର୍ଷେରୁ ଅଧିକ ସମୟ ଥିବାବେଳେ ବିଜେଡି ପୁରୀ ଲୋକସଭା ଆସନକୁ ନେଇ ବିବ୍ରତ ହୋଇ ପଡ଼ିଛି । ୨୦୧୯ ନିର୍ବାଚନରେ ବିଜେଡିର ପିନାକୀ ମିଶ୍ର, ବିଜେପିର ସମ୍ବିତ…

୨୪ ନୁହେଁ ୨୦୨୩ରେ ବିଜେପି ପାଇଁ ଗୁରୁତ୍ୱପୂର୍ଣ୍ଣ ଓଡ଼ିଶା, ଆସିବେ ମୋଦି ଓ ଶାହ

ଭୁବନେଶ୍ୱର: ଓଡ଼ିଶାରେ କିଏ ଚଳାଉଛି ସରକାର ? ଡିସେମ୍ବର ୨୮ରେ ଓଡ଼ିଶା ଗସ୍ତ ବେଳେ ନଡ୍ଡା ପଚାରିଥିବା ପ୍ରଶ୍ନକୁ ଏବେ ରାଜ୍ୟ ବିଜେପି ପଚାରିବ । ଦଳର ନେତୃତ୍ୱ ବୁଥରୁ ବୁଥ୍ ବୁଲି ଏହି ପ୍ରଶ୍ନ ପଚାରିବେ । ଆଗାମୀ ନିର୍ବାଚନରେ ଓଡ଼ିଶାରେ ସରକାର ଗଢ଼ିବା ପାଇଁ ବିଜେପି ପ୍ରସ୍ତୁତ କରିଛି…

ବିଜେଡି ଛାଡ଼ିବେ କି ଭର୍ତ୍ତୃହରି ମହତାବ ?

ଭୁବନେଶ୍ୱର: କଟକ ସାଂସଦ ଭର୍ତ୍ତୃହରି ମହତାବଙ୍କୁ ନେଇ ଚିନ୍ତାରେ ବିଜେଡି । ସପ୍ତାହକ ତଳେ ପୁରୀରେ ଅନୁଷ୍ଠିତ ଦଳର ପ୍ରତିଷ୍ଠା ଦିବସରେ ଉପସ୍ଥିତ ନଥିଲେ ଭର୍ତ୍ତୃହରି । ଆଉ ଏବେ ଭର୍ତ୍ତୃହରି ଦେଇଥିବା ପ୍ରସଙ୍ଗ ମନ୍ତବ୍ୟ ବିଜେଡି ଶିବିରରେ ଭ୍ରୁକୁଞ୍ଚନ ସୃଷ୍ଟି କରିଛି । କଟକରେ ଦଳୀୟ…

ପୁନର୍ଗଠିତ ହେଲା ବିଜେଡି ମିଡିଆ ଟିମ୍; କିଏ ରହିଲା, କିଏ ଗଲା ?

ଭୁବନେଶ୍ୱର: ବିଜେଡି  ମିଡିଆ ଟିମର ପୁନର୍ଗଠନ ହୋଇଛି । ଦୀର୍ଘ ୩ବର୍ଷ ପରେ  ଏହାର ପୁନର୍ଗଠନ କରିଛି ଦଳ । କିଛି ନେତା ଏଥିରୁ ବାଦ ପଡିଥିବାବେଳେ କେତେ ନୂଆ ମୁହଁ ଦେଖିବାକୁ ମିଳିଛି । ନୂଆ ଟିମରେ ଜାତୀୟ ମୁଖପାତ୍ର ଭାବେ ମୋଟ ୫ଜଣ, ମୁଖପାତ୍ର ୧୬ଜଣ ଓ ପ୍ୟାନେଲିଷ୍ଟ ଭାବେ ୯ଜଣ ରହିଛନ୍ତି…

ବିଜେଡିର ୨୫ ବର୍ଷ ପୂର୍ତ୍ତିରେ ୨୦୨୪ ପାଇଁ କି ସଂକେତ ଦେଲେ ନବୀନ ?

ପୁରୀ: ଶଙ୍ଖକ୍ଷେତ୍ର ପୁରୀରେ ଶକ୍ତି ପ୍ରଦର୍ଶନ କରିଛି ବିଜେଡି । ଦଳର ୨୫ ବର୍ଷ ପୂର୍ତ୍ତିରେ ବିଜେଡି ପୁରୀର ତାଳବଣିଆରେ ପ୍ରାୟ ୫୦ ହଜାର କର୍ମୀଙ୍କୁ ଏକାଠି କରିଥିବା ବେଳେ ନବୀନ ଦେଇଛନ୍ତି ଗୁରୁମନ୍ତ୍ର । ଓଡ଼ିଶା, ଓଡ଼ିଶାବାସୀଙ୍କ ପାଇଁ ବିଜେଡି ଲଢ଼ୁଛି, ଆଗକୁ ଲଢ଼ିବ ବୋଲି ନବୀନ କହିବା…

ଆଗ ଠାକୁରଙ୍କ ଘର ପାଲିସ ହେବ, ପରେ ନିଜ ଘର ସଜାଡିବା-ସୗେମ୍ୟ

ଭୁବନେଶ୍ୱର:  ବିଜୁ ଜନତା ଦଳ ପ୍ରଭୁ ଜଗନ୍ନାଥଙ୍କ ପରମ ସେବକ । ସେଥିପାଇଁ ମନ୍ଦିର ଉନ୍ନୟନ ପାଇଁ ଆଗେଇ ଆସିଛି ଏ ସରକାର । ପ୍ରଥମେ ଠାକୁରଙ୍କ ଘର ପାଲିସ ହେଉ, ପରେ ଆମେ ନିଜ ଘରକୁ ସଜାଡିବା । ନିଜେ ଭଲ ଘରେ ରହିବା ଆଉ ଠାକୁର ଖରାପ ଘରେ ରହିବେ..ଏହା ପାପ ।  ତେଣୁ ପ୍ରଥମେ ଓଡ଼ିଶାର ସବୁ…

ଦଳ ଶାସନକୁ ଆସିବାଠାରୁ ମହିଳାଙ୍କ ଉପରେ ଫୋକସ୍ ରହିଛି : ନବୀନ

ପୁରୀ : ୨୬ ବର୍ଷରେ ପାଦ ଥାପିଛି ବିଜେଡି । ଏହି ଅବସରରେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ମହିଳା ସଶକ୍ତିକରଣ ଉପରେ ଗୁରୁତ୍ୱ ଦେଇଛନ୍ତି । ବିଜୁ ବାବୁଙ୍କ ଆଦର୍ଶକୁ ମନେ ପକାଇ ଦେଇ ସେ କହିଛନ୍ତି, ବିଜୁ ବାବୁ ଜଣେ ଜନନାୟକ । ତାଙ୍କ ଆଦର୍ଶରେ ଦଳ ଏବେ ବି ଆଗେଇ ଚାଲିଛି । ଓଡିଶାର ଉନ୍ନତି…

ବିଜେଡିର ରୌପ୍ୟ ଜୟନ୍ତୀକୁ ସତ୍ୟାଗ୍ରହ ଜରିଆରେ କାଉଣ୍ଟର କରୁଛି ବିଜେପି

ପୁରୀ: ପୁରୀ ତାଳବଣିଆରେ ବିଜେପି ପାଳନ କରୁଛି ରୌପ୍ୟ ଜୟନ୍ତୀ । ଅନ୍ୟ ପଟେ ବିଜେପି ଓ କଂଗ୍ରେସ ଶାସକ ଦଳକୁ ବିରୋଧ କରିଛି । ବିଜେପି ସତ୍ୟାଗ୍ରହ ଜାରି ରଖିଥିବାବେଳେ ପୁରୀ ଛାତ୍ର କଂଗ୍ରେସ ନବୀନ ପଟ୍ଟନାୟକଙ୍କ ଗସ୍ତକୁ ବିରୋଧ କରିଛି । ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଛକରେ ଛାତ୍ର କଂଗ୍ରେସ…